October 19, 2024

Odia Express

Here, There and Everywhere

IAS ଇଣ୍ଟରଭ୍ୟୁର ପ୍ରଶ୍ନ : ଏମିତି କେଉଁ ଦେଶ ଅଛି ଯେଉଁଠି ମା ବାପାକୁ ନିଜ ଛୁଆର ନାଁ ରଖିବାର ଅଧିକାର ନାହିଁ ?ସଠିକ Answer ଏବେ ଜାଣିରଖନ୍ତୁ

1 min read

ଆମର ଦେଶରେ ସବୁ ବର୍ଷ ନାନାପ୍ରକାର ପ୍ରତିଯୋଗିତା ମୁଳକ ପରୀକ୍ଷା ହୋଇଥାଏ, ଯେଉଁଥିରେ କିଛି ଏମିତି ପରୀକ୍ଷା ହୋଇଥାଏ ଯାହାକୁ ନେଇକରି ଆମର ଦେଶର ଯୁବାଙ୍କ ମଧ୍ୟରେ ଏକ ଅଲଗା ପ୍ରକାରର ଆକାଂକ୍ଷା ଓ ଉଦ୍ଦିପନା ସୃଷ୍ଟି ହୁଏ, ଓ ଏହି ପରିକ୍ଷାରୁ ଗୋଟେ ହେଲା UPSC ସିଭିଲ୍ ପରୀକ୍ଷା  । ଏହି ପରିକ୍ଷା ସବୁ ବର୍ଷ ଲକ୍ଷାଧିକ ସଂଖ୍ୟାରେ ଯୁବା ସାମିଲ୍ ହୁଅନ୍ତି, ଓ ଆଇଏଏସ୍ ଆଇପିଏସ୍ ହେବାର ସ୍ୱପ୍ନ ନେଇ ନିଜ ଭାଗ୍ୟକୁ ପରଖନ୍ତି , ସେଥିରୁ କିଛି ଚୟନ ହୁଅନ୍ତି ଯିଏ କି ଆଇଏଏସ୍ ଓ ଆଇପିଏସ୍ ପଦ ପାଇଁ ନିଯୁକ୍ତି ପାଇଥାନ୍ତି । UPSC ସିଭିଲ୍ ସର୍ଭିସେସ୍ ପରୀକ୍ଷା ତିନୋଟି ଚରଣରେ ହୋଇଥାଏ , ଯେଉଁଥିରେ ଏହି ପରିକ୍ଷାକୁ ସବୁଠାରୁ ଫାଇନାଲ୍ ଷ୍ଟେଜ୍ ବା ଅନ୍ତିମ ଚରଣ ଭାବେ ବିବେଚନା କରାଯାଏ , ଏହିଥିରେ ଇଣ୍ଟରଭ୍ୟୁ ନିଆଯାଏ ,ଯାହାକି ଏହି ଇଣ୍ଟରଭ୍ୟୁରେ ପଚାରାଯାଉଥିବା ପ୍ରଶ୍ନଗୁଡିକ ବହୁତ କଠିନ ଓ କଷ୍ଟକର ହୋଇଥାଏ, ଏହା ଆଶାର୍ଥୀ ଠାରୁ ସାମାନ୍ୟ ଜ୍ଞାନ ଓ ଉପସ୍ଥିତି ବୁଦ୍ଧିକୁ ପରଖିଥାନ୍ତି, ଓ ସେଥିରେ ବହୁତ ଟ୍ରିକି ପ୍ରଶ୍ନ ବି ହୋଇଥାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ୟୁପିଏସ୍ ସି ର ଇଣ୍ଟରଭ୍ୟୁ ରାଉଣ୍ତରେ ଆଶାର୍ଥୀଙ୍କୁ ପଚାରାଯାଇଥିଲା, ଆସନ୍ତୁ ଜାଣିବା ସେହି ବିଷୟରେ

୧) କେଉଁ ଭାରତୀୟ ସ୍ୱତନ୍ତ୍ର ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ୍ ଥିଲେ ? ଉତ୍ତର- ସି, ରାଜଗୋପାଳଚାରୀ ।

୨) ସର୍ବପ୍ରଥମ କିଏ କହିଥିଲେ କି ସ୍ୱତନ୍ତ୍ରତା ମୋର ଜନ୍ମସିଦ୍ଧ ଅଧିକାର ଅଟେ । ଉତ୍ତର- ବାଳ ଗଙ୍ଗାଧର ତିଲକ ।

୩) କେଉଁ ସବିଧାନିକ ସଂଶୋଧନର ଅଧିନିୟମ ଦ୍ୱାରା ସଂବିଧାନରେ ମୁଳ କର୍ତ୍ତବ୍ୟକୁ ସମ୍ମିଳିତକରାଯାଇଛି ? ଉତ୍ତର- ୪୩ ତମ ସଂବିଧାନିକ ସଂଶୋଧନ ଅଧିନିୟମ ୧୯୭୭

୪) ଭାରତୀୟ ସଂବିଧାନର କେଉଁ ଅନୁଚ୍ଛେଦ ଅସ୍ପୃଶ୍ୟତା ଉନମୁଳନ କରିଥାଏ ଓ କେଉଁ ରୁପରେ ଏହାର ବ୍ୟବହାର ନିଷେଧ କରିଥାଏ ? ଉତ୍ତର- ଅନୁଚ୍ଛେଦ ୧୭

୫) କେଉଁ ପଶୁର ହାର୍ଟ ବିଟ୍ ଦୁଇ ମିଲ୍ ଦୁରରୁ ଶୁଣାଯାଇପାରେ ? ଉତ୍ତର- ବ୍ଲୁ ହ୍ୱେଲ୍

୬) କେଉଁ ଦେଶରେ ଗୁଣ୍ତୁଚିମୁଷା ବାହାରିବା ପାଇଁ ବ୍ରିଜ୍ କରାଯାଇଛି ? ଉତ୍ତର-ନେଦରଲ୍ୟାଣ୍ତ

୭) କେଉଁ ଦେଶରେ କୈଦୀଙ୍କୁ ଆୟାତକରାଯାଏ ? ଉତ୍ତର- ନେଦରଲ୍ୟାଣ୍ତ

୮) ୱାଟର ବୋଟଲ ରେ ଲେଖାହୋଇଥିବା ଏକ୍ସପାରୀ ଡେଟ୍ ବୋତଲ କିମ୍ବା ପାଣିର କାହାପାଈଁ ହୋଇଥାଏ ? ଉତ୍ତର- ବୋତଲ

୯) କେଉଁ ଆଷ୍ଟ୍ରୋନୋଟ୍ ଚନ୍ଦ୍ରରେ ଗୋଲଫ୍ ଖେଳିଥିଲେ ? ଉତ୍ତର- ଏଲନ୍ ଶେପାର୍ଡ

୧୦) ଜାହାଙ୍ଗୀର କାଳରେ ମୁଗଲ ଦରବାର ଆସୁଥିବା ପ୍ରଥମ ଇଂରେଜ କିଏ ଥିଲେ ? ଉତ୍ତର- କ୍ୟାପଟେନ୍ ୱିଲିୟମ୍ ହକିଂଙ୍ଗ୍ସ

୧୧) ତେନ୍ଦୁଲକର ସମିତିର ଗଠନ କାହାପାଈଁ କରାଯାଇଥିଲା? ଉତ୍ତର- କୃଷି ଉତ୍ପାଦନ ପାଇଁ

୧୨) କିଏ ଗୁରିଲା ଯୁଦ୍ଧର ତରିକା ଆରମ୍ଭ କରିଥିଲେ ? ଉତ୍ତର- ଶିବାଜୀ

୧୩) ଭାରତରେ ପ୍ରଥମଥର ରାଷ୍ଟ୍ରିୟ ଆପତକାଳ କେବେ ଘୋଷିତ ହୋଇଥିଲା ? ଉତ୍ତର- ୧୯୬୨ ରେ

୧୪) ଆମେ ବିଶ୍ୱର କେଉଁ ରାଷ୍ଟ୍ରର ସଂବିଧାନରୁ ନିଜ ମୁଳ ଅଧିକାରକୁ ସଂକଳ୍ପନା ଗ୍ରହଣ କରିଛନ୍ତି ? ଉତ୍ତର- ୟୁଏସ୍ ଏ

୧୫) ଯଦି ରାଷ୍ଟ୍ରପତି ପଦ ଖାଲି ଅଛି, ତେବେ ତାହାକୁ କେତେ ଦିନ ଅବଧି ଭିତରେ ଭରିବାକୁ ଆବଶ୍ୟକ ଅଛି ? ଉତ୍ତର- ୬ ମାସ

୧୬) ଭାରତୀୟ ସଂବିଧାନ କେଉଁ ଅନୁଚ୍ଛେଦ ଜମୁ କାଶ୍ମୀର ରାଜ୍ୟକୁ ବିଶେଷ ଦର୍ଜା ଦେଇଥାଏ ? ଉତ୍ତର- ୩୭୦ ଧାରା

୧୭) ଭାରତୀୟ ସଂବିଧାନର ଅନୁଚ୍ଚେଦ କେଉଁ ଅନୁଚ୍ଛେଦ ରେ କୁହାଯାଇଛି କି ଭାରତ ରାଜ୍ୟର ସଂଘ ଅଟେ ସେ ଫେଡେରେସନ୍ ନୁହେଁ ? ଉତ୍ତର- ୧ ଅନୁଚ୍ଛେଦ

୧୮) କିଶୋର ନ୍ୟାୟ ଅଧିନିୟମ ଅନୁସାରେ ଜଘନ୍ୟ ଅପରାଧ ମାମଲାରେ ନ୍ୟୁନତମ ଦଣ୍ତ କେତେ ବର୍ଷର ଅଟେ ? ଉତର- ନ୍ୟୁନତମ ୭ ବର୍ଷର

୧୯) ଭାରତର ରାଷ୍ଟ୍ରିୟ ଗୀତ ବନ୍ଦେ ମାତରମ୍ ସର୍ବପ୍ରଥମେ କେଉଁଠି ପ୍ରକାଶିତ ହୋଇଥିଲା ? ଉତ୍ତର- ଏହା ବଙ୍ଗାଳୀ କଥା ଉପନ୍ୟାସ ଆନନ୍ଦମଠରେ ପ୍ରକାଶିତ ହୋଇଥିଲା ।

୨୦) ମଙ୍ଗଳରେ ନାଶାର ପରସରଭେନ୍ସ ରୋଭର୍ କେବେ ଓହ୍ଲାଇଲା ? ଉତ୍ତର- ୧୮ ଫେବୃୟାରୀ ୨୦୨୧ କୁ ମଙ୍ଗଳ ଗ୍ରହର ଜେଜେରୋ କ୍ରେଟର୍ ରେ ଏହା ପରସରଭାନ୍ସ ରୋଭର୍ ସଫଳତାପୁର୍ବକ ଓହ୍ଲାଇଥିଲା ।

୨୧) ଭାରତର କେଉଁ ରାଜ୍ୟର ରାଜ୍ୟପାଳ ହୋଇଥିବା ପ୍ରଥମ ମହିଳା କିଏ ଥିଲେ ? ଉତ୍ତର- ସରୋଜିନି ନାଇଡୁ

୨୨) ସଂବିଧାନ ସଭା ଭାରତ ସଂବିଧାନକୁ କେବେ ସିକୃତ କରାଯାଇଥିଲା ? ଉତ୍ତର- ୨୬ ନଭେମ୍ବର ୧୯୪୭

୨୩) ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିବାଦ ମାମଲାରେ କାହାକୁ ପ୍ରସ୍ତୁତ କରାଯାଏ ? ଉତ୍ତର- ଭାରତର ଉଚ୍ଚତମ ନ୍ୟାୟାଳୟ

୨୪) ଏମିତି କେଉଁ ଦେଶ ଅଛି ଯେଉଁଟି ମା ବାପାଙ୍କୁ ନାଁ ରଖିବାରେ ଅଧିକାର ନାହିଁ ? ଉତ୍ତର- ବିଶ୍ୱରେ କେବଳ ଡେନମାର୍କ ଏମିତି ଏକ ଦେଶ ଅଟେ ଯେଉଁଠି ମା ବାପାଙ୍କୁ ନିଜ ଛୁଆଙ୍କ ନାଁ ରଖିବାର ଅଧିକାର ନାହିଁ, ବରଂ ଛୁଆ ଜନ୍ମ ହେବାର ସୁଚନା ମା ବାପାଙ୍କ ପୁର୍ବରୁ ସରକାରଙ୍କୁ ଦିଆଯାଏ , ତାପରେ ସରକାରଙ୍କ ତରଫରୁ ଏକ ଲିଷ୍ଟ ଦିଆଯାଏ , ଯେଉଁଥିରେ ଛୋଟ ଛୋଟ ଛୁଆଙ୍କ ନାଁ ଦର୍ଜ ହୋଇଥାଏ , ଆପଣଙ୍କ ସରକାର ସେହି ଲିଷ୍ଟର ଅନୁସାରେ ନିଜ ଛୁଆଙ୍କ ନାଁ ନିର୍ବାଚିତ କରିଥାଏ ।

Leave a Reply

Your email address will not be published. Required fields are marked *