October 19, 2024

Odia Express

Here, There and Everywhere

ସ୍ୱାମୀ ମିସ୍ ୱାର୍ଲଡ୍ ଙ୍କ ସହ ପାର୍ କରିଦେଲେ ନୃଶସ ହେବାରସବୁ ସୀମା , Divorce ପରେ ଏମିତି ବଞ୍ଚୁଛନ୍ତି ଜୀବନ

ବଲିଉଡ୍ ଇଣ୍ତଷ୍ଟ୍ରି ଏମିତି ଏକ ଜାଗା ଅଟେ ଯେଉଁଠି ସମସ୍ତେ ଚାହଁନ୍ତି କି ସେ ନିଜ କ୍ୟାରିୟର ବନାନ୍ତୁ, ସବୁଦିନ ଇଣ୍ତଷ୍ଟ୍ରିରେ ଏମିତି ବହୁତ ଲୋକ ନିଜ ମନରେ ସ୍ୱପ୍ନ ନେଇକରି ଆସନ୍ତି କିନ୍ତୁ ତାଙ୍କୁ ଏଠାରେ ସଫଳତା ମିଳିପାରେ ନାହିଁ ସେମିତି କିଛି କଳାକାର ଏମିତି ହୋଇଥାନ୍ତି ଯିଏ ଲମ୍ବା ସମୟ ପର୍ଯ୍ୟନ୍ତ ବଲିଉଡ୍ ଇଣ୍ତଷ୍ଟ୍ରିରେ ରହିଥାନ୍ତି ଓ କିଛି କଳାକାର ଏମିତି ହୋଇଥାନ୍ତି ଯିଏକି ନିଜ ଅଭିନୟ ସାରି ଇଣ୍ତଷ୍ଟ୍ରିରୁ ଗାୟବ ହୋଇଯାଆନ୍ତି, ଆଜି ଆମେ ଏହି ଲେଖ ମାଧ୍ୟମରେ ଅଭିନେତ୍ରୀ ଓ ପୁର୍ବ ବିଶ୍ୱ ସୁନ୍ଦରୀ ୟୁକ୍ତା ମୁଖୀଙ୍କ ବିଷୟରେ କହିବାକୁ ଯାଉଛୁ  ।

କହିଦେବୁ କି ୟୁକ୍ତା ମୁଖୀ ୯୪ ଦେଶର ସୁନ୍ଦରୀଙ୍କୁ ପଛରେ ପକାଇ ୧୯୯୯ ରେ ମିସ୍ ୱାର୍ଲଡ୍ ର ତାଜ୍ ନିଜ ନାଁରେ କରିଥିଲେ, ସେମିତି ପୁର୍ବ ମିସ୍ ୱାର୍ଲଡ୍ ଓ ଅଭିନେତ୍ରୀ ୟୁକ୍ତା ମୁଖି ଆଜି ଫିଲ୍ମ ରୁ ଦୁରେଇ ଅଛନ୍ତି, କିନ୍ତୁ ମିସ୍ ୱାର୍ଲଡ୍ ଉପାଧି ପାଇବାପରେ ଗୋଟେ ସମୟରେ ୟୁକ୍ତା ମୁଖୀ ବଲିଉଡ୍ ଓ ମଡେଲିଙ୍ଗ୍ ଦୁନିଆଁରେ ଚର୍ଚ୍ଚିତ ହୋଈଯାଇଥିଲେ, ୟୁକ୍ତା ମୁଖୀଙ୍କ ଜନ୍ମ ୭ ଅକ୍ଟୋବର ୧୯୭୯ କୁ ବାଙ୍ଗାଲୋରରେ ହୋଇଥିଲା, ୟୁକ୍ତା ମୁଖୀ ଙ୍କଜନ୍ମ ପରେ ତାଙ୍କ ପରିବାର ଦୁବାଇ ଚାଲିଯାଇଥିଲେ ୭ ବର୍ଷ ଦୁବାଇରେ ରହିବାପରେ ତାଙ୍କ ପରିବାର ପୁଣି ଆଉଥରେ ୧୯୮୬ ରେ ଆଉଥରେ ମୁମ୍ବାଇ ଚାଲିଆସିଥିଲେ ।

ଯେବେ ୟୁକ୍ତାମୁଖୀଙ୍କ ପରିବାର ମୁମ୍ବାଇ ସିଫ୍ଟ ହୋଇଗଲେ ତେବେ ଏଠାରେ ଆସିବାପରେ ୟୁକ୍ତାଙ୍କ ମା ସାନ୍ତା କ୍ରୁଜ୍ ରେ ଏକ ଗ୍ରୁମିଙ୍ଗ୍ ସେଲୁନ୍ ଖୋଲିଦେଲେ, ସେମିତି ତାଙ୍କ ବାପା କପଡାର୍ ଏକ୍ କମ୍ପାନୀରେ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ପଦରେ ରହିଗଲେ, ଯେବେ ୟୁକ୍ତା ମୁଖୀ ମିସ୍ ୱାର୍ଲଡ୍ ର ଉପାଧି ନିଜ ନାଁରେ କଲେ ତେବେ ବଲିଉଡ୍ ରେ ତାଙ୍କ ରାସ୍ତା ଖୋଲିଗଲା, ୟୁକ୍ତା ମୁଖି ପ୍ରଥମ ଫିଲ୍ମ ପ୍ୟାସା ୨୦୦୨ ରେ ଆସିଥିଲା, ଏହି ଫିଲ୍ମରେ ୟୁକ୍ତା ମୁଖୀ ବଲିଉଡ୍ ଅଭିନେତା ଆଫତାବ ଶିବଦାସାନୀଙ୍କ ସହ ନଜର ଆସିଥିଲେ ।

ଆପଣଙ୍କୁ କହିଦେବୁ କି ୟୁକ୍ତା ମୁଖୀଙ୍କ ହାଇଟ୍ ୬ ଫୁଟ୍ ୧ ଇଞ୍ଚର ଅଟେ, ଯାହାର କାରଣରୁ ତାଙ୍କୁ ଫିଲ୍ମ କ୍ୟାରିୟରରେ କ୍ଷତି ଉଠାଇବାକୁ ପଡିଲା, ଏମିତି କୁହାଯାଉଛି କି ୟୁକ୍ତା ମୁଖୀ ଲମ୍ବା ହୋଇଥିବା ଯୋଗୁଁ ବଲିଉଡ୍ ରେ ଅସଫଳତାର କାରଣ ହୋଇଥିଲେ, ୟୁକ୍ତାମୁଖୀ ବଲିଉଡ୍ ରେ ବହୁତ ଫିଲ୍ମରେ କାମ କରିଥିଲେ କିନ୍ତୁ ତାଙ୍କ କ୍ୟାରିୟର୍ ଏତେ ଖାସ୍ ନଥିଲା, ସମୟର ସହ ଧୀରେ ଧୀରେ ସେ ଫିଲ୍ମରେ କାମ ପାଇବା ମୁସକିଲ୍ ହୋଇଗଲା, ଯେବେ ୟୁକ୍ତାମୁଖି ଦେଖିଲେ କି ତାଙ୍କ କ୍ୟାରିୟର୍ ଆଉ କିଛି ସଫଳତା ମିଳୁନାହିଁ ସେ ୨୦୦୮ ରେ ନ୍ୟୁୟର୍କର ବେଷ୍ଟ ବିଜନେସ୍ ମ୍ୟାନ୍ ପ୍ରିନ୍ସ ତୁଳିଙ୍କୁ ବିବାହ କରିନେଲେ ।

ୟୁକ୍ତା ମୁଖୀଙ୍କ ବିବାହିତ ଜୀବନ ଠିକ୍ ଠାକ୍ ଚାଲୁଥିଲା କିନ୍ତୁ ଅଚାନକ ବିବାହର ୫ ବର୍ଷ ପରେ ୨୦୧୩ ରେ ଏମିତି ଖବର ଆସିଲା କି ଯାହା ପ୍ରଥମଥରରେ ବିଶ୍ୱାସ୍ କରିବା ମୁସକିଲ୍ ହେଉଥିଲା, ୟୁକ୍ତାମୁଖୀ ନିଜ ସ୍ୱାମୀ ପ୍ରିନ୍ସ ତୁଳିଙ୍କ ବିପକ୍ଷରେ କେସ୍ ଦର୍ଜ କରାଇଥିଲେ, ସେ ମୁମ୍ବାଇର ଅମ୍ବୋଲି ପୋଲିସ୍ ଷ୍ଟେସନରେ ଏଫାଇଆର୍ ରେ ଏହା ଲେଖିଥିଲେ କି ତାଙ୍କ ସ୍ୱାମୀ ତାଙ୍କୁ ଯୌତୁକ ପାଇଁ ପ୍ରତାଡନା କରୁଛନ୍ତି, ଏତିକି ନୁହେଁ ବରଂ ସେ ନିଜ ସ୍ୱାମୀଙ୍କ ଉପରେ ଅପ୍ରାକୃତିକ ସେକ୍ସ ରଖିବାପାଇଁ ବାଧ୍ୟ କରିବା ଆରୋପ ବି ଲଗାଇଛନ୍ତି ।

ୟୁକ୍ତା ମୁଖୀ ଏକ ଇଣ୍ଟରଭ୍ୟୁରେ ଏହି କଥାର ଖୁଲାସା କଲେ କି ତାଙ୍କ ସ୍ୱାମୀ ତାଙ୍କୁ ପଶୁଙ୍କ ଭଳି ପିଟୁଥିଲେ, ୟୁକ୍ତା ଆଗକୁ କହିଲେ କି ତାଙ୍କ ପରିବାର ଚାହୁଁନଥିଲା କି ସେ ଫିଲ୍ମରେ କାମ କରନ୍ତୁ, ପରେ ଏହି ମାମଲା ଯେବେ କୋର୍ଟରେ ପହଞ୍ଚିଲା ତେବେ ଜୁନ୍ ୨୦୧୪ କୁ ଦୁହେଁ ପରସ୍ପରର ସହମତିରେ ଛାଡପତ୍ର ନେଇଗଲେ, ଆପଣଙ୍କୁ କହିଦେବୁ କି ୟୁକ୍ତ ମୁଖୀ ଙ୍କ ଏକ ପୁଅ ଅଛି , ଯାହାର କଷ୍ଟଡି ୟୁକ୍ତାଙ୍କ ପାଖରେ ଅଛି ।

ଖବର୍ ଅନୁସାରେ ଏମିତି କୁହାଯାଉଛି କି ୟୁକ୍ତା ମୁଖୀ ଭଲ ଖାସା ନିବେଶ କରିଥିଲେ, ତାଙ୍କ ପ୍ରୋପଟି ଛଡା କିଛି ରେଷ୍ଟୁରାଣ୍ଟ ବି ଅଛି, ୟୁକ୍ତାମୁଖୀ ପରଫ୍ୟୁମ୍ ବିଜନେସ୍ ଓ ଫ୍ୟାସନ୍ ଇଣ୍ତଷ୍ଟ୍ରିରେ ନିବେଶ କରିଛନ୍ତି, ଏମିତି ଅନୁମାନ ଅଛି କି ୟୁକ୍ତାମୁଖୀ ଙ୍କ ପାଖରେ ୨୪୫ ମିଲିୟନ୍ ଡଲାର୍ ସଂମ୍ପତ୍ତିର୍ ମାଲିକାଣୀ ଅଛନ୍ତି ,

Leave a Reply

Your email address will not be published. Required fields are marked *