October 19, 2024

Odia Express

Here, There and Everywhere

IAS ଅଫିସରଙ୍କୁ ଜଏନିଙ୍ଗ୍ ରୁ ନେଇକରି ପ୍ରମୋସନ୍ ପର୍ଯ୍ୟନ୍ତ , ଜାଣନ୍ତୁ ସରକାର କେତେ Salary ଦେଇଥାଏ ସବୁ ମାସରେ

1 min read

ସମସ୍ତେ ବଡ ହେବାକୁ ଚାହଁନ୍ତି , ତାପାଇଁ କଠିନ କରିଶ୍ରମ ବି କରେ, ସମସ୍ତେ ଚାହଁନ୍ତି କି ତାଙ୍କ ପାଖରେ କିଛି ପଦର ପାୱାର ଥିବ, ସମସ୍ତେ ଏହା ଚାହଁନ୍ତି କି ସେ କେଉଁ ବଡକାମକରିବେ , ଆମର ଦେଶରେ ସବୁଠାରୁ ବଡ ଚାକିରି ଆଇଏଏସ୍ ଅଫିସର୍ ର ହୋଇଥାଏ, ଯାହାକି ଏକ ସ୍ଥାୟୀ ସରକାର ବି କହିପାରିବା, କାରଣ ଏହି ସରକାର ସବୁ କାମ କରେ, ଆପଣଙ୍କୁ କହିଦେବୁ କି ଆମର ଦେଶରେ ଲକ୍ଷାଧିକ ଲୋକ ଆଇଏଏସ୍ ଅଫିସର୍ ହେବାର ସ୍ୱପ୍ନ ଦେଖନ୍ତି , ଓ ବହୁତ ଲୋକ ଏଥିରେ ସଫଳ ହୋଇଥାନ୍ତି,  ଓ କିଛି ଏଥିରୁ ବାହାରିଯାଆନ୍ତି, ସେମିତି ଦେଖିବାକୁ ଗଲେ ଆଇଏଏସ୍ ଅଫିସର୍ ହେବା ସହଜ କାମ ନୁହେଁ କାରଣ ଏଥିପାଇଁ ୟୁପିଏସ୍ ସି ପରି କଠିନ ପରୀକ୍ଷା ବି ପାସ୍ ହେବାକୁ ପଡିଥାଏ, କଣ ଆପଣ ଏକ ଅଧିକାରୀ ବେତନ ବିଷୟରେ ଜାଣିଛନ୍ତି ?

ଏକ ଆଇଏଏସ୍ ଅଧିକାରୀ ହେବାପାଇଁ ୟୁପିଏସ୍ ସି ନାମକ ଏକ ସିଭିଲ୍ ସେବା ପରୀକ୍ଷା ପାସ୍ କରିବାକୁ ହୋଇଥାଏ, ସବୁ ବର୍ଷ ଲକ୍ଷାଧିକ ପରିକ୍ଷାର୍ଥୀ ଏଥିରେ ଭାଗ ନିଅନ୍ତି, କିନ୍ତୁ କିଛି ଲୋକ ସଫଳତା ପାଇଥାନ୍ତି, ୟୁପିଏସ୍ ସି ଟେଷ୍ଟ୍ ପାସ୍ କରିବାପରେ ଲୋକେ ମସୁରୀ ସ୍ଥିତ ଲାଲ୍ ବାହାଦୁର୍ ଶାସ୍ତ୍ରୀ ଟ୍ରେନିଙ୍ଗ୍ ଏକାଡେମୀରେ କଡା ଟ୍ରେନିଙ୍ଗ୍ ନିଅନ୍ତି। ଆଜି ଏହି ସ୍ପେଶାଲ୍ ପୋଷ୍ଟରେ ଆମେ ଆପଣଙ୍କୁ ଆଇଏଏସ୍ ଅଧିକାରୀଙ୍କ ବେସିକ୍ ରୁ ନେଇକରି ପ୍ରମୋଶନାଲ୍ ସ୍ୟାଲେରି ବିଷୟରେ କହିବାକୁ ଯାଉଛୁ, ସପ୍ତମ ବେତନ କମିଶନର୍ ଅନୁସାରେ ଆଇଏଏସ୍ ଅଧିକାରୀଙ୍କ ବେସିକ୍ ବେତନ ଓ ଟିଏ, ଡିଏ, ଏଚ୍ ଆର୍ ଏ ଅନୁସାରେ ମିଳିଥାଏ

ସବୁ ଥର ଏକ ପ୍ରମୋଶନ୍ ପରେ ଆଇଏଏସ୍ ଅଧିକାରୀଙ୍କ ସ୍ୟାଲେରି ବୃଦ୍ଧି ହୋଇଥାଏ , କହିଦେବୁ କି ଅବର ସଚିବ/ ସହାୟକ ସଚିବଙ୍କ ସ୍ୟାଲେରି ୫୬,୧୦୦/- ହୋଇଥାଏ , ସେମିତି ଅତିରିକ୍ତ ଜିଲ୍ଲା ମ୍ୟାଜିଷ୍ଟେଟ୍ ଙ୍କ ସ୍ୟାଲେରି ୬୭,୭୦୦/- ହୋଇଥାଏ, ଜିଲ୍ଲା ମ୍ୟାଜିଷ୍ଟେଟ୍ ସଂଯୁକ୍ତ ସଚିବ ବା ଉପସଚିବଙ୍କ ସ୍ୟାଲେରି ୭୮,୮୦୦ ହୋଇଥାଏ, ସେମିତି ଜିଲ୍ଲା ମ୍ୟାଜିଷ୍ଟେଟ୍ ବିଶେଷ ସଚିବ ବା ନିର୍ଦ୍ଧେଶକଙ୍କ ବେତନ ୧,୧୮,୫୦୦ ହୋଇଥାଏ, ଡିଭିଜନାଲ୍ କମିଶନର୍ ସଚିବ ସହ ଆୟୁକ୍ତ ସଂଯୁକ୍ତ୍ ସଚିବଙ୍କ ବେତନ ୧,୪୪,୨୦୦ ହୋଇଥାଏ ।

ଆପଣଙ୍କୁ କହିଦେବୁ କି ପ୍ରମୁଖ ସଚିବ, ଅପର ସଚିବଙ୍କ ବେତନ ୧,୮୨,୨୦୦ ଟଙ୍କା ହୋଇଥାଏ, ସେମିତି ଅପର୍ ମୁଖ୍ୟ ସଚିବଙ୍କ ବେତନ ୨,୦୫,୪୦୦ ଟଙ୍କା ପ୍ରମୁଖ ଶାସନ ସଚିବ ଙ୍କ୍ ବେତନ ୨,୨୫,୦୦୦ ହୋଇଥାଏ, ସବୁଠାରୁ ଅଧିକା ଭାରତର କ୍ୟାବିନେଟ୍ ସଚିନଙ୍କ ବେତନ ୨,୫୦,୦୦୦ ହୋଇଥାଏ, ଯେବେ ଆଇଏଏସ୍ ଅଧିକାରୀଙ୍କ ଚାକିରି ଆରମ୍ଭ ହୋଇଥାଏ, ତେବେ ମହଙ୍ଗା ଭର୍ତ୍ତା ୦ ପ୍ରତିଶତ ନିର୍ଦ୍ଧାରିତ କରାଯାଏ

ଯାହା ସମୟର ସହ ବଢିଥାଏ, ଅଧିକାରୀଙ୍କ ସ୍ୟାଲେରି କାର୍ଯ୍ୟାକାଳ ଓ ପ୍ରମୋଶନ୍ ସହ ବଢିଥାଏ, ମୁଳ ସ୍ୟାଲେରି ସବୁ ବର୍ଷ ପ୍ରାଇମେରି ଲେବୁଲରେ ୩ ପ୍ରତିଶତ ବଡେ, କ୍ୟାବିନେଟ୍ସଚିନ ସ୍ତର ଏହି ତୟ ହୋଇଥାଏ, ସବୁ ବର୍ଷ ୦ ରୁ ୧୪ ପ୍ରତିଶତ ମହଙ୍ଗା ଭର୍ତ୍ତା ବୃଦ୍ଧି ହୋଇପାରେ , ସବୁ ମିଶାଇଲେ ଏହା ମାନିନିଅନ୍ତୁ କି ଆଇଏଏସ୍ ଚାକିରି ପାଇବା ଦେଶର ସେବା ଦେବା ଯେତିକି କଠିନ ହୋଇଥାଏ, ସେତେ ବି ଫାଇଦା ଅଛି, ଯାହା ସରକାର ଆମକୁ ଦିଏ ।

Leave a Reply

Your email address will not be published. Required fields are marked *