October 19, 2024

Odia Express

Here, There and Everywhere

ରାତିରେ କଣ ପାଇଁ ପୁରୁଷମାନଙ୍କୁ ପିଇବା ଦରକାର ହଳଦୀ ମିଶା କ୍ଷୀର୍, ଜାଣନ୍ତୁ ରାତିରେ Haladi ବାଲା କ୍ଷୀର ପିଇବାର ଜବରଦସ୍ତ Benifit ବିଷୟରେ

1 min read

ହଲଦୀ ଆଣ୍ଟିଏକ୍ସିଡେଣ୍ଟରେ ଭରପୁର୍ ହୋଇଥାଏ, ହଳଦୀରେ ମହଜୁଦ୍ କରକ୍ୟୁମିନ୍ ଆଣ୍ଟିଏକ୍ସିଡେଣ୍ଟ ଗୁଣରୁ ଭରପୁର୍ ହୋଇଥାଏ, ଆଣ୍ଟିଏକ୍ସିଡେଣ୍ଟ ଆପଣଙ୍କ ଶରୀରରେ କେଉଁ ପ୍ରକାରର କ୍ଷତି ହେବାରୁ ବଞ୍ଚାଇଥାଏ, ଏମିତି କେଉଁ ସେ ଫିଟନେସ୍ ଦରକାର ନାହିଁ ଓ ଜିମ୍ ରେ ଯାଇ ଝାଳ ବୁହାଇବା ପରେ ରାତିକୁ ଭଲ ନିଦ ହିଁ ତାକୁ ପରିଶ୍ରମର ଫଳ ଦେଇଥାଏ । ଏହାପାଇଁ ପୁରୁଷଙ୍କ ପାଇଁ ଆମେ ଏମିତି ଏକ ଡ୍ରିଙ୍କ୍ ବିଷୟରେ କହିବାକୁ ଯାଉଛୁ ଯାହା ଶୋଇବା ପୁର୍ବରୁ ପିଇଲେ ଆପଣଙ୍କ ଫିଟନେସ୍ ଓ ଭଲ ନିଦ ଆସିବ, ଏହା ଦିନସାରାର ଥକାପଣ ଦୁର କରିଦିଏ, ତେବେ ଯଦି ଆପାଣ ଏମିତି ବ୍ୟକ୍ତି ଅଟନ୍ତି ଯିଏକି ଫିଲଡ୍ ରେ ଜବ୍ କରନ୍ତି କିମ୍ବା ଜିମ୍ ଯାଇ ବହୁତ କସରତ୍ କରନ୍ତି, ତେବେ ରାତିରେ ଶୋଇବା ପୁର୍ବରୁ ହଳଦି ବାଲା କ୍ଷୀର ପିଅନ୍ତୁ । ସେଲେବ୍ ନ୍ୟୁଟ୍ରିସନିଷ୍ଟ ରଞ୍ଜୁକ୍ତା ଦିବେକରଙ୍କ ମାନିବା କଥା କି ଆପଣଙ୍କ ପାଖରେ ସବୁ ରାତିରେ ଏକ କପ ହଳଦି ବାଲା କ୍ଷୀର ନେବା ଦରକାର, ଏହା ଥଣ୍ତାର ଦିନରେ ହିଁ ନୁହେଁ, ଖରା ଦିନରେ ଫାଇଦାଦାୟକ ହୋଇଥାଏ,  ଜାଣନ୍ତୁ ହଲଦି ବାଲା କ୍ଷୀରର ଫାଇଦା ବିଷୟରେ । ।

୧) ବଢାଇଥାଏ ଇମ୍ୟୁନିଟି ପାୱାର୍- ହଳଦୀ ବାଲା କ୍ଷୀରରେ ଇମ୍ୟୁନିଟି କୁ ମଜବୁତ୍ କରିବାରେ ସାହାଯ୍ୟ କରେ, ହଲଦୀ କ୍ଷୀର କେଉଁ ଔଷଧୀରୁ କମ୍ ନୁହେଁ,  ରାତିରେ ଶୋଇବା ପୁର୍ବରୁ ପ୍ରଥମେ ଏକ କପ୍ ହଲଦୀ ବାଲା କ୍ଷୀର ନେଲେ ସଂକ୍ରମଣ, କିମ୍ବା ଫ୍ଲୁ ରୁ ରକ୍ଷା ମିଳିପାରେ ।

୨) ଦିଏ ସୁଖିଲା କାଶରୁ ମୁକ୍ତି- ହଲଦୀ ନେବାରୁ କଫ ହୋଇପାରେ, ଯାହା ନିଶ୍ୱାସ ନଳୀରେ ମହଜୁଦ୍ ମାଇକ୍ରୋବକ୍ସ ଶରିରରୁ ବାହାର କରିବାରେ କାମ କରିଥାଏ, ଏହା ସୁଖିଲା କାଶରୁ ମୁକ୍ତି ଦେଇଥାଏ ।

୩) ଥଣ୍ତାଜ୍ୱରରୁ ଦେଇଥାଏ ମୁକ୍ତି- ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ଅଛନ୍ତି ଯିଏକି ବଦଳୁଥିବା ମୌସୁମରେ ଥଣ୍ତା କାଶ ପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ହଲଦୀ ବାଲା କ୍ଷୀର୍ ଆପଣଙ୍କ ପାଇଁ ଫାଈଦାଦାୟକ ହେବ, ଏଥିରେ ଆଣ୍ଟି ଭାଇରାଲ୍ ଓ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ହୋଇଥାଏ ଯାହାକି ଇନଫେକ୍ସନ୍ ସହ ଲଢିବାରେ ସାହାଯ୍ୟ କରେ ।

୪) ଓଜନ କମ୍ କରେ- ଗର୍ମ କ୍ଷୀରରେ ଏକ ଚୁଟକି ହଳଦି ମିଶାଇକରି ରାତିରେ ପିଇଲେ ଓଜନ କମ୍ ହୋଇଥାଏ, ହଲଦୀ କ୍ଷୀର ପିଇଲେ ଅନ୍ତରେ ଓ ପାଚନ ତନ୍ତ୍ର ମଜବୁତ୍ ହୁଏ, ଯାହା ଓଜନକୁ ଜଲଦି କମ୍ କରିବାରେ ସାହାଯ୍ୟ କରେ ।

୫) ନିଦ ଭଲ ହୋଇଥାଏ –ଯଦି ଆପଣ ସେହି ଲୋକଙ୍କ ମଧ୍ୟରେ ହୋଇଥାନ୍ତି ଯିଏକି ରାତିରେ ଓଲଟପାଲଟ ହୋଇ ନିଦରେ ଶୋଇବାକୁ ଚାହଁନ୍ତି ତେବେ ପ୍ରଥମେ ଶୋଇବା ପୁର୍ବରୁ ହଲଦୀ ବାଲା କ୍ଷୀର ନେବା ଫାଈଦାଦାୟକ ହୋଇପାରେ, ହଳଦୀ ରେ ଆମିନୋ ଏସିଡ୍ ହୋଇଥାଏ , କ୍ଷୀର ସହ ନେଲେ ଭଲ ନିଦ ଆସିଯାଏ , ଶୋଇବାର ଅଧଘଣ୍ଟା ପୁର୍ବରୁ କ୍ଷୀରରେ ହଲଦି ମିଶାଇ ପିଅନ୍ତୁ ।

ଏକ କପ୍ କ୍ଷୀର ନିଅନ୍ତୁ ତାହାକୁ ସିଝାନ୍ତୁ, ସ୍ୱାଦ ପାଇଁ ଗୋଟେ ଚୁଟକି ହଳଦୀ ଓ ଟିକିଏ ଚିନି ମିଶାଇଦିଅନ୍ତୁ, ଶୋଇବାର ଠିକ୍ ପୁର୍ବରୁ ଗରମ କରି ପିଅନ୍ତୁ, ଯଦି ଆପଣଙ୍କୁ ଡାଇବେଟିଜ୍, ହୃଦରୋଗ କିମ୍ବା ଆଣ୍ଠୁଗଣ୍ଠିର ପୀଡା ଅଛି ତେବେ ଏଥିରେ ଗୋଟେ ଚୁଟକି ଜାଇଫଳ ମିଶାଇଦିଅନ୍ତୁ, ଥାଇରଏଡ୍ ସମସ୍ୟା ହେଲେ କିଛି କାଜୁ ମିଶାନ୍ତୁ , ଓ ରାତିରେ ପାଦରେ ପୀଡା ହେଉଥିଲେ ଏହା ଫାଇଦା ପହଞ୍ଚାଇଥାଏ, ଯଦି ଆପଣଙ୍କ ମଧ୍ୟରେ ଉର୍ଜା କମ୍ ଅନୁଭବ କରୁଛନ୍ତି, ଓ ବ୍ରଣ ହେଉଛି, ତେବେ କିଛି ଏଲିଭ୍ ମଞ୍ଜି ପକାଇପାରିବେ, ଆପଣ ହଳଦୀ ବାଲା କ୍ଷୀରରେ ଏକ ଚୁଟକି କଳା ମରିଚ ପକାଇଲେ ଗଳାରେ କର୍କଶ ଓ ସଂକ୍ରମଣରୁ ରକ୍ଷା କରେ, ଯଦି ଆପଣଙ୍କ ପାଖରେ ଲେକ୍ଟୋଜ୍ ଅସହିଷ୍ଣୁତା ଅଛି, ତେବେ କ୍ଷୀର ପରିବର୍ତ୍ତେ ବୋଟମିଲ୍କରେ ହଳଦି ପକାନ୍ତୁ ,ଯଦି ପୁରା ଭାବେ ଡେରୀ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ୪-୫ ଟା ବେଳେ କିଛି ସୁଖିଲା ନଡିଆ ଓ ଗୁଡ ସହ ହଳଦି ନିଅନ୍ତୁ,

ଏହି ଲେଖ କେବଳ ସାମାନ୍ୟ ସୁଚନାପାଇଁ ଅଛି, ଏହା କେଉଁ ପ୍ରକାରର ମେଡିସିନ୍ କିମ୍ବା ଚିକିତ୍ସାର୍ ବିକଳ୍ପ ନୁହେଁ ଅଧିକା ସୁଚନାପାଇଁ ସବୁବେଳେ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।

Leave a Reply

Your email address will not be published. Required fields are marked *