October 17, 2024

Odia Express

Here, There and Everywhere

ଫିଲ୍ମରେ ସମସ୍ତଙ୍କୁ ହସାଇ ହସାଇକରି ବେଦମ୍ କରୁଥିବା Chunkey Pandey ବଞ୍ଚନ୍ତି ଆଲିଶାନ୍ ଜୀବନଶୈଳୀ, ଜାଣନ୍ତୁ କେତେ ସଂମ୍ପତ୍ତି ଅଛି ତାଙ୍କ ପାଖରେ

1 min read

କଣ ଆପଣଙ୍କୁ ଜଣା ଅଛି କି ସୁୟଶ ପାଣ୍ତେ କିଏ ? ଇଏ ଚଙ୍କି ପାଣ୍ତେ ଅଟନ୍ତି ଯିଏ ଏକ ହିନ୍ଦୀ ଫିଲ୍ମର ଅଭିନେତା ଅଟନ୍ତି ଓ ଫିଲ୍ମରେ କାମ କରନ୍ତି, ସେ ତିନି ଦଶକରୁ ଅଧିକା କ୍ୟାରିୟରରେ ୧୦୦ ରୁ ଅଧିକା ଫିଲ୍ମରେ କାମ କରିଛନ୍ତି, ହିନ୍ଦୀ ଫିଲ୍ମ ମଧ୍ୟରେ ସବୁଠାରୁ ଭଲ ଫିଲ୍ମ ୧୯୮୭-୧୯୯୪ ମଧ୍ୟରେ ଆସିଥିଲା, ୧୯୯୪ ରୁ ଲିଡ୍ ହିରୋ ରୁପରେ ତାଙ୍କର ହିନ୍ଦି ଫିଲ୍ମରେ ନ ଚାଲିବାପରେ ସେ ଫିଲ୍ମ ଜଗତରେ କିଛି ଖାସ୍ କମାଲ୍ ଦେଖାଇପାରିନଥିଲେ, ଏହାପରେ ସେ ୧୯୯୫ ରେ ବାଙ୍ଗଲାଦେଶୀ ଫିଲ୍ମରେ କାମ କରିବା ଆରମ୍ଭ କରିଦେଇଥିଲେ, ଓ ବାଙ୍ଗଲାଦେଶରେ ଅଧିକାଂଶ ଫିଲ୍ମ ଗୁଡିକ ସଫଳ ହୋଇଥିଲା ।

ଅଭିନେତା ଚଙ୍କି ପାଣ୍ତେ ନିଜ ଅଭିନୟର କ୍ୟାରିୟର ୧୯୮୭ କୁ ମଲଟିଷ୍ଟାରର୍ ଫିଲ୍ମ ଆଗ୍ ହି ଆଗ୍ ରୁ ନିଲମ୍ କୋଠାରୀଙ୍କ ସହ୍ ଆରମ୍ଭ କରିଥିଲେ, ଆପଣଙ୍କୁ କହିଦେବୁ କି ଏହି ଫିଲ୍ମ ନିର୍ମାତା ପହଲାଜ୍ ନହଲାନି ଚଙ୍କି ପାଣ୍ତେଙ୍କୁ ୧୯୮୭ ରେ ଦୁଇଟି ଫିଲ୍ମ ଦେଇଥିଲେ, ପ୍ରଥମଫିଲ୍ମ ପାପ୍ କି ଦୁନିଆଁ ପାଇଁ ସାଇନ୍ କରି ପ୍ରଥମ ବ୍ରେକ୍ ଦେଇଥିଲେ । ସେମିତି ଏହାପରେ ଚଙ୍କି ପାଣ୍ତେ ୧୯୮୭ ରୁ ୧୯୯୩ ପର୍ଯ୍ୟନ୍ତ ବହୁତ ମଲଟିହିରୋ ଙ୍କ ଫିଲ୍ମରେ ନଜର ଆସିଥିଲେ

୧୯୮୮ ରେ ଚଙ୍କି ପାଣ୍ତେ ଏନ୍ ଚନ୍ଦ୍ରାଙ୍କ ଫିଲ୍ମ ତେଜାବ୍ ରେ ଅନିଲ୍ କାପୁର୍ ଓ ମାଧୁରୀ ଦିକ୍ଷିତଙ୍କ ସହାୟକ ଭୁମିକାରେ ନଜର ଆସିଥିଲେ, ଓ ତାଙ୍କୁ ବହୁତ ପ୍ରଶଂସା ମିଳିଥିଲା, ଚଙ୍କି ପାଣ୍ତେ ଫିଲ୍ମରେ ମୁନ୍ନା(ଅନିଲ୍ କାପୁର୍) ଙ୍କ ସାଙ୍ଗ ବବନ୍ ରୋଲ୍ କରିଥିଲେ ଓ ବେଷ୍ଟ୍ ସପୋର୍ଟିଙ୍ଗ୍ ଅଭିନେତା ଫିଲ୍ମ ଫେୟାର୍ ଆୱାର୍ଡ ପାଇଥିଲେ, ଏହି ଫିଲ୍ମ ପରେ ସେ ଲଗାତାର ଆଗକୁ ବଢିବାକୁ ଲାଗିଲେ ।

ଅଭିନେତା ଚଙ୍କି ପାଣ୍ତେଙ୍କ ନେଟ୍ ୱର୍ଥ ଇନକମ୍ ୧୩୨ କୋଟି ବୋଲି କୁହାଯାଉଛି, ଅଭିନେତାଙ୍କ ଆୟର ମୁଖ୍ୟ ଜରିଆ ବ୍ରାଣ୍ତ ଏଣ୍ତୋସମେଣ୍ଟ୍ ଓ ଫିଲ୍ମରେ କାମ ହୋଇଥାଏ, ସେ ନିଜ ଫ୍ୟାମିଲି ସହ ବିଶେଷ ରୁପରେ ନିଜ ପୁଅ ସହ ସମୟ ବିତାଇବା ବହୁତ ପସନ୍ଦ କରନ୍ତି, ସେ ନିଜ ପୁଅକୁ ସମୟ ଦେବା ଓ ନିଜ ଛୁଆଙ୍କ ସହ ରହିବାକୁ ଚେଷ୍ଟା କରନ୍ତି । ଆପଣଙ୍କୁ କହିଦେବୁ କି ଚଙ୍କି ପାଣ୍ତେ ମୋନିସା ଆପାର୍ଟମେଣ୍ଟ୍ , ସେଣ୍ଟ୍ ଏନଡ୍ରୁଜ୍ ରୋଡ୍, ବାନ୍ଦ୍ରା ପଶ୍ଚିମମୁମ୍ବାଇରେ ଏକ ଲକଜୁରୀ ଘରେ ରହୁଛନ୍ତି

ତାଙ୍କ ଏହି ଘରର ଦାମ୍ ୧୦ କୋଟି କୁହାଯାଉଛି, ଏହା ଛଡା ତାଙ୍କ ପାଖରେ ବହୁତ ରିୟଲ୍ ଇଷ୍ଟେଟ୍ ପ୍ରୋପର୍ଟିଜ୍ ଅଛି, ଚଙ୍କିଙ୍କ ପାଖରେ କିଛି ଲକଜୁରି କାର୍ କଲେକ୍ସନ୍ ବି ଅଛି, ଯେଉଁଥିରେ ରେଞ୍ଜ୍ ରୋଭର୍, ମର୍ସଡିଜ୍ ବେଞ୍ଚ୍ ଇ କ୍ଲାସ୍, ପରି ବ୍ରାଣ୍ତ ଅଛି, ଚଙ୍କି ଏକ ଭଲ କଳାକାର ଅଟନ୍ତି, ସେ ଫିଲ୍ମରେ ଅଭିନୟ ସହ କମେଡି ବି ବହୁତ ପସନ୍ଦ କରାଯାଏ , ଅଭିନେତା ନିଜ ସମୟର ଭଲ କଳାକାର ଥିଲେ, ଏବେ ଅଭିନେତା ଫିଲ୍ମରେ କମ୍ ନଜର ଆସୁଛନ୍ତି ।

Leave a Reply

Your email address will not be published. Required fields are marked *