October 17, 2024

Odia Express

Here, There and Everywhere

କଣ ଆପଣ ମାଛ ମୁଣ୍ଡ ଖାଉଛନ୍ତି କି ? ତେବେ ଏହି ଭୟଙ୍କର କଥା ଜାଣିରଖନ୍ତୁ – ମିଳିବ ଏତେ ଲାଭ ଯେ..

ସାଙ୍ଗମାନେ ଆପଣ ମାନେ ତ ସମସ୍ତେ ଜାଣିଥିବେ ଯେ ମାଛ ଖାଇବା ଦ୍ବାରା କେଉଁ ଫାଇଦା ମିଳିଥାଏ।କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି କି ମାଛ ଶରୀର ଅପେକ୍ଷା ତାର ମୁଣ୍ଡ ଖାଇବା ଅଧିକ ପୌଷ୍ଟିକ ଅଟେ।ମାଛ ମୁଣ୍ଡ ବହୁତ ପ୍ରକାର ଭିଟାମିନ,ପ୍ରୋଟିନ, ଫ୍ୟାଟ କ୍ୟାଲସିୟମ,ଆଇରନ,ପୋଟାସିୟମ, ଆଇଓଡ଼ିନ, ମ୍ୟାଗ୍ନେଶୀୟମ ଓମେଗା ୩ ଆଦିରେ ଭରପୁର ହୋଇଅଛି। ମାଛ ମୁଣ୍ଡ ଆମ ମୁଣ୍ଡର ସ୍ମରଣ ଶକ୍ତିକୁ ମଜବୁତ କରିଥାଏ।ଯଦି ଆପଣ ଛୋଟ ଛୋଟ ଜିନିଷ ଭୁଲି ଯାଉଛନ୍ତି ତ ଆପଣ ମାଛ ମୁଣ୍ଡ ଖାଇବା ଆରମ୍ଭ କରିଦିଅନ୍ତୁ। ବୈଜ୍ଞାନିକ ମାନଙ୍କ ଅନୁସାରେ ମାଛ ମୁଣ୍ଡରେ ଓମେଗା ସହିତ ଏପରି ତତ୍ତ୍ଵ ମିଳିଥାଏ ଯାହା ଆମ ମସ୍ତିସ୍କକୁ ତୀକ୍ଷ୍ମ କରିଥାଏ।

ଯଦି ଆପଣ ଏକ ଛାତ୍ର ଅଟନ୍ତି ତ ଆପଣ ଜାଣିଥିବେ ଯେ ଏହାଦ୍ବାରା ନିଜ ସ୍ମୃତି ଶକ୍ତି ବଢ଼ାଇବା ଦ୍ଵାରା ଆପଣଙ୍କୁ କେତେ ଫାଇଦା ହେବ।ଏହା ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ତୀକ୍ଷ୍ମ କରିଥାଏ।ଏଥିରୁ ମିଳୁଥିବା ଭିଟାମିନ ଏ ଆପଣଙ୍କ ଆଖିକୁ ଲମ୍ବା ସମୟ ପର୍ଯ୍ୟନ୍ତ ସୁସ୍ଥ ରଖିଥାଏ।ଯଦି ଆପଣଙ୍କୁ ବାରମ୍ବାର ପଥୁରି ସମସ୍ୟା ରହୁଛି ତ ମାଛ ମୁଣ୍ଡ ଏହାର ସମାଧାନ କରିପାରିବ।ମାଛ ଖାଇବା ଦ୍ଵାରା ମାନସିକ ସ୍ଥିତି ଭଲ ରୁହେ ଓ ଚିନ୍ତା ଆଦି ସମସ୍ୟାରୁ ମୁକ୍ତି ମିଳିଥାଏ।ମାଛ ମୁଣ୍ଡ ଖାଇବା ଦ୍ବାରା ବ୍ୟକ୍ତିର ମେଟାବଲିଯିମ ପ୍ରକ୍ରିୟାକୁ ଏହା ବଢାଇଥାଏ।

ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଯାହାଦ୍ଵାରା ଆପଣ ଡାଇବେଟିସ,ରକ୍ତଚାପ ଆଦି ରୋଗ ମାନଙ୍କରୁ ମୁକ୍ତି ପାଇ ପାରିବେ।ଏଥିପାଇଁ ଆପଣଙ୍କୁ ସପ୍ତାହରେ ଦୁଇ ଥର ମାଛ ମୁଣ୍ଡର ସେବନ କରିବା ନିହାତି ଜରୁରୀ।ଆପଣ କଣ ଜାଣିଛନ୍ତି ଯେ ଏହା ମାଂସପେଶୀ ମାନଙ୍କୁ ସୁଦୃଢ଼ କରିବାରେ ସହାୟକ ହୋଇଥାଏ।ଯେଉଁମାନେ ଯିମ ଯାଇଥାନ୍ତି ସେମାନଙ୍କ ପାଇଁ ମାଛମୁଣ୍ଡ ବହୁତ ଫାଇଦାମନ୍ଦ ହୋଇଥାଏ।ଏଥିରେ ଥିବା ପ୍ରୋଟିନ ଆପଣଙ୍କ ଶରୀରକୁ ମଜବୁତ କରିଥାଏ।ସାଙ୍ଗମାନେ ଯେଉଁମାନେ ନିୟମିତ ଭାବରେ ମାଛ ମୁଣ୍ଡ ସେବନ କରିଥାନ୍ତି ସେମାନଙ୍କୁ କ୍ୟାନ୍ସର ହେବାର ସମ୍ଭାବନା ବହୁତ କମିଯାଇଥାଏ।

ଏଥିରେ ଥିବା ଓମେଗା ୩ କ୍ୟାନସର ଠାରୁ ବଞ୍ଚାଇଥାଏ।ମାଛ ମୁଣ୍ଡ ଆପଣଙ୍କ ତ୍ଵଚ଼ା ଓ କେଶ ପାଇଁ ବହୁତ ଫାଇଦା ଦେଇଥାଏ।ଏହାର ଆଉ ଏକ ବିଶେଷ ଫାଇଦା ହେଉଛି ଏହା ଆପଣଙ୍କ ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।କଣ ଆପଣ ମାନେ ଜାଣିଛନ୍ତି ଯେ ହାର୍ଟ ପାଇଁ ମାଛ ମୁଣ୍ଡ ବହୁତ ଉପକାରୀ ହୋଇଥାଏ।ଏହା ଆମ ଶାରୀରିକ ଶକ୍ତିକୁ ସ୍ୱସ୍ତ ବନାଇ ରଖିଥାଏ।ଏଥିରେ ଥିବା ପୋଷକ ତତ୍ତ୍ଵ ଆପଣଙ୍କ ହାଡ଼କୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ।ଏହା ଡାଇବେଟିସ ରୋଗୀ ମାନଙ୍କ ପାଇଁ ବହୁତ ଲାଭକାରୀ ହୋଇଥାଏ।ଏହା ଆପଣଙ୍କ ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।

Leave a Reply

Your email address will not be published. Required fields are marked *