June 27, 2025

Odia Express

Here, There and Everywhere

ଜାଣନ୍ତୁ ବାରବୁଲା କୁକୁର କାର୍ ପଛରେ କଣ ପାଇଁ ଦୌଡନ୍ତି, ଓ ପାଳିତ କୁକୁର କଣ ପାଇଁ ଦୌଡନ୍ତି ନାହିଁ – ଅସଲ ସତ୍ୟତା ଆପଣ କେବେ ଜାଣିନଥିବେ

ଆପଣ ବହୁତଥର ବାରବୁଲା କୁକୁର ଙ୍କୁ କାର୍ ପଛରେ ଦୌଡୁଥିବାର ଦେଖିଥିବେ , କୁକୁର ସମୟ କାର୍ ପଛରେ ପିଛା କରନ୍ତି , ତାପରେ ଫେରିଆସନ୍ତି, କିନ୍ତୁ କଣ ଆପଣ ଜାଣିଛନ୍ତି କି କଣପାଇଁ ଏମିତି କରନ୍ତି କିନ୍ତୁ ପାଳିତ କୁକୁର କଣ ପାଇଁ ଏମିତି କରନ୍ତି ନାହିଁ ଆଜି ଆମେ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଉଛୁ ।ସବୁଠାରୁ କଥା ହେବା ବାରବୁଲା କୁକୁର କଣପାଇଁ କାର୍ ପଛରେ ଦୌଡନ୍ତି, ଆପଣଙ୍କୁ କହିଦେବୁ କି ଅସଲରେ ସେ ଇଲାକାର କୁକୁର ହୋଇଥାନ୍ତି, ମାନେ ଯେଉଁ କୁକୁର ନିଜ ଇଲାକା ବନାନ୍ତି , ଏମିତିରେ କୁକୁର ନିଜ ଇଲାକାର ନାକାବନ୍ଧୀ କରାଇଦିଅନ୍ତି, ଏହି କାରଣରୁ ନିଜ ଇଲାକାରେ ସୀମାରେ ଠିଆ ହୋଇଥିବା ବାହାନର ଟାୟାରରେ ପରିଶ୍ରା କରିଦିଅନ୍ତି, କିନ୍ତୁ ଯେବେ କାର୍ କେଉଁ ଅନ୍ୟ ଏରିଆର ଇଲାକାରେ ଯାଏ ତେବେ ସେଠାକାର କୁକୁରଙ୍କୁ ଏହା ଲାଗେ କି ତାଙ୍କ ଇଲାକାରେ ଅନ୍ୟ ଇଲାକାର କୁକୁର ଆସିଯାଇଛି ଏହି କାରଣରୁ ସେ ସୀମା ଶେଷ ହେବାପରେ କୁକୁର କାର୍ ପିଛା କରିବା ବନ୍ଦ କରିଦିଅନ୍ତି ।

କୁକୁର କାର୍ ପଛରେ ଦୌଡିବାର ଅନ୍ୟ ଏକ କାରଣ ବି ଅଛି ଯାହା କି ହେଲା କୁକୁର ଯେବେ ଭୋକିଲା ହୋଇଥାନ୍ତି ତେବେ ସେ ଖାଇବାର ଖୋଜାରେ ସେ ଦୌଡନ୍ତି, ଏଥିପାଇଁ ଯେବେ କେଉଁ କାର୍ ସେହି ଭୋଜନର ମହକ ଆସେ ତେବେ କୁକୁର ତାପଛରେ ଦୌଡିବାକୁ ଲାଗେ, ଓ ଯେବେ କେଉଁ ବ୍ୟକ୍ତିର କେଉଁ କୁକୁରକୁ ଅଧିକା ଭଲ ପାଏ ଓ ସେହି ଲୋକର କାର୍ ଆକ୍ସିଡେଣ୍ଟରେ ମୃତ୍ୟୁ ହୋଇଯାଏ କିମ୍ବା ସେ ଆଘାତ ପାଏ ତେବେ ସେହି ସମୟରେ ବିଶ୍ୱସ୍ତ କୁକୁର କାର୍ ପ୍ରଜାତିକୁ ନାରାଜ୍ ହୋଇଯାଏ , ତାକୁ ମାଲୁମ୍ ନଥାଏ କି କାର୍ ଏକ ପଶୁ ନୁହେଁ , ଏଥିପାଇଁ ସେ କାର୍ କୁ ଶିକାରୀ ବୋଲି ଭାବିକରି ତାକୁ ଆକ୍ରମଣ କରେ ।

କୁକୁର କାର୍ ପଛରେ ଦୌଡିବାର ଆଉ ଏକ କାରଣ ଅଛି କି କୁକୁର ଏକେଲା ରହିବା ପସନ୍ଦ କରେ ନାହିଁ, ଯେବେ କେଉଁ କୁକୁରକୁ ଏକେଲା ଲାଗେ ସେ ଏକ ସାଇକୋ ଅପରାଧୀ ହୋଇଯାଏ, ଏହି କାରଣରୁ କେଉଁ ବି ଚାଲୁଥିବା ଗାଡିର୍ ପିଛା କରିବାକୁ ଲାଗେ ଓ ଆକ୍ରମଣ ବି କରେ ।

ଏବେ କଥା ହେବା କଣ ପାଇଁ ପାଳିତ କୁକୁର କାର୍ ପଛରେ ଦୌଡନ୍ତି ନାହିଁ , ତେବେ ଆପଣଙ୍କୁ କହିଦେବୁ କି ପାଳିତକୁକୁରଙ୍କ ସହ ସେ ସବୁ ସମସ୍ୟା ହୁଏ ନାହିଁ ଯାହା ବାରବୁଲା କୁକୁରଙ୍କ ସାଥିରେ ହୋଇଥାଏ, ପାଳିତ କୁକୁର କିଛି ଇଲାକା ବନାନ୍ତି ନାହିଁ , ଏଥିପାଇଁ ସେ ଇଲାକାର ସୁରକ୍ଷା ପାଇଁ କେଉଁ କାର୍ ପଛରେ ପିଛା କରନ୍ତି ନାହିଁ ଏହି ପରି ନ ହିଁ ପାଳିତ କୁକୁର ନା ଏକେଲାପଣ ଅନୁଭବ କରନ୍ତି, କାରଣ ତାଙ୍କ ପାଖରେ କିଏ ନଥାନ୍ତି , ପାଳିତ କୁକୁର ଅଧିକା ଭୋକିଲା ରୁହନ୍ତି ନାହିଁ , ଓ ପାଳିତ କୁକୁର ଅଧିକା ସମୟ ବାନ୍ଧି ହୋଇ ରୁହନ୍ତି, ଏହି କାରଣରୁ ଯେବେ ସେ ସ୍ୱାଧିନ ହୁଅନ୍ତି, ତେବେ ସେ ବାରବୁଲା କୁକୁରଙ୍କ ପରି ବ୍ୟବହାର୍ କରନ୍ତି ନାହୀଁ ।

Leave a Reply

Your email address will not be published. Required fields are marked *