June 25, 2025

Odia Express

Here, There and Everywhere

ବହୁତ ପରିଶ୍ରମ କରିବାପରେ ଆସିଗଲା ଚମତ୍କାରୀ ଲାଲ୍ ଭେଣ୍ତି, ଖାସିୟତ୍ ଜାଣିକରି ରହିଯିବେ ଆପଣ ସ୍ତବ୍ଧ..

1 min read

ଭେଣ୍ତି ଖାଇବାରେ ତ ସ୍ୱାଦିଷ୍ଟ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ ବି ସେତିକି ଲାଭପ୍ରଦ ହୋଇଥାଏ, ଏଥିରେ ମହଜୁଦ୍ ମ୍ୟାଗ୍ନେସିୟମ୍ , ଭିଟାମିନ୍ ସି କାର୍ବୋହାଇଡ୍ରେଡ୍ , ଫାଇବର୍, ଓ ପ୍ରୋଟିନ୍ ପରି ଯେପରି ତତ୍ତ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦା କରାଇଥାଏ, ସେମିତି ଆପଣ ଏବେ ପର୍ଯ୍ୟନ୍ତ ଗୋଟେ କିସମର ଦେଶୀ ଭେଣ୍ତି ଦେଖିଥିବେ , କିନ୍ତୁ ଭାରତୀୟ ବୈଜ୍ଞାନିକମାନେ ଲାଲ୍ ରଙ୍ଗର ଭେଣ୍ତି ବିକଶିତ କରିନେଇଛନ୍ତି, ଯାହା ବହୁତ ପୋଷକ ତତ୍ତ୍ୱରେ ଭରପୁର୍ ହୋଇଛି, ତେବେ ଆସନ୍ତୁ ଜାଣିବା ଏହାର ବିଷୟରେ ।ଦିଲ୍ଲୀର IARI (Indian Agricultural Research Institute) ରେ ଏହି ଦିନ ଭେଣ୍ତିର ଉପରେ ଗବେଷଣା କରାଯାଇଛି, ଅଲଗା ଅଲଗା ରଙ୍ଗର ଓ ବିଭିନ୍ନ ଭେଣ୍ତିକୁ ଏଠାରେ ଲଗାଯାଉଛି, ଲାଲ୍ , ବାଇଗଣି, ସମୁଜ, ଗାଢ ସବୁଜ ଓ ହାଲକା ସବୁଜ ଭେଣ୍ତି ଏଠାରେ ମୁଖ୍ୟତଃ ଉପଲ୍ଲବ୍ଧ ଅଛି, ଏହା ଛଡା ଭେଣ୍ତିର କିଷମ ବି ଏଠାରେ ବହୁତମାତ୍ରାରେ ଉପଲ୍ଲବ୍ଧ ହୋଇଛି ।

କାଶି ଲାଲିମା ନାମକ ଏହି ଭେଣ୍ତିକୁ ବିକଶିତ କରିବାରେ ୮-୧୦ ବର୍ଷର କଡା ପରିଶ୍ରମ ଭାରତୀୟପରିବା ଅନୁସନ୍ଧାନ ସଂସ୍ଥାନଙ୍କ ବୈଜ୍ଞାନିକ କରିଛନ୍ତି, ଲାଲ୍ ଭେଣ୍ତିର ବିକାଶ ଏହି ପ୍ରକାରର ଭେଣ୍ତିରୁ ହୋଇଥିଲା ଯାହା କେବେ କେଉଁଠି ମିଳିନଥିଲା ବୈଜ୍ଞାନିକ ଚୟନ ବିଧି ପ୍ରୟୋଗ କରି ଏହି ଲାଲ୍ ଭେଣ୍ତିକୁ ପ୍ରଜାତିକୁ ବିକଶିତ କରିଥିଲେ, ଏହି ଭେଣ୍ତିରେ ସବୁଜ ପରିବା ମିଳୁଥିବା କ୍ଲୋରୋଫିଲ୍ ଜାଗାରେ ଏନ୍ଥୋସାଇନିନ୍ ମାତ୍ରା ହୋଇଥାଏ, ଯାହା ଏହି ଲାଲ ରଙ୍ଗର କାରକ ହୋଇଥାଏ ।ଏତିକି ନୁହେଁ ବୈଜ୍ଞାନିକଙ୍କ ମାନିଲେ ସାଧାରଣ ଭେଣ୍ତିରୁ ବହୁତ ଅଧିକା ଏଥିରେ ଆଇରନ୍, କ୍ୟାଲସିୟମ୍ ଓ ଜିଙ୍କ୍ ମାତ୍ରା ମିଳିଥାଏ, ଓ ଏଥିପାଇଁ ସାମାନ୍ୟ ଭେଣ୍ତିରୁ ବହୁତ ଅଧିକା ପୋଷକ ତତ୍ତ୍ୱ ହେବା ଯୋଗୁଁ ବହୁତ ଅଧିକା ସ୍ୱାସ୍ଥ୍ୟ ବର୍ଦ୍ଧକ ହୋଇଛି, ଓଏହାର ଲାଗତ ବି ସାମାନ୍ୟ ସବୁଜ ଭେଣ୍ତି ପରି ଅଟେ

ଏତିକି ନୁହେଁ ଏହାର୍ ଲାଲ ରଙ୍ଗ କାରଣରୁ ଏଥିରେ ଆଣ୍ଟିଏକ୍ସିଡେଣ୍ତ ଅଧିକା ଅଛି , ବୈଜ୍ଞାନିକ ଏହାକୁ ଭାଜି ଖାଇବା ପରିବର୍ତ୍ତେ ସାଲାଡ୍ ରୁପରେ ଖାଇବାକୁ ପରାମର୍ଶ ଦିଅନ୍ତି, ବୈଜ୍ଞାନିକ ଏହି ଭେଣ୍ତିକୁ ଆହୁରି ବିକଶିତ କରିବାପାଈଁ ଲାଗିଛନ୍ତି । ଦେଶୀ ଭେଣ୍ତିକୁ ଏହି ନୁଆ କିଷମରେ ଭାରତୀୟ ପରିବା ଅନୁସନ୍ଧାନ ବିକଶିତ କରିଲେ ଓ ଏହାରନାମ ଦେଲେ କାଶୀ ଲାଲିମା, ଏହାକୁ ବିକଶିତ କରିବାରେ ବୈଜ୍ଞାନିକଙ୍କୁ ବହୁତବର୍ଷର ପରିଶ୍ରମ ଲାଗିଲା ଲାଲ୍ ଭେଣ୍ତି ଏବେ ପର୍ଯ୍ୟନ୍ତ ପଶ୍ଚିମ ଦେଶରେ ପ୍ରଚଳିତ ରହିଛି ଯେଉଁଥିରେ ବହୁତ ରୋଗରୁ ଫାଇଦା ମିଳିଥାଏ, ସଂସ୍ଥାନର ନିର୍ଦ୍ଧେଶକ କହନ୍ତି କି ଲାଲ୍ ଓ ସବୁଜ ଭେଣ୍ତି ଭାଜି ହେବାପରେ ସ୍ୱାଦ ଏକା ପରି ଲାଗେ, ଆଗକୁ କହନ୍ତି କି ଏହି ଭେଣ୍ତିକୁ ବିକ୍ରି କରି ବହୁତ ଲାଭ କମାଇପାରିବେ, ଏବେ ବୈଜ୍ଞାନିକ ଏହି ଲାଲ୍ ଭେଣ୍ତିକୁ ଆହୁରି ଉତ୍ପାଦନ କରିବାପାଇଁ କାମ କରୁଛନ୍ତି, ଏକ ହେକ୍ଟରରେ ସବୁଜ ଭେଣ୍ତି ୧୯୦-୨୦୦ କ୍ୱିଣ୍ଟାଲ୍ ପର୍ଯ୍ୟନ୍ତ ରୋପଣ କରାଯାଇପାରିବ  ତେବେ କାଶି ଲାଲିମା ଉପଜ ୧୩୦-୧୫୦ କ୍ୱିଣ୍ଟାଲ୍ ପର୍ଯ୍ୟନ୍ତ ରହିବ ।

ନିର୍ଦ୍ଧେଶକ କହନ୍ତି କି ତାଙ୍କ ସଂସ୍ଥାନ ପୁର୍ବରୁ ଛତିଶଗଡର କିଛି ଜନଜାତି ଇଲାକାରେ କିଛି ଛାତ୍ର ଲାଲ୍ ଭେଣ୍ତି ରୋପଣ କରୁଛନ୍ତି କିନ୍ତୁ ସବୁଠାରୁ ପ୍ରଥମେ ଭାରତରେ ଏହାର ପରିସ୍କୃତ ରୁପରେ ବାରାଣାସୀର ଭାରତୀୟ ପରିବା ଅନୁସନ୍ଧାନ ସଂସ୍ଥାନ ରୋପଣ କରିଥିଲେ, ଏହାପୁର୍ବରୁ ଆମେରିକାର କ୍ଲାମସନ ରେ ବି ଲାଲ୍ ଭେଣ୍ତିର ରୋପଣ କରାଯାଇଥିଲା । ଭାରତୀୟ ପରିବା ଅନୁସନ୍ଧାନ ସଂସ୍ଥାନ ଟେକନିକାଲ୍ ଅଧିକାରୀ କହନ୍ତି କି ଏହି ନୁଆ ପ୍ରଜାତିର ଲାଲ୍ ଭେଣ୍ତିର ମଞ୍ଜି ଡିସେମ୍ବର ପର୍ଯ୍ୟନ୍ତ ଭାରତୀୟ ଚାଷୀଙ୍କୁ ମିଳିପାରିବ, ଦାବା କରାଯାଉଛି କି ଭେଣ୍ତିର ଏହି କିଷମରୁ ଚାଷିଙ୍କୁ ରୋପଣ କରିବାରେ ଲାଭ ମିଳିବ

ତାହା ସହ ଦେଶୀ ଭେଣ୍ତି ତୁଳନାରେ ୨ରୁ ୧୦ ଗୁଣା ଅଧିକା ଲାଭ ମିଳିବ, କାରଣ ଏହାକୁ ଲଗାଇବାର ତରିକାକୁ ନେଇକରି ସବୁ କିଛି ସାମାନ୍ୟ ଭେଣ୍ତି ପରି ଅଟେ, ବଜାରରେ ଏହି ଭେଣ୍ତି ବିଭିନ୍ନ କିଷମର ଦାମ୍ ୧୦୦-୫୦୦ ଟଙ୍କା ପ୍ରତି କିଲୋ ଅଛି । ଲାଲ ଭେଣ୍ତିର ପ୍ରଜାତିର ଖୋଜ୍ ଆରମ୍ଭ ୧୯୯୫-୯୬ ରେ ସଂସ୍ଥାନର ପୁର୍ବ ନିର୍ଦ୍ଧେଶକ ଡାକ୍ତର ବିଜେନ୍ଦ୍ରଙ୍କ ଅନୁଗମୀରେ ହୋଇଥିଲା,  କିନ୍ତୁ ୨୩ ବର୍ଷ ପରେ ଏହି ଭେଣ୍ତିକୁ ବିକଶିତ କରିବାରେ ସଫଳତା ମିଳିପାରିଲା , ବାଇଗଣି-ଲାଲ୍ ରଙ୍ଗର ଏହି ଭେଣ୍ତିର ଲମ୍ବା ୧୧-୧୪ ସେଣ୍ଟିମିଟର୍ ଓ ବ୍ୟାସ- ୧,୫ ରୁ ୧,୬ ସେଣ୍ଟିମିଟର ଅଟେ, ଯେଉଁଥିରେ ଆଣ୍ଟିଏକ୍ସିଡେଣ୍ଟ, ଆଇରନ୍, ଓ କ୍ୟାଲସିୟମ୍ ସମେତ ବହୁତ ପୋଷକ ତତ୍ତ୍ୱ ମିଳିଥାଏ, ସସ୍ଥାନର ଦାବା ଅଛି ଯେ ଭେଣ୍ତିର ଏହି ପ୍ରଜାତି ସାଧାରଣ ଲୋକଙ୍କ ପୋଷଣରପୁର୍ତ୍ତି ସବୁଠାରୁ ଭଲ ବିକଳ୍ପ ହେବ ।

ଆଜି ଘରେ ଘରେ ଡାଇବେଟିଜ୍ ଓ ଥାଇରଏଡ୍ ରୋଗରୁ ଲୋକେ ଚିନ୍ତିତ ଅଛନ୍ତି, ଓ ଲୋକେ ନିଜ ସ୍ୱାସ୍ଥ୍ୟକୁ ନେଇକରି ସମୁଜ ପରିବାର ସେବନ ବହୁତ କରନ୍ତି, କିନ୍ତୁ ଏବେ ଏମିତି ସଞ୍ଜିବନୀ ବୁଟି ମିଳିଯାଇଛି, ଯାହା ଆପଣ ରୋଗରେ ପଡିବ ନାହିଁ , ହଁ ଆଜ୍ଞା ଲାଲ୍ ଭେଣ୍ତି, ବୋଧେ ଆପଣ ଲାଲ୍ ଭେଣ୍ତି ବିଷୟରେ ଶୁଣିଥିବେ, ଲାଲ୍ ଭେଣ୍ତି କାଶି ଲାଲିମା ନା କେବଳ ସେତିକି ସ୍ୱାଦ ଓ ସବୁଜ ଭେଣ୍ତି ପ୍ରକାରର ଦେବ, ବରଂ ସବୁଜ ଭେଣ୍ତି ରୁ ବହୁତ ଅଧିକା ସ୍ୱାସ୍ଥ୍ୟ ବର୍ଦ୍ଧକ ହେବ

ଏହା ବହୁତ ରୋଗରୁ ଲଢିବାରେ କାରଗର ପ୍ରମାଣିତ ହେବ । ସେମିତି ସଂସ୍ଥାନର ନିର୍ଦ୍ଧେଶକଙ୍କ କଥା ମାନିଲେ ଭେଣ୍ତି ନିଜ ମଧ୍ୟରେ ବହୁତ ଚମତ୍କାରି ଅଟେ, ଖାସକରି ଗର୍ଭବତୀ ମହିଳାଙ୍କ ପାଇଁ ଯାହାଙ୍କ ଶରୀରରେ ଫଲିକ୍ ଅମ୍ଳ କମିକୁ ନେଇ ଛୁଆଙ୍କ ମାନସିକ ବିକାଶ ହୋଇପାରେନାହିଁ ,ସେ ଫଲିକ ଅମ୍ଳ ବି ଏହି କାଶି ଲାଲିମା ଭେଣ୍ତିରେ ମିଳିଥାଏ, ଏତିକି ନୁହେଁ ଏହି ଭେଣ୍ତିରେ ମିଳୁଥିବା ଜଣାଯାଉଥିବା ତତ୍ତ୍ୱ୍ ଲାଇଫ୍ ଷ୍ଟାଇଲ୍ ଡିଜିଜ୍ ଯେପରି ହୃଦୟ ସଂବନ୍ଧୀ ରୋଗ, ମୋଟାପା, ଓ ଡାଇବେଟିଜ୍ କୁ ନିୟନ୍ତ୍ରିତ କରିଥାଏ ।

Leave a Reply

Your email address will not be published. Required fields are marked *