October 19, 2024

Odia Express

Here, There and Everywhere

ବର୍ଷିବ ଜୀବନରେ ଅପାର୍ ଧନ, ଖାଲି ଶ୍ରାବଣ ଶୁକ୍ରବାର ଦିନ ଖାଲି କରିବାକୁ ହେବ ଏହି କାମ ,ମା Laxmi ଦେବେ ବରଦାନ

ମା ଲକ୍ଷ୍ମୀଙ୍କୁ ଧନର ପ୍ରତୀକ ବୋଲି ମାନାଯାଏ , ଓ ମାଙ୍କ ପୁଜା କରିବା ଦ୍ୱାରା ଘରେ ଧନ ରହିଥାଏ, ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ପୁଜା କରିବାରୁ ବିଶେଷ ମାନାଯାଇଛି, ସେମିତି ଶ୍ରାବଣ ମାସ ସମୟରେ ଯଦି ତଳେ ଦିଆଯାଇଥିବା ଉପାୟ କରାଯାଏ ତେବେ ମାଙ୍କ କୃପା ଆପଣଙ୍କୁ ତୁରନ୍ତ ମିଳିପାରିବ, ଶ୍ରାବଣ ଶୁକ୍ରବାର ଦିନ ଏହି ଉପାୟ କୁ ଥରେ ଜରୁର୍ କରିଦେଖନ୍ତୁମା ଲକ୍ଷ୍ମୀ ଙ୍କୁ କଉଡି ବହୁତ୍ ପ୍ରିୟ ହୋଇଥାଏ, ଶ୍ରାବଣ ଶୁକ୍ରବାର ଦିନ ଆପଣ ସାତୋଟି କଉଡି ନିଅନ୍ତୁ, ଏହି କଉଡିକୁ ମାଙ୍କ ପାଖରେ ଅର୍ପଣ କରନ୍ତୁ, ତାହାପରେ ପୁଜା କରନ୍ତୁ, ପୁଜା ହେଇସାରିଲାପରେ ଏହି କଉଡିକୁ ନେଇକରି ଏକ ଲାଲ୍ ରଙ୍ଗରକପଡାରେ ରଖିଦିଅନ୍ତୁ, ତାପରେ ନିଜ ଘରର କେଉଁ କୋଣରେ ଏକ ଛୋଟ ଗାତକରି ତାଭିତରେ ପୋତିଦିଅନ୍ତୁ। ଘରର ଭିତରେ ଗାତ କରି କଉଡି ପୋତିବାର ଜାଗା ନଥାଏ, ତେବେ ଆପଣ ଏହାକୁ ନିଜ ଘରର ଆଖପାଖ କେଉଁ ମାଟିରେ ପୋତିପାରିବେ, ଏହି ଉପାୟ କରିଲେ ଘରେ ଆର୍ଥିକ ସ୍ଥିତି ସୁଦୃଢ ହେବ, ଓ କେବେ ବି ପଇସାର କମି ହେବନି ।

ଶ୍ରାବଣ ଶୁକ୍ରବାର ଦିନ ସକାଳୁ ଜଲଦି ଉଠିକରି ସ୍ନାନ କରନ୍ତୁ, ଗାଧୋଇବା ପରେ ମାଙ୍କ ପୁଜା କରନ୍ତୁ, ପୁଜା କରିବା ସମୟରେ ଏକ ଗିନାରେ ଗାଇର କ୍ଷୀର ଓ କିଛି ଘିଅ ପକାଇଦିଅନ୍ତୁ, ତା ଭିତରେ କେଶର୍ ମିଶାଇଦିଅନ୍ତୁ, ପୁଜା ପୁରା ହୋଇସାରିବାପରେ ଏହି କେଶର୍ ତିଲକ୍ ନିଜ ଓ ନିଜ ପରିବାର ଲୋକଙ୍କ ମଥାରେ ଲଗାଇଦିଅନ୍ତୁ, ଏହି ଉପାୟ କରିଲେ ଆୟର ନୁଆ ସାଧନ ବୃଦ୍ଧି ହେବ, ତାହା ସହ ଅଟକିଥିବା ଧନ ଫେରିପାରିବେ, ଏହି ଉପାୟ ଶ୍ରାବଣର ପ୍ରତ୍ୟେକ ଶୁକ୍ରବାର କରନ୍ତୁ ।

ଶୁକ୍ରବାର ସଂନ୍ଧ୍ୟାକୁ ଅଶ୍ୱତଥ ଗଛର ପୁଜା କରନ୍ତୁ, ଏହି ଗଛରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ, ମାନ୍ୟତା ଏହା ଅଛି କି ଶୁକ୍ରବାର ଦିନ ଯଦି ଏହି ଗଛ ପୁଜା କରାଯାଏ ତେବେ ମାଙ୍କ କୃପା ମିଳିଥାଏ, ଓ ଧନର କମି ଜୀବନରେ କେବେ ଆସେ ନାହିଁ, ଉପାୟ ଦ୍ୱାରା ସବୁଠାରୁ ପ୍ରଥମେ କ୍ଷୀର ମିଶାଇଦିଅନ୍ତୁ ଓ ଏହି ଗଛର ଜଡରେ ଅର୍ପଣ କରନ୍ତୁ, ତାହାପରେ ଗାଈର ଘିଅ ଏକ ଦିପ ଗଛ ପାଖରେ ପ୍ରଜ୍ଜଳିତ କରିଦିଅନ୍ତୁ, ଗଛର ଚାରିପଟେ ପରିକ୍ରମା କରନ୍ତୁ, ପରିକ୍ରମା ହେବାପରେ ହୋଇପାରିବ ଯଦି ଅଶ୍ୱତଥ ଗଛର ଏକ ପତ୍ର ନିଜ ସାଙ୍ଗରେ ଘରକୁ ନେଇ ଆସନ୍ତୁ, ଏହି ପତ୍ରକୁ ଆପଣ ନିଜ ଆଲମୀରାରେ ସଂମ୍ଭାଳିକରି ରଖନ୍ତୁ, ଏହି ଉପାୟ କଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଯାଆନ୍ତି , ଓ ଜୀବନରେ କେବେ ପଇସାର ଅସୁବିଧାହେବନାହିଁ ।

ଶ୍ରାବଣ ଶୁକ୍ରବାର ଦିନ ସ୍ୱାମୀ ସ୍ତ୍ରୀ ମିଶିକରି ମା ଲକ୍ଷ୍ମୀ ଓ ବିଷ୍ଣୁଙ୍କ ପୁଜା କରନ୍ତୁ, ପୁଜା କରୁଥିବା ସମୟରେ କେଶର୍ ବାଲା କ୍ଷୀରରେ ଅଭିଷେକ କରନ୍ତୁ, କେଶର ବାଲା କ୍ଷୀର ମା ଲକ୍ଷ୍ମୀ ଓ ବିଷ୍ଣୁଙ୍କ ଅଭିଷେକ କରିଲେ ପରିବାରରେ ସୁଖଶାନ୍ତି ବଜାୟ ରହେ, ଓ ଦୁଃଖର ଅନ୍ତ ହୁଏ,ଧନ ସହ ଯୋଡି ହୋଇଥିବା ସବୁ ଅସୁବିଧା ଦୁର ହୋଇଯାଏ ।

ଶ୍ରାବଣ ମାସରେ ପଡୁଥିବା ସବୁ ଶୁକ୍ରବାରକୁ ଏହି ଉପାୟ କରନ୍ତୁ, ଏହି ଉପାୟ ଦ୍ୱାରା ଘରର ମୁଖ୍ୟ ଦ୍ୱାର ନିକଟରେ ଏକ ଦିପ ଜଳାନ୍ତୁ, ଦିପ ଜଳାଇବା ସମ୍ୟରେ ମଉଳିର ବଳିତା ବ୍ୟବହାରକରନ୍ତୁ, ଓ ଏଥିରେ କେବଳ ଘିଅ ପକାନ୍ତୁ, ଏହି ଉପାୟ କରିଲେ ଜୀବନରେ କେବେ ପଇସାର ଅଭାବ ରହିବ ନାହିଁ ।

Leave a Reply

Your email address will not be published. Required fields are marked *