October 19, 2024

Odia Express

Here, There and Everywhere

ତାରକ୍ ମେହେଟ୍ଟା ଶୋରେ ଟପୁ ରୋଲ୍ ନିଭାଇକରି ଲୋକଙ୍କ ଜିତିଲେ ହୃଦୟ, ଜାଣନ୍ତୁ Bhabya Gandhi ଏବେ କଣ କରୁଛନ୍ତି

ଆଜିକାଲିର ସମୟରେ ବହୁତ ଟିଭି ସିରିଆଲ୍ସ ଅଛି ଯାହା ଲୋକଙ୍କ ମଧ୍ୟରେ ବହୁତ୍ ପସନ୍ଦ କରାଯାଏ , ଓ ଏହି ଟିଭି ସିରିଆଲ୍ ରୁ ନିଜ ନିଜ ଅଭିନୟ ଦମରେ ଲୋକଙ୍କ ହୃଦୟରେ ଏହି କଳାକାରମାନେ ଏକ ଖାସ୍ ଜାଗା ବନାଇପାରିଛନ୍ତି, ଏମିତି ବହୁତ କଳାକାର ଅଛନ୍ତି ଯିଏକି ଛୋଟ୍ ପର୍ଦାରୁ ଦୁରେଇଯାଇଛନ୍ତି, କିନ୍ତୁ ଆଜି ବି ଲୋକେ ତାଙ୍କ ଦ୍ୱାରା ଅଭିନିତ ଆକ୍ଟିଙ୍ଗ୍ କୁ ମନେ ରଖିଛନ୍ତି, ଆପଣଙ୍କୁ ସବୁ ଛୋଟ୍ ପର୍ଦାରେ ପସନ୍ଦର ସିରିଆଲ୍ ତାରକ୍ ମେହେଟ୍ଟା କା ଉଲଟା ଚଷମା ବିଷୟରେ ଜଣାଥିବ, ଏଇ ସିରିଆଲ୍ ରେ ଭବ୍ୟ ଗାନ୍ଧୀ ଟପୁ ଭୁମିକାରେ ନଜର ଆସିଥିଲେ, ପ୍ରାୟ ୮ ବର୍ଷ ପର୍ଯ୍ୟନ୍ତ ଭୁମିକା ନିଭାଇବାପରେ ଏହି ଶୋକୁ ସେ ଅଲବିଦା କହି ଚାଲିଗଲେ।

ସିରିଆଲ୍ ତାରକ୍ ମେହେଟ୍ଟା କା ଉଲଟାଚଷମା ଏକ ଏମିତି କମେଡି ଶୋ ଅଟେ, ଯାହା ଅଧିକା ଲୋକ ପସନ୍ଦ କରନ୍ତି, ସବୁ ବୟସର ଲୋକ ଏହାକୁ ଦେଖିବାକୁ ପସନ୍ଦ କରନ୍ତି, ଏହି ସିରିଆଲ୍ ରେ ଭବ୍ୟ ଗାନ୍ଧୀ ଟପୁ ଭୁମିକା ନିଭାଇଥିଲେ, ପ୍ରାୟ ୮ ବର୍ଷ ପର୍ଯ୍ୟନ୍ତ ଏହି ସିରିଆଲ୍ ର ସେ ଭାଗ ନେଇଥିଲେ , ଓ ଘରେ ଘରେ ଭଲ ପରିଚୟ ବନାଇପାରିଥିଲେ, କିନ୍ତୁ ୨୦୧୭ ରେ ରାଜ ଅନାଦକଟ ତାଙ୍କୁ ଧାରାବାହିକରେ ରିପ୍ଲେସ୍ କରିଦେଲେ, ସେମିତି ସେ ସିରିଆଲ୍ କୁ ଅଲବିଦା କହିସାରିଛନ୍ତି, କିନ୍ତୁ ଆଜି ବି ଭବ୍ୟ ଗାନ୍ଧୀ ଙ୍କ୍ ଲୋକପ୍ରିୟତା ବିଲକୁଲ୍ କମ୍ ହୋଇନାହିଁ ।

ଯେବେ ଭବ୍ୟ ଗାନ୍ଧୀ ଏହି ଶୋ ଛାଡିଲେ ସେ ଫିଲ୍ମରେ କାମ କରିବା ଫଇସଲା ନେଇଗଲେ, ଟପୁ ଭୁମିକାରେ ଭଲ ପରିଚୟ ବନାଇବାପରେ ସେ ଏହି ଶୋକୁ ଅଲବିଦା କହିଦେଲେ, ଭବ୍ୟ ଏହାକୁ ଚୁନୋତି ଭାବେ ନେଇଗଲେ ଓ ସେ ଗୁଜୁରାଟି ସିନେମାରେ ନିଜକୁ ସମର୍ପିତ୍ କରିଦେଲେ, ଭବ୍ୟ ଗାନ୍ଧୀ ଗୁଜୁରାଟି ଫିଲ୍ମ ପପ୍ପା ତମନେ ନହିଁ ସମଝାୟା ଓ ବୋ ନା ବିଚର୍ ପରି ଫିଲ୍ମରେ ଅଭିନୟ କରିଥିଲେ ଓ ଫ୍ୟାନ୍ସଙ୍କ ଭଲ ପ୍ରତିକ୍ରିୟା ପାଇଥିଲେ ।

କହିଦେବୁ କି ଭବ୍ୟ ଗାନ୍ଧୀ ଗତ ବର୍ଷ ସାଦି କେ ସିୟାପେ ନାମକ ଏକ ଟିଭି ସିରିଆଲ୍ ଶୋରେ କାମ କରିଥିଲେ, କିନ୍ତୁ ଲୋକଙ୍କ ଦ୍ୱାରା ତାହା ପସନ୍ଦ୍ କରାଗଲା ନାହିଁ, ଓ ନା ହିଁ ଭବ୍ୟଙ୍କ ରୋଲ୍ ଭଲ ଲାଗିଲା, ଯାହାପରେ ସେ ପୁରା ଧ୍ୟାନ ଗୁଜୁରାଟିଫିଲ୍ମରେ ଲଗାଇଦେଲେ, ଏହା ସହ କିଛି ଗୁଜୁରାଟି ଶୋରେ ସେ ନଜର ଆସିସାରିଛନ୍ତି ।

ଭବ୍ୟ ଗାନ୍ଧୀଙ୍କ ଜନ୍ମ ୨୦ ଜୁନ୍ ୧୯୯୭ କୁ ମୁମ୍ବାଇରେ ଏକ ଗୁଜୁରାଟି ପରିବାରରେ ହୋଇଥିଲା, ଓ ସେ ନିଜ ପରିବାର ସହ ମୁମ୍ବାଇରେ ରହୁଛନ୍ତି, ଭବ୍ୟ ସୋସିଆଲ୍ ମିଡୀଆରେ ବହୁତ ଆକ୍ଟିଭ୍ ରୁହନ୍ତି, ଓ ତାଙ୍କ ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ଅଧିକା ଅଛି, ତାରକ୍ ମେହେଟ୍ଟା କା ଉଲଟା ଚଷମାରେ ଜଣେ ବାଳ କଳାକାର ଭାବେ ନିଜ କ୍ୟାରିୟର୍ ଆରମ୍ଭ୍ କରିଥିବା ଅଭିନେତା ଭବ୍ୟ ଗାନ୍ଧୀଙ୍କ ସବୁ ଏପିସୋଡ୍ ସେହି ସମୟରେ ୧୦ ହଜାର ଟଙ୍କାର ଫିସ୍ ନେଉଥିଲେ ।

ଖବର୍ ଅନୁସାରେ ଭବ୍ୟ ଗାନ୍ଧୀଙ୍କ ପାଖରେ ଅଡିର ଏ୪ ମଡେଲ୍ ଅଛି, ଯାହାର ଦାମ୍ ୪୬,୯୬ ଲକ୍ଷ ଟଙ୍କା କୁହାଯାଉଛି, ଏହା ଛଡା ମୁମ୍ବାଇର ବୋରିବଲି ଇଲାକାରେ ଏକ ୩ ବିଏଚ୍ କେ ଆପାର୍ଟମେଣ୍ଟ ବି ଅଛି, ଯେଉଁଠି ଭବ୍ୟ ନିଜ ପୁରା ପରିବାର ସହ ରୁହନ୍ତି, ଏବେ ଭବ୍ୟ ଗାନ୍ଧୀ ଗୁଜୁରାଟି ଫିଲ୍ମ୍ କରୁଛନ୍ତି, ଓ ସେ ନିଜ ପୁରା ଫୋକସ୍ ଗୁଜୁରାଟି ଫିଲ୍ମରେ ହୀଁ ଲଗାଇଦେଇଛନ୍ତି ।

Leave a Reply

Your email address will not be published. Required fields are marked *