October 19, 2024

Odia Express

Here, There and Everywhere

3 ଦିନ ଲଗାତାର କନ୍ଦମୁଳ ଖାଇନିଅ, ଏହି 10 ଟି ଭୟାନକ ରୋଗରୁ ମିଳିବ ସୁରକ୍ଷା

ଯେପରି ପରିବାର ରାଜା ଆଳୁ ଜଣାଯାଏ , ସେମିତି ଆଳୁ ଲୋକଙ୍କ ବହୁତ ପ୍ରିୟ ହୋଇଥାଏ , ଏମିତିରେ ଆପଣ ବି ଏକ ନାଁ ନିଶ୍ଚିତ ଶୁଣିଥିବେ କି ଯାହା ଲୋକଙ୍କୁ ବହୁତ ପସନ୍ଦ ହୋଇଥାଏ, ଓ ତାହାର ନାଁ କନ୍ଦମୁଳ, ଏହାର ସ୍ୱାଦର କାରଣରୁ ଲୋକେ ଅଧିକା ପସନ୍ଦ କରନ୍ତି । ଏହାକୁ ଆପଣ ସିଝାଇ କିମ୍ବା ତରକାରୀରେ ପକାଇ ଖାଇପାରିବେ, କିଛି ଲୋକ ଏହାକୁ ନିଆଁରେ ପୋଡି ଖାଆନ୍ତି, ଯେଉଁ କନ୍ଦମୁଳ ଲାଲ୍ ରଙ୍ଗର ହୋଇଥାଏ ତାହାର ବାସ୍ନା ଅଲଗା ହୋଇଥାଏ, ଯେବେ ତାକୁ ଆପଣ ସିଝାଇକରି ଖାଆନ୍ତି, ତେବେ ଆପଣଙ୍କୁ ଅଧିକା ପୋଷକ ତତ୍ତ୍ୱ ମିଳିଯାଏ, ଏଥିରେ ବିଟା କ୍ୟାରୋଟିନ୍ ଅଛି, ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ କନ୍ଦମୁଳ ବିଷୟରେ ତାହାର୍ ଫାଇଦା ଓ କ୍ଷତି ବିଷୟରେ କହିବୁ ।

କନ୍ଦମୁଳ ଯାହାକୁ ଆମେ ମିଠା ଆଳୁ ଭାବେ ଜାଣିଥାଉ ତାହା ଥଣ୍ତାର ଦିନରେ ଖାଇଲେ ଲାଭଦାୟକ ହୋଇଥାଏ, ଥଣ୍ତାଦିନରେ ଏହା ଅଧିକା ଫାଇଦାଦେଇଥାଏ, କାରଣ ଏହା ଶରୀରକୁ ଗରମ ରଖେ, ଏଥିରେ ବିଟା କ୍ୟାରୋଟିନ୍, ଭିଟାମିନ୍ ଏ ଅଧିକା ମାତ୍ରାରେ ଥାଏ, ୧୦୦ ଗ୍ରାମ କନ୍ଦମୁଳରେ ୪୦୦ ପ୍ରତିଶତ ଅଧିକା ଭିଟାମିନ୍ ଏ ଥାଏ ।ଏଥିରେ ଆଇରନ୍, ଫୋଲେଟ୍, କପର୍, ମାଗ୍ନେସିୟମ୍, ଭିଟାମିନ୍ସ, ଆଦି ରହିଥାଏ, ଯେଉଁଥିରେ ଇମ୍ୟୁନୋ ସିଷ୍ଟମ ମଜବୁତ୍ ରହିଥାଏ । ଏହାକୁ ଖାଇଲେ ତ୍ୱଚାରେ ଚମକ ଆସିଯାଏ , ଓ ଚେହେରାରେ ବୟସ ଦାଗ ଦୁର ହୋଇଯାଏ

ଏଥିରେ ଭିଟାମିନ୍ ସି ତ୍ୱଚାରେ କୋଲାଜିନ୍ ନିର୍ମାଣ କରିଥାଏ ଯେଉଁଥିରେ ଆପଣ ପୁରା ଯୁବା ଓ ସୁନ୍ଦର ଲାଗନ୍ତି । କନ୍ଦମୁଳରେ ଡାୟଟ୍ରି ଫାଇବର୍ ଓ କାର୍ବୋହାଇଡ୍ରେଡ୍ ଭରପୁର୍ ହୋଇଥାଏ । କନ୍ଦମୁଳ ଖାଇବାର ମିଠା ହୋଇଥାଏ, ଏହାର ସେବନରେ ରକ୍ତ ବଢିଥାଏ, ଶରୀର ମୋଟା ହୋଇଥାଏ, ନାରଙ୍ଗୀ ରଙ୍ଗର କନ୍ଦମୁଳରେ ଭିଟାମିନ୍ ଏ ଭରପୁର୍ ମାତ୍ରାରେ ହୋଇଥାଏ, କନ୍ଦମୁଳରେ କେରୋଟିନଏଡ୍ ନାମକ ତତ୍ତ୍ୱ ମିଳିଥାଏ, ଯାହା ବ୍ଲଡ୍ ସୁଗର୍ କୁ ନିୟନ୍ତ୍ରିତ କରିଥାଏ, ସେମିତି ଏଥିରେ ମହଜୁଦ୍ ଭିଟାମିନ୍ ବି୬ ଡାୟବିଟିକ୍ ହାର୍ଡ ରୋଗ ପାଇଁ ଫାଇଦାଦାୟକ ହୋଇଥାଏ ।

ଏଥିରେ ଉଚ୍ଚ ମାତ୍ରାରେ ଷ୍ଟାର୍ଚ ଫୁଡ୍ ହୋଇଥାଏ, ଯାହାକୁ ୧୦୦ ଗ୍ରାମରେ ୯୦ କ୍ୟାଲୋରି ହୋଇଥାଏ, କନ୍ଦମୁଳ ଖାଇବାକୁ ମିଠା ହୋଇଥାଏ, ଏହାର ସେବନରେ ମୋଟାପା, ମଧୁମେହ, ହୃଦ ରୋଗ ଓ ସମୁର୍ଣ୍ଣ ହିସାବରେ ମୃତ୍ୟୁକାରକ ବିପଦ କମ୍ ହୋଇଯାଏ, ଏହା ଆରୋଗ୍ୟବର୍ଦ୍ଧକ ଓ ଉର୍ଜା ବର୍ଦ୍ଧକ ହୋଇଥାଏ ଓ ଓଜନ୍ କମ୍ କରିବାରେ ସାହାଯ୍ୟ କରେ । ଯଦି ଆପଣଙ୍କ ବ୍ଲଡ୍ ସୁଗର୍ ଲେବୁଲ୍ କିଛି ଖାଇବାରେ ବଢିଯାଉଛି, ତେବେ କନ୍ଦମୁଳ ଖାଇବା ଭଲ ହୋଇଥାଏ, ଏହାକୁ ଖାଇଲେ ବ୍ଲଡ୍ ସୁଗର୍ ସବୁବେଳେ ନିୟନ୍ତ୍ରିତ ହୋଇଥାଏ, ଓ ଇନସୁଲିନ୍ ବଢିବାକୁ ଦିଏ ନାହୀଁ ।

କନ୍ଦମୁଳରେ କ୍ୟାଲୋରି ଓ ଷ୍ଟାର୍ଚ୍ଚ ସାମାନ୍ୟ୍ ମାତ୍ରାରେ ହୋଇଥାଏ, ସେମିତି ସାଚୁରେଟେଡ୍ ଫ୍ୟାଟ୍ ଓ କୋଲେଷ୍ଟ୍ରୋଲ୍ ମାତ୍ରା ଏଥିରେ ନଥାଏ, ଏଥିରେ ଫାଇବର୍ , ଆଣ୍ଟି ଏକ୍ସିଡେଣ୍ଟସ୍ ଭିଟାମିନ୍ ଓ ଲବଣ ଭରପୁର୍ ପରିମାଣରେ ଥାଏ , କନ୍ଦମୁଳରେ ଭରପୁର୍ ପରିମାଣରେ ଭିଟାମିନ୍ ବି୬ ମିଳିଥାଏ, ଯାହାଶରୀରରେ ହେମୋସିଷ୍ଟନ୍ ନାମକ ଏମିନୋ ଏସିଡ୍ ସ୍ତରକୁ କମ୍ କରିବାରେ ସହାୟକ ହୋଇଥାଏ , ଯଦି ଏହା ଏମିନୋ ଏସିଡ୍ ମାତ୍ରା ବଢିଯାଏ ତେବେ ରୋଗର ବିପଦ ବଢିଯାଏ , କନ୍ଦମୁଳରେ ଭିଟାମିନ୍ ଡି ଭଲ ସ୍ରୋତ ଅଛି, ଏହି ଭିଟାମିନ୍ ଦାନ୍ତ, ହାଡଗୁଡିକ, ତ୍ୱଚା ଓ ଶିରାର ଗ୍ରୋଥକୁ ମଜବୁତ୍ ଦେବାପାଇଁ ଆବଶ୍ୟକ ହୋଇଥାଏ, ଏହାର ସେବନରେ ଶରୀରର ୯୦ ପ୍ରତିଶତ ଭିଟାମିନ୍ ଏ ମିଳେ ।

ଏଥିରେ ଭରପୁର୍ ପରିମାଣର ଆଇରନ୍ ଥାଏ, ଆଇରନ୍ କମି ଯୋଗୁଁ ଶରୀରରେ ଏନର୍ଜୀ ରୁହେ ନାହିଁ, ରୋଗ ପ୍ରତିରୋଧକ କ୍ଷମତା ପ୍ରଭାବିତ ହୋଇଥାଏ, ବ୍ଲଡ୍ ସେଲ୍ସ ନିର୍ମାଣ ଠିକ୍ ଭାବରେ ହୋଇପାରେ ନାହିଁ, ଆଇରନ୍ ଅଭାବକୁ ଦୁର କରିବାରେ କନ୍ଦମୁଳ ସାହାଯ୍ୟକାରୀ ଅଟେ, କନ୍ଦମୁଳରେ ପୋଟାସିୟମ୍ ଏକ ଭଲ ମାଧ୍ୟମ ଅଛି, ଏହା ନର୍ଭସ ସିଷ୍ଟମର ସକ୍ରିୟତାକୁ ସଠିକ୍ ବନାଇବାରେ ଆବଶ୍ୟକ ହୋଇଥାଏ, ତାହା ସହ କିଡନୀ ଓ ସ୍ୱାସ୍ଥ୍ୟକୁ ଭଲ ରଖିବାରେ ମହତ୍ତ୍ୱପୁର୍ଣ୍ଣ ଯୋଗଦାନ ଦେଇଥାଏ ।

Leave a Reply

Your email address will not be published. Required fields are marked *