October 18, 2024

Odia Express

Here, There and Everywhere

ସାମୁଦ୍ରିକ ଶାସ୍ତ୍ର : ଯେଉଁ ମହିଳାଙ୍କ ଶରୀରରେ ହୋଇଥାଏ ରାଜଯୋଗର ଚିହ୍ନ, ସେ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ

ସାମୁଦ୍ରିକ ଶାସ୍ତ୍ର ଏମିତି ଏକ ବିଦ୍ୟା ଅଟେ ଯାହାର ମାଧ୍ୟମରେ ମନୁଷ୍ୟ ଶରୀରର ସଂରଚନା ଓ ଶରୀରରେ ମହଜୁଦ୍ ଚିହ୍ନରୁ ମଣିଷ ଜୀବନ ବିଷୟରେ ବହୁତ କିଛି ପତ୍ତା ଲଗାଇହେବ, ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳାଙ୍କ ଶରୀରରେ ମହଜୁଦ୍ ରାଜଯୋଗର ଚିହ୍ନ ବିଷୟରେ ଉଲ୍ଲେଖ କରାଯାଇଛି, ଏହି ଚିହ୍ନ ମହିଳାଙ୍କ ଭବିଷ୍ୟ ବିଷୟରେ ବହୁତ କିଛି କହିଥାଏ , ମହିଳା କେତେ ଭାଗ୍ୟଶାଳୀ ହେବେ , ଏହି ସବୁ କଥାରୁ ସାମୁଦ୍ରିକ ଶାସ୍ତ୍ରର ମୁତାବିକ ତାଙ୍କ ଶରୀରର ଅଙ୍ଗର ସଂରଚନା ଆଧାରରେ ଲଗାଯାଇପାରିବ , ଆଜି ଆମେ ଆପଣଙ୍କୁ ଏହି ଲେଖ ମାଧ୍ୟମରେ ମହିଳାଙ୍କ କିଛି ଏମିତି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ସାମୁଦ୍ରିକ ଶାସ୍ତ୍ରରେ ଭାଗ୍ୟଶାଳୀ ମହିଳାଙ୍କ ଚିହ୍ନ ବୋଲି କୁହାଯାଇଛି ।

୧) ସାମୁଦ୍ରିକ ଶାସ୍ତ୍ରରେ ଏହି ବିଷୟରେ ଉଲ୍ଲେଖ କରାଯାଇଛି କି ଯେଉଁ ମହିଳାଙ୍କ ହାତର ରେଖା ଲାଲ୍, ଗଭୀର,ଚିକଣ, ଓ ଗୋଲାକାର ହୋଇଥାଏ ସେ ମହିଳା ସବୁଠାରୁ ଅଧିକା ଭାଗ୍ୟଶାଳୀ ହୋଇଥାନ୍ତି, ଏହି ଶୁଭ ଚିହ୍ନ ମହିଳାଙ୍କୁ ବହୁତ୍ ଭାଗ୍ୟଶାଳୀ ବନାଇଥାଏ, ଯଦି କେଉଁ ମହିଳାଙ୍କ ଏହି ଲକ୍ଷଣ ଦେଖାଯାଏ ତେବେ ନିଜ ଜୀବନରେ ସେ ସୁଖର ଆନନ୍ଦ ନିଅନ୍ତି, ତାଙ୍କ ଜୀବନ ଖୁସିମୟ ରହିଥାଏ ।

୨) ଯଦି କେଉଁ ମହିଳାଙ୍କ ଅଙ୍ଗ କୋମଳ, ଆଖି, ଜଙ୍ଘ,ଓ ପେଟ ହରିଣ ପରି ସମାନ ଅଛି, ଏମିତି ମହିଳାମାନେ ନିର୍ଦ୍ଧନ ପରିବାରରେ ଜନ୍ମ ନେବାପରେ ବି ରାଜାଙ୍କ ସମାନ  ପ୍ରତି ପ୍ରାପ୍ତ କରନ୍ତି, ଏମିତି ମହିଳାମାନେ ନିଜ ସବୁ ଖାନଦାନ୍ ର ନାଁ ଉଜ୍ଜଳ କରନ୍ତି , ଏହା ଛଡା ଯଦି କେଉଁ ମହିଳାଙ୍କ ଦୁହେଁ ହାତର ଆଙ୍ଗୁଠି ସାମ୍ନାସାମ୍ନିରେ ଥିବ ଓ ଏହା ସହ ପତଳା ଓ ସୁନ୍ଦର ହୋଇଥିବ , ତେବେ ଏମିତି ମହିଳା ସୌଭାଗ୍ୟଶାଳୀ ଜଣାଯାଆନ୍ତି ।

୩) ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ଦୁହେଁ ଆଖିର ଉପର ଓ ତଳ ଭାଗରେ ହାଲକା ଲାଲ୍, ପୁତଳିର ରଙ୍ଗ କଳା, ଧଳା ଭାଗ ଗାଇର କ୍ଷୀର ସମାନ ଧଳା, ଓ ଭୋହା ରଙ୍ଗ କଳା ଅଛି ତେବେ ଏମାନେ ଭଲ ଗୁଣବତ୍ତି ହୋଇଥାନ୍ତି, ଏମିତି ମହିଳା ବହୁତ ଗୁଣବାନ ଜଣାଯାଆନ୍ତି, ଯଦି କେଉଁ ମହିଳାଙ୍କ ରଙ୍ଗ ଗୋରା କିମ୍ବା ଶ୍ୱାମଳ ଅଟେ , ମୁହଁ ଦାନ୍ତ ଓ ମଥା ଚିକଣ ଅଛି ,ତେବେ ସେ ବହୁତ ପ୍ରଭାବଶାଳୀ ହୋଇଥାନ୍ତି । ଏମିତି ମହିଳା ନିଜ ଖାନଦାନର ନାଁ ଉଜ୍ଜଳ କରନ୍ତି ।

୪) ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯଦି କେଉଁ ମହିଳାଙ୍କ ହାତରେ ତ୍ରିଶୁଳ, ଖଣ୍ତା,ଗଦା ଓ ନଗାଡା ଯେପରି ଚିହ୍ନ ଅଛି ତେବେ ସେ ଦାନଦ୍ୱାରା ୟଶ ପ୍ରାପ୍ତି କରନ୍ତି, ଏହା ଛଡା ଯଦି କେଉଁ ମହିଳାଙ୍କ ଦୁହେଁ ହାତର ଆଙ୍ଗୁଠି ସିଧା, ଗୋଲ, ଓ ନଖ କୋମଳ ଅଛି ତେବେ ସେହି ମହିଳା ଜୀବନ ସୁଖ ପୁର୍ବକ ବ୍ୟତିତ ହୋଇଥାଏ ।

୫) ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯଦି କେଉଁ ମହିଳାଙ୍କ ହାତରେ ମାଛ ଚିହ୍ନ ହୋଇଛି ତେବେ ସେ ବହୁତ ସୁନ୍ଦର , ଭାଗ୍ୟଶାଳୀ, ଓ ସ୍ୱସ୍ତିକ ଚିହ୍ନ ହୋଇଥିଲେ ଏମିତି ମହିଳା ବହୁତ ଧନବାନ ଜଣାଯାଆନ୍ତି, ଯଦି କେଉଁ ମହିଳାଙ୍କ ହାତରେ କମଳ ଚିହ୍ନ ଅଛି ତେବେ ସେ ରାଜ ପରିବାରର ସ୍ତ୍ରୀ ପରି ମାନ ସମ୍ମାନ ମିଳିଥାଏ,  ଏତିକି ନୁହେଁ ବରଂ ଏମିତି ମହିଳା ଗୁଣବାନ ପୁଅର ମା ହୋଇଥାନ୍ତି ।

୬) ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାଙ୍କ ଚେହେରା ପୁର୍ଣ୍ଣିମା ଚନ୍ଦ୍ର ପରି ଗୋଲ, ଶରୀରର ରଙ୍ଗ ଗୋରା, ଆଖି ଟିକିଏ ବଡ, ଓ ଓଠ ହାଲକା ଲାଲ୍ ହୋଇଥାଏ ଏମିତି ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି , ଯଦି ଏହି ଲକ୍ଷଣ ବାଲି କେଉଁ ମହିଳା ଅଛନ୍ତି ତେବେ ତାଙ୍କୁ ନିଜ ଜୀବନରେ ସବୁ ଭୌତିକ ସୁଖ ସଂସାଧନରେ ପ୍ରାପ୍ତି ହେବ, ଏମିତି ମହିଳାଙ୍କୁ ଜୀବନରେ ସବୁ ସୁଖର ଆନନ୍ଦ ମିଳିଥାଏ ।

Leave a Reply

Your email address will not be published. Required fields are marked *