October 19, 2024

Odia Express

Here, There and Everywhere

ଆଇଏଏସ୍ ଇଣ୍ଟରଭ୍ୟୁରେ ପ୍ରଶ୍ନ? ଯଦି ଆପଣ ଜିଲ୍ଲାପାଳ ଅଛନ୍ତି ଓ ଆପଣଙ୍କୁ ଜଣାପଡେ କି ଦୁଇଟି Train ପରସ୍ପର ଧକ୍କା ହୋଇଯାଇଛନ୍ତି ତେବେ ପ୍ରଥମେ କଣ କରିବେ ଆପଣ ?

1 min read

ସଂଘ ଲୋକସେବା ଆୟୋଗ ୟୁପିଏସ୍ ସି ଦ୍ୱାରା ଆୟୋଜିତ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଅଧିକାଂଶ କ୍ୟାଣ୍ତିଡେଟ୍ ସ ପ୍ରୀଲିମ୍ସ ଓ ମେନ୍ସ ପରୀକ୍ଷା ତ କ୍ଲିଅର୍ କରିଦିଅନ୍ତି, କିନ୍ତୁ ଏହାର ଅନ୍ତିମ ଚରଣରେ ହେଉଥିବା ଇଣ୍ଟରଭ୍ୟୁ ରାଉଣ୍ତରେ ସବୁଠାରୁ କଠିନ ହୋଇଥାଏ, ଓ ଏହି ଇଣ୍ଟରଭ୍ୟୁରେ ଏମିତି ବହୁତ ପ୍ରଶ୍ନ ପଚାରାଯାଇଥାଏ ଯାହାର ଜବାବ୍ ଦେବା କ୍ୟାଣ୍ତିଡେଟ୍ସଙ୍କ ପାଇଁ ମୁସକିଲ୍ ହୋଇଥାଏ, ୟୁପିଏସ୍ ସି ଇଣ୍ଟରଭ୍ୟୁରେ କ୍ୟାଣ୍ତିଡେଟ୍ କୁ ଜେନେରାଲ୍ ନଲେଜ୍ ସହ ତାର ଆତ୍ମବିଶ୍ୱାସକୁ ପରଖିବାପାଈଁ ନାନାପ୍ରକାରର ଟ୍ରିକି ପ୍ରଶ୍ନ ପଚାରାଯାଇଥାଏ, ଯାହାର ଜବାବ୍ ଦେବା ବହୁତ କଷ୍ଟକର, ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ, ଯାହା ଉପରେ ଆସନ୍ତୁ ପକାଇବା ଏକ ନଜର ।

୧) ବ୍ଲଗ୍ କଣ ହୋଇଥାଏ ? ଉତ୍ତର- ଏହା ଏକ ଡିଜିଟାଲ୍ ପ୍ଲାଟଫର୍ମ ହୋଇଥାଏ । ଏଥିରେ କେଉଁ ଏକ ମୁଦ୍ଧା ଉପରେ ଲେଖିବା ବାଲାକୁ ନିଜ ବିଚାର ପ୍ରକଟ କରିଥାଏ ।

୨) ଯଦି ଆପଣଙ୍କ ରାଜ୍ୟ ସରକାର କହିବେ କି ଆପଣ ଆଇଏଏସ୍ ଚାକିରି ଛାଡିକରି ମନ୍ତ୍ରୀ ହୁଅନ୍ତୁ, ତେବେ ଆପଣ କଣ ବାଛିବେ ? ଉତ୍ତର- ମୁଁ ମନ୍ତ୍ରୀପଦ ଛାଡିକରି ଆଇଏଏସ୍ ହେବା ପସନ୍ଦ କରିବି, କାରଣ ଏହା ପାଞ୍ଚ ବର୍ଷରେ ବଦଳିଯିବାର ଡର ରହିବ ନାହିଁ ।

୩) NCC ଆରମ୍ଭ କେଉଁଠୁ ହେଇଥିଲା? ଏନ୍ ସିସି ଆରମ୍ଭ ୧୫ ଜୁଲାଇ ୧୯୪୮ କୁ ନ୍ୟାଶାନାଲ୍ କ୍ୟାଡେଟ୍ କୋର୍ ଆକ୍ଟ ଦ୍ୱାରା ହୋଇଥିଲା, ଏହା ୟୁନିଭରସିଟି ଅଫ୍ ଅଫିସର୍ସ ଟ୍ରେନିଙ୍ଗ୍ କୋର୍ ର ଉତ୍ତରାଅଧିକାରୀ ମାନାଯାଏ ।

୪) ରାଜସ୍ଥାନରେ ମହିଳାଙ୍କ ଶିକ୍ଷାପାଇଁ କେଉଁ ୟୁନିଭରସିଟି ଲୋକପ୍ରିୟ ଅଛି ? ଉତ୍ତର- ବନସ୍ଥଳି ବିଦ୍ୟାପୀଠ, ମୋଦୀ ୟୁନିଭରସିଟି ।

୫) ଏକ ମହିଳାଙ୍କୁ ଦେଖିକରି ରାଜେଶ୍ କହେ କି ସେ ମୋର ସ୍ତ୍ରୀର ସ୍ୱାମୀର ମାର ଝିଅ ଅଟେ, ରାଜେଶ୍ ସେହି ମହିଳା ସହ କଣ ସଂବନ୍ଧ ଅଛି ? ଉତ୍ତର- ସେ ମହିଳା ରାଜେଶ୍ ର ଭଉଣୀ ଅଟେ ।

୬) କେଉଁ ତରଙ୍ଗ ସହାୟତାରେ ବାଦୁଡି ରାତିରେ ସୁରକ୍ଷିତ ଉଡନ୍ତି ?ଉତ୍ତର- ପରାଶ୍ରୟ ବା ଅଲଟ୍ରାସୋନିକ୍ ତରଙ୍ଗ ସହାୟତା

୭) ତେଲର ଜଳ ଓ ତଳ ଉପରେ ବ୍ୟାପିଯିବାର କଣ କାରଣ ହୋଇଥାଏ ? ଉତ୍ତର- ତେଲର ପୃଷ୍ଠ ଜଳ ଅପେକ୍ଷା କମ୍ ହୋଇଥାଏ ।

୮) ରାସ୍ତାରେ ଚାଲିବା ଅପେକ୍ଷା ବରଫରେ ଚାଲିବା କଠିନ କଣ ପାଇଁ ହୋଇଥାଏ ? ଉତ୍ତର- ବରଫରେ ସଡକ ଅପେକ୍ଷା ଘର୍ଷଣ କମ୍ ହୋଇଥାଏ ।

୯) ଉଚ୍ଚା ସ୍ଥାନରେ ପାଣୀ ୧୦୦ ଡିଗ୍ରୀ ସେଲସିୟମ୍ ରୁ କମ୍ ତାପମାତ୍ରାରେ କଣ ପାଇଁ ଫୁଟିଥାଏ ? ଉତ୍ତର- କାରଣ ସେ ବାୟୁମଣ୍ତଳୀୟ ପ୍ରେସର୍ କମ୍ ହୋଇଥାଏ ।

୧୦) ଜନସଂଖ୍ୟା ଆଇନ୍ ସଠିକ୍ ଅଟେ କିମ୍ବା ଭୁଲ୍ ? ଉତ୍ତର- ଭାରତ୍ ପରି ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଜରୁରୀ ଅଟେ, କିନ୍ତୁ ଏହାର କ୍ଷତି ବି ଅଛି ଏହି ଆଇନ୍ ସୁଧାର ସହ ପେଶ୍ କରାଯିବା ଦରକାର କିନ୍ତୁ ଏହାକୁ ଲାଗୁ କରିବା ଉଚିତ୍ ।

୧୧) କଣ ମୁମ୍ବାଇ ଅଣ୍ତରୱାର୍ଲଡ୍ ଏବେ ମୁକୁଳିସାରିଛି ? ଉତ୍ତର- ୧୯୯୦ ର ଦଶକର ଆଜିର ତୁଳନା କଲେ କିଛି ସୁଧାର ହୋଇଛି, କିନ୍ତୁ ଏବେ କେବେ କେବେ ଏମିତି ମାମଲା ସାମ୍ନାକୁ ଆସେ ଯାହା ସୁଧାର ଆସିବାର ଦରକାର ଅଛି ।

’୧୨) ଶରୀରର ଏମିତି କେଉଁ ଅଙ୍ଗ ଅଛି ଯାହା କେବେ ବଢେ ନାହିଁ ? ଉତ୍ତର- ଆଖି ଯାହା ଜନ୍ମରୁ ନେଇକରି ମୃତ୍ୟୁ ପର୍ଯ୍ୟନ୍ତ କେବେ ବଢେ ନାହିଁ ।

୧୩) ଚାଷୀଙ୍କ ଅସନ୍ତୋଷ ହେବାର ମୁଖ୍ୟ କାରଣ କଣ ଅଟେ ? ଉତ୍ତର- ଫସଲର ସଠିକ୍ ଦାମ୍ ମିଳିପାରେନାହିଁ ।

୧୪) ଆପଣ ଗାଡି ଚଲାନ୍ତି, ତେବେ କୁହନ୍ତୁ ପେଟ୍ରୋଲ୍ କୁ ହିନ୍ଦୀରେ କଣ କହନ୍ତି ? ଉତ୍ତର- ଏହାମୋତେ ଭଲରେ ଜଣାନାହିଁ କିନ୍ତୁ ଏହାକୁ ଶିଳାତୈଳ ବା ସ୍ୱର୍ଣ୍ଣ ଧ୍ରୁବ କହନ୍ତି ।

୧୫) ଭାରତରେ ଉର୍ଦ୍ଧୁ କିପରି ଆସିଲା ? ୧୨ତମ ଶତାଦ୍ଧୀରେ ଦିଲ୍ଲୀର ଆଖପାଖ ବାହାର ଲୋକ ଏହି ପରି ଭାଷା ପ୍ରୟୋଗ କରୁଥିଲେ, କିନ୍ତୁ ତେବେ ଏହାକୁ ଅଲଗା ଅଲଗା ନାଁରେ ଜଣାଗଲା, କିନ୍ତୁ ୧୯ତମ ଶତାଦ୍ଧୀରେ ଏହି ଭାଷାକୁ ଉର୍ଦ୍ଧୁ ନାଁରେ ଜଣାଗଲା

୧୬) ଯଦି ଆପଣ ଜିଲ୍ଲାପାଳ ଅଛନ୍ତି ଓ ଆପଣଙ୍କୁ ଜଣାପଡେ କି ଦୁଇଟି ଟ୍ରେନ୍ ପରସ୍ପର ଧକ୍କା ହୋଇଯାଇଛନ୍ତି ତେବେ ପ୍ରଥମେ ଆପଣ କଣ କରିବାକୁ ନିଷ୍ପତି କରିବେ ? ଉତ୍ତର- ସବୁଠାରୁ ପ୍ରଥମେ ଏହା ପତ୍ତା କରାଯିବ କି ଯେଉଁ ଦୁଇଟି ଟ୍ରେନ୍ ପରସ୍ପର ଧକ୍କା ହୋଇଛି ସେ ମାଲଗାଡି କି ଯାତ୍ରୀ ବାହି ଗାଡି, ସେହି ହିସାବରେ ଫଇସଲା କରାଯିବ ।

Leave a Reply

Your email address will not be published. Required fields are marked *