February 7, 2025

Odia Express

Here, There and Everywhere

ଖେଳୁଥିଲେ ନାଗ ନାଗୁଣୀ – ତେବେ ନାଗୁଣୀ ବାହାର କରିଦେଲା ନାଗମଣୀ ତାପରେ ଜଣେ ଯୁବକ ଯାହା କଲେ…

ପୁରୁଣା ସମୟରେ ନାଗ ନାଗୁଣୀଙ୍କ ସହ ଯୋଡି ହୋଇଥିବା କିମ୍ବଦନ୍ତି ଆମ ସମାଜରେ ଲୋକଙ୍କ ମଧ୍ୟରେ ବ୍ୟାପିଛି, ସେମିତି ଭାରତୀୟ ସିନେମାରେ ନଗିନା ପରି ଫିଲ୍ମରେ ଏହି ନାଗ ନାଗୁଣୀ ଦେଖାଯାଈଛି , ଆମ ମନରେ ଏହା ଜାଣିବାକୁ ଇଚ୍ଛା ବଢିଯାଏ କି ନାଗ ଓ ନାଗୁଣୀଙ୍କ ମଣି ବିଷୟରେ । ଏମିତି ଏକ ମାମଲା କାନପୁର ଏକ ଜାଗାରେ ଦେଖିବାକୁ ମିଳିଲା । ଯେଉଁଠି ଏକ ପୁଅ ଏକ ବୁଦା ମୁଳରେ ଯାଉଥିଲା । ତେବେ ସେଠାରେ ଏକ ଅଜବ ରଶ୍ମୀ ଦେଖିବାକୁ ମିଳିଲା । ସେ ଯେବେ ସେହି ବୁଦା ମୁଳରେ ଦେଖିଲା ତେବେ ସେ ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ ।

 

କସ୍ତୁରବା ଇଲାକାର ଏକ ବୁଦା ପାଖରେ ଦୁଇଟି ନାଗ ନାଗୁଣୀ ଗୋଡାଇହୋଇ ଖେଳୁଥିଲେ । ତେବେ ସେହି ସମୟରେ ଏକ ଯୁବକ ସେହି ରାସ୍ତାରେ ଯାଉଥିଲା , ତେବେ ସେହି ରାସ୍ତାରେ ସେ ଗଲା ବେଳେ ଏକ ଆଲୋକ ରଶ୍ମୀ ଦେଖି ସେ ସେଠାକୁ ଦେଖିବାକୁ ଗଳା , ତେବେ ଯାହା ଦେଖେ ସେ ଚକିତ ହୋଇଯାଇଥିଲା।  ଓ ସେ ନିଜ ପକେଟ୍ ରୁ ମୋବାଇଲ୍ ବାହାର କରି ଭିଡିଓ ବନାଇବାକୁ ଲାଗେ , ତାପରେ ନାଗ ନାଗୁଣୀ ଦେଖି ଅଲଗା ହୋଇଯାଆନ୍ତି , ଓ ସେ ଯୁବକ ଡରିକରି ମୋବାଇଲ୍ ବନ୍ଦ କରି ଗାଁ ଆଡକୁ ଦୌଡି ପଳାଏ ।

 

ଯୁବକ ସେହି ଭିଡିଓ କୁ ନେଇ ଗାଁ ଲୋକଙ୍କୁ ଦେଖାଏ , ଯାହାକୁ ଗାଁ ଲୋକେ ଏହାକୁ ଦୈବୀ ରୁପ ବୋଲି କୁହନ୍ତି , ଗାଁ ଲୋକଙ୍କ ଅନୁସାରେ ଦୁହେଁ ଇଚ୍ଛାଧାରୀ ନାଗ ନାଗୁଣୀ ଥିଲେ । ଯେବେ ଦୁହେଁ ଖେଳୁଥିଲେ ,  ତେବେ ନାଗୁଣୀ ମୁଣ୍ତରୁ ଏକ ଚମକୁଥିବା ଆଲୋକ ସେ ଦେଖିବାକୁ ପାଇଇଥିଲେ।  ଯାହାକୁ ଲୋକେ ନାଗମଣୀ କହିଥିଲେ।  ନାଗମଣୀ ବହୁତ ହିଁ ଅମୁଲ୍ୟ ବସ୍ତୁ ଅଟେ  ।

ବୃହତ୍ସସଂହିତାରେ ଲେଖାଯାଈଛି କି ନାଗମଣୀ କେଉଁ ବିଶେଷ ସାପ ପାଖରେ ଥାଏ , ଏଥିରେ ଏତେ ଚମକ ହୋଇଥାଏ କି ତାହା ସହଜରେ ଖାଲି ଆଖିରେ ଦେଖିପାରିବେ ନାହିଂ , ଯେଉଁ ସାପଙ୍କର ପାଖରେ ନାଗମଣୀ ହୋଇଥାଏ , ସେମାନେ ବହୁତ ଶକ୍ତିଶାଳୀ ହୋଇଥାନ୍ତି , ସେମାନଙ୍କୁ କେଉଁ ପ୍ରକାରର ରୋଗ ବ୍ୟାଧି ହୁଏ ନାହିଁ ।

Leave a Reply

Your email address will not be published. Required fields are marked *