October 19, 2024

Odia Express

Here, There and Everywhere

ପ୍ରେମ ଅନ୍ଧ ହୋଇଥାଏ ଏହି କଥାକୁ ସତ ପ୍ରମାଣିତ କରିଛନ୍ତି ଏହି Actress, ଏହି ଯୋଡିଙ୍କୁ ଦେଖିକରି ଲାଗେ ନାହିଁ ଲୋକଙ୍କୁ ବିଶ୍ୱାସ

1 min read

ପ୍ରେମ ଅନ୍ଧ ହୋଇଥାଏ ଏହି ଲୋକକଥା ଆପଣଙ୍କୁ ତେବେ ସତ ଲାଗେ ଯେବେ ଆପଣ ନିଜ ଆଖପାଖ ଏମିତି କପଲ୍ ଦେଖିଥିବେ ଯିଏ ଜଣେ ଅନ୍ୟ ଜଣଙ୍କ ଠାରୁ ବିଲକୁଲ୍ ଅଲଗା ହୋଇଥାନ୍ତି, ମାନେ ସେ କପଲ୍ ଦେଖିବାର ମାମଳାରେ ଜଣେ ଅନ୍ୟ ଜଣଙ୍କ ଠାରୁ ଏତେ ଅଲଗା ହୋଇଥାନ୍ତି କି ତାଙ୍କୁ ବେମେଲ୍ କପଲ୍ ନାଁ ଦେଇଦିଅନ୍ତି , ଏମିତି ସାମାନ୍ୟ ଜୀବନରେ ଆପଣ ଏମିତି ବହୁତ କପଲ୍ ଦେଖିଥିବେ, ଯାହା ଏହା ଭାବନ୍ତି ନାହିଁ କି ସେମାନେ ଜଣେ ଅନ୍ୟଜଣଙ୍କ ପାଇଁ ହୋଇଛନ୍ତି, ଆପଣଙ୍କୁ ଜାଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗିବ କି ବଲିଉଡ୍ ରେ ଏମିତି କିଛି କପଲ୍ ଅଛନ୍ତି, ଯିଏ ଜଣେ ଅନ୍ୟଙ୍କ ବିଲକୁଲ୍ ବିପରୀତ ଅଟନ୍ତି , କିନ୍ତୁ ସେ ଉଭୟଙ୍କୁ ବହୁତ ଭଲ ପାଆନ୍ତି, ବଲିଉଡ୍ ର ଏହି ଯୋଡିଙ୍କୁ ଦେଖିଲେ ଆପଣ କହିବାକୁ ବାଧ୍ୟ ହୋଇଯିବେ କି ସତରେ ପ୍ରେମ ଅନ୍ଧ ହୋଇଥାଏ ।

୧) ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ- ଆଜି ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚନ ଇଣ୍ତଷ୍ଟ୍ରିର ଆଇଡଲ୍ କପଲ୍ ଭାବେ ଜଣାଯାଆନ୍ତି, କିନ୍ତୁ ଯେବେ ଏମାନେ ବିବାହ କରିବାକୁ ଯାଊଥିଲେ ତେବେ ଦୁହେଁ ବହୁତ ମସ୍ତି କରିଥିଲେ, ଗୋଟେ ପଟେ ଐଶ୍ୱର୍ଯ୍ୟା ରାୟଙ୍କୁ ଦୁନିଆଁର ସବୁଠାରୁ ସୁନ୍ଦର ମହିଳା କୁହାଯାଏ, ତେବେ ସେମିତି କିଛି ଲୋକ ଅଭିଷେକଙ୍କୁ ସେତେ ଅହମିୟତ୍ ଦିଅନ୍ତି ନାହିଁ, ଅଭିଷେକଙ୍କ ବ୍ୟକ୍ତିତ୍ୱରେ ସମୟର ସହ ସୁଧାର ହୋଇଛି, ସେମିତି କିଛି ଲୋକ ମଜାକ୍ ଉଡାନ୍ତି ।

୨) ଶ୍ରୀଦେବୀ ଓ ବୋନି କାପୁର୍- ଆପଣ ସମସ୍ତେ ଜାଣିଥିବେ କି ଶ୍ରୀଦେବୀ ନିର୍ଦ୍ଧେଶକ ବୋନୀକାପୁର୍ ଙ୍କୁ ବିବାହକରିଥିଲେ, ଯିଏ କି ୮ ବର୍ଷ ବଡ ଅଟନ୍ତି, ବିବାହ ସମୟରେ ଏହି ଯୋଡିଙ୍କୁ ଅଧିକା ପସନ୍ଦ କରାଯାଇନଥିଲା, ଶ୍ରୀଦେବୀ ସୌନ୍ଦର୍ଯ୍ୟର ରାଣୀ କୁହାଯାଉଥିଲା । ଯେବେ କି ବୋନି କାପୁରଙ୍କୁ ସାଧାରଣ ଦେଖାଯାଉଥିବା ବ୍ୟକ୍ତି ଥିଲେ, ଶ୍ରୀଦେବୀତାଙ୍କୁ ନିଜ ହୃଦୟ ଦେଇଥିଲେ ଓ ଦୁହେଁ ୧୯୯୬ ରେ ବିବାହ କରିନେଲେ, ଶ୍ରୀଦେବୀ ସେମିତି ଏବେ ଏହି ଦୁନିଆଁରେ ଆଉ ନାହାନ୍ତି ।

୩) ଜୁହି ଚାୱଲା ଓ ଜୟ ମେହେଟ୍ଟା- ଜୁହି ଚାୱଲା ୯୦ ଦଶକର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ରହିସାରିଛନ୍ତି, ସେହି ସମୟରେ ସବୁଠାରୁ ମହାନ୍ ଅଭିନେତ୍ରୀ ସେ ଥିଲେ, ଜୁହି ଚାୱଲା ୧୯୯୫ ରେ ୭ ବର୍ଷର ବିଜନେସ୍ ମ୍ୟାନ୍ ଜୟ ମେହେଟ୍ଟାଙ୍କୁ ବିବାହ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ, ଜୁହି ନିଜ କ୍ୟାରିୟରର ପିକ୍ ରେ ଜୟ ମେହେଟାଙ୍କୁ ବିବାହ କରିଦେଇଥିଲେ, ବିବାହପରେ ଜୁହି ବହୁତ କମ୍ ଫିଲ୍ମରେ ଦେଖାଯାଇଥିଲା, ଆଜି ବି ଜୁହି ସୁନ୍ଦର ଦେଖାଯାଉଛନ୍ତି, ତେବେ ସେମିତି ଜୟ ମେହେଟ୍ଟା ତାଙ୍କ ଆଗରେ ବୁଢା ଲାଗୁଛନ୍ତି ।

୪) ଟ୍ୟୁଲିପ୍ ଜୋଶୀ ଓ କ୍ୟାପଟେନ୍ ନାୟର୍- ଏହି ଯୋଡିଙ୍କୁ ଦେଖିକରି ବହୁତ ଲୋକ ମୁଣ୍ତହଲାଇଦିଅନ୍ତି, ହଁ ଆଜ୍ଞା ଟ୍ୟୁଲିପ୍ ଜୋଶୀ ସିଏଅଟନ୍ତି ଯିଏକି ୟଶରାଜ୍ ର ମେରେ ୟାର୍ କି ସାଦି ହେ ରେ ଲିଡ୍ ଅଭିନେତ୍ରୀ ହିସାବରେ ନଜର ଆସିଥିଲେ, ତାଙ୍କ ବଲିଉଡରେ ଏତେ ଖାସ୍ ସକ୍ସସେସ୍ ମିଳିନଥିଲା, କିନ୍ତୁ ସେ ଛୋଟ ପର୍ଦାରେ ନିଶ୍ଚିତ ନାଁ କମାଇଛନ୍ତି, ଟ୍ୟୁଲିପ୍ ଜୋଶୀ କ୍ୟାପଟେନ୍ ନାୟାର୍ ଙ୍କୁ ବିବାହ କରିଥିଲେ, ଏହି ଯୋଡିଙ୍କୁ ଦେଖିଲେ ଲୋକଙ୍କୁ  ଅଜବ ଧରଣର ଲାଗେ ।

Leave a Reply

Your email address will not be published. Required fields are marked *