October 18, 2024

Odia Express

Here, There and Everywhere

ଏଠାରେ ୬୦ ହଜାରରୁ କମ୍ ଦାମରେ କିଣିପାରିବେ ପୁରୁଣା ବୁଲେଟ୍ , ଆଜି ହିଁ ଜାଣିନିଅନ୍ତୁ ଏହି ଜାଗା ବିଷୟରେ

ଯେପରି ଆପଣ ଜାଣିଛନ୍ତି କି ଆଜିକାଲି ସମସ୍ତେ ବୁଲେଟ୍ ଚଲାଇବା ପାଇଁ ପାଗଳ ହୋଇଯାଇଛନ୍ତି, ଓ ଏହାକୁ କିଣିବାକୁ ମନ ବଳାଇଥାନ୍ତି । କିନ୍ତୁ ନୁଆ ବୁଲେଟ୍ ବହୁତ ମହଙ୍ଗା ହେବା କାରଣରୁ ସମସ୍ତେ ଏହାକୁ କିଣିବାରେ ଅସମର୍ଥ ହୋଇଥାନ୍ତି, ଓ ଲୋନ୍ ରେ ଏହାକୁ ନେଲେ ସେମିତି ଅଧିକା ଦାମ୍ ପଡିଯାଏ , ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ଜାଗା ବିଷୟରେ କହିବାକୁ ଯାଊଚୁ ଯେଉଁଠାରେ ଆପଣ ନାନାପ୍ରକାରର ଓ ସବୁ ମଡେଲର ପୁରୁଣା ବୁଲେଟ୍ ବାଇକ୍ସ କିଣିପାରିବେ।ସବୁଠାରୁ ଖାସ୍ କଥା ଏହା କି ଆପଣ ଚାହିଁଲେ ପୁରା ଭାରତରେ କେଉଁଠୁ ବି ହୁଅନ୍ତୁ ଆପଣ ଏଠାରୁ ଆପଣ ଲୋନ୍ ମାଧ୍ୟମରେ ଏହି ପୁରୁଣା ବୁଲେଟ୍ ନିଜ ଘରକୁ ନେଇଯାଇପାରିବେ । ଓ ବହୁତ ସହଜ କିସ୍ତିରେ, ଏହା ସହ ଆପଣ ଚାହିଁଲେ ଅନ୍ୟ ବାଇକ୍ କିମ୍ବା ସ୍କୁଟର ଏଠାରୁ କିଣିପାରିବେ ।

ଆପଣଙ୍କୁ କହିଦେବୁ କି ଏହି ଦୋକାନର ନାଁ ଗ୍ୟାଲେକ୍ସି ମୋଟର୍ ଇଣ୍ତିଆ ଅଟେ, ଯାହା ଦିଲ୍ଲୀର ସାଦରା ରେ ଅଛି, ଏଠାରେ ଆପଣ ସବୁ ମଡେଲ୍ ଓ ଦାମରେ ବୁଲେଟ୍ କିଣିପାରିବେ , ଖାସ୍ କଥା ଏହା କି ଆପଣ ଯେବେ ବାଇକ୍ କିଣିବାକୁ ଆସିବେ ତେବେ ୧୫ ମିନିଟ୍ ରେ ଆପଣଙ୍କ ଲୋନ୍ ଆପ୍ରୁଭାଲ୍ ହୋଇଯିବ, ବୁଲେଟ୍ ୫୦୦ ସିସି କ୍ଲାସିକ୍ ମଡେଲର କଥା କହିଲେ ଏହି ମଡେଲ୍ ଆପଣଙ୍କୁ ଭଲ୍ କଣ୍ତିସନରେ ମିଳିଯିବ, ଏହି ମଡେଲର ବାଇକ୍ ଆପଣଙ୍କୁ କମ୍ ସେ କମ୍ ଦୁଇ ଲକ୍ଷରୁ ଅଢେଇ ଲକ୍ଷ ଟଙ୍କା ଶୋରୁମ୍ ରେ ମିଳିଯିବ

କିନ୍ତୁ ଏହି ୨୦୧୮  ମଡେଲର ଏହି ବୁଲେଟ୍ ଆପଣଙ୍କୁ ୧,୩୫ ଲକ୍ଷରେ କିଣିପାରିବେ ,ଏହି ପରି ଦ୍ୱିତୀୟ ସବୁ ମଡେଲର ବାଇକ୍ ଏଠାରୁ ୬୦ ହଜାରର ପ୍ରାରମ୍ଭିକ ଦାମରେ କିଣିପାରିବେ । ତେବେ ଯଦି ଆପଣ ବୁଲେଟ୍ ର ସଉକ ରଖନ୍ତି ତେବେ ଆପଣ ବହୁତ୍ ସହଜ କିସ୍ତିରେ ବୁଲେଟ୍ ଆପଣଙ୍କ ଘରକୁ ନେଇଯାଇପାରିବେ ,ପୁରା ଜାନକାରି ପାଇଁ ତଳେ ଦିଆଯାଇଥିବା ଭିଡିଓକୁପୁରା ଦେଖନ୍ତୁ ।

Leave a Reply

Your email address will not be published. Required fields are marked *