October 19, 2024

Odia Express

Here, There and Everywhere

500 ଟଙ୍କା ମାସିକ ରୋଜଗାର କରି Sunil Gorver କ୍ୟାରିୟରର ଆରମ୍ଭ କରିଥିଲେ,ତାଙ୍କ କାହାଣୀ ଶୁଣିଲେ ଆଖିରେ ଲୁହ ଆସିଯିବ

ପ୍ରସିଦ୍ଧ କମେଡିଆନ୍ ସୁନିଲ୍ ଗ୍ରୋଭର୍ ଙ୍କୁ ସେମିତି ବା କିଏ ନଜାଣେ, ସେ ଆଜି କେଉଁ ପରିଚୟର ଆବଶ୍ୟକତା କରୁନାହାନ୍ତି, ସୁନିଲ୍ ଗ୍ରୋଭର୍ ନିଜ ଉନ୍ନତ କମେଡିରୁ ସମସ୍ତଙ୍କୁ ବହୁତ ହସାଇଲେ,  କେବେ ଲୋକପ୍ରିୟ ଡାକ୍ତର ଗୁଲାଟି, କେବେ ସନ୍ତୋଷ ଭାଉଜ, ଓ କେବେ ଗୁଥି ହୋଇକରି ସୁନିଲ୍ ଗ୍ରୋଭର୍ ଦର୍ଶକଙ୍କ ହୃଦୟରେ ଏକ ଖାସ୍ ଜାଗା ବନାଇଥିଲେ , ଟିଭିରୁ ନେଇକରି ସୁନିଲ୍ ଗ୍ରୋଭର୍ ଭଲ ନାଁ କମାଇଥିଲେ, କିନ୍ତୁ ତାଙ୍କ ଏହି ଯାତ୍ରା ଏତେ ସହଜ ନଥିଲା, ତାଙ୍କ ନିଜ ଜୀବନରେ ବହୁତ କଠିନ ପରିଶ୍ରମରୁ ଆସିବାକୁ ପଡିଥିଲା, ସବୁ ମୁସକିଲ୍ ର ସାମ୍ନା କରି ସୁନିଲ୍ ଗ୍ରୋଭର୍ ଏହି ସଫଳତା ହାସିଲ୍ କରିଛନ୍ତି । ଆପଣଙ୍କୁ କହିଦେବୁ କି ସୁନିଲ୍ ଗ୍ରୋଭର୍ ଙ୍କ ଜନ୍ମ ୩ ଅଗଷ୍ଟ ୧୯୭୭ କୁ ହରିଆଣାର ଏକ ଛୋଟ ଗାଁରୁ ହୋଇଥିଲା

ଏହା ଜାଣିକରି ଆଶ୍ଚର୍ଯ୍ୟ ଲାଗିବ କି ସୁନିଲ୍ ଗ୍ରୋଭର୍ ଙ୍କ ପ୍ରଥମ କମାଇ ୫୦୦ ଟଙ୍କା ହିଁ ଥିଲା, ନିଜେ ସୁନିଲ୍ ଗ୍ରୋଭର୍ ଏହି କଥାର ଖୁଲାସା କରିଥିଲେ । ସୁନିଲ୍ ଗ୍ରୋଭର୍ ଛୁଆବେଳରୁ ଫିଲ୍ମ ଦେଖିବାର ବହୁତ ସଉକ ଥିଲା, ସେମିତି ଅମିତାଭ ବଚ୍ଚନ ଓ ସାହାରୁଖ୍ ଖାନ୍ ଙ୍କ ଫିଲ୍ମ ଦେଖୁଥିଲେ, ଏହି ସ୍ୱପ୍ନ ଦେଖିଥିଲେ କି ଦିନେ ତାଙ୍କ ପରି ହେବେ, ଏମିତି କୁହାଯାଉଛି କି ଯେବେ ସୁନିଲ୍ ଗ୍ରୋଭର୍ ନବମ ଶ୍ରେଣୀରେ ଥିଲେ ତେବେ ସେହି ସମୟରେ ତାଙ୍କ ବାପା ତାଙ୍କୁ ତବଲା ବଜାଇବା ଶିଖାଇବାକୁ ପଠାଇଲେ

ଯେବେ ସୁନିଲ୍ ଗ୍ରୋଭର୍ ବଡ ହୋଇଗଲେ ତ ଫିଲ୍ମ ଥିଏଟରରେ କାମ କରିବାକୁ ଚାହୁଁଥିଲେ । ଲୋକପ୍ରିୟ କମେଡିଆନ୍ ସୁନିଲ୍ ଗ୍ରୋଭର୍ ଥରେ ନିଜ ସୋସିଆଲ୍ ମିଡିଆ ଏକାଉଣ୍ଟରେ ନିଜ ପର୍ସନାଲ୍ ଲାଇଫ୍ ସହ ଯୋଡି ହୋଇଥିବା କାହାଣୀ ସେୟାର୍ କରିଥିଲେ, ସୁନିଲ୍ ଗ୍ରୋଭର୍ ଲେଖିଥିଲେ କି ମୁଁ ସବୁବେଳେ ଅଭିନୟରୁ ଲୋକଙ୍କୁ ମନୋରଞ୍ଜନ କରିବାକୁ ଭଲ ପାଏ, ମୋତେ ମନେ ଅଛି ଯେବେ ମୁଁ ଯୁକ୍ତ ୨ କ୍ଲାସରେ ଥିଲି ତେବେ ମୁଁ ଡ୍ରାମା ପ୍ରତିଯୋଗିତାରେ ଭାଗନେଇଥିଲି, ଯାହାକୁ ଦେଖିକରି ସେଠାରେ ଆସିଥିବା ଚିଫ୍ ଗେଷ୍ଟ ମୋତେ କହିଲେ କି ମୋତେ ଏଥିରେ ପାର୍ଟିସିଫେଟ୍ କରିବା ଉଚିତ୍ ନୁହେଁ କାରାଣ ସେ ଦ୍ୱିତୀୟଙ୍କ ସହ ଅନ୍ୟାୟ ହେବ

ସୁନିଲ୍ ଗ୍ରୋଭର୍ ନିଜ ପୋଷ୍ଟରେ ଲେଖିଥିଲେ କି ଏଥିରେ ମୁଁ ଥିଏଟରରେ ଟ୍ରେନିଙ୍ଗ୍ ନେଲି ଓ ମୁମ୍ବାଇ ଆସିଗଲି, କିନ୍ତୁ କିଛି ମାସ ମୁଁ କେବଳ ପାର୍ଟି କଲି, ମୁଁ ନିଜ ସଞ୍ଚିତ ପଇସା ଲଗାଇକରି ପସ୍ ଏରିଆରେ ଏକ ଘର ଭଡା ନେଲି, ସେହି ସମୟରେ ମୁଁ କେବଳ ୫୦୦ ଟଙ୍କା କମାଉଥିଲି, କିନ୍ତୁ ମୋତେ ବିଶ୍ୱାସ ଥିଲାକି ଜଲଦି ସଫଳ ହୋଇଯିବି । ମୋତେ ଜଲଦି ଅନୁଭବ ହୋଇସାରିଥିଲା କି ମୁଁ ଏକେଲା ନାହିଁ, ମୋର ପରି ବହୁତ ଲୋକ ଅଛନ୍ତି, ଯିଏ ନିଜ ସହରରେ ସୁପରଷ୍ଟାର୍ ଅଛନ୍ତି, କିନ୍ତୁ ମୋତେ କେବଳ ଷ୍ଟ୍ରଗଲ୍ କରିବାର ଅଛି ଜଲଦି ମୋର ଆମଦାନୀର ସବୁ ରାସ୍ତା ବନ୍ଦ ହୋଇଯାଇଥିଲା

ମୁଁ ନିଜ ବାପାଙ୍କୁ ମନେ ପକାଇ ଭାବିଲି କି ମୁଁ ନିଜ ସ୍ୱପ୍ନକୁ ଏମିତି କିପରି ଯିବାକୁଦେବି , ତାକୁ ସତ କରିବାକୁ ହେବ । ମୋତେ ଟିଭିରେ କାମ କରିବାର ଅଫର୍ ମିଳିଲା, କିନ୍ତୁ ସମୟରେ ପହଞ୍ଚି ନପାରିବାରୁ ମୋତେ ରିପ୍ଲେସ୍ କରିଦେଲେ, ଏହାପରେ ମୁଁ ଭଏସ୍ ଓଭର୍ କାମ ଆରମ୍ଭକରିଦେଲି, ମୋତେ ଏକ ରେଡିଓ ଷ୍ଟେସନରେ କାମ କରିବାର ମଉକା ମିଳିଲା, ଏହି ଶୋ ଦିଲ୍ଳୀରୁ ଚାଳୁଥିଲା, କିନ୍ତୁ ଏହା ଭାଇରାଳ୍ ହୋଇଗଲା ଓ ଏହା ପୁରା ଦେଶରେଏହାକୁ ପ୍ରସାରିତ କରାଗଲା ।ମୁଁ ରେଡିଓ ଓ ଟିଭି ସହ ଯୋଡି ହୋଇଥିବା ବହୁତ ସାରା କାମ କରିଛି ତାପରେ ମୋତେ ଗୁଥି ଅଭିନୟ ମିଳିଲା, ଏହି କାରଣରୁ ମୁଁ ଘରେ ଘରେ ଲୋକପ୍ରିୟ ହୋଇଗଲି, ମୋତେ ମନେ ଅଛି ମୁଁ ଥରେ ଲାଇଭ୍ ଶୋ କରୁଥିଲି, ଲୋକେ ଚିଲ୍ଲାଇବାକୁ ଲାଗିଲେ

ମୋତେ ଲାଗିଲା କି କେଉଁ ଅନ୍ୟଙ୍କ ପାଇଁ ଚିଲ୍ଲାଉଥିବେ, କିନ୍ତୁ ସେ ମୁଁ ହିଁ ଥିଲି, ମୋତେ ବଡ ଆଶ୍ଚର୍ଯ୍ୟ ଲାଗିଲା କି ଏହା ସବୁ ମୋର ପାଇଁ ଥିଲା, ମୋତେ ଯେପରି ପୁଅକୁ ସବୁ ପାଇବାକୁ ବହୁତ ସମୟ ଲାଗିଥିଲା,ଆପଣଙ୍କୁ କହିଦେବୁ କି ସୁନିଲ୍ ଗ୍ରୋଭର୍ କପିଲ୍ ଶର୍ମାଙ୍କ ସହ କମେଡି ନାଇଟ୍ସ ୱିଥ୍ କପିଲ୍ ରେ ଗୁଥି ଓ ଦି କପିଲ୍ ଶର୍ମା ଶୋ ରେ ଡାକ୍ତର ମଶହୁର୍ ଗୁଲାଟି ଅଭିନୟ ବି ମିଳିଲା

ସେ ନିଜ ଏହି ଭୁମିକାରୁ ସବୁ ଦର୍ଶକଙ୍କୁ ବହୁତ ମନୋରଞ୍ଜନ କଲେ ଓ ସମସ୍ତଙ୍କ ହୃଦୟରେ ଏକ ଖାସ୍ ଜାଗା ବନାଇଲେ, କିନ୍ତୁ ସୁନିଲ୍ ଗ୍ରୋଭର୍ ଓ କପିଲ୍ ଶର୍ମା ଙ୍କ ବନ୍ଧୁତା ୨୦୧୭ ରେ ଭାଙ୍ଗିଯାଇଥିଲା, ଏହାପରେ କପିଲ୍ ଶର୍ମା ଓ ସୁନିଲ୍ ଗ୍ରୋଭର୍ ଅଲଗା ଅଲଗା ଶୋରେ କାମ କରିବାକୁ ଲାଗିଲେ, ଆପଣଙ୍କୁ କହିଦେବୁ କି ୧୯୯୮ ରେ ଆସିଥିବା ଫିଲ୍ମ ପ୍ୟାର୍ ତୋ ହୋନା ହିଁ ଥା ରେ ସୁନିଲ୍ ଗ୍ରୋଭର୍ ନିଜ ଅଭିନୟର କ୍ୟାରିୟର୍ ଆରମ୍ଭ କରିଥିଲେ, ଏହାପରେ ସେ ଦି ଲିଜେଣ୍ଟ୍ ଅଫ୍ ଭଗତ୍ ସିଂ ମୈ ହୁଁ ନା, ଗଜନୀ, ଜିଲ୍ଲା ଗାଜିଆବାଦ୍, ଭାରତ, ବାଗୀ, ଓ ଗବର୍ ଇଜ୍ ବ୍ୟାକ୍ ପରି ଫିଲ୍ମରେ ନଜର ଆସିସାରିଛନ୍ତି, ଏହା ଛଡା ସେ ତାଣ୍ତବ ଓ ସନଫ୍ଲାୱାର୍ ପରି ୱେବ୍ ସିରିଜ୍ ରେ କାମ କରିଥିଲେ ।

Leave a Reply

Your email address will not be published. Required fields are marked *