June 25, 2025

Odia Express

Here, There and Everywhere

ବିବାହିତ ମହିଳା ଚଳନ୍ତା ଟ୍ରେନରେ ଟୟଲେଟ୍ ସାମ୍ନାରେ କରିନେଲେ ବିବାହ, ଆଉ ତାପରେ ଯାହା ହେଲା ଜାଣିଲେ ଆପଣ ମଧ୍ୟ ଚକିତ ହେଇଯିବେ..

ସେମିତି ଦେଖିବାକୁ ଗଲେ କେହି ନା କେହି ନିଜ ଜୀବନରେ କେବେ ନା କେବେ ପ୍ରେମ କରିଥିବେ , ପ୍ରେମର କେଉଁ ବୟସ ହୋଇନଥାଏ, ଓ ପ୍ରେମ କାହା ଉପରେ ନିର୍ଭରଶୀଳ ନୁହେଁ , ପ୍ରେମ କେଉଁଠି ବି ହୋଇପାରେ, ପ୍ରେମ କରିବାପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ ରୁହନ୍ତି, ନିଜ ଘର ପରିବାର ଛାଡିକରି ପ୍ରେମ ସହ ଜୀବନ ବ୍ୟତିତ କରିବାପାଇଁ ଚେଷ୍ଟିତ ହୋଇଥାନ୍ତି, ପ୍ରେମ କରିବାବାଲା କେଉଁ ବି ଜିନିଷ ଉପରେ ଚିନ୍ତା ରହେ ନାହିଁ , ନା ସମାଜ ନା ରୀତିନିତି, ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରେମୀ ଯୋଡିଙ୍କ ବିଷୟରେ କହିବାକୁ ଯାଊଛୁ, ଯାହାଙ୍କ ଫଟୋ ସୋସିଆଲ୍ ମିଡିଆରେ ବହୁତ ଅଧିକା ଭାଇରାଳ୍ ହେବାରେ ଲାଗିଛି, ଏକ ବିବାହିତ ମହିଳା ନିଜ ପ୍ରେମୀ ସହ ଚଳନ୍ତା ଟ୍ରେନରେ ଟୟଲେଟ୍ ସାମ୍ନାରେ ବିବାହ କରିନେଲେ , ପ୍ରେମୀ ନିଅ ପ୍ରେମିକାଙ୍କ ମୁଣ୍ତରେ ସିନ୍ଦୁର ଭରି କରି ନିଜ ସ୍ତ୍ରୀରୁପରେ ସ୍ୱୀକାର ବି କରିନେଲେ , ତେବେ ଆସନ୍ତୁ ଜାଣିବାପୁରା ମାମଲା ।

ଏହି ମାମଲା ବିହାରରୁ ଆସିଛି, ଯେଉଁଠି ଗୋଟେ ପ୍ରେମୀ ଯୁଗଳ ବହୁତ ଅନୋଖା ତରିକାରେ ବିବାହ କରିଥିଲେ, ଆପଣ ସମସ୍ତେ ବିବାହକୁ ନେଇକରି ବହୁତ୍ ଅଲଗା ଖବର ପଢିଥିବେ,  କିନ୍ତୁ ଏହି ପ୍ରକାରର କାହାଣି କେବେ ଶୁଣିନଥିବେ, ଆପଣଙ୍କୁ କହିଦେବୁ କି ବିହାରରେ ରହୁଥିବା ଜଣେ ଯୁବକ ଚଳନ୍ତା ଟ୍ରେନର ଭିତରେ ଟୟଲେଟ୍ ସାମ୍ନାରେ ଜଣେ ବିବାହିତ ମହିଳାଙ୍କୁ ବିବାହକଲେ , ଖବର ଅନୁସାରେ ଏମିତି କୁହାଯାଏ କି ମହିଳାଙ୍କ ନାଁ ଅନୁ କୁମାରୀ ଅଟେ ଓ ଯୁବକଙ୍କ ନାଁ ଆଶୁ କୁମାର ଅଟେ । ଖବର ଅନୁସାରେ ଏମିତି କୁହାଯାଇଛି କି ଏହି ଦୁହେଁ ଜଣେ ଅନ୍ୟ ଜଣଙ୍କୁ ବହୁତ ଭଲ ପାଉଥିଲେ,କିନ୍ତୁ ଝିଅର ପରିବାର ଲୋକେ ଦୁହେଁଙ୍କ ବିବାହ ପାଇଁ ରାଜି ହୋଇନଥିଲେ, ଯାହାପରେ ଝିଅ ବିବାହ କିରଣପୁର ଗାଁରେ ରହୁଥିବା ସହ କରାଇଦେଲେ , ଏହି ଝିଅ ସେହି ବ୍ୟକ୍ତିକୁ ନିଜ ସ୍ୱାମୀ ମାନିବାକୁ ମନା କରିଦେଲା, ଓ ବିବାହର ଗୋଟେ ଦିନପରେ ସେ ନିଜ ଶଶୁରଘର ଛାଡିକରି ସେଠାରୁ ଫେରାର୍ ହୋଇଗଲା ।

ମିଳିଥିବା ସୁଚନା ଅନୁସାରେ ଝିଅ ଯେବେ ଶଶୁରଘରରୁ ଫେରାର୍ ହେଲା ତେବେ ସେ ସେଠାରୁ ଯାଇକରି ନିଜ ପ୍ରେମୀକୁ ଦେଖାକଲା , ଓ ଝିଅ ନିଜ ସ୍ୱାମୀକୁ ଛାଡିକରି ପ୍ରେମୀ ସହ ବିବାହ କରିବାର ନିର୍ଣ୍ଣୟ ନେଲା , ଏମିତି କୁହାଯାଉଛି କି ଦୁହେଁ ସୁଲତାନଗଞ୍ଜ ଷ୍ଟେସନରେ ପହଞ୍ଚିଲେ , ଓ ବ୍ୟାଙ୍ଗାଲୋର୍ ଆଡକୁ ଯାଉଥିବା ଟ୍ରେନରେ ଚଢିଗଲେ,  ଖବର ଅନୁସାରେ ଏମିତି କୁହାଯାଉଛି କି ଯେବେ ଟ୍ରେନ୍ ରେ ଯୁବକ ଯୁବତୀ ପରସ୍ପର ଦେଖାହେଲେ ତେବେ ସେ ସେଠାରେ ବିବାହ କରିବାକୁ ନିଷ୍ପତି କଲେ,  ଟ୍ରେନର ଟୟଲେଟ୍ ସାମ୍ନାରେ ହିଁ ପ୍ରେମୀ ନିଜ ବିବାହିତ ପ୍ରେମିକାର ମୁଣ୍ତରେ ସିନ୍ଦୁର ଭରିଲା,  ଓ ନିଜ ସ୍ତ୍ରୀ ରୁପେ ସ୍ୱୀକାର କଲା , ଏହି ସମୟରେ କେହି ଜଣେ ତାଙ୍କର ଫଟୋ ଉଠାଇଦେଲା ଓ ସୋସିଆଲ୍ ମିଡିଆରେ ଏହାକୁ ସେୟର୍ କରିଦେଲା,  ଦେଖୁ ଦେଖୁ ଏହି ଫଟୋ ବହୁତ ଭାଇରାଳ୍ ହେଲା, ଏହି ଦୁହେଁ ଭାଇରାଳ୍ ଫଟୋ ଦେଖିକରି ଗାଁରେ ନାନାପ୍ରକାରର ଚର୍ଚ୍ଚା ହେଉଛି , ସୋସିଆଲ୍ ମିଡୀଆରେ ଯୁବକ ଯୁବତୀଙ୍କ ଫଟୋ ବହୁତ ଭାଇରାଳ୍ ହେବାରେ ଲାଗିଛି

Leave a Reply

Your email address will not be published. Required fields are marked *