October 19, 2024

Odia Express

Here, There and Everywhere

ଫିଲ୍ମରେ ଆସିବା ପୁର୍ବରୁ ଏମିତି ଲାଗୁଥିଲେ Shilpa Shetty, ସୁନ୍ଦର ଦେଖାଯିବା ପାଇଁ କରିଥିଲେ ପ୍ଲାଷ୍ଟିକ୍ ସର୍ଜରୀ

ବଲିଉଡ୍ ରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯିଏ ସୁନ୍ଦର ଅଭିନୟ ଓ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚିତ ରୁହନ୍ତି, ଏତିକି ନୁହେଁ ବରଂ ଏହି ଅଭିନେତ୍ରୀ ନିଜ ଅଭିନୟ ବଳରେ ଇଣ୍ତଷ୍ଟ୍ରିରେ ଭଲ ନାଁ କମାଇଛନ୍ତି, ଏହା ଦେଶ ଛଡା ବିଦେଶରେ ଲକ୍ଷାଧିକ ଫ୍ୟାନ୍ସ ତାଙ୍କର ମହଜୁଦ୍ ଅଛନ୍ତି ସେ ଅଭିନେତ୍ରୀଙ୍କ ମଧ୍ୟରେ ଶିଳ୍ପାସେଟ୍ଟିଙ୍କ ନାଁ ବି ଆସେ, ଏହି ଦିନ ଶିଳ୍ପା ସେଟ୍ତି ନିଜ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ମାମଲାକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

ଆପଣଙ୍କୁ କହିଦେବୁ କି ଅଶ୍ଳିଳ ଫିଲ୍ମ ବନାଇବା ଓ ତାକୁ ଆପ୍ସରେ ଦେଖାଇବା ଆରୋପରେ ଶିଳ୍ପାଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରା ମୁମ୍ବାଇ ପୋଲିସ୍ କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ, ଏହାପରେ ଶିଳ୍ପା ଓ ରାଜ୍ କୁନ୍ଦ୍ରାଙ୍କ ସହ ଯୋଡି ହୋଇଥିବା ବହୁତ ସାରା କଥା ସାମ୍ନାକୁ ଆସିଥିଲା, ସେମିତି ଏହା ପ୍ରଥମଥର ନୁହେଁ ଶିଳ୍ପା ଚର୍ଚ୍ଚିତ ହୋଇଥିଲେ ଏହାପୁର୍ବରୁ ଅଭିନେତ୍ରୀଙ୍କ ନାଁ ବି ଚର୍ଚ୍ଚାର ଘେରରେ ଆସିଥିଇଲା, ଓ ବହୁତ ଥର ଶିଳ୍ପା ଏହି ମୁଦ୍ଧା ଉପରେ ଖୋଲିକରି ନିଜ ପକ୍ଷ ରଖିଛନ୍ତି ।

ଯେପରି ଆମେ ସମସ୍ତେ ଜାଣିଛେ କି ବଲିଉଡ୍ ରେ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରେ ଶିଳ୍ପା ସେଟ୍ଟିଙ୍କ ନାଁ ବି ଆସେ , କିନ୍ତୁ ସେ ନିଜ ଲୁକ୍ ବଦଳାଇବାପାଇଁ ପ୍ଲାଷ୍ଟିକ୍ ସର୍ଜରୀର ସାହାଯ୍ୟ ନେଇଥିଲେ, ଯଦି ଆପଣ ଶିଳ୍ପା ସେଟ୍ଟିଙ୍କ ପୁରୁଣା ଫଟୋ ଦେଖିବେ ତେବେ ଚିହ୍ନିବି ପାରିବେ ନାହିଁ, ପୁର୍ବରୁ ଶିଳ୍ପା ସେଟ୍ଟି ଲୁକ୍ ବିଲକୁଲ୍ ଅଲଗା ଥିଲା, ସେମିତି ବଲିଉଡ୍ ରେ ବହୁତ ଅଭିନେତ୍ରୀମାନେ ପ୍ଲାଷ୍ଟିକ୍ ସର୍ଜରୀ କରାଇଛନ୍ତି କିନ୍ତୁ ଏହି କଥା ସାମ୍ନାକୁ ଆସିବାକୁ ଦିଅନ୍ତି ନାହିଁ, କିନ୍ତୁ ଶିଳ୍ପା ସେଟ୍ଟି ଖୋଲିକରି ଏହି ସତ୍ କଥା କହିଥିଲେ ।

ଆପଣଙ୍କୁ କହିଦେବୁ କି ଯେବେ ଶିଳ୍ପା ସେଟ୍ଟି ବଲିଉଡ୍ ଇଣ୍ତଷ୍ଟ୍ରିରେ ନିଜ ପାଦ ଥାପିଥିଲେ ତେବେ ସେହିସମୟରେ ଏତେ ସୁନ୍ଦର ଲାଗୁନଥିଲେ, ଯାହା ଆଜିର ସମୟରେ ଦେଖାଯାଆନ୍ତି, ଶିଳ୍ପା ସେଟ୍ଟି ନିଜ ଡାର୍କ ରଙ୍ଗ ଉପରେ ବହୁତ ପରିଶ୍ରମ କରିଥିଲେ, ଓ ନିଜ ଲୁକ୍ କୁ ବଦଳାଇଲେ, ଶିଳ୍ପା ସେଟ୍ଟିଙ୍କ ନିଜ ନାକ ଭଲ ଲାଗୁନଥିଲା ସେଥିପାଇଁ ସେ ପ୍ଲାଷ୍ଟିକ୍ ସର୍ଜରୀର ସହାୟତା ନେଲେ, ଶିଳ୍ପା ସେଟ୍ତି ନିଜ ନାକର ସର୍ଜରି କରାଇଲେ, ଓ ତାପରେ ତାଙ୍କ ଚେହେରାର ଲୁକ୍ ବଦଳିଗଲା, ଶିଳ୍ପା ସେଟ୍ଟି କେବଳ ନାକର ସର୍ଜରି ନୁହେଁ ବରଂ ସେ ପ୍ଲାଷ୍ଟିକ୍ ସର୍ଜରିର ସାହାଯ୍ୟ ନେଇ ନିଜ ସ୍କିନ୍ କମ୍ଲେକ୍ସଶନ୍ ବି ବଦଳାଇଥିଲେ ।

ଖବର ଅନୁସାରେ ଏମିତି କୁହାଯାଉଛି କି ଶିଳ୍ପା ନିଜ ନାକକୁ ଦୁଇଥର ସର୍ଜରୀ କରାଇଥିଲେ, ଓ ସେ ନିଜ ରଙ୍ଗକୁ ଗୋରା କରିବାପାଇଁ ସର୍ଜରୀର ସାହାରା ନେଇଥିଲେ, କିନ୍ତୁ କେବେ ବି ଅଭିନେତ୍ରୀ ଏହି କଥାକୁ ଲୁଚାଇନଥିଲେ ବରଂ ଏହା ଖୋଲିକରି ସମସ୍ତଙ୍କ ଆଗରେ କହିଥିଲେ । ଶିଳ୍ପା ଏହା ଉପରେ କହିଥିଲେ କି ହଁ ମୁଁ ଏମିତି କରିଥିଲି, ଏଥିରେ ଏକ ବଡ କଥା କଣ ଅଟେ, ସର୍ଜରି ପରେ ଶିଳ୍ପାଙ୍କ ଚେହେରାରେ ଜବରଦସ୍ତ ପରିବର୍ତ୍ତନ ଦେଖିବାକୁ ମିଳିଲା, ଏହି ସବୁ ଛଡା ଶିଳ୍ପା ସେଟ୍ଟି ନିଜ ଫିଟନେସ୍ ଉପରେ ପୁରା ଧ୍ୟାନ ରଖନ୍ତି ସେ ସବୁଦିନ ଯୋଗାଓ ବାୟାମ୍ କରନ୍ତି, ଯାହା ମାଧ୍ୟମରେ ନିଜ ବଡିକୁ ଏମିତି ଟୋନଡ୍ ରଖିଛନ୍ତି ।

କହିଦେବୁ କି ଅଭିନେତ୍ରୀ ଶିଳ୍ପା ସେଟ୍ଟି ଏବେ କିଛି ଦିନ ହେବ ହଙ୍ଗାମା ୨ ଫିଲ୍ମ ସହ ବଲିଉଡ୍ ରେ ଆଉଥରେ ଫେରିଛନ୍ତି, କିନ୍ତୁ ଏହି ଫିଲ୍ମ ଦର୍ଶକଙ୍କୁ ଏତେ ଖାସ୍ ପସନ୍ଦ ଲାଗିନଥିଲା, ଶିଳ୍ପା ସେଟ୍ଟୀ ସୁପର ଡ୍ୟାନ୍ସର୍ ୪ ରେ ବି ଜର୍ଜ ରହିଥିଲେ, କିନ୍ତୁ ଗତ କିଛି ଦିନ ହେବ ସୁଟିଙ୍ଗ୍ ରେ ଆସିନାହାନ୍ତି, ଏମିତିରେ ସେ ନିଜ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ୍ ମାମଲାକୁ ନେଇକରି ବହୁତ କଠିନ ପରିସ୍ଥିତିରେ ଯାଉଛନ୍ତି, ଏହି ମାମଲା କାରଣରୁ ଲୋକେ ନାନାପ୍ରକାରର କଥା କହୁଛନ୍ତି ।

Leave a Reply

Your email address will not be published. Required fields are marked *