October 19, 2024

Odia Express

Here, There and Everywhere

Odia Jokes : ଛୁଆ ନିଜ ବାପାଙ୍କୁ ପଚାରିଲେ, ବାପା ଏହି ନଳାର ପାଣି କେଉଁଠୁ ଆସିଛି, ବାପା-ନଦୀରୁ ଆସିଛି ତାପରେ ପୁଅ ଯାହା କହିଲା ଶୁଣିକି ବାପା ବେହୋସ

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ସ୍ୱାମୀ- ମୋତେ ଆଲାଦିନ୍ ର ଚିରାଗ୍ ମିଳିଲା, ସ୍ତ୍ରୀ-ଆରେ ବାଃ, ତୁମେ କଣ ମାଗିଲ ? ସ୍ୱାମୀ- ମୁଁ କହିଲି ସେ ତୁମର ଦିମାଗକୁ ୧୦ ଗୁଣା କରିଦେବେ, ସ୍ତ୍ରୀ- ତେବେ ସେ କଣ କରିଦେଲେ ? ସ୍ୱାମୀ- ସେ ହସିଲେ ଓ କହିଲେ ଶୁନ୍ୟରୁ କାହାକୁ ଗୁଣନ କରାଯାଇପାରିବ ନାହିଁ ।

୨) ସଚ୍ଚା ଜ୍ଞାନ- ମୁହଁରୁ ବାହାରିଥିବା କଥା କମାଣରୁ ବାହାରିଥିବା ତୀର, ଓ ପ୍ରେମରେ କରାଯାଇଥିବା ରିଚାର୍ଜ ପଇସା କେବେ ଫେରି ଆସିନଥାଏ ।

୩) ସ୍ତ୍ରୀ ରୋଷେଇ ଘରୁ ବାହାରିକରି ଶୁଣ ହୋ ଆଜିକାଲି ମୁଁ ବହୁତ ସୁନ୍ଦର ହୋଇଯାଉଛି, ସ୍ୱାମୀ- ତୁମେ କେମିତି ଜାଣିଲ ? ସ୍ତ୍ରୀ- ଦେଖ ନା ଆଜିକାଲି, ମୋର ସୁନ୍ଦରତା ଦେଖିକରି ରୁଟି ବି ଜଳିବାକୁ ଲାଗୁଛି ।

୪) ସ୍ୱାମୀ – ଯେବେ ତୁମ ପାଖରେ ଡ୍ରାଇଭିଙ୍ଗ୍ ଲାଇସେନ୍ସ ଥିଲା ତ ତୁମେ ଚାଲାଣ କାଟିଲ କଣପାଇଁ ? ସ୍ତ୍ରୀ- ସେଥିରେ ମୋର ଫଟୋ ଭଲ ନଥିଲା, ଏଥିପାଇଁ ପୋଲିସ୍ ବାଲାଙ୍କୁ ଦେଖାଇଲି ନାହିଁ ।

୫) ଝିଅ ପ୍ରେମପୁର୍ବକ ପୁଅର ଛାତିରେ ନିଜ ମୁଣ୍ତ ରଖିଲା, ଓ କହିଲା- ଜାନୁ, ତୁମ ଦିଲ୍ କେତେ କୁରକୁରା ଅଟେ, ପୁଅ- ଆରେ ପାଗେଳି, ଦିଲ୍ କୁରକୁରା ନୁହେଁ ପକେଟ୍ ରେ ବିଡିର ବଣ୍ତଲ ରଖିଛି ।

୬) ପାର୍କରେ ସୁଚନା ପଟ୍ଟରେ ଏକ ସୁଚିବାର ଲେଖା ହୋଇଥିଲା, ଗଛରେ ନିଜ ପ୍ରେମୀର ନାଁ ଲେଖିବାର ଭଲ ଅଟେ କି ତାହାର ନାଁରେ ଏକ ଗଛ ଲଗାନ୍ତୁ, ଏହି କଥା ପପୁ ମନକୁ ଛୁଇଁଗଲା, ସେ ସେହିଦିନ ଗାର୍ଲଫ୍ରେଣ୍ତ ଗଣିକରି ଶେଷରେ ଏକ ଗୁଣ୍ଠ ଜାଗା ନେଇକରି ଆଖୁ ଗଛ ଲଗାଇଦେଲା ।

୭) ସାତ ସାଧୁ ଆଶ୍ରମ ରେ ସାତଟି ଚଟେଇରେ ବସିଥିଲେ, ତେବେ ପପୁ ଆସିଲା ଓ ସବୁଠାରୁ ବଡ ସାଧୁଙ୍କୁ ପଚାରିଲା, ବାବା ସ୍ତ୍ରୀ କଣ୍ଟ୍ରୋଲ୍ ରେ ରହୁନାହିଁ କଣ କରିବି ? ସାଧୁ- ଛୋଟ ସାଧୁକୁ- ଏକ ଚଟାଇ ଲଗେଇ ଦିଅ ।

୮) ମାଷ୍ଟର୍ ଜି- ଦଶମଲବ୍ କାହାକୁ କହନ୍ତି ? ପପୁ- ଯେବେ ୧୦ ରୁ ଲଭ୍ ହୋଇଯାଏ , ତାହାକୁ ଦଶମଲବ କହନ୍ତି ।

୯) ପପୁ ପ୍ରଥମଥର ରେଷ୍ଟୁରାଣ୍ଟ ଗଲା, ସେଠାରେ ଲେଖା ହୋଇଥିଲା କି ପ୍ଲେଟ୍ ରେ ହାତ ଧୁଅନ୍ତୁ ନାହିଁ, ପପୁ ବଡ ମୁସକିଲ୍ ରେ ଗିଲାସରେ ହାତ ପୁରାଇ ଧୋଇଲା ।

୧୦) ଛୁଆ- ନଳରେ ପାଣି କୁ ଆସିଥିବାର ଦେଖି କହିଲା ବାପା –ଏଇ ପାଣି କେଉଁଠୁ ଆସୁଛି, ବାପା –ନଦୀରୁ , ପୁଅ- ତେବେ ମୋତେ ନଦୀ ଦେଖିବାର ଅଛି ବାପା- ଛୁଆକୁ ନଦୀ ଦେଖାଇବାକୁ ନେଇଯାଆନ୍ତି, ଛୁଆ ସେଠାରେ ଧକା ମାରିକରି ବାପାଙ୍କୁ ନଦୀରେ ପକାଇଦିଏ ଓ ଦୌଡିକରି ଘରକୁ ଆସେ ମା କୁ କହେ ମା ଜଲଦି ଆସ ନଳ ଖୋଲ, ବାପା ଆସୁଥିବେ ।

୧୧) ୧୦ ର କ୍ଲାସ୍ ଚାଲୁଥିଲା, ଇଂଗ୍ରାଜୀ ଶିକ୍ଷକ୍ ପଚାରିଲେ କହରେ ଗୋଲୁ It କେବେ ବ୍ୟବହାର ହୁଏ ? ଗୋଲୁ- ସାର୍ ଘରେ ଖାଇବା ବନାଇବା ସମୟରେ ।

୧୨) ମହିଳା – ମୋର ସ୍ୱାମୀ ଗୋଟେ ସପ୍ତାହରୁ ଗାୟବ ଅଛନ୍ତି, ପୋଲିସ୍- ତାଙ୍କର କିଛି ନିଶାନୀ ଅଛି ? ମହିଳା –ହଁ ଏଇ ଚୁନ୍ନୁ ଛଅ ବର୍ଷର ଓ ଏଇ ମୁନ୍ନୁ ଚାରି ବର୍ଷର ଅଛି ।

Leave a Reply

Your email address will not be published. Required fields are marked *