October 19, 2024

Odia Express

Here, There and Everywhere

ଚାଷୀ ନିଜ ଆଲମୀରାରେ ରଖିଥିଲେ 2 ଲକ୍ଷ ଟଙ୍କା, ମୁଷାମାନେ ଚିରିକରି ଗୁଣ୍ତକରିଦେଲେ ନୋଟ୍ , ବହୁତ ଅଭାବ ଅସୁବିଧା ଦେଇ ନିଜ ଚିକିତ୍ସା ପାଇଁ Saving କରିଥିଲେ ଏହି ଧନ ରାଶି

ଯେପରି ଆପଣ ସମସ୍ତେ ଜାଣିଛନ୍ତି କି ଆଜିକାଲି ସମୟରେ ସବୁ ଲୋକଙ୍କ ପ୍ରଥମ ଆବଶ୍ୟକତା ପଇସା ଅଟେ, ଆଜିକାଳି ପଇସା ବିନା କିଛି କରିପାରିବା ଅସଂମ୍ଭବ, ଯଦି ଆପଣ କେଉଁ କାମକୁ ଯାଉଛନ୍ତି ତେବେ ସବୁଠାରୁ ପ୍ରଥମେ ପଇସାର ଆବଶ୍ୟକତା ପଡିଥାଏ, ଲୋକେ ପଇସା କମାଇବାପାଇଁ ଦିନ ରାତି ପରିଶ୍ରମ କରନ୍ତି, ଓ ପରିଶ୍ରମ ବଳରେ ଗୋଟେ ଗୋଟେ ପଇସା ସଞ୍ଜୟ କରି ନିଜ ଭବିଷ୍ୟ ପାଇଁ ଯୋଡିକରି ରଖନ୍ତି, କିନ୍ତୁ ବହୁତଥର ଜୀବନରେ ଏମିତି କଠିନ ସମୟ ଆସିଯାଏ ,ଯାହାକୁ ନେଇ ପରିଶ୍ରମ କରି କମାଇଥିବା ସବୁ ଜମା ପୁଞ୍ଜି ଶେଷ ହୋଇଯାଏ । ବହୁତଥର ଦେଖାଯାଇଛି କି ଲୋକେ ପଇସା ବିନା କାରଣରେ ଏମିତି ନଷ୍ଟ ହୋଇଯାଏ , ଆମେ ଆଜି ଆପଣଙ୍କୁ ଏମିତି ଏକ ମାମଲା ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ, ଏକ ଗରିବ ଚାଷୀ ପରିବା ବିକ୍ରି କରି ନିଜ ଚିକିତ୍ସା ପାଇଁ ପରିଶ୍ରମ ଦ୍ୱାରା ପଇସା କମାଇଥିଲା, ସେ ଗୋଟେ ଗୋଟେ କରି ୨ ଲକ୍ଷ ଟଙ୍କା ଆଲମୀରାରେ ରଖିଥିଲେ କିନ୍ତୁ ମୁଷାମାନେ ସେହି ନୋଟ୍ ଗୁଡିକ ଚିରି ଗୁଣ୍ତ୍ କରିଦେଇଥିଲେ ।

ଆପଣଙ୍କୁ କହିଦେବୁ କି ଏହା ଭାବୁକ କରିଦେଲାଭଳି ଖବର ତେଲେଙ୍ଗାନା ମହବୁବାବାଦ ବେମୁନୁର ଗାଁର ଅଟେ, ଏଠାରେ ଏକ ଚାଷୀ ପରିବା ବିକ୍ରି କରି ନିଜ ପରିବାରକୁ ଚଳାଉଥିଲେ, ଏହି ଚାଷୀଙ୍କ ନାଁ ରେଡୟା ନାୟକ ଅଟେ, ଏମିତି କୁହାଯାଉଛି କି ରେଡୟା ନାୟକ ଦୁଇ ଚକିଆ ଗାଡିରେ ପରିବା ବିକ୍ରି କରି ନିଜ ପରିବାରର ପେଟ୍ ପୋଷୁଥିଲେ, ସେ ମିଡିଆ ଆଗରେ କହିଥିଲେ କି ସେ ଏକ କଟନ୍ ବ୍ୟାଗରେ ଏହି ପଇସାକୁ ରଖିଥିଲେ, ପରିବା ବିକ୍ରି କରିବାପରେ ସେ ଏଠାରେ ପଇସାକୁ ସଞ୍ଜୟ କରୁଥିଲେ, ଯେବେ ସେ ଦିନେ ବ୍ୟାଗ୍ ଖୋଲିଲେ ତେବେ ତାଙ୍କ ସାମ୍ନାରେ ଯାହା ଦେଖାଗଲା ତାହା ସମସ୍ତଙ୍କୁ ଚକିତ କରିଦେବ, ୫୦୦ ଟଙ୍କା ସବୁ ନୋଟ୍ ମୁଷା ଗୁଣ୍ତ କରିଦେଇଥିଲା ।

ରେଡୟା ନାୟକ ଏମିତି କହିଥିଲେ କି ଯେବେ ସେ ଏହି ସବୁ ନୋଟ୍ ଫଟା ଓ ଚିରା ଦେଖିଲେ ତାଙ୍କୁ ବହୁତବଡ ଝଟକା ଲାଗିଲା, ସେ ଏହି ପଇସା ଦିନ ରାତି ପରିଶ୍ରମ କରି କମାଇଥିଲେ, କିନ୍ତୁ ମୁଷା ତାଙ୍କ ସବୁ ପରିଶ୍ରମର ପଇସାକୁ ନଷ୍ଟ କରିଦେଲେ, ସେ କହିଲେ କି ଫଟା ଓ ଚିରା ନୋଟ୍ କୁ ବଦଳାଇବାକୁ ସେ ସ୍ଥାନୀୟ ବ୍ୟାଙ୍କ୍ ବି ଯାଇଥିଲେ, କିନ୍ତୁ ବ୍ୟାଙ୍କ୍ ଅଧିକାରି ପଇସାର ହାଲତ୍ ଦେଖିକରି ତାକୁ ବଦାଳାଇବାକୁ ସିଧା ସିଧା ମନା କରିଦେଲେ ।

ରେଡୟା ନାୟକ କହିଲେ କି ନୋଟ୍ ବଦଳାଇବାକୁ ସେ ମହବୁବାବାଦର ବହୁତ୍ ବ୍ୟାଙ୍କ୍ କୁ ଯାଇଥିଲେ କିନ୍ତୁ ସବୁ ବ୍ୟାଙ୍କ୍ ନୋଟ୍ ବଦଳାଇବାକୁ ମନା କରିଦେଲେ, ରେଡୟା ନାୟକ ବ୍ୟାଙ୍କ୍ ର୍ ଅଧିକାରୀ ଆର୍ ବିଆଇ ସହ ସଂମ୍ପର୍କ କରିବାକୁ ପରାମର୍ଶ ଦେଲେ, ଆର୍ ବିଆଇ ବ୍ୟାଙ୍କ୍ ଙ୍କ ମଇଲା ଓ କ୍ଷତିଗ୍ରସ୍ତ ନୋଟ୍ ବଦଳାଇବାର୍ ନିର୍ଦ୍ଧେଶ ଅଛି, କିନ୍ତୁ ମୁଷା ଦ୍ୱାରା ନଷ୍ଟ ହୋଇଥିବା ନୋଟ୍ ବିଷୟରେ କିଛି ସୁଚନା ନଥିଲା ।

ଆପଣଙ୍କୁ କହିଦେବୁ କି ରେଡୟା ନାୟକ କିଛି ବର୍ଷ ପୁର୍ବରୁ ପ୍ରଥମ ଯାଞ୍ଚରେ ଏହା ଜଣାପଡିଲା କି ତାଙ୍କ ପେଟରେ ଟ୍ୟୁମର୍ ହୋଇଛି, ଓ ସେ ଏହି ସବୁ ପଇସା ଚିକିତ୍ସା ପାଇଁ ରଖିଥିଲେ, ଯେପରି ରେଡୟା ନାୟକଙ୍କ ଦୁର୍ଦଶା ଖବର ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ତେବେ ତେଲେଙ୍ଗାନାର ଆଦିବାସୀ ମହିଳା ଓ ବାଳ କଲ୍ୟାଣ ମନ୍ତ୍ରି ସତ୍ୟବତୀ ରାଠୋର୍ ଚାଷୀ ରେଡୟା ନାୟକଙ୍କୁ ସହାୟତା କରିବେ ବୋଲି ଆଶ୍ୱସନା ଦେଲେ, ସେ କହିଲେ କି ରେଡୟା ନାୟକ ଙ୍କୁ ତାଙ୍କ ରୋଗ ପାଇଁ ଚିକିତ୍ସା ଦେଖାଶୁଣା ପ୍ରଦାନ କରାଯିବ ।

Leave a Reply

Your email address will not be published. Required fields are marked *