October 19, 2024

Odia Express

Here, There and Everywhere

ଟୋକିଓ ଅଲମ୍ପିକ୍ ରେ ଉଦୀୟମାନ ଖେଳାଳୀ Niroj Chopra ଆଜି ହୋଇସାରିଛନ୍ତି ଲକ୍ଷାଧିକ ଲୋକଙ୍କର ଷ୍ଟାର୍, ଜାଣନ୍ତୁ କେତେ ସଂମ୍ପତ୍ତିର ଅଟନ୍ତି ସେ ମାଲିକ

1 min read

ଏକ ଏମିତି ନାଁ ଯାହାକି ସମସ୍ତଙ୍କ ମୁହଁରେ ଅଛି , ହଁ ଆଜ୍ଞା ନିରଜ୍ ଚୋପ୍ରା ଯିଏକି ଏକ ଲୋକପ୍ରିୟ ଭାରତୀୟ ଟ୍ରାକ୍ ଫିଲଡ୍ ଆଥଲେଟ୍ ଅଟନ୍ତି, ଯିଏ ଜାଭେଲିନ୍ ଥ୍ରୋ(ଭାଲା ଫିଙ୍ଗିବା) ର ଖେଳ ଖେଳିଥାନ୍ତି । ଆପଣଙ୍କୁ କହିଦେବୁ କି ନିରଜ୍ ଏଏବେ କମନୱେଲଥ୍ ଓ ଏସିଆଇ ଖେଳର ଚ୍ୟାମ୍ପିୟନ୍ ରହିଛନ୍ତି, ସେ ୨୦୧୮ ର ଏସିଆଇ ଗେମ୍ସ ରେ ଭାରତ ପାଇଁ ଓପନିଙ୍ଗ୍ ସମାରୋହରେ ହାତରେ ଭାରତର ପତକା ନେଇକରି ଭାରତ ପାଇଁ ନେତୃତ୍ୟ କରିବାପାଇଁ ବଛାଯାଇଥିଲା, ଆପଣଙ୍କୁ କହିଦେବୁ କି ଜାଭେଲିନ୍ ଥ୍ରୋ ରେ ବର୍ତ୍ତମାନ ନେଶନ୍ୟାଲ୍ ରେକର୍ଡ ନିରଜଙ୍କ ନାଁରେ ଦର୍ଜ ଅଛି, ସେ ୮୮,୦୭ ମିଟର ଜାଭେଲିନ୍ ଥ୍ରୋ କରି ଏହି ରେକର୍ଡ ନିଜ ନାଁରେ କରିଦେଇଛନ୍ତି ।

ସୁଚନାପାଇଁ କହିଦେବୁ କି ନିରଜ୍ ଗତ କିଛି ବର୍ଷରେ ସୁଧାର କରି ଦେଖାଇଛନ୍ତି, ଓ ଟୋକିଓ ଅଲମ୍ପିକ୍ସର ୨୦୨୦ ରେ ଭାରତକୁ ମେଡାଲ୍ ର ଆଶା ଦେଇଥିଲେ, ଆପଣଙ୍କୁ କହିଦେବୁ କି ଭାରତ ଗତ ଥର ୧୯୦୦ ରେ ଆଥଲେଟ୍ସ ମେଡାଲ୍ ଜିତିଥିଲା, ଆପଣଙ୍କୁ କହିଦେବୁ କି ଏହିଥର ନିରଜ୍ ଟୋକିଓ ରେ ୧୨୧ ବର୍ଷ କମିକୁ ପୁରା କରିଛନ୍ତି । ସୁବେଦାର୍ ନିରଜ୍ ଙ୍କ ସମୁଦାୟ ସଂମ୍ପତ୍ତି ପ୍ରାୟ ୧ ମିଲିୟନରୁ ୩ ମିଲିୟନ୍ ଡଲାର୍ ଅଛି

ଏହି କଥା ସ୍ପଷ୍ଟ ହୋଇଛି କି ତାଙ୍କ ଆୟ ମୁଖ୍ୟ ଜରିଆ ଜାଭେଲିନ୍ ଥ୍ରୋ ରୁପରେ ସଫଳ ଜୀବନ ହୋଇଛି, ଆପଣଙ୍କୁ କହିଦେବୁ କି ଏହା ଛଡା ସେ JSW ସ୍ପୋର୍ଟ୍ସ ଆଣ୍ତ ସ୍ପୋର୍ଟ୍ସ ଅଥୋରିଟି ଅଫ୍ ଇଣ୍ତିଆ ସାଇରୁ ବହୁତ ସହଯୋଗ ମିଲିଛି, ଯାହାଦ୍ୱାରା ତାଙ୍କୁ ସଫଳ ଭବିଷ୍ୟର ସହାୟତା କରିଛନ୍ତି, କହିଦେବୁ କି ୩୧ ମାର୍ଚ୍ଚ ୨୦୨୦ କୁ ସେ କୋଭିଡ୍ ମହାମାରୀପାଇଁ ପିଏମ୍ କେୟାର୍ସ ଫଣ୍ତରେ ୨ ଲକ୍ଷ ଟଙ୍କାର ସହାୟତା କରିଥିଲେ ।

ଆପଣଙ୍କୁ କହିଦେବୁ କି ନିରଜ୍ ଏକ ସିନିୟର୍ ସ୍ତରର ରାଷ୍ଟ୍ରମଣ୍ତଲ ଓ ଏସିଆଇ ଚ୍ୟାମ୍ପିୟନ୍ ହୋଇଯାଇଛନ୍ତି, ସେ ଜୁନିୟର୍ ସର୍କିଟ୍ ରେ ବି ନାଁ ବନାଇନେଇଛନ୍ତି, ସେ ୨୦୧୬ ର ବିଶ୍ୱ ୟୁ୨୦ ଚ୍ୟାମ୍ପିୟନ୍ ଅଛନ୍ତି, ସେ ୮୬,୪୮ ମିଟର୍ ବିଶ୍ୱ ଅଣ୍ତର ୨୦ ରେକର୍ଡ ବନାଇସାରିଛନ୍ତି, ଯାହା ଏବେ ହୋଇଛି, ଏହା ସତ୍ତ୍ୱେ ସେ ଅଣ୍ତର ୨୦ କ୍ୟାଟୋଗୋରୀରେ ଟ୍ରାକ୍ ଓ ଫିଲଡ୍ ରେ ବିଶ୍ୱ ସମ୍ମାନ ଜିତିବା ବାଲା ପ୍ରଥମ ଭାରତୀୟ ଆଥଲେଟ୍ ହୋଇସାରିଛନ୍ତି ।

ନିରଜ୍ ଚୋପ୍ରା କ୍ଷତ୍ରୀୟ ସମୁଦାୟରୁ ସଂମ୍ବନ୍ଧ ରଖନ୍ତି, ଓ ହରିଆଣାର ପାଣିପତ ଜିଲ୍ଲାର ଖଣ୍ତରା ଗାଁର ବାସିନ୍ଦା ଅଟନ୍ତି , କହିଦେବୁ କି ସେ ଶିକ୍ଷା ଡିଏଭି କଲେଜ୍, ଚଣ୍ତିଗଡରୁ ନେଇଥିଲେ, ୨୦୧୬ ରେ ସେ ନାୟବ ସୁବେଦାର୍ ପଦର ସହ ଭାରତୀୟ ସେନାରେ ଏକ ଜୁନିୟର୍ କମିଶନ ଅଧିକାରୀ ବନାଯାଇଥିଲା, କାଲି ନିରଜ୍ ଗୋଲଡ୍ ମେଡାଲ୍ ଜିତିକରି ଦେଶର ମାନ ସମ୍ମାନ ବଢାଇଛନ୍ତି

Leave a Reply

Your email address will not be published. Required fields are marked *