October 16, 2024

Odia Express

Here, There and Everywhere

ଯେଉଁଠି ଗୋଟେ ପଟେ ଜବାନ୍ ଝିଅକୁ ହରାଇବାର ଦୁଃଖ ଅନ୍ୟପଟେ ଦାରିଦ୍ରତା ପାଇଁ ଏବେ ବହୁତ କଷ୍ଟରେ ଦିନ କାଟୁଛନ୍ତି Pratyusha Banerjee ଙ୍କ ମା ବାପା

ଛୋଟ୍ ପର୍ଦାରେ ସବୁଠାରୁ ଲୋକପ୍ରିୟ ଶୋ ରେ ଖ୍ୟାତି ପାଇଥିବା ବାଳିକା ବଧୁର ଦ୍ୱିତୀୟ ସିଜିନ୍ ଆରମ୍ଭ ହେବାକୁ ଯାଉଛି, ବାଳ ବିବାହ ଉପରେ ଆଧାରିତ ଏହି ଶୋ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା, ଶୋର ସବୁ ରୋଲ୍ ଲୋକଙ୍କ ହୃଦୟରେ ଏକ ଖାସ୍ ଜାଗା ରଖିଥିଲା, ଏଥିରେ ଆନନ୍ଦୀ, ଜଗିଆ, କିମ୍ବା ଦାଦି ସା ନିଜ ଖାସ୍ ଜାଗା ବନାଇଥିଲେ, କହିଦେବୁ କି ଏହି ଶୋରେ ଆନନ୍ଦୀଙ୍କ ଅଭିନୟ ନିଭାଇଥିବା ଅବିକା ଗୌର କରିଥିଲେ, ସେମିତି ବଡ ଆନନ୍ଦୀର ରୋଲ୍ ପ୍ରତ୍ୟୁଷା ବାନାର୍ଜୀ କରିଥିଲେ, ସେମିତି ଆଜି ପ୍ରତ୍ୟୁଷା ଆନନ୍ଦୀ ରୋଲ୍ ରେ ପୁରା ଭଲରେ ନିଭାଇଥିଲେ, ସେ ଆଜିର ସମୟରେ ଯେବେ ବି ଶୋ ବାଳିକା ବଧୁର କଥା ହୋଇଥାଏ, ତେବେ ସମସ୍ତଙ୍କ ଆଖିରେ ପ୍ରତ୍ୟୁଷାଙ୍କ ପାଇଁ ଲୁହ ଚାଲି ଆସେ, ଅଭିନେତ୍ରୀଙ୍କ ଜୀବନରେ କେଉଁ ଖରାପ ସମୟ ଦେଖିଥିଲେ, କି ଛୋଟ ବୟସରେ ହିଁ ଯେବେ ତାଙ୍କ କ୍ୟାରିୟର ବହୁତ ପିକ୍ ନେଉଥିଲା, ଏହି ଦୁନିଆଁକୁ ସବୁଦିନ ଅଲବିଦା କହି ଚାଲିଯାଇଥିଲେ ।

ଆପଣଙ୍କୁ କହିଦେବୁ କି ପ୍ରତ୍ୟୁଷା ବାନାର୍ଜୀଙ୍କ ନିଧନ ସାଢେ ପାଞ୍ଚ ବର୍ଷ ପ୍ରାୟ ହୋଇଗଲାଣି, କିନ୍ତୁ ନିଧନର ରହସ୍ୟ ଏବେ ପର୍ଯ୍ୟନ୍ତ କିଛି ବୁଝାପଡୁନାହିଁ, କିନ୍ତୁ କୁହାଯାଉଛି କି ଅଭିନେତ୍ରୀ ଜଣଙ୍କ ଆତ୍ମହତ୍ୟା କରିଦେଇଥିଲେ, କିନ୍ତୁ ପ୍ରତ୍ୟୁଷାଙ୍କ ବାପା ମା ଏହି କଥା ମାନିବାକୁ ମନା କରିଦେଇଛନ୍ତି, ତାଙ୍କର୍ କହିବା କଥା କି ସେ ଆତ୍ମହତ୍ୟା କରିନାହିଁ ବରଂ ତାକୁ ମର୍ଡର୍ କରାଯାଇଛି ।

ପ୍ରତ୍ୟୁଷାଙ୍କ ମା ବାପା ଏଥିପାଇଁ ନ୍ୟାୟ ଚାହୁଁଛନ୍ତି, ଯାହାପାଇଁ ସେ କୋର୍ଟ କୁ ଯାଇଥିଲେ, ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ କି କେସ୍ ଲଢି ଲଢି ଆମେ ପୁରା ଭାଙ୍ଗିପଡିଛୁ, ଏବେ ଏମିତି ହାଲତ୍ ହୋଇସାରିଛି କି ଏବେ ବହୁତ ଦରିଦ୍ର ହୋଇଯାଇଛୁ, ତାଙ୍କ ଝିଅ ପ୍ରତ୍ୟୁଷା ଯିଏ ତାଙ୍କୁ ଆଗକୁ ପହଞ୍ଚାଇଲେ, ଏବେ ସେ ଝିଅପାଈଁ ସବୁ କିଛି ହରାଇବସିଛୁ, ତାଙ୍କ ଦାରିଦ୍ରତା ହୋଇଯାଈଛି କି ଗୋଟେ ରୁମ୍ ରେ ରହିବାକୁ ବାଧ୍ୟ ହେଉଛନ୍ତି ।

ଅଭିନେତ୍ରୀ ପ୍ରତ୍ୟୁଷା ବାପା ଶଙ୍କର ବାନାର୍ଜୀ ଓ ତାଙ୍କ ମା ଏବେ ବହୁତ ଅସୁବିଧାରେ ଜୀବନ ଅତିବାହିତ କରୁଛନ୍ତି, ତାଙ୍କ ମା ଏକ ଚାଇଲ୍ଡ କେୟାର୍ ସେଣ୍ଟରରେ କାମ କରନ୍ତି, ଓ ଟିକିଏ ବହୁତ୍ ପଇସା ମୁସକିଲ୍ ମିଳିଥାଏ, ସେମିତି ପ୍ରତ୍ୟୁଷାଙ୍କ ବାପା କାହାଣୀ ଲେଖନ୍ତି, ଏହି ଆଶାରେ କି କିଛି କଥା ହୋଇଯାଉ, ଓ ଜୀବନର ଗାଡି ସଠିକ୍ ଟ୍ରାକ୍ ରେ ଆସିଯିବ , ଆପଣଙ୍କୁ କହିଦେବୁ କି ୧ ଅପ୍ରେଲ୍ ୨୦୧୬ କୁ ମୁମ୍ବାଇ ସ୍ଥିତ ଘରେ ପ୍ରତ୍ୟୁଷା ବାନାର୍ଜୀଙ୍କ ମୃତ ଶରିର ମିଳିଥିଲା

ପୋଷ୍ଟମର୍ଟମ୍ ରିପୋର୍ଟରେ କୁହାଯାଇଥିଲା କି ତାଙ୍କ ନିଧନ ନିଶ୍ୱାସ ନଯିବା ହେତୁ ହୋଇଛି, ଏମିତିରେ ପ୍ରତ୍ୟୁଷାଙ୍କ ମା ବାପା ଅଭିନେତ୍ରୀଙ୍କ ବୟଫ୍ରେଣ୍ତ ରାହୁଲ୍ ରାଜ୍ ସିଂଙ୍କ ଉପରେ ଆରୋପ ଲଗାଇଛନ୍ତି, ତାଙ୍କ ପାଇଁ ଆତ୍ମହତ୍ୟା ସେ କରିଛନ୍ତି, ଓ ସେ ହିଁ ଏହା କରିବାକୁ ବାଧ୍ୟ କରିଛନ୍ତି, ପରେ ରାହୁଲ୍ ରାଜ୍ ସିଂ କୋର୍ଟରେ ଅଗ୍ରୀମ ଜାମିନ୍ ମିଳିଯାଇଛି, କିଛି ଦିନ ପରେ ରାହୁଲ୍ ଅଭିନେତ୍ରୀ ସଲୋନି ଶର୍ମାଙ୍କୁ ବିବାହ କରିଦେଲେ ।

Leave a Reply

Your email address will not be published. Required fields are marked *