October 19, 2024

Odia Express

Here, There and Everywhere

Health Tips: ସ୍ୱାସ୍ଥ୍ୟ ପାଇଁ ଭରପୁର ଫାଇଦାଦାୟକ ଅଟେ ଅଁଳାର ସେବନ,କିନ୍ତୁ ସେବନର ପୁର୍ବରୁ ଫାଇଦା ସହ କ୍ଷତି ବି ଜାଣିନିଅନ୍ତୁ

କହିଦେବୁ କି ଆୟୁର୍ବେଦଅନୁସାରେ ଅଁଳା ଏକ ଏମିତି ଫଳ ଅଟେ ଯାହାର ବହୁତ ସାରା ଫାଇଦା ହୋଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏଥିରେ ଅନେକ କ୍ଷତି ବି ହୋଇଥାଏ, ଆଜି ଆମେ ଆପଣଙ୍କୁ ଅଁଳାର ଫାଇଦା ଓ କ୍ଷତି ଦୁହେଁ ବିଷୟରେ କହିବାକୁ ଯାଉଛୁ, ସବୁଠାରୁ ପ୍ରଥମେ ଆପଣ ଜାଣିନିଅନ୍ତୁ କି ଅଁଳାକୁ ଆୟୁର୍ବେଦରେ ଧାତ୍ରୀଫଳ କିମ୍ବା ଅମୃତଫଳ କୁହାଯାଏ , ଓ ବୈଦିକ କାଳରୁ ଏହାର ବ୍ୟବହାର ଔଷଧୀ ରୁପରେ କରାଯାଇଥାଏ , ହଁ ଆଜ୍ଞା ଗଛଲତାରୁ ତିଆରି ଏହି ଔଷଧୀକୁ କୋଷ୍ଠୋଷଧୀ ଓ ଧାତୁ ଖଣିଜରୁ ତିଆରି ଔଷଧୀକୁ ରସୌଷଧୀ କହନ୍ତି, ଓ ଏହି ଦୁହେଁ ପ୍ରକାରର ଔଷଧୀକୁ ଅଁଳାର ବ୍ୟବହାର କରାଯାଏ । ଅଁଳା ସେହି ଔଷଧୀ ଅଟେ ଯାହା ଶରୀରରୁ ମଳଦ୍ୱାରା ଶରୀରରୁ ବାହାର କରିବାରେ ସାହାଯ୍ୟ କରେ

ଅଁଳାର ବନସ୍ପତିକ ନାଁ ଅମଲା ହୋଇଥାଏ, ଓ ଏହାର ଇଂରାଜୀ ନାମ ଏମ୍ବିଲିକ୍ ମାୟରୋବାଲାନ୍ ଟ୍ରି ହୋଇଥାଏ, ଦୁନିଆଁର ଅଲଗା ଅଲଗା ଦେଶରେ ଅଁଳାକୁ ଭିନ୍ନ ନାଁରେ ଜଣାଯାଏ , ହିନ୍ଦୀରେ ଆମ୍ବଲା, ଉର୍ଦ୍ଧୁରେ ଆଂବଲା, ଓଡିଆରେ ଅଁଳା ଗୁଜୁରାଟିରେ ଆମଲି, ପଞ୍ଜାବୀରେ ଆମଲା , ଇଂରାଜୀରେ ଇଣ୍ତିଆନ୍ ଗୁଜବେରି ଓ ଆରବିକ୍ ରେ ଆମଲଜ୍ଜ ତଥା ବଙ୍ଗଳାରେ ଆମଲକି କୁହାଯାଏ , କହିଦେବୁ କି ଅଁଳା ପେଷ୍ଟ ବ୍ୟବହାର କରି ଆପଣ ବାଳ ପାଚିବାର ସମସ୍ୟାକୁ ଦୁର କରିପାରିବେ, ଏଥିପାଇଁ ତିନି ଗ୍ରାମ ଶୁଖିଲା ଅଁଳା, ଦଶ ଗ୍ରାମ ବାହାଡା, ପଚାଶ ଗ୍ରାମ ଆମ୍ବର ଟାକୁଆ, ଓ ଦଶ ଗ୍ରାମ ଲୁହା ଭସ୍ମ ନିଅନ୍ତୁ

ଏହା ସବୁକୁ ରାତି ସାରା ଲୁହାର କଢେଇରେ ବତୁରାଇ ସକାଳୁ ଏହାର ପେଷ୍ଟ ବନାଇଦିଅନ୍ତୁ । ଯଦି ଆପଣଙ୍କ କମ୍ ବୟସରେ ବାଳ ଧଳା ହେଉଛି ତେବେ ସବୁଦିନ ଏହି ଲେପ ଲଗାନ୍ତୁ, ଏହା ଛଡା ଅଁଳା ଶିକାକାଇ, ଓ ରିଠାକୁ ମିଶାଇକରି ପେଷ୍ଟ ବନାଇଦିଅନ୍ତୁ, ଏହାକୁ ବାଳରେ ଲଗାନ୍ତୁ ଓ ସୁଖିବାପରେ ବାଳକୁ ଧୋଇଦିଅନ୍ତୁ ଏଥିରେ ବାଳ ଘନ, ମୁଲାୟମ, ଓ ଲମ୍ବା ହୋଇଯିବ, ଆପଣ ଚାହିଁଲେ ଲୁହାର ଭସ୍ମ ଓ ଅମଲା ଚୁର୍ଣ୍ଣକୁ ଗୁଡହଲ ଫଳ ସହ ପେଷିଦିଅନ୍ତୁ, ଓ ଏହାକୁ ଗାଧୋଇବାର୍ କିଛି ସମୟ ପରେ ବାଳରେ ଲଗାଦିଅନ୍ତୁ, ଏହାପରେ ଏହି ପାଣିରେ ଧୋଇଦିଅନ୍ତୁ, ଏଥିରେ ବାଳ ଧଳା ହେବନାହିଁ ।

କହିଦେବୁ କି କିଛି ଲୋକଙ୍କର ବୟସ ବଢିବା ସହ ମୋତିଆବିନ୍ଦୁ ସମସ୍ୟା ଆସେ , ଏମିତିରେ ଏଥିରୁ ରକ୍ଷା ପାଇବା ପାଇଁ ଅଁଳା ସହ ରସାଜନ, ମଧୁ, ଓ ଘିଅ ମିଶାଇଦିଅନ୍ତୁ, ଏହି ମିଶ୍ରଣକୁ ଆଖିରେ ଲଗାଇଲେ ଆଖିରୁ ହଳଦିଆପଣ ଓ ମୋତିଆବିନ୍ଦୁରୁ ଫାଇଦା ମିଳିବ, ଏହା ଛଡା ଅଁଳାର ଦୁଇ ବୁନ୍ଦା ଆଖିରେ ପକାଇଲେ ଆଖିର ପୀଡାରୁ ମୁକ୍ତି ମିଳିଥାଏ, ଓ ଅଁଳାର ମଞ୍ଜିକୁ ଘସିକରି ଆଖିରେ ଲଗାଇଲେ ଆଖିର ରୋଗ ପାଇଁ ଫାଇଦା ଅଟେ । ସାତ ଗ୍ରାମ ଅଁଳାକୁ ଜଉ ସହ କୁଟିକରି ଥଣ୍ତା ପାଣିରେ ବତୁରାଇଦିଅନ୍ତୁ ଓ ଦୁଇ ତିନି ଘଣ୍ଟା ପରେ ଅଁଳାକୁ ଚିପୁଡିକରି ପାଣିରୁ ଅଲଗା କରିଦିଅନ୍ତୁ

ଏହାପରେ ଆଉଥରେ ଅଁଳାର ଏହି ପାଣିରେ ପକାନ୍ତୁ, ତାପରେ ଦୁଇ ତିନି ଘଣ୍ଟା ପରେ ଚିପୁଡିକରି ବାହାର କରିଦିଅନ୍ତୁ ,କହିଦେବୁ କି ତିନି ଚାରିଥର ଏମିତି କରିଲେ ଅଁଳାର ପାଣିକୁ ଆଖିରେ ପକାଇଲେ ଆଖିର ଫୁଲା କମ୍ ହୋଇଯାଏ । କହିଦେବୁ କି ନାକରୁ ରକ୍ତ ବାହାରିଲେ ଅଁଳା ବହୁତ କାମକୁ ଆସେ , ଏଥିରେ ପାଇଁ ଜାମୁ, ଅଁଳା ତଥା ଆମ୍ବର କାଞ୍ଜି ଆଦି ସହ ପେଷିଦିଅନ୍ତୁ ଓ ଏହାର ଲେପ ମୁଣ୍ତରେ ଲଗାଈଲେ ନକସୀର ମାନେ ନାକରୁ ରକ୍ତ ବାହାରିବା କମ୍ ହୋଇଯାଏ ସେମିତି ବଦଲୁଥିବା ମୌସୁମରେ କିଛି ଲୋକଙ୍କର ଗଳା କର୍କଶ ହୋଇଯାଏ , ତେବେ ଏମିତିରେ ଅଜମୋଦା, ଅଁଳା, ହଳଦୀ, ୟବକ୍ଷାର, ଚିତ୍ରକ କୁ ବରାବର ମାତ୍ରାରେ ମିଳାଇଦିଅନ୍ତୁ, ଏକ ଦୁଇ ଗ୍ରାମ ଅଁଳାର ଚୁର୍ଣ୍ଣକୁ ମହୁରେ ଓ ଘିଅ ମିଶାଇ ଚାଟନ୍ତୁ ଏଥିରୁ ଗଳାର୍ କର୍କଶ ଦୁର୍ ହୋଈଯିବ ।

ପତଳା ଝାଡା ହେଉଥିଲେ ମେଥିର ଦାନାସହ ଅଁଳାର ପତ୍ରକୁ ମିଶାଇକରି କାଢା ବନାଇକରି ପିଇଲେ ଦୁଇ ଥର ଦଶରୁ ୨୦ ମିଲିମିଟର ସେବନ କରିବେ ,ଏଥିରେ ସଂଗ୍ରହଣୀ ରୋଗ ଦୁର ହୋଇଯାଏ , ଯେଉଁ ଲୋକଙ୍କୁ କବଜ୍ ହେଉଛି, ତାଙ୍କୁ ତିନିରୁ ଛଅଗ୍ରାମ ତ୍ରିଫଳା ଚୁର୍ଣ୍ଣକୁ ନଖଉଷୁମ ପାଣିରେ ନେବା ଉଚିତ୍, ଏହା କବଜ୍ ସମସ୍ୟା ଦୁର ହୋଇଯାଏ , କହିଦେବୁ କି ଏହି କବଜ୍ କାରଣରୁ ହେଉଥିବା ରୋଗ ଅଟେ ଯାହା ଲୋକମାନେ ମସଲାଦାର୍ ଖାଦ୍ୟ ଖାଆନ୍ତି, ତାଙ୍କୁ ଏହି ଅସୁବିଧା ହୁଏ, ଏମିତିରେ ଏହି ରୋଗରୁ ବଞ୍ଚିବାପାଇଁ ଅମଳାକୁ ଭଲଭାବରେ ପେଶିକରି ମାଟିର୍ ବାସନରେ ଭିତରକୁ ଲେପ ଲଗାଇଦିଅନ୍ତୁ

ତାପରେ ରୋଗୀକୁ ଏହି ବାସନର ଛାଛ ରଖିକରି ପିଇବାର ଅଛି, ଏଥିରେ ପାଇଲ୍ସ ସମସ୍ୟାରୁ ମୁକ୍ତି ମିଲେ, ଯଦି ଏହି ସମସ୍ୟାରୁ ଅଧିକା ରକ୍ତସ୍ତାବ ହେଉଛି ତେବେ ତିନିରୁ ଆଠଗ୍ରାମ ଅଁଳାର ଚୁର୍ଣ୍ଣକୁ ଦହିର୍ ମଲାଇ ସହ୍ ସେବନ କରନ୍ତୁ , ଏମିତି ଦିନରେ ଦୁଇଥର କରନ୍ତୁ, ଯଦି ହୋଇପାରିବ ମସଲାଦାର୍ ଖାଦ୍ୟ କମ୍ କରନ୍ତୁ । ଯଦି ଆମେ ଅଁଳାର କ୍ଷତି ବିଷୟରେ କହିବା ତେବେ ସାମାନ୍ୟ ରୁପରେ ଅଁଳାରୁ କିଛି କ୍ଷତି ହୋଇନଥା

ଏ କିନ୍ତୁ ଏମିତି କୁହାଯାଏ କି ଏହାର ତାସିର୍ ଶିତାଳ ହୋଇଥାଏ, ମାନେ ଥଣ୍ତା ହୋଇଥାଏ, ଆୟୁର୍ବେଦ ଅନୁସାରେ ଏଥିରେ ଲବଣ ରସକୁ ଛାଡିକରି ପାଞ୍ଚଟି ରସ ମିଳିଥାଏ, ଯାହା ବହୁତ୍ ସ୍ୱାଦିଷ୍ଟ ଫଳ ହୋଇଥାଏ, କିନ୍ତୁ ଏହାକୁ ଥଣ୍ତାରଦିନରେ ସେବନ କରିବାକ୍ଷତିକାରକ ହୋଇଥାଏ, ଏହା ଆପଣ ଖରାର ଦିନରେ ସେବନ କରିପାରିବେ ,କିନ୍ତୁ ତାହା ସିମିତ ମାତ୍ରାରେ କରିବା ଉଚିତ୍ , ତେବେ ଏହା ହେଲା ଅଁଳାର ଫାଇଦା,କ୍ଷତି ।

Leave a Reply

Your email address will not be published. Required fields are marked *