October 19, 2024

Odia Express

Here, There and Everywhere

ଏବେ 1 ଟଙ୍କାର୍ ନୋଟ୍ ଆପଣଙ୍କୁ କମାଇକରି ଦେଇପାରେ ପୁରା 7 ଲକ୍ଷ ଟଙ୍କା, ଏଠାରେ ଜାଣନ୍ତୁ କିପରି

1 min read

ବୋଧେ ଆପଣଙ୍କୁ ଜଣା ଥିବ କି ପୁରୁଣା ପଇସା ଓ ନୋଟ୍ ଏଇ ଦିନରେ ବହୁତ ଅଧିକା ଡିମାଣ୍ତ ଅଛି, ଏହି ଡିମାଣ୍ତର କାରଣରୁ ଲୋକଙ୍କ କଲେକ୍ସନ୍ ସଉକ ବି ଅଛି, ଏହି କାରଣ ଅଟେ ଗତ କିଛି ସମୟରେ ପୁରୁଣା ପଇସା ଓ ନୋଟ୍ କୁ ନେଇ ଲୋକେ ଭଲ ଆୟ କରୁଛନ୍ତି,  ଏହି ମାଧ୍ୟମରେ ଭଲ କମାଇବା ସହ ଲକ୍ଷପତି ବି ହୋଇପାରିବ, ୨୬ ବର୍ଷ ପୁର୍ବରୁ ଭାରତ ସରକାର ଏମିତି ଏକ ଟଙ୍କା ନୋଟ୍ ବନ୍ଦ କରିଦେଇଥିଲେ ଯାହା ଜାନୁୟାରୀ ୨୦୧୫ ରେ ଏହା ମୁଦ୍ରଣ ପରେ ଏହି ନୋଟ୍ ବଜାରରେ ଅଲଗା ରୁପରେ ଦେଖାଯାଇଥିଲା । ଅନ୍ ଲାଇନ୍ ୱେବସାଇଡ୍ ରେ ଆପଣ ନିଜ ପୁରୁଣା ୧ ଟଙ୍କିଆ ନୋଟ୍ କୁ ଦେଇ ୭ ଲକ୍ଷ ଟଙ୍କାରେ ବିକ୍ରି କରିପାରିବେ ।

୧ ଟଙ୍କିଆ ନୋଟ୍ ର ସର୍ତ୍ତ- କହିଦେବୁ କି ଯେଉଁ ଏକ ଟଙ୍କିଆ ନୋଟ୍ ଆପଣଙ୍କୁ ପୁରା ୭ ଲକ୍ଷ ଟଙ୍କା ମିଳିବ ତାହାକୁ ନେଇକରି କିଛି ସର୍ତ୍ତ ରଖାଯାଇଛି, ଏହି ନୋଟ୍ ସ୍ୱାଧିନତା ପୁର୍ବରୁ ଏକ ମାତ୍ରା ନୋଟ୍ ଅଟେ ,ଯେଉଁଥିରେ ସେହି ସମୟର ଗଭର୍ଣ୍ଣର ଜେ ଡବଲୁ କେଲି ଙ୍କ ସାଇନ୍ ଅଛି, ୮୦ ବର୍ଷ ପୁରୁଣା ଏହି ନୋଟ୍ ବ୍ରିଟିଶ୍ ଇଣ୍ତିଆ ତରଫରୁ ୧୯୩୫ ରେ ବାହାରିଥିଲା, ଆପଣଙ୍କୁ କହିଦେବୁ କି ଇବେ ୱେବସାଇଡ୍ ରେ ଏହି ନୋଟ୍ ର୍ ଦାମ୍ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଗିଛି, କିନ୍ତୁ ଏମିତି ଜରୁରୀ ନୁହେଁ କି ଇବେ ରେ ସବୁ ନୋଟ୍ ମହଙ୍ଗା ଏତେ ଅଛି କିଛି ନୋଟ୍ ଏମିତି ଅଛି ଯାହା କମ୍ ଦାମ୍ ରେ ବିକ୍ରି କରାଯାଉଛି ।

କେବଳ ପଇସା କିମ୍ବା ନୋଟ୍ ନୁହେଁ ନୋଟ୍ ର ବଣ୍ତଲ ବି ଧନୀ କରିପାରିବ, ଇବେ ରେ ଆପଣ ଏହି ବଣ୍ତଲକୁ ବିକ୍ରି କରିପାରିବେ , ୧୯୪୯ , ୧୯୫୭, ୧୯୬୪,୧୯୫୯ ନୋଟ୍ ବଣ୍ତଲ ବଦଳରେ ଆପଣଙ୍କୁ ପୁରା ୩୪,୯୯୯ ଟଙ୍କା ମିଳିଯିବ, ସେମିତି ୧୯୫୭ ର ଏକ ଟଙ୍କା ନୋଟ୍ ବଣ୍ତଲର ଭ୍ୟାଲୁ ୧୫ ହଜାର ଟଙ୍କା ଓ ୧୯୬୮ ର ନୋଟ୍ ବଣ୍ତଲର ଭ୍ୟାଲୁ ୫୫୦୦ ଟଙ୍କା ଅଛି

ସୁଚନାପାଇଁ କହିଦେବୁ କି ଏଥିରେ ଏକ ନୋଟ୍ ୭୮୬ ନମ୍ବର ବି ରହିଥାଏ, ଏଥିରେ ଅଧିକାଂଶ ଅର୍ଡର୍ ସିପିଙ୍ଗ୍ ପୁରା ଫ୍ରି ଅଛି କିନ୍ତୁ କିଛି ଅର୍ଡର୍ ୯୦ ଟଙ୍କା ସିପିଙ୍ଗ୍ ଫି ଲାଗିପାରେ, ଏହି ଅର୍ଡରରେ ଆପଣଙ୍କୁ ଅନ୍ ଲାଇନ୍ ହିଁ ପଇସା ଦେବାକୁ ହୋଇଥାଏ, ଅର୍ଡର୍ କ୍ୟାଶ୍ ଅନ୍ ଡେଲିଭରି ସୁବିଧା ନାହିଁ ।

ଏହି ପରି ରେୟାର୍ ପଇସା ଓ ନୋଟ୍ କୀଣିବା ଓ ବିକ୍ରି କରିବା ପାଇଁ ବହୁ ପ୍ରକାରର ଅନ୍ ଲାଇନ୍ ୱେବସାଇଡ୍ ମାନ ଅଛି । ଏଥିରେ ଇବେ, କ୍ୱିକର୍, ଓଲେକ୍ସ ନାମ ଲୋକପ୍ରିୟ ଅଟେ, ଆପଣଙ୍କୁ କହିଦେବୁ କି ଏହିପରି ନୋଟ୍ ବିକ୍ରି କରିବା ଓ କିଣିବା ପାଇଁ ଆପଣଙ୍କୁ ପ୍ରଥମେ ସାଇଟ୍ ରେ ଯାଇକରି ସାଇନ୍ ଅଫ୍ କରିବାକୁ ହେବ, ବିକ୍ରି କରିବାପାଇଁ ରେଜିଷ୍ଟ୍ରେସନ୍ ପରେ ଆପଣ ନୋଟ୍ ର ଫଟୋକୁ ଅପଲୋଡ୍ କରିପାରିବେ, ଏହାପରେ ଯିଏ ଗ୍ରାହକ ଆପଣଙ୍କୁ ସିଧା ଯୋଗାଯୋଗ କରିବ , ଓ ଡେଲିଭରି ସର୍ତ୍ତ ଅନୁସାରେ ଆପଣ ନୋଟ୍ ପଠାଇପାରିବେ, ଓ ଘରେ ବସି ପଇସା କମାଇପାରିବେ ।

Leave a Reply

Your email address will not be published. Required fields are marked *