October 19, 2024

Odia Express

Here, There and Everywhere

ମୁଲିଆ ସ୍ତ୍ରୀର ରାଜନୀତିରେ ଆସିବା ତାଙ୍କ ନିଜ Family ଲୋକଙ୍କୁ ଆସିଲା ନାହିଁ ପସନ୍ଦ, 5ବର୍ଷ ପର୍ଯ୍ୟନ୍ତ ଚାଲିଲା ଲାଲ୍ ବତିରେ ତାପରେ କରିବାକୁ ଛେଳି ଚରାଉଛନ୍ତି

ଆଜି ଆମେ ଆପଣଙ୍କୁ ମଧ୍ୟପ୍ରଦେଶର ଶିବପୁର ଜିଲ୍ଲାର ଆଦିବାସୀ ମହିଳା ଜୁଲିଙ୍କ ବିଷୟରେ କହିବାକୁ ଯାଉଛୁ, କୁହାଯାଏ କି ଏକ ସମୟ ଥିଲା ଯେବେ ଜୁଲି ଲାଲି ବତି ଗାଡିରେ ବୁଲୁଥିଲେ ଓ ଆଜିର ସମୟରେ ସେ ନିଜ ପେଟ ପୋଷିବାପାଇଁ ଛେଳି ଚରାଇକରି ନିଜ ପରିବାରକୁ ପୋଷୁଛନ୍ତି ।ଏହା ପ୍ରକୃତରେ ଆଶ୍ଚର୍ଯ୍ୟର କଥା ଅଟେ, କିନ୍ତୁ ଯେଉଁ ଭାବେ ସେ ସଫଳତାର ଶିଖରରେ ପହଞ୍ଚିଲେ, ସେତେ ଜଲଦି ତଳକୁ ଖସି ଆସିଲେ, କହିଦେବୁ କି ଆଦିବାସୀ ମହିଳା ଜୁଲି ଏକ ମୁଲିଆ ଥିଲେ, କୋଲସରର ପୁର୍ବ ବିଧାୟକ ରହିସାରିଥିବା ରାମ ସିଂ ଯାଦବ ଜୁଲିଙ୍କୁ ଉପଦେଶ ଦେଇଥିଲେ କି ପଞ୍ଚାୟତ ନିର୍ବାଚନ ଲଢନ୍ତୁ, ଓ ତାଙ୍କ ଉପଦେଶରେ ଜୁଲି ନିର୍ବାଚନରେ ଠିଆ ହେବାର ନିର୍ଣ୍ଣୟ ମିଳିଥିଲା ।

ବିଧାୟକଙ୍କ ସହାୟତାରେ ଏବଂ ଏକ ଅଲଗା ପରିଚୟ ହେବା କାରଣରୁ ଏହି ନିର୍ବାଚନରେ ଜୁଲିକୁ ଜିତ୍ ମିଳିଲା, ଓ ତାଙ୍କୁ ଜିଲ୍ଲା ସରପଞ୍ଚ ସଦସ୍ୟଙ୍କ ରୁପରେ ଚୟନ କରାଗଲା, ଏହାପରେ ଧୀରେ ଧୀରେ ଜୁଲି ଙ୍କ ଲୋକପ୍ରିୟତା ମିଳିବାକୁ ଲାଗିଲା, ଏକ ମୁଲିଆ ମହିଳା ଏମିତି ପଞ୍ଚାୟତ ଅଧ୍ୟକ୍ଷ୍ୟ ହେବା ଲୋକଙ୍କ ପାଇଁ ପ୍ରେରଣା ବିଷୟ ଥିଲା, ଓ ଜୁଲି ଏଥିପାଇଁ ଠିଆ ହେଲେ ଓ ଭରସାର ସହ ଜୁଲିଙ୍କୁ ଜିଲ୍ଲା ପଞ୍ଚାୟତ ଅଧ୍ୟକ୍ଷ୍ୟ ବନାଇଦେଲେ ।

ଜୁଲିଙ୍କୁ ଏହି ସ୍ଥାନରେ ଦେଖିବା ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା, ମହିଳା ପଞ୍ଚାୟତ ଅଧ୍ୟକ୍ଷ୍ୟ ହୋଇଯିବାପରେ ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଯାଇଥିଲା, ଜୁଲି ଏବେ ପଲିଟିକ୍ସରେ ପୁରା ଆକ୍ଟିଭ୍ ହୋଇଗଲେ, ସେ ମନ୍ତ୍ରୀଙ୍କ ଲାଲି ବତୀ ମିଳିସାରିଥିଲା, ଲୋକେ ଜୁଲିଙ୍କୁ ମ୍ୟାଡାମ୍ କହିକରି ସଂବୋଧିତ କରିବାକୁ ଲାଗିଲେ, ଜୁଲି ଜନତାଙ୍କ ସହାୟତ୍ ଏବଂ ନିଜ କାମ ଦୁହେଁ ବହୁତ ଇମାନଦାରୀରେ କରୁଥିଲେ ।

ଜୁଲିଙ୍କ କହିବାକଥା କି ଗରିବ ଓ ଅସହାୟ ଲୋକଙ୍କୁ ଅଧିକା ଧ୍ୟାନ ଦେଉଥିଲେ, ତାଙ୍କ ଏହି କଥା ତାଙ୍କ ସହ ରାଜନୈତିକ ଲୋକଙ୍କୁ ଭଲ ଲାଗୁନଥିଲା, ଓ ଧୀରେ ଧୀରେ ଏହି ଲୋକ ଜୁଲିଙ୍କ ସାଥି ଛାଡିଦେଲେ, କହିଦେବୁ କି ୫ ବର୍ଷ ପରେ ଯେବେ ଆଉଥରେ ନିର୍ବାଚନ ଲଢିବାର ସମୟ ଆସିଲା ତେବେ ଜୁଲିଙ୍କ ସାଥ୍ କେହି ଦେଇନଥିଲେ, ଏହି କାରଣରୁ ଜୁଲି ହାରିଗଲେ, ତାଙ୍କ ପାଖରେ ସଂମ୍ପତ୍ତି ବୋଲି କିଛି ନଥିଲା, ଓ ସେଥିରେ ଘରର ଦାୟିତ୍ୱ ବି ଆସିଗଲା, ଜୁଲି ଆର୍ଥିକ ଅସୁବିଧାକୁ ନେଇ ବହୁତ ଚିନ୍ତିତ ହୋଇପଡିଲେ, ଏମିତିରେ ନିଜ ପେଟ୍ ପୋଷିବାପାଇଁ ସେ ଛେଳି ଚରାଇବା କାମ ଆରମ୍ଭ କରିଦେଲେ ।

ଜୁଲିଙ୍କ ହାଲତ ଏତେ ଖରାପ ହୋଇସାରିଛି କି ସେ ନିଜ ପରିବାର ସହିତ ସରକାରୀ ଜାଗାରେ ଚାଳ ଘର କରି ରହୁଛନ୍ତି, ଜୁଲି କହନ୍ତି କି ଇନ୍ଦିରା ଆବାସ ଦ୍ୱାରା ତାଙ୍କୁ କଲୋନୀ ମିଳିଛି, କିନ୍ତୁ ଅଧିକାରୀ ଏବଂ ପ୍ରଦାନ ମିଶାଇକରି ତାଙ୍କ କଲୋନୀ ପଇସା ହଡପ୍ ହୋଇଯାଇଛି, ବର୍ତ୍ତମାନ ଜୁଲି ଛେଳି ଚରାଇ ନିଜ ଗୁଜୁରାଣ ମେଣ୍ଟାଉଛନ୍ତି ।

Leave a Reply

Your email address will not be published. Required fields are marked *