December 27, 2024

Odia Express

Here, There and Everywhere

ତଣ୍ଟି ଦରଜ ହେଉଛି ତ କରନ୍ତୁ ଏହି ଦୁଇଟି ଉପାୟ – ମାତ୍ର କିଛି ସମୟ ଭିତରେ ପାଇବେ ଆରାମ ଓ ହେଇଯିବେ ଖୁସ

1 min read

ଆମେ ସର୍ବଦା ଆପଣଙ୍କର ଶୁଭ ଚିନ୍ତକ ଭାବେ ଏହା ଚିନ୍ତା କରିଥାଉ କି ଆପଣ ମାନେ ସପରିବାର କିପରି ସୁସ୍ଥ ରୁହନ୍ତୁ ଆଉ ସୁରକ୍ଷିତ ରୁହନ୍ତୁ। ତ ଆସନ୍ତୁ ଆଜିର ବିଷୟ ଆରମ୍ଭ କରିବା।ଆପଣ ଯେପରି ଜାଣନ୍ତି କି ଗଳାର ଦରଜ ବହୁତ ସମୟରେ ବଦଳୁଥିବା ପାଣିପାଗ କାରଣରୁ ହି ହେଇଥାଏ ଆଉ ବହୁତ ସମୟରେ ଏହା ବ୍ୟାକ୍ଟେରିଆ ଅଥବା ଭାଇରସ ପାଇଁ ହେଉଥାଏ।ଯେପରିକି ଆଜିକାଲି କରୋନା ପାଇଁ ସବୁକିଛି ହେଉଛି।ତ ଗଳାରେ ଦରଜ ବହୁତ ସମୟରେ ଅନେକ ପ୍ରକାରର ରୋଗ ମାନଙ୍କର ଚିହ୍ନ ଭାବେ ଦେଖିବାକୁ ମିଳେ। ଯେପରିକି ଯାହାକୁ ଗଳାରେ ଦରଜ ହେଉଛି ତାହାର ଜ୍ୱର, ଥଣ୍ଡା ଅଥବା ଅନ୍ୟ ଶ୍ୱାସ ଜନିତ ସମସ୍ୟା ଅଛି।ଅଥବା ଯାହାର କାନରେ ସମସ୍ୟା ଅଛି ତାହାର ବି ଗଳାରେ ଦରଜ ହେଇଥାଏ।ଅଥବା ଏହା ଅନ୍ୟ ବହୁତ କାରଣରୁ ବି ହେଇଥାଏ।ଯଦି ସଠିକ ସମୟରେ ଏହାର ଧ୍ୟାନ ନ ଦିଆଯାଏ ତାହେଲେ ତାହା ଭବିଷ୍ୟତ ରେ ବଡ଼ ସମସ୍ୟା ହେଇ ପାରେ।କଣ ଆପଣ ଜାଣନ୍ତି କି ଆପଣ ଏହି ରୋଗର ମୁକାବିଲା ନିଜ ଘରୁ ଥାଇ ହିଁ କରିପାରିବେ।ଆପଣ ଘରେ ହି ରହି କିଛି ସହଜ ତଥା ସରଳ ଉପାୟ ଦ୍ୱାରା ନିଜ ଗଳା ଦରଜ ର ଚିକିତ୍ସା କରି ପାରିବେ।ତେବେ ଆପଣ ତାହା କିପରି କରିବେ ଆସନ୍ତୁ ଜାଣିବା।

ଆଜି ଆମେ କହିବାକୁ ଥିବା ଉପାୟ ମାନଙ୍କରେ ଆପଣଙ୍କର ସବୁଠୁ ବଡ଼ ଫାଇଦା ଏହା କି ଆପଣଙ୍କୁ ନା ତ ଦୁଇଟି ରୁ ଅଧିକ ଜିନିଷର ଆବଶ୍ୟକତା ପଡିବ ଆଉ ନା ହିଁ ଏହାକୁ ବନେଇବାରେ ଅଧିକ କଷ୍ଟ ଭୋଗ କରିବାକୁ ହେବ।ଏହି ଉପାୟ ଗୁଡିକ କରିବାପାଇଁ ବହୁତ ସହଜ ଆଉ ସରଳ ଅଟନ୍ତି।

୧:- ପ୍ରଥମ ଉପାୟ ଯାହା ଆପଣଙ୍କର ଗଳାର କାଶ ତଥା ଅଟକ ଦୂର କରିବ ତାହାପାଇଁ ଆପଣଙ୍କୁ ଦରକାର ହଳଦୀ। ହଳଦୀ ଯାହା କି ଆମକୁ ଅତି ସହଜରେ ଆମ ରୋଷେଇ ଘର ମାନଙ୍କରେ ମିଳିଯାଇପାରିବ।ଆପଣଙ୍କୁ ହଳଦୀ ଅଧା ଚାମଚ ଏକ ପାତ୍ରରେ ନେବାର ଅଛି ଆଉ ତାହା ଭିତରେ ଏକ ଚାମଚ ମହୁ ମିସେଇବାର ଅଛି।ଏହାକୁ ଭଲ ଭାବରେ ଗୋଳେଇବା ପରେ ଯେଉଁ ମିଶ୍ରଣ ପ୍ରସ୍ତୁତ ହେବ ତାହାକୁ ଆପଣଙ୍କୁ ଦିନକୁ ତିନିଥର ଅର୍ଥାତ ସକାଳୁ, ସନ୍ଧ୍ୟାରେ ଆଉ ରାତିରେ ନେବାର ଅଛି।ଏହାକୁ ନେବାଦ୍ୱାରା ଆପଣଙ୍କର କାଶ ତଥା ଟନ୍ସୀଲ ଜନିତ ସବୁ ସମସ୍ୟା ଦୂର ହେଇଯିବ।

୨:- ଏବେ ଯେଉଁ ଉପାୟ ଆମେ କହିବୁ ତାହା ପାଇଁ ଆପଣଙ୍କୁ ଦରକାର ଅଦା।ଅଦାର ଏକ ମଧ୍ୟମ ସାଇଜ ଖଣ୍ଡ ଆଣି ଆପଣଙ୍କୁ ତାକୁ ଛେଲି ଦେବାର ଅଛି ଆଉ ତାକୁ ଭଲ ଭାବେ ଚିପୁଡି ତାର ରସ ବାହାର କରିବାର ଅଛି। ଏହାପରେ ଏକ ଚାମଚ ରସ ନେଇ ସେଥିରେ ଦୁଇ ଚାମଚ ମହୁ ମିସେଇବାର ଅଛି ଆଉ ତାକୁ ଭଲ ଭାବରେ ଗୋଳେଇ ଦେବାର ଅଛି।ଏହି ରସକୁ ଆପଣଙ୍କୁ ସକାଳୁ ଆଉ ସନ୍ଧ୍ୟା ସମୟରେ ନେବାର ଅଛି।ଏହାକୁ ଖାଇବା ପରେ ଆଉ କିଛି ଖାନ୍ତୁ ନାହିଁ କାରଣ ଏହା ଗଳା ଉପରେ ଏକ ପତଳା ପରସ୍ତ କରି ଆପଣଙ୍କ ଇଂଫକ୍ସନ କୁ ଠିକ କରିଥାଏ।ଏହା ଆପ୍ଲାଏ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚିତ ନେବେ।

Leave a Reply

Your email address will not be published. Required fields are marked *