October 18, 2024

Odia Express

Here, There and Everywhere

ଓଡ଼ିଆ କମେଡି ଜୋକ୍ସ : ଜଣେ ସିପାହୀ ଘଟଣା ଘଟିଥିବା ସ୍ଥାନରେ ଥାନାବାବୁଙ୍କୁ ଫୋନ୍ କଲା, ସାର୍, ଏଠାରେ ଜଣେ ମହିଳା ନିଜ ସ୍ୱାମୀକୁ ମାରିଦେଲା ଆଉ ତାପରେ କାରଣ ଯାହା କହିଲେ ଶୁଣିକି ଥାନା ବାବୁ ବେହୋସ..

1 min read

ଆଜିକାଲିର ଏହି କର୍ମବ୍ୟସ୍ତତା ଭରା ଜୀବନ ଭିତରେ ସବୁ ବ୍ୟକ୍ତି ନିଜ କାମରେ ଏତେ ବିଜି ହୋଈଯାଇଛି କି ସେ ହସିବା ଯେପରି ଭୁଲୀଯାଇଛି, ଯେବେ ଆପଣ କେବଳ କାମ ହିଁ କରିବସିବେ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ , ଓ ଆମେ ଚିନ୍ତାଗ୍ରସ୍ତ ହୋଇପଡୁ, ଏଥିପାଇଁ ନିଜ କାମ ମଧ୍ୟରେ ଟିକିଏ ସମୟ ହସିବା ପାଈଁ ବାହାର କରିବା ଉଚିତ୍ , ଓ ଆଜି ଆମେ ଆପଣଙ୍କ ପାଇଁ କିଛି ବହୁତ୍ ମଜାଦାର୍ ଜୋକ୍ସ ନେଇକରି ଆସିଛୁ, ଯାହାକୁ ପଢିବାପରେ ଆପଣ ହସି ହସି ବେଦମ୍ ହୋଇଯିବେ , ତେବେ ଆଉ ଡେରି କଣ ପାଇଁ ଆସନ୍ତୁ ଆରମ୍ଭ କରିବା ହସିବା ହସାଇବାର ମଜାଦାର୍ ସିଲସିଲା ।

୧) ଜର୍ଜ- ଏହି ବୟସରେ ତୁମେ ଝିଅଙ୍କୁ କମେଣ୍ଟ ପାସ୍ କରୁଛ, କ୍ଷମା କରିବାର ଯୋଗ୍ୟ ନୁହେଁ , ୮୦ ବର୍ଷୀୟ ବୁଢା କହିଲା- ସାହେବ୍ ମୋର କଥା ବି ଶୁଣନ୍ତୁ, ଜର୍ଜ- କେହି ୨୦-୨୨ ବର୍ଷର ପୁଅ ନାହିଁ ଯିଏ ତୁମ କଥା ଶୁଣିବ, ବୁଢା- ସାହେବ ଏହା ୬୦ ବର୍ଷର ପୁରୁଣା କେସ୍ ଅଟେ, ଯାହାକୁ କମେଣ୍ଟ ପାସ୍ କରିଥିଲି ସେ ନିଜ ନାତି ସହ ଆସିଛି ।

୨) ଏକ ଜାଠ୍ ନିଜ ଶଶୁରଘରେ ୨୫ ଟି ରୁଟି ଖାଇସାରିଥିଲା, ତେବେ ଶାଶୁ ଚିନ୍ତିତ ହୋଇକରି କହିଲା – ଜ୍ୱାଇଁପୁଅ ଖାଇବା ସମୟରେ ପାଣି ବି ପିଇଦିଅ ଜ୍ୱାଇଁ- ମଝିରେ ମଝିରେ ତ ପିଉଛି, ଶାଶୁ- ମୁଁ ତ ଦେଖିନି ତୁମେ ପିଇଲା ବେଳକୁ, ଜ୍ୱାଇଁ କହିଲା- ଖାଲି ଦେଖି ଯାଅ, ଏବେ ମଝିରେ ଆସି ତ ।

୩) ସାୟରୀ ସଉକିନ୍ ଏକ ପ୍ରେମୀର ଦୁଃଖଭରା କାହାଣୀ, ହସରତ ଏ ଦିଦାର୍ କେ ଲିୟେ, ଉନକି ଗଲିରେ ମୋବାଇଲ୍ ଦୋକାନ୍ ଖୋଲି, ମତ୍ ପୁଛେ ଏବ୍ ହାଲାତ୍ ଏ-ବେବସି ଏ ଗାଲିବ୍, ରୋଜ୍ ଏକ ନୟା ବନ୍ଦା ଉନକେ ନମ୍ବର ପର ରିଚାର୍ଜ କରୱାତା ହେ ।

୪) ସ୍ତ୍ରୀ- ତୁମେ ଏହି ନର୍କରେ ତୁମର ଗୁଲାମୀ କରି କରି ବ୍ୟସ୍ତ ହୋଇଗଲିଣି, ଲାଗୁଛି ପଛ ଜନ୍ମରେ ମୁଁ ବହୁତ ଖରାପ କର୍ମ କରିଛି, ସ୍ୱାମୀ-ଏବେ ତ କିଛି ଭଲ କର୍ମ କରିଦିଅ, ବାପଘର ଯାଅ ଓ ମୋର ଘରକୁ ସ୍ୱର୍ଗ କରିଦିଅ ।

୫) ସ୍ତ୍ରୀ-କଣ ହେଲା ଉଦାସ୍ ବସିଛ ? ସ୍ୱାମୀ-ଆରେ କୁହନି କିଛି, କାଲି ରାତିରେ ନ୍ୟୁଜ୍ ଚ୍ୟାନେଲ୍ ବାଲି କହୁଥିଲା ଆସନ୍ତୁ ଆମେ ଆପଣଙ୍କୁ ଦିଲ୍ଲୀନେଇକରି ଯାଉଛୁ, ବାସ୍- ତେବେ ଠାରୁ ରେଡି ହୋଇକରି ବସିଛି, ଏବେ ପର୍ଯ୍ୟନ୍ତ ଆସିଲା ନାହିଁ ।

୬) ଦୁଇ ସାଙ୍ଗ୍ କଥା ହେଉଥିଲେ, ସାଙ୍ଗ –ଯେବେ ଝିଅ ଦେଖିବାକୁ ଯିବ ତାହାର ଆବାଜ୍ ରେଡିଓ ରୁ ବି ହାଲକା ହୋଇଥାଏ ,କିନ୍ତୁ ବାହାଘର ପରେ କେଜାଣି କେଉଁ ଓଫର୍ ଲାଗିଯାଏ , ଆବାଜ୍ କମ୍ ହୁଏ ନାହିଁ ।

୭) ସଂମ୍ପର୍କୀୟ- ପୁଅ କ୍ଷୀରୀ ଖାଇବ ନା ହାଲୱା, ପପୁ- କାହିଁକି ଘରେ ଗୋଟେ ଗିନା ଅଛି କି ? ସଂମ୍ପର୍କୀୟ-ନାହିଁ ତ, ପପୁ- ତେବେ ଦୁଇଟା ଯାକ ଆଣ ।

୮) ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କ କହିବା ମାନୁନାହିଁ ତେବେ ଏତିକି ଧ୍ୟାନରେ ପଢନାହିଁ ,କାହାର ମାନେ ନାହିଁ , ଏହାର କିଛି ବି ଚିକିତ୍ସା ନାହିଁ ।

୯) ପପୁ –ଦୁନିଆଁରେ ଦୁଇପ୍ରକାର ନେଟୱର୍କ ବହୁତ ତେଜ୍ ଅଛି, ଗପୁ-କେଉଁ କେଉଁଟା? ପପୁ- ଗୋଟେ ଇମେଲ୍ ଓ ଦ୍ୱିତୀୟ –ଫିମେଲ୍ ଗୋଟେ ମିନିଟ୍ ରେ ଏପଟ କଥା ସେପଟେ ପହଞ୍ଚିଯାଏ ।

୧୦) ଜଣେ ସିପାହୀ ଘଟଣାସ୍ଥଳରୁ ଥାନାବାବୁକୁ ଫୋନ୍ କରିଲା, ସାର୍- ଏଠାରେ ଜଣେ ମହିଳା ତାର ସ୍ୱାମୀକୁ ଗୁଳି କରିଦେଇଛି, ସିପାହୀ- କାରଣ ବ୍ୟକ୍ତି ପୋଛା ମାରୁ ମାରୁ ଚଟାଣରେ ଚଢିଯାଇଥିଲା, ଥାନାବାବୁ- ଗିରଫ କଲ ନା ନାହିଁ ସେ ମହିଳାକୁ- ସିପାହୀ ନା ସାର୍- କାରଣ- ଏବେ ପର୍ଯ୍ୟନ୍ତ ସେହି ଚଟାଣରୁ ପୋଛା ଶୁଖିନି ।

Leave a Reply

Your email address will not be published. Required fields are marked *