October 16, 2024

Odia Express

Here, There and Everywhere

ଓଡିଶା ବିଷୟରେ ସାଧାରଣ ଜ୍ଞାନ ପ୍ରଶ୍ନ ଉତ୍ତର – ଓଡ଼ିଶାର ସବୁଠୁ ବଡ ଜିଲ୍ଲା ନାମ କଣ?ଓଡ଼ିଶାର ସବୁଠୁ ବଡ ସହରର ନାମ କଣ?ଓଡ଼ିଶାର ସବୁଠୁ ବଡ ନଦୀର ନାମ କଣ? – ବୁଦ୍ଧିମାନ ହେଇଥିଲେ ଉତ୍ତର ଦେବେ

1 min read

ନମସ୍କାର ବନ୍ଧୁଗଣ | ସବୁଦିନ ଆମେ ଆପଣଙ୍କ ପାଇଁ ନୂଆ ନୂଆ ପ୍ରଶ୍ନ ଉତ୍ତର ନେଇ ଆସୁଛୁ କିନ୍ତୁ ଆଜି ଆମେ ଆପଣଙ୍କୁ ଏଭଳି ପ୍ରଶ୍ନ କହିବୁ ଯାହା ଶୁଣିବା ଓ ଉତ୍ତର ଦେବାକୁ ଆପଣଙ୍କୁ ମଧ୍ୟ ଭୁତ କୌତୁହଳ ଲାଗିବ ନିଶ୍ଚୟ କାରଣ ଆଜିର ପ୍ରଶ୍ନ ରହିଛି ଆମ ଓଡିଶା ବିଷୟରେ |ତେବେ ଏହି ଲେଖା ଟି ସମ୍ପୂର୍ଣ ପଢିବା ପରେ ଆପଣ ଜାଣିପାରିବେ ଓଡ଼ିଶାର ଅନେକ ନୂଆ ନୂଆ କଥା |ତେବେ ଏହି ଲେଖାର ଉତ୍ତର ଦେବାକୁ ନିଶ୍ଚୟ ଚେଷ୍ଟା କରିବେ |ଚାଲନ୍ତୁ ଆରମ୍ଭ କରିବା ଆଜିର ଏହି ପ୍ରଶ୍ନ ଉତ୍ତର

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ଠାକୁରଙ୍କ ନାମ କଣ?

ଉ:- ଜଗନ୍ନାଥ

ପ୍ରଶ୍ନ:- ଓଡ଼ିଶାର ସବୁଠାରୁ ବଡ ମନ୍ଦିର ନାମ କଣ?

ଉ:- ଶ୍ରୀମନ୍ଦିର

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ନଦୀର ନାମ କଣ?

ଉ:- ମହାନଦୀ

ପ୍ରଶ୍ନ:- ଆୟତନ ଅନୁସାରେ ଓଡ଼ିଶାର ସବୁଠୁ ବଡ ଜିଲ୍ଲା ନାମ କଣ?

ଉ:- ମୟୂରଭଞ୍ଜ

ପ୍ରଶ୍ନ:- ଲୋକସଂଖ୍ୟା ଅନୁସାରେ ଓଡ଼ିଶାର ସବୁଠୁ ବଡ ଜିଲ୍ଲା ନାମ କଣ?

ଉ:- ଗଞ୍ଜାମ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ବନ୍ଦର ନାମ କଣ?

ଉ:- ପାରାଦୀପ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ହ୍ରଦ ନାମ କଣ?

ଉ:- ଚିଲିକା

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ସହରର ନାମ କଣ?

ଉ:- କଟକ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ବିଶ୍ଵବିଦ୍ୟାଳୟ ନାମ କଣ?

ଉ:- ଉତ୍କଳ ବିଶ୍ଵବିଦ୍ୟାଳୟ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ କଲେଜ ନାମ କଣ?

ଉ:- ରେଭେନ୍ସା କଲେଜ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ବସ ଷ୍ଟାଣ୍ଡ ନାମ କଣ?

ଉ:- ସରକାରୀ ବସ ଷ୍ଟାଣ୍ଡ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ଉଚ୍ଚ ବିଦ୍ୟାଳୟ ନାମ କଣ?

ଉ:- ରାଣୀହାଟ ଉଚ୍ଚ ବିଦ୍ୟାଳୟ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ହୋଟେଲ ନାମ କଣ?

ଉ:- ଟ୍ରାଇଡେଣ୍ଟ ହୋଟେଲ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ଗ୍ରନ୍ଥର ନାମ କଣ?

ଉ:- ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ରେଳ ଜଙ୍କସନ ନାମ କଣ?

ଉ:- ଖୋର୍ଦ୍ଧା ଜଙ୍କସନ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ଷ୍ଟାଡିୟମ୍ ନାମ କଣ?

ଉ:- ବାରବାଟି

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ଗାଁର ନାମ କଣ

ଉ:- ଭୁବନ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ପୋଲର ନାମ କଣ?

ଉ:- ମହାନଦୀ ପୋଲ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ଜଳ ପ୍ରପାତର ନାମ କଣ
ଉ:- ଦୁଡୁମା

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ମଠର ନାମ କଣ?

ଉ:- ଏମାର ମଠ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ପାଚେରୀ ନାମ କଣ?

ଉ:- ମେଘନାଦ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ପର୍ବତର ନାମ କଣ?

ଉ:- ଦେଓମାଲି ପର୍ବତ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ମେଡିକାଲ ନାମ କଣ?

ଉ:- ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ କାରଖାନାର ନାମ କଣ?

ଉ:- ଲୌହ ଇସ୍ପାତ କାରଖାନା

ପ୍ରଶ୍ନ:- ଓଡ଼ିଶାର ସବୁଠୁ ବଡ ଜଳ ବିଦ୍ୟୁ କେନ୍ଦ୍ରର ନାମ କଣ?

ଉ:- କାଲିମେଳା

Leave a Reply

Your email address will not be published. Required fields are marked *