October 17, 2024

Odia Express

Here, There and Everywhere

IAS ଇଣ୍ଟରଭ୍ୟୁର ପ୍ରଶ୍ନ-ଏମିତି କଣ ଅଛି ଯାହା ସବୁ ବର୍ଷରେ ଗୋଟେ ଥର ଆସିଥାଏ, ଓ ସପ୍ତାହରେ ଦୁଇଥର ଆସେ ? ବୁଦ୍ଧିମାନ ଲୋକ ଉତ୍ତର ଖୋଜିକି କହି ପାରିବେ

1 min read

ୟୁପିଏସ୍ ସି ସିଭିଲ୍ ପରୀକ୍ଷା ପାସ୍ କରିବା ପରେ ଆଇଏଏସ୍ ଓ ଆଇପିଏସ୍ ଅଫିସର ହେବାର ସ୍ୱପ୍ନ ଆମର ଦେଶରେ ଅଧିକାଂଶ ଯୁବା ଦେଖିଥାନ୍ତି , ଓ ସେଠାରେ ୟୁପିଏସ୍ ସି କ୍ୟାଣ୍ତିଡେଟ୍ସଙ୍କ ପାଇଁ ୟୁପିଏସ୍ ସି ସିଭିଲ୍ ପରୀକ୍ଷା କେଉଁ ଅଗ୍ନି ପରୀକ୍ଷାରୁ କମ୍ ହୋଇନଥାଏ,  ଓ ଏହି ପରୀକ୍ଷାକୁ ପାସ୍ କରିବାପାଇଁ କ୍ୟାଣ୍ତିଡେଟ୍ସଙ୍କୁ ରାତିଦିନ କଡା ପରିଶ୍ରମ କରିବା ପରେ ହିଁ ତାଙ୍କୁ ସଫଳତା ହାସିଲ୍ ହୋଇଥାଏ , ଏହି ପରୀକ୍ଷାରେ ଲିଖିତ ପରୀକ୍ଷା ଛଡା ଇଣ୍ଟରଭ୍ୟୁ ରାଉଣ୍ତ ବି କରାଯାଏ , ଓ ଏହା ପରୀକ୍ଷାର ଅନ୍ତିମ ଚରଣ ହୋଇଥାଏ , ଓ ଏହି ଇଣ୍ଟରଭ୍ୟୁରେ ଆଶାର୍ଥୀ ପ୍ରାର୍ଥୀଙ୍କୁ ବହୁତ ଅଜବଧରଣର ପ୍ରଶ୍ନ ପଚାରାଯାଏ , ଯାହା ପରୀକ୍ଷାର୍ଥୀର ତର୍କଶକ୍ତି ଓ ରିଜିଏନିଙ୍ଗ୍ ପାୱାର ପରଖାଯାଏ,  ଆଜି ଆମେ ଆପଣଙ୍କୁ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ଆଇଏଏସ୍ ଇଣ୍ଟରଭ୍ୟୁରେ ପଚାରାଯାଇଥିଲା । ଯାହା ଆପଣଙ୍କୁ ବହୁତ କାମରେ ଆସିବ ।

୧) ପ୍ରଶ୍ନ- ଭାରତୀୟ ସାକ୍ଷ୍ୟ ଅଧିନିୟମ୍ କେବେ ଲାଗୁ କରାଯାଇଥିଲା ? ଉତ୍ତର- ୧୮୭୨ ସେପ୍ଟେମ୍ବର ୧ ତାରିଖରେ ଲାଗୁ ହୋଇଥିଲା ।

୨) ବିଶ୍ୱ ଦୁଗ୍ଧ ଦିବସ କେବେ ପାଳିତ ହୋଇଥାଏ ? ଉତ୍ତର-  ଆମର ଜୀବନରେ କ୍ଷୀର ଓ ଡାଏରୀ ଉତ୍ପାଦନକୁ ଜାଗୁରତା କରିବା ପାଈଁ ଏହା ୧ ଜୁନ୍ କୁ ବିଶ୍ୱ ଦୁଗ୍ଧ ଦିବସ ପାଳିତ ହୁଏ ।

୩) କମନବିଲ୍ ପତ୍ରୀକା ପ୍ରକାଶନ କିଏ କରିଥିଲେ ? ଏନି ବେସେଣ୍ଟ ।

୪) କେଉଁ ଏକମାତ୍ର ଭାରତୀୟଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ୍ ପୁରସ୍କାର ମିଳିଛି ? ଉତ୍ତର- ଅମର୍ତ୍ତ ସେନ ।

୫) ୧୮୫୬ ରେ ବିଧବା ପୁନବିର୍ବାହ ଆଇନ୍ କାହାର ପ୍ରୟାସରୁ ତିଆରି ହୋଇଥିଲା? ଉତ୍ତର- ଇଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରୟାସରୁ ।

୬) ହେମସାଙ୍ଗଙ୍କ ଅନୁସାରେ- ନାଳନ୍ଦା ବୈଠ ବିହାର ନିର୍ମାଣ କିଏ କରିଥିଲେ ? ଉତ୍ତର-ଶକ୍ରଦିତ୍ୟ ।

୭) ଆରବୀ ଯାତ୍ରୀ ସୁଲେମାନ କେଉଁ ପ୍ରତିହାର ଶାସକର ଶାସନକାଳରେ ଭାରତରେ ଆସିଥିଲେ ? ଉତ୍ତର- ମିହିରଭୋଜ

୮) ଗୁଜୁରାଟର ଅନ୍ତିମ ହିନ୍ଦୁ ଶାସକ କିଏ ଥିଲେ ? ଉତ୍ତର- କର୍ଣ୍ଣ (ସୋଲଙ୍କି ବଂଶଜ)।

୯) ଲର୍ଡ କେନିଙ୍ଗ୍ ନଭେମ୍ବର ୧୮୫୮ ରେ କେଉଁଠୁ ଆୟୋଜିତ ଦରବାରରେ ଭାରତର କ୍ରାଉନ୍ ଶାସନର ଘୋଷଣା କଲେ ? ଉତ୍ତର- ଇଲାହାବାଦ୍ ଆୟୋଜିତ ଦରବାରରେ ।

୧୦) ଲର୍ଡ ବେଲେଜଲି ସହ ସବୁଠାରୁ ପ୍ରଥମେ ସହାୟକ ସନ୍ଧୀ କେଉଁ ରାଜ୍ୟର ଶାସକ କରିଥିଲେ ? ଉତ୍ତର- ହାଇଦ୍ରାବାଦ ନିଜାମ ।

୧୧) ଭାରତରେ ସର୍ବାଧିକ ବଡ ଜନଜାତି କିଏ ଅଟେ ? ଉତ୍ତର-ଗୋଣ୍ତ

୧୨) ପାଣିରେ ବୁଡୁଥିବା ବୁଡାଳି ନିଶ୍ୱାସ ନେବାପାଈଁ କେଉଁ କେଉଁ ଗ୍ୟାସର ମିଶ୍ରଣ ସାଙ୍ଗରେ ନେଇଯାଆନ୍ତି ? ଉତ୍ତର- ଅକ୍ସିଜେନ୍ ଓ ହିଲିୟମ୍ ଗ୍ୟାସ୍ ମିଶ୍ରଣ ।

୧୩) ବିଶ୍ୱର ସବୁଠାରୁ ଉଚ୍ଚ ପର୍ବତ ଶିଖର ମାଉଣ୍ତ ଏଭେରେଷ୍ଟ କେଉଁ ଦେଶରେ ଅଛି ? ଉତ୍ତର- ନେପାଳ

୧୪) ପରମାଣୁ ଉର୍ଜା ସଂଯନ୍ତ୍ର ରେ କେଉଁ ୟୁରୋନିୟମ ସମସ୍ଥାନିକ ଉପଯୋଗ ବିଜୁଳି ଉତ୍ପାଦନ ପାଇଁ କରାଯାଏ ? ଉତ୍ତର- U- 235

୧୫) ଭାରତର ପ୍ରଥମ ପରମାଣୁ ସଂଯନ୍ତ୍ର କେଉଁଟା ଅଟେ ? ଉତ୍ତର- ତାରାପୁର୍

୧୬) ବାରଗଲରେ ଅନୁମାକୋଣ୍ତା ହଜାର ସ୍ତମ୍ଭ ବାଲା ମନ୍ଦିରର ନିର୍ମାଣ କେଉଁ କାକତୀୟ ଶାସକ କରିଥିଲେ ? ଉତ୍ତର- ରୁଦ୍ରଦେବ ।

୧୭) ଇଲୁତୁନାମିସ୍ ଦ୍ୱାରା ସ୍ଥାପିତ ଚାଳିଶା ଡାଲ କୁ ଦିଲ୍ଲୀର ସାମ୍ରାଜ୍ୟ କେଉଁ ଶାସକ ଦ୍ୱାରା ସମାପ୍ତ କରାଯାଇଥିଲା ? ଉତ୍ତର- ବଳବନ ।

୧୮) ସିକନ୍ଦର ଲୋଦି ସଂସ୍କୃତରେ କେଉଁ ଗ୍ରନ୍ଥର ଫହରଙ୍ଗେ ସିକନ୍ଦରୀ ନାମରେ ଅନୁମାନ କରିଥିଲେ ? ଉତ୍ତର- ଆୟୁର୍ବେଦ

୧୯) ପରମାଣୁ ରିଆକ୍ଟରରେ ଭାରି ପାଣି ଉପଯୋଗ କେଉଁ ଜିନିଷ ପାଇଁ କରାଯାଏ ? ଉତ୍ତର- ମୋଡରେଟର୍

୨୦) ଏକ ଟ୍ରାନ୍ସଫରମର୍ ଏସି କୁ କରିବା କିମ୍ବା ବଢିବାରେ ଉପଯୋଗ କଣ ପାଇଁ କରାଯାଏ ? ଉତ୍ତର- ଭୋଲଟେଜ୍

୨୧) ସୌର ପ୍ୟାନେଲରେ କେଉଁ ସାମଗ୍ରୀ ଉପଯୋଗ କରାଯାଏ ? ଉତ୍ତର- ସିଲିକନ୍

୨୨) ଏମିତି କଣ ଅଟେ, ଯିଏ ବର୍ଷରେ ଥରେ ଆସିଥାଏ ଓ ସପ୍ତାହରେ ଦୁଇଥର

ଉତ୍ତର- e ଏହି ୱାଡ୍ ଅଟେ ଯିଏ ବର୍ଷରେ ଥରେ ଇଂରାଜୀରେ year କହନ୍ତି ଓ ସପ୍ତାହରେ week କହନ୍ତି, ଏବେ ଦେଖନ୍ତୁ Year ରେ e ଥରେ ଓ week ରେ ଦୁଇଥର ଆସୁଛି ।

Leave a Reply

Your email address will not be published. Required fields are marked *