October 18, 2024

Odia Express

Here, There and Everywhere

ଯଦି ବାରମ୍ବାର ମହିଳାଙ୍କ ଆଖି ଡେଉଁଛି ତେବେ ଆଜି ମିଳିପାରେ ଆପଣଙ୍କୁ ଶୁଭ ଖବର – ଆଖି ହିସାବରେ ବେ ଜାଣିରଖନ୍ତୁ

ଆଖିର୍ ପତା ଡେଇଁବା ବହୁତ ଲୋକ ଅଲଗା ଅଲଗା ତରିକାରେ ଦେଖନ୍ତି, କିଛି ଲୋକ ଆଖି ଡେଇଁବା ଭଲ ଖବର ମାନନ୍ତି ଓ ପଛରେ ବହୁତ ଅଲଗା ଅଲଗା କାରଣ କିନ୍ତୁ ଅଛି, ଆଖି ଡେଇଁବା ମହିଳାଙ୍କ ପାଇଁ ବହୁତ ଫାଇଦା ହୋଇଥାଏ, ଆଜି ଆମେ ଆପଣଙ୍କୁ ଆଖି ଡେଇଁବା ମହିଳାଙ୍କୁ ହେଉଥିବା ଫାଇଦା ବିଷୟରେ କହିବୁ ।୧) ଯଦି କେଉଁ ମହିଳାଙ୍କ ଡାହାଣ ଆଖି ଉପର ପଟକୁ ଡିଏଁ ତେବେ ଆପଣଙ୍କୁ ଧନ ଲାଭ ହେବାର ସଂମ୍ଭାବନା ରହିଥାଏ, ଯଦି ଆପଣଙ୍କ ଡାହାଣ ଆଖି ଡେଇଁବାକୁ ଲାଗେ ତେବେ ବୁଝିଯିବେ କି ଆପଣଙ୍କୁ ଭଲ ଧନଲାଭ ହେବ, ଓ ଆପଣଙ୍କୁ ଚାକିରି କ୍ଷେତ୍ରରେ ଫାଇଦା ମିଳିବ ।

୨) ଯଦି ମହିଳାଙ୍କ ବାଁ କଡର ଆଖି ଡେଇଁଲେ ତେବେ ଏହା ବହୁତ ଗଂମ୍ଭୀର ଇଶାରା କରିଥାଏ, ଯଦି ବାମ ଆଖି ଉପରକୁ ଡିଏଁ ତେବେ ଆପଣ କାହା ନା କାହା ସହ ଝଗଡା କରିପାରନ୍ତି, ଓ ଝଗଡା ବହୁତ ଗଂମ୍ଭୀର ହେବାର ଆଶଙ୍କା ବଢିଯାଏ ।

୩) ଯଦି କେଉଁ ମହିଳାଙ୍କ ବାମ କଡର ଆଖି ନାକର କୋଣରେ ଡେଇଁଥାଏ ତେବେ ଏହା ବହୁତ ଭଲ ସଙ୍କେତ ବୋଲି ଜଣାଯାଏ , ଯଦି ଏମିତି ହୋଇଥାଏ ତେବେ ସନ୍ତାନପ୍ରାପ୍ତ ହେବାର ଶୁଭ ଖବର ମିଳେ, ଯେଉଁ ମହିଳାଙ୍କ ସହ ଏପରି ହୋଇଥାଏ ତାଙ୍କ ପାଇଁ ଏହା ଏକ ଖୁସିଖବର ହୋଇପାରେ ।

୪) ଯଦି କେଉଁ ମହିଳାଙ୍କ ଡାହାଣ ଆଖି ବାରମ୍ବାର ଡେଉଁଛି ତେବେ ସେହି ମହିଳାପାଇଁ ଅଶୁଭ ହୋଇଥାଏ, କିନ୍ତୁ ଯଦି କେଉଁ ମହିଳାଙ୍କ ବାମ ଆଖି ଡେଇଁଥାଏ ବାରମ୍ବାର ତେବେ ସେହି ମହିଳା ପାଇଁ ଶୁଭ ହୋଇଥାଏ, ତେବେ ଆପଣଙ୍କୁ ଏହି ମାମଲାରେ ଧ୍ୟାନ ଦେବା ଉଚିତ୍ ।

୫) ଯଦି କେଉଁ ମହିଳାଙ୍କ ଦୁହେଁ ଆଖି ଏକା ସାଙ୍ଗରେ ଡିଏଁ ତେବେ ଏହା ଭଲ ସଙ୍କେତ ହୋଇନଥା,ଏ ଏଥିରେ ମହିଳାଙ୍କ ଜୀବନରେ କିଛି ଭୁଲ୍ ଘଟଣା ହୋଇପାରେ, ଓ ତାଙ୍କ ସହ ଅଶୁଭ କଥା ହେବାର ସଂମ୍ଭାବନା ହୋଇପାରେ, ଯଦି ସେ ମହିଳାଙ୍କ ଦୁହେଁ ଆଖି ଡେଇଁଥାଏ, ତେବେ ଆପଣଙ୍କ ପରିବାରରେ କିଛି ଅସୁବିଧା ଆସିବାର ଦେଖାଯାଏ ,ଓ ଆପଣଙ୍କ ପରିବାରରେ କିଛି ଗଡବଡ ହୋଇପାରେ, ତେବେ ଏହି କଥାକୁ ଖାସ୍ ଧ୍ୟାନରେ ରଖିବା ଉଚିତ୍ ଓ ଯେବେ ଦୁହେଁ ଆଖି ଡିଏଁ

Leave a Reply

Your email address will not be published. Required fields are marked *