October 18, 2024

Odia Express

Here, There and Everywhere

୫ ବର୍ଷର ଝିଅ ସବୁଦିନ ସଂନ୍ଧ୍ୟାରେ ଘରୁ ହୋଇଯାଉଥିଲା ଗାୟବ୍ , ବାପା ପିଛା କଲେ ତ ସାମ୍ନାକୁ ଆସିଲା ସତ୍ୟତା – ଜାଣିବା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ

କୁହାଯାଏ କି ଛୁଆଙ୍କ ମଧ୍ୟରେ ଭଗବାନ ଥାନ୍ତି, ଏଥିପାଇଁ ଛୁଆଙ୍କୁ ଏତେ ଦୟାଳୁ ଓ ନିରିହ ହୋଇଥାନ୍ତି । ଛୁଆଙ୍କ ମଧ୍ୟରେ ମମତା ଓ ମଣିଷତ୍ୱ ହୋଇଥାଏ , ସେ ନିଜ ଦମରେ ସମସ୍ତଙ୍କର ସାହାଯ୍ୟ କରିବାପାଇଁ ଚେଷ୍ଟିତ ରୁହନ୍ତି, ଏମିତି କିଛି ଏକ ୫ ବର୍ଷୀୟ ଝିଅ ସହ ହେଲା କହିଦେବୁ କି ଏହି ଝିଅ ସବୁଦିନ ସଂନ୍ଧ୍ୟାରେ ଖାଇବା ପରେ ଘରୁ ଗାୟବ୍ ହୋଇଯାଉଥିଲା । ଯାହା ବିଷୟରେ ଏହାର ବାପା ମା କିଛି ଜାଣିପାରିନଥିଲେ , ପ୍ରାୟ ତିନି ଚାରି ଦିନ ପର୍ଯ୍ୟନ୍ତ ଯେବେ ଝିଅର ବାପା ନିଜ ଝିଅକୁ ରୁମରେ ପାଇଲେ ନାହିଁ ତେବେ ସେ ଛୁଆର ପିଛା କରିବା ପାଇଁ ଭାବିଲେ , ଛୁଆ ସବୁଦିନ ସଂନ୍ଧ୍ୟା ୧ ଘଣ୍ଟା ପାଇଁ ଘରୁ ଗାୟବ ରହୁଥିଲା, ଯେବେ ତାର୍ ବାପା ଟମ୍ ତାର ପିଛା କରିଲେ ତେବେ ଏମିତି ସତ୍ୟତା ବିଷୟରେ ଜଣାପଡିଲା କି ଯାହାକୁ ଜାଣିଲେ ଆଖିରୁ ଲୁହ ଚାଲି ଆସିବ , ଟମ୍ ଏହାପରେ ପୋଲିସ୍ କୁ ଜଣାଇଲେ ଓ ମିଡିଆ ଚ୍ୟାନେଲରେ କଥାବାର୍ତ୍ତାରେ କହିଲେ କି ତାଙ୍କ ଛୋଟ ଝିଅ ଏମା ସବୁଦିନ ଲୁଚିକରି କିପରି ଏହି ସବୁ କରିପାରୁଥିଲା ।

ଯେବେ ଟମ୍ ଓ ତାଙ୍କ ସ୍ତ୍ରୀ ନୋଟିସ୍ କଲେ କି ତାଙ୍କ ଝିଅ ସବୁଦିନ ଗୋଟେ ସମୟରେ ଗାୟବ ହୋଇଯାଉଛି ତେବେ ଏହା ବିଷୟରେ ଝିଅ ଏମାକୁ ପଚାରିଲେ , ଛୁଆ ସେହି ବିଷୟରେ କିଛି କହିଲା ନାହିଁ,  ଲଗାତାର ପଞ୍ଚମ ଦିନ ଯେବେ ଏମା ନିଜ ଘରୁ ଚାଲିଗଲା ତେବେ ଟମ୍ ରୁମର ତଲାସି ନେଲେ , ଟମ୍ ଏମାଙ୍କ ତକିଆ ତଳେ ଲୁଚାହୋଇଥିବା ଏକ ଧଳା କାଗଜର ଚିଠାରେ କିଛି ଲେଖାହୋଇଥିବା ନୋଟ୍ ପାଇଲେ । ନୋଟ୍ ରେ ଲେଖାହୋଇଥିଲା କି ସଂନ୍ଧ୍ୟା ଠିକ୍ ୬,୩୦ ସମୟରେ ନିଜ ପଡିଆ ପଛ ପଟ ଘରକୁ ଆସିଯିବ,  ଓ ସୁନିଶ୍ଚିତ କରିବ କି ତୁମେ ଏକେଲା ଅଛ, ଏହା ପଢିକରି ଟମ୍ ଆଶ୍ଚର୍ଯ୍ୟ ହୋଇଗଲା, ସେ ବୁଝିପାରୁନଥିଲା କି ସେ ଛୁଆକୁ ଏହିପରି କିଏ ଏକେଲା ଡକାଉଛି, ଏହି କାରଣରୁ ଟମ୍ ଏମାର ପିଛା କରିବାକୁ ଲାଗିଲା ।

ଷଷ୍ଠଦିନ ସାମ୍ନାରେ ୬ ଟା ବାଜୁ ବାଜୁ ସେ ନିଜ ଝିଅ ଉପରେ ନଜର ରଖିବା ଆରମ୍ଭ କରିଦେଲା, ସେ ଦେଖିଲା କି ଏମା ଘରୁ ଜଙ୍ଗଲ ଆଡକୁ କେଉଁଆଡେ ଗାୟବ ହୋଇଯାଉଛି, ନୋଟ୍ ରେ ଯେଉଁ ଘର କଥା କୁହାଯାଇଥିଲା ସେ ଘର ବିଷୟରେ ଟମ୍ ଜାଣିଥିଲା, ଏଥିପାଇଁ ଏମାକୁ ଖୋଜିବାରେ କିଛି ହଇରାଣ ହୋଇନଥିଲା,  ସେ ଘର ଟମର ଜେଜେବାପା ଓ ଜେଜେମାଙ୍କର ଥିଲା, ଯେଉଁଠି ପ୍ରାୟ ୫୦ ବର୍ଷରୁ କିଏ ରହୁନଥିଲେ , ସେଠାରେ ପହଞ୍ଚିକରି ଟମ୍ ଦେଖିଲା କି ବାଲକୋନୀରେ କିଏ ଏମାର ଅପେକ୍ଷା କରିଛି । ଯେପରି ସେ ଭିତରେ ପହଞ୍ଚୁଥିଲା ତାକୁ ଭିତରକୁ ଡକାଇକରି କବାଟ ବନ୍ଧ କରିଦିଆଯାଉଥିଲା, ଟମ୍ ଘର ପଛ କବାଟରେ ଭିତରକୁ ଗଲା, ସେ ସେଠାରେ କେଉଁ ମହିଳାର ଆବାଜ୍ ଶୁଣିବାକୁ ପାଇଲା , ଟମ୍ ଦେଖେ କି ଟିକିଏ ସମୟ ପରେ ଏମା ସେଠାରୁ ଚାଲିଯାଏ , ଏମା ଯିବାପରେ ଟମ୍ ସେହି ରୁମକୁ ଯାଏ ଯେଉଁଠି ସେହି ମହିଳା ଥିଲେ , ସେଠାକାର ନଜାରା ଦେଖିକରି ଟମ୍ ଚକିତ ହୋଇଯାଏ ।

ଟମ୍ ଯେବେ ରୁମ ଭିତରକୁ ଯାଇ ଦେଖେ ତେବେ ସେ ରୁମରେ୨୦ ଟି କୁକୁର ଥିଲେ ଓ ତାଙ୍କ ସହ ଏକ ବୃଦ୍ଧା ମହିଳା ବସିଥିଲେ , ବାରମ୍ବାର ପଚାରିବାରୁ ବୁଢି ମା କାନ୍ଦି କାନ୍ଦି ସବୁ କାହାଣୀ କହିଲେ , ମହିଳା ଜଣଙ୍କ କହିଲେ କି ଏମା ସ୍କୁଲ ପାଖରେ ବୃଦ୍ଧାଶ୍ରମରେ ସେ ରହନ୍ତି । କିନ୍ତୁ ସେ ସେଠାରେ ରହିପାରୁନାହାନ୍ତି, ଏଥିପାଇଁ ସେ ସେଠାରୁ ପଳେଇଆସିବାର ଫଇସଲା କଲେ , ସେ ସବୁ ଲୁଚିକରି କରିବାକୁ ଚାହୁଁଥିଲେ କାରଣ ନହେଲେ ବୃଦ୍ଧାଶ୍ରମ ଲୋକେ ତାଙ୍କୁ ନେଇ ଯାଇଥାନ୍ତେ , ୧ ବର୍ଷରୁ ସେ ଏହି ଗଳିର ୨୦ ଟି କୁକୁରଙ୍କ ସହ ରହୁଛି, ତାପରେ ସେ ଏମାକୁ ଦେଖାହେଲା , ବୁଢି ଜଣଙ୍କ ଟମ୍ କୁ କହିଲେ କି ସେ ଛୋଟ ଝିଅ ଏମା ମହିଳାଙ୍କୁ ଏହି ଘର ବିଷୟରେ କହିଥିଲା , ଓ ଏଠାରେ ରହିବାକୁ କହିଥିଲା ।

ବୁଢି ମହିଳା ଟମ୍ କୁ କହିଲା କି ସେ କିଛି ସମୟ ଖାଇବାରେ ଅସୁବିଧା ହେଉଥିଲା, ଏମା ନିଜ ଭାଗର ଖାଇବା ବଞ୍ଚାଇକରି ସବୁ ସଂନ୍ଧ୍ୟା ନେଇଆସୁଥିଲା, କିନ୍ତୁ ଏଥିରେ କିନ୍ତୁ ତାଙ୍କର ଓ କୁକୁରଙ୍କ ପେଟ୍ ପୁରୁ ନଥିଲା, ଏହା ସବୁ ଶୁଣିକରି ଟମ୍ ଆଖିରୁ ଲୁହ ଚାଲି ଆସିଲା ,ସେ ଘରେ ଯାଇକରି ନିଜ ଝିଅକୁ କୋଳେଇନେଲେ । ଏହାପରେ ଟମ୍ ଓ ତାଙ୍କ ସ୍ତ୍ରୀ ବୁଢୀ ମହିଳାଙ୍କୁ ଓ ସବୁ କୁକୁରଙ୍କ ସାହାଯ୍ୟ କରିବାକୁ ଫଇସଲା ନେଲେ , ସେ ବୁଢି ମହିଳାଙ୍କ ନିଜ ଘରେ ରହିବାକୁ ଦେଇଦେଲେ , ତାହା ସହ ସବୁଦିନ ସବୁ କୁକୁରଙ୍କ ଖାଇବା ଓ ତାଙ୍କ ଖାଇବା ପାଇଁ ବ୍ୟବସ୍ଥା କରିଦେଲେ , ଟମ୍ ଫ୍ୟାମିଲିରେ ୪୦ ଟି କୁକୁରଙ୍କୁ ରଖୁଛନ୍ତି, ସେମିତି ୧୫ ଟି କୁକୁରଙ୍କୁ ଲୋକେ ପାଲିଛନ୍ତି, ଏହା ସବୁ ଛୋଟ ଛୁଆ ଏମାର କାରଣରୁ ସଂମ୍ଭବ ହୋଇପାରିଲା ।

Leave a Reply

Your email address will not be published. Required fields are marked *