October 19, 2024

Odia Express

Here, There and Everywhere

Special Tips: ପଇସାର ହେଉଥିଲେ ଅସୁବିଧା ତ କରନ୍ତୁ ଅଟା ଦ୍ୱାରା ଏହି ଉପାୟ, ଚମକିବ ଭାଗ୍ୟ, ଚାକିରିରେ ମିଳିବ ମନ ମୁତାବିକ ଲାଭ

ବହୁତଥର ଦେଖାଯାଇଛି କି ବ୍ୟକ୍ତି ଦିନ ରାତି ପରିଶ୍ରମ କରି ପଇସା କମାଇଥାଏ କିନ୍ତୁ ଘରେ କେତେ ପଇସା ଆସିଲେ ବି ତାହା ବେଶୀଦିନ ରହିପାରେ ନାହିଁ, ଲଗାତାର ପଇସା ଏପଟ ସେପଟ କାମରେ ଖର୍ଚ୍ଚ ହୋଈଯାଏ । ଯାହାର କାରଣରୁ ବ୍ୟକ୍ତିକୁ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିଥାଏ, ଲୋକେ ନିଜ ଜୀବନରେ ପଇସା ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରନ୍ତି କିନ୍ତୁ ସେ ଭବିଷ୍ୟ ପାଇଁ ପଇସା ସଞ୍ଚୟ କରିପାରନ୍ତି ନାହିଁ, ଏମିତି ସ୍ଥିତିରେ ବହୁତ ଲୋକ ଚିନ୍ତାରେ ରହିବାକୁ ଲାଗନ୍ତି ।

ଯଦି ଆପଣଙ୍କ ଘରେ ପଇସା ବଳୁନାହିଁ ତେବେ ଏମିତି ସ୍ଥିତିରେ ଜ୍ୟୋତିଷ୍ୟ ଶାସ୍ତ୍ରରେ କିଛି ଉପାୟ କୁହାଯାଚିହି ଯାହାର ସହାୟତାରେ ଆପଣଙ୍କୁ ନିଜ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ, ଆଜି ଆମେ ଏହି ଲେଖ ମାଧ୍ୟମରେ ଏମିତି କିଛି ଜ୍ୟୋତିଷୀୟ ଉପାୟ କହିବାକୁ ଯାଉଛୁ ଯାହାକୁ କରିଲେ ଆପଣଙ୍କୁ ଧନ ସଂବନ୍ଧିତ ଅସୁବିଧାରୁ ମୁକ୍ତି ମିଳିପାରିବ , ତେବେ ଚାଲନ୍ତୁ ଜାଣିବା କଣ ସେଇ ଉପାୟ ଗୁଡିକ ।

ଆଜିକାଲି ସମୟରେ ଅଧିକାଂଶ୍ ସବୁ ଲୋକଙ୍କର ସମସ୍ୟା ପଇସା ସହ ଅଛି , ଲୋକେ ପଇସା କମାଇବାପାଇଁ ବହୁତ ଚେଷ୍ଟା କରନ୍ତି, କିନ୍ତୁ ଏହା ସତ୍ତ୍ୱେ ବି ସେ ପଇସାର ଅସୁବିଧା ସାମ୍ନା କରିବାକୁ ପଡିଥାଏ ,ଏମିତି ସ୍ଥିତିରେ ଆପଣ ଅଟାର ଯୋଡି ହୋଇଥିବା ଉପାୟ କରିପାରିବେ , ଆପଣ ନିଜ ଘର ଭିତରେ ଯେଉଁ ଡବାରେ ଅଟା ରଖୁଛନ୍ତି ସେଥିରେ ପାଞ୍ଚଟି ତୁଳସୀର ପତ୍ର ଓ ଦୁଇଟି କେଶର ଦାନା ରଖିଦିଅନ୍ତୁ, ଯଦି ଆପଣ ଏହି ସାଧାରଣ ଉପାୟ ଆପଣାଇବେ ତେବେ କିଛି ଦିନରେ ଆପଣଙ୍କୁ ଶୁଭଫଳ ମିଳିପାରିବ, ମାନେ ପଇସାର ଅସୁବିଧା ଦୁର ହୋଇଯିବ ।

ଯଦି ବ୍ୟକ୍ତି ବହୁତ ପରିଶ୍ରମ କରୁଛି କିନ୍ତୁ ଏହା ସତ୍ତ୍ୱେ ବି ପଇସାର ଅଭାବ ଦୁର ହୋଇପାରୁନାହିଁ , ତେବେ ଅଧିକାରୁ ଅଧିକା ପଇସା କମାଇବାକୁ ଚାହୁଁଛନ୍ତି ତେବେ ଏମିତି ସ୍ଥିତିରେ କିଛି ଉପାୟ କରିପାରିବେ, ଏଥିରେ ପଇସାର ଅସୁବିଧା ଦୁର ହେବାର ସଂମ୍ଭାବନା ଅଛି, ତନ୍ତ୍ର ଶାସ୍ତ୍ରର ଅନୁସାରେ ଗୁରୁବାରକୁ ଅଟାରେ କିଛି ହଳଦୀ ମିଶାଇକରି ଗାଇକୁ ଖୁଆନ୍ତୁ, ଏମିତି କରିଲେ ଆମଦାନୀରେ ବୃଦ୍ଧି ହେବ, ଏହା ସହ ଏହି ଉପାୟକୁ କଲେ ଘରୁ ନକରାତ୍ମକ ଉର୍ଜା ଦୁର ହୋଇଯାଏ , ଯଦି କେଉଁଠି ପଇସା ଅଟକି ରହିଛି ତେବେ ମିଳିପାରିବ ।

ଯଦି ଆପଣ ଚାକିରିରେ ପ୍ରମୋଶନ ପାଇବାକୁ ଚାହୁଁଛନ୍ତି କିମ୍ବା ବେପାରରେ ଉନ୍ନତି କରିବାକୁ ଇଚ୍ଛା କରୁଛନ୍ତି, ତେବେ ଏହାପାଇଁ ରବିବାର ଦିନ ଗୁଡ ଓ ଅଟାର ମିଠା ପୁଡିଆ ବନାଇଦିଅନ୍ତୁ, ଓ ଲାଲ୍ ଗାଇକୁ ଏହାକୁ ଖୁଆନ୍ତୁ, ତନ୍ତ୍ର ଶାସ୍ତ୍ରର ଅନୁସାରେ ଏମିତି କରିଲେ ଚାକିରି ଓ ବ୍ୟବସାୟ ସହ ସବୁ ପ୍ରକାରର ସମସ୍ୟା ଦୁର ହୋଇଯାଏ , ଏତିକି ନୁହେଁ ବରଂ ସୁର୍ଯ୍ୟ ଗ୍ରହ ବି ଶୁଭ ପ୍ରଭାବ ପ୍ରାପ୍ତ ହୋଇଥାଏ , କିନ୍ତୁ ଏହି କଥାକୁ ଧ୍ୟାନ ରଖିବେ କି ଏହି ଉପାୟ କୁ କରିବା ସମୟରେ କାହାକୁ କହିବେ ନାହିଁ । ଯଦି ଆପଣ ପଇସାର ଅସୁବିଧା ଦୁର କରିବାକୁ ଚାହୁଁଛନ୍ତି

ତେବେ ଏଥିପାଇଁ ଜ୍ୟୋତିଷ୍ୟ ଶାସ୍ତ୍ରର୍ କୁହାଯାଇଥିବା ଉପାୟ କରିପାରିବେ ,ଆପଣ ଶନିବାର ଦିନ ଅଟା ପେଷନ୍ତୁ, ଏମିତି କରିଲେ ଘରେ ଆମଦାନୀର ସ୍ରୋତ ବଢିବାକୁ ଲାଗେ, ଓ ବହୁତ ଜଲଦି ଆର୍ଥିକ ଅସୁବିଧା ଦୁର ହୋଇଯାଏ , ଏହା ଛଡା ଘରର ସଦସ୍ୟଙ୍କ ସହ ମଧୁରତା ରହିଥାଏ। ଯଦି ଆପଣ ଶନିବାର ଦିନ ଅଟା ପେଷିବେ ତେବେ ଆପଣ ସେଥିରେ କିଛି ପରିମାଣର ଚଣା ମିଶାଇଦେବେ, ଏମିତି କରିଲେ ପଇସା ଘରେ ରହିବ ।

Leave a Reply

Your email address will not be published. Required fields are marked *