June 25, 2025

Odia Express

Here, There and Everywhere

ଭାରତୀୟ ଶୁଆ ବିଷୟରେ କିଛି ରୋଚକ ତଥ୍ୟ – ଏପରି ଭାବେ ଘରେ ଶୁଆ ପୋଷିକି ରଖିବା ଆପଣଙ୍କ ପାଇଁ ଶୁଭ ନ ଅଶୁଭ ଜାଣିରଖନ୍ତୁ ..

ସାଙ୍ଗ ମାନେ ଆପଣ ଶୁଆ ପକ୍ଷୀକୁ ତ ଦେଖିଥିବେ।ଏହା ଆପଣଙ୍କ ପରିବେଶର ଆଖପାଖରେ ଦେଖା ଯାଇଥାନ୍ତି।ସାଙ୍ଗମାନେ ଆଜି ମୁ ଆପଣ ମାନଙ୍କ ପାଇଁ ଏହି ଶୁଆ ପକ୍ଷୀ ବିଷୟରେ କିଛି ରୋଚକ ତଥ୍ୟ ଆଣିଚି।ସାଙ୍ଗ ମାନେ ଏହି ପକ୍ଷୀ ସାରା ଭାରତବର୍ଷରେ ମିଳିଥାଏ ଓ ଏହା ମନୁଷ୍ୟର ଘର ଆଖପାଖରେ ହିଁ ମିଳିଥାଏ।ଏହାକୁ ଇଂରାଜୀରେ ମଧ୍ୟ ପ୍ୟାରୋଟ କୁହନ୍ତି।ଏହା ଦକ୍ଷିଣ ଏସିଆର କିଛି ଦେଶ ମାନଙ୍କରେ ଦେଖା ଯାଆନ୍ତି।ଏବେ ଦୁନିଆର ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଏମାନେ ଦେଖା ଦେଲେଣି।ଏହାର ବିଭିନ୍ନ ପ୍ରକାର ପ୍ରଜାତି ଦେଖା ଯାଇଥାଏ।ଯେଉଁଥିରେ ବାଲି ଶୁଆ,ପାହାଡି ଶୁଆ ଅନ୍ୟତମ।

ଏହି ପକ୍ଷୀ ନିଜେ ବସା ତ ତିଆରି କରିଥାଏ କିନ୍ତୁ ଅଣ୍ଡା ଅନ୍ୟ ଏକ ବସାରେ ଦେଇଥାଏ।ସାଙ୍ଗମାନେ ଏମାନଙ୍କ ଅଣ୍ଡାର ରଙ୍ଗ ନୀଳ ହୋଇଥାଏ।ଅଣ୍ଡା ମାନଙ୍କର ସଂଖ୍ୟା ଚାରି ରୁ ପାଞ୍ଚ ହୋଇଥାଏ।ଏମାନଙ୍କ ଅଣ୍ଡା ଦେବାର ସମୟ ଜୁଲାଇ ରୁ ଅଗଷ୍ଟ ହୋଇଥାଏ।ଭାରତୀୟ ଶୁଆର ଉଚ୍ଚତା ପାରା ଠାରୁ କୋଡ଼ିଏ ସେମି କମ ହୋଇଥାଏ।ଏମାନଙ୍କ ପିଠିର ରଙ୍ଗ ସାଗୁଆ ହୋଇଥାଏ।ଏହାର ପେଟ ହାଲକା ସବୁଜ ରଙ୍ଗର ହୋଇଥାଏ।ଏହାର ଛାତି ଓ ମୁଣ୍ଡର ରଙ୍ଗ ଲାଲ ହୋଇଥାଏ।ଏହାର ଡେଣା ମଧ୍ୟ ହାଲକା ସବୁଜ ରଙ୍ଗର ହୋଇଥାଏ।ଏହାର ଥଣ୍ଟ,ଆଖି,ଗୋଡ଼ ଲାଲ ରଙ୍ଗର ହୋଇଥାଏ।

ସାଙ୍ଗମାନେ ଶୁଆ ଅଣ୍ଡାକୁ ପୁରା ଚଉଦ ଦିନ ଧରିଥାଏ।ଏହାପରେ ଛୁଆ ବାହାରିଥାନ୍ତି ଓ ଏମାନେ ହାଲକା ସବୁଜ ରଙ୍ଗର ହୋଇଥାନ୍ତି।ଛୁଆର କିଛି ଦିନ ପରେ ଡେଣା ବାହାରିଥାଏ।ଏମାନେ ସର୍ବହାରି ହୋଇଥାନ୍ତି।ଏମାନେ ମୁଖ୍ୟତଃ ଫଳ ଓ ପୋକାଯୋକ ଖାଇଥାନ୍ତି।କିଛି ପ୍ରଜାତି ନିଜର ବସା ପୋଖରୀ ଅଥବା କୁଅ ପାଖରେ କରିଥାନ୍ତି। ବାଲି ଶୁଆ ଏକ ସୁନ୍ଦର ପକ୍ଷୀ ହୋଇଥାଏ ଯାହାର ରଙ୍ଗ ଗାଢ଼ ସବୁଜ ହୋଇଥାଏ।ପାହାଡି ଶୁଆ ପାହାଡ ଓ ଜଙ୍ଗଲରେ ଦେଖା ଯାଇଥାଏ।ଏହି ସୁଆର ସ୍ଵର ବହୁତ ମଧୁର ହୋଇଥାଏ।ଏହାର ଏହି କାରଣ ଦ୍ଵାରା ଏହାକୁ ପାଳିତ ପକ୍ଷୀ ରୂପରେ ମଧ୍ୟ ଦେଖିବାକୁ ମିଳିଥାଏ।

ପାହାଡି ଶୁଆ ମେଘାଳୟ,ଛତିଶଗଡ ଆଦି ରାଜ୍ୟର ରାଜ୍ୟ ପକ୍ଷୀ ମଧ୍ୟ ହୋଇଥାନ୍ତି।ଏମାନେ ମେଳରେ ରହିବାକୁ ପସନ୍ଦ କରନ୍ତି।ନର ଓ ମା ପକ୍ଷୀ ଭିତରେ ବିଶେଷ କୌଣସି ଅନ୍ତର ନଥାଏ।ଏହାକୁ ବ୍ରାହ୍ମଣୀ ଶୁଆ ମଧ୍ୟ କହିଥାନ୍ତି।ଏମାନେ ଭାରତ ସମେତ ପୁରା ଦକ୍ଷିଣ ଏସିଆରେ ମିଳିଥାଆନ୍ତି।ଏମାନେ ପ୍ରାୟତଃ ପଡିଆ ଜାଗାରେ ବାସ କରିଥାନ୍ତି।ଏମାନେ ବହୁତ ଜୋରରେ ଶବ୍ଦ କରିଥାନ୍ତି ଓ ଏମାନଙ୍କ ଶବ୍ଦ ସିଟି ଭଳି ସୁଭିଥାଏ।ସାଙ୍ଗ ମାନେ ଏହା ଥିଲା ଶୁଆ ସହିତ ଜଡିତ କିଛି ରୋଚକ ତଥ୍ୟ।

Leave a Reply

Your email address will not be published. Required fields are marked *