June 22, 2025

Odia Express

Here, There and Everywhere

ନୂଆ ଓଡ଼ିଆ ନଟିଆ ହସକଥା – ଯେବେ ତୁମ ଉପରେ ରାଗ ଆସିଯାଏ , ତେବେ ତୁମେ ନିଜ ରାଗ କିପରି ବାହାରକର, ସ୍ତ୍ରୀ- ଟୟଲେଟ୍ ସଫା କରେ କାରଣ କହିଲେ ଏଭଳି କଥା ଯେ ସ୍ୱାମୀ ମୁଣ୍ଡରେ ହାତ ଦେଇକି ବସିଲେ..

1 min read

ହସିବା ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ହୋଇଥାଏ,  ଏଥିପାଇଁ ଆମେ ହସିବାର କିଛି ବି ମଉକା ଛାଡିବା କଥା ନୁହେଁ ଯେବେ ଆମେ ଖୁସି ରହିଥାଉ ତେବେ ଆମର ସ୍ୱାସ୍ଥ୍ୟ ଓ ଆମର ମାନସିକ ସ୍ୱାସ୍ଥ୍ୟ ବି ଏକଦମ୍ ମସ୍ତ ରୁହେ, ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଏହି ପୋଷ୍ଟରେ କିଛି ମଜାଦାର୍ ଚୁଟକୁଲା ନେଇକରି ଆସିଛୁ, ଯାହା ସୋସିଆଲ୍ ମିଡୀଆରେ ବହୁତ ଭାଇରାଲ୍ ହେଉଛି, ଆମେ ଆଶା କରୁଛୁ କି ଏହାକୁ ପଢିବାପରେ ଆପଣଙ୍କ ହସ ଅଟକିବ ନାହିଁ , ତେବେ ଆସନ୍ତୁ ଆରମ୍ଭ କରିବା ହସିବା ଓ ହସାଈବାର ମଜାଦାର୍ ସିଲସିଲା ।

୧) ଗୋଲୁ ମ୍ୟାଡ୍ୟାମ୍ ଙ୍କୁ – ମହିଳାଙ୍କ ଛୁଆ କିପରି ହୋଇଥାଏ , ମ୍ୟାଡାମ୍ ନିରିହ ହୋଇ ସାମ୍ନାକୁ ଆସିଲେ ଏହି ପ୍ରଶ୍ନର ଉତ୍ତର ଦେଲେ , ତୁମେ ବଡ ହୋଇଯାଅ ଓ ବିବାହ ହୋଇଗଲେ ତେବେ ରାତିରେ ପରି ଆସିଯିବ ତେବେ ତୁମର ଶୋଇଥିବା ସ୍ତ୍ରୀର କୋଳରେ ଏକ ଛୁଆ ଶୁଆଇକରି ଚାଲିଯିବ , ଗୋଲୁ- ତେବେ ସୁହାଗରାତ ସିଷ୍ଟମ ଶେଷ ହୋଇଗଲା, ମ୍ୟାଡାମ୍ ରାଗରେ –ଚାପୁଡା ଉପରେ ଚାପୁଡା ।

୨) କିଛି ବଦମାସ୍ ପିଲା କଲେଜର ବୋର୍ଡରେ ଲେଖିଦେଲେ, ୫୦ ପ୍ରତିଶତ ଝିଅମାନେ ବହୁତ ମୁର୍ଖ ହୋଇଥାନ୍ତି, ଝିଅମାନେ ଏହା ଦେଖିଲେ ତେବେ ତାଙ୍କୁ ବହୁତ ଖରାପ ଲାଗିଲା , ସେ କଲେଜରେ ହଙ୍ଗାମା କରିଦେଲେ,  କଲେଜ ପ୍ରବନ୍ଧନ ତୁରନ୍ତ ସେ ନୋଟିସ୍ କୁ ବାହାରକଲେ ଓ ସେହି ଜାଗାରେ ନୋଟିସ୍ ଲଗାଇଲେ , ୫୦ ପ୍ରତିଶତ ଝିଅ ମୁର୍ଖ ନଥାନ୍ତି ତେବେ ଯାଇକରି ଝିଅଙ୍କ ରାଗ ଶାନ୍ତ ହେଲା ।

୩) ପପୁ ଗପୁ କଥା ହେଉଥିଲେ , ପପୁ କହିଲା- ମୋର ବସ୍ ସମସ୍ତଙ୍କୁ ହଇରାଣ କରେ ତେବେ କାଲି ସଂନ୍ଧ୍ୟାକୁ ମୁଁ ତାର ଖାଲି ଟିଫିନ୍ ରେ ଚୁପରେ ଦୁଇଟି ଚକଲେଟ୍ ରଖିଦେଲି, ଓ ଏକ ଚିଠି ପକାଇଦେଲି, ପର୍ଚ୍ଚିରେ ଲେଖାଥିଲା- ଜାନୁ ଦୁହେଁ ତୁମେ ହିଁ ଖାଇବ , ସେହି ରାକ୍ଷାସୀକୁ ଦେବନି, ଆଜି ବସ୍ ଲଙ୍ଗଡାଇକରି ଅଫିସ୍ ଆସିଲେ , ଚେହେରା ଫୁଲିଥିଲା, ଓ ଆଖି ବି ଖୋଲିପାରୁନଥିଲେ ।

୪) ସାନ୍ତା ଗାଡି ଦ୍ରୁତ ଗତିରେ ଚଲାଇବା ଯୋଗୁଁ ଅଦାଲତ ନିଆଗଲା , ଜର୍ଜ ସାନ୍ତାକୁ- ଏହା ଏକ ଗଂମ୍ଭୀର ଅପରାଧ ଅଟେ ତୁମକୁ ଦଣ୍ତ କିମ୍ବା  ଜୋରିମାନା ଦେବାକୁ ହେବ , କିମ୍ବା ୩୦ ଦିନ ବା ୩ହଜାର ଟଙ୍କା, କୁହ କଣ ଏଥିରୁ ନେବ , ସାନ୍ତା- ଜର୍ଜ ସାର୍ ମୋତେ ଆପଣ ୩ ହଜାର ଟଙ୍କା ହିଁ ଦେଇଦିଅ ।

୫) ସାନ୍ତା ବାନ୍ତାକୁ- ଜଣାଅଛି, ଆଜି ମୁଁ ୮ ମିନିଟ୍ ରେ ୧୬ କିମି ଦୌଡିଥିଲି, ବାନ୍ତା- ଆରେ ବାଃ କିନ୍ତୁ କଣପାଇଁ , ସାନ୍ତା-ଦୁଃଖୀ ମନରେ- କିଛି ମୁର୍ଖ ଲୋକ କାରଣରୁ ଯେଉଁ କୁକୁର ପାଳନ୍ତି ତାଙ୍କୁ ବାନ୍ଧିକରି ରଖନ୍ତି ନାହିଁ ।

୬) ପଣ୍ତିତ- କୁଣ୍ତଳୀ ମିଳାଇଲେ ୩୬-୩୬ ଗୁଣ ମିଶିଗଲା, କିନ୍ତୁ- ପୁଅଘର ଲୋକ ମନା କରିଦେଲେ, ଝିଅଘର ଲୋକ ଆଶ୍ଚର୍ଯ୍ୟ ହୋଇପଚାରିଲେ,  ଯେବେ ସବୁ ଗୁଣ ମିଶୁଛି ତେବେ ମନା କଣ ପାଇଁ କରୁଛ ? ପୁଅଘର ଲୋକ- ହଁ ଆମର ପୁଅ ତ ବିଲକୁଲ୍ ଲଫଙ୍ଗା ଅଟେ , ଏବେ କଣ ବୋହୂ ସେହି ଜେଲ୍ କୁ ନେଇଯିବି ?

୭) ଥରେ ଏକ ମଶା ଆଉ ଏକ ମଶାକୁ କହେ, ସାଙ୍ଗ ତୁ ଏମିତି କଣ ଖାଉଛୁ ଦିନକୁ ଦିନ ତୋର ମାଂସପେଶୀ ହେଇଯାଉଛି, ପ୍ରଥମ ମଶା କହିଲା- କିଛି ନାହିଁ ସାଙ୍ଗ ସାମ୍ନାବାଲା ଘରକୁ ଏକ ବ୍ୟକ୍ତି ଆସିଛି, ଯିଏ ସବୁଦିନ ଜିମ୍ ଯାଉଛି, ଓ ପ୍ରୋଟିନ୍ ସେକ୍ ପିଉଛି । ସେହି ଜିମ୍ ଯାଉ ଯାଉ ୨ ବର୍ଷ ହୋଇଯାଈଛି ତାର ତ ବଡି ହୋଇପାରିଲା ନାହିଁ କିନ୍ତୁ ତାର ରକ୍ତ ଶୋଷି ଶୋଷି ମୋର ବଡି ନିଶ୍ଚିତ ହୋଇଯାଇଚି ।

୮) ଏକ ଚାଲାକ୍ ମହିଳା ପ୍ରଥମଥର ସ୍କୁଟି ଚଲାଇକରି ପେଟ୍ରୋଲ୍ ପମ୍ପକୁ ଗଲା, ମହିଳା- ଭାଇ ପେଟ୍ରେଲ୍ କେତେ ଲିଟର ଅଟେ ? ପପୁ- ମ୍ୟାଡାମ୍-୭୩ ଟଙ୍କା, ମହିଳା- ଠିକ୍ ଠାକ୍ କୁହ ପାଖ ଲୋକ ୬୫ ଟଙ୍କାରେ ଦେଉଛି, ପପୁ ରାଗରେ- ମ୍ୟାଡାମ୍- ସେ ଡିଜେଲ୍ ମେସିନ୍ ଅଟେ ।

୯) ପପୁ ନିଜ ସ୍ତ୍ରୀକୁ –ଯେବେ ତୁମ ଉପରେ ରାଗ ଆସିଯାଏ , ତେବେ ତୁମେ ନିଜ ରାଗ କିପରି ବାହାରକର, ସ୍ତ୍ରୀ- ଟୟଲେଟ୍ ସଫା କରି, ପପୁ- ହା ହା ହା , ସେଥିରେ କଣ ଫରକ ପଡେ  ? ସ୍ତ୍ରୀ-ହା ହା ହା, ଫର୍କ ପଡିଥାଏ , କାରଣ ଟୟଲେଟ୍ ରେ ତୁମର ଟୁଥବ୍ରଶ୍ ରେ ସଫା କରେ ।

୧୦) ସାନ୍ତା- ଭଗବାନଙ୍କୁ ପ୍ରାର୍ଥନା କଲା, ହେ ଭଗବାନ ମୋତେ ଏକ ପଇସା ଭରା ବ୍ୟାଗ୍, ଏକ ଚାକିରି ଓ ଏକ ବଡ ବାହାନ ଯେଉଁଥିରେ ଝିଅ ଭରି ହୋଇଥିବେ ତ ଦେଇଦିଅ, ଭଗବାନ ତଥାସ୍ତୁ, ଦ୍ୱିତୀୟ ଦିନ ସାନ୍ତା- ଗାର୍ଲସ୍ କଲେଜର ବସ୍ କଣ୍ତକ୍ଟର ହୋଇଗଲା

Leave a Reply

Your email address will not be published. Required fields are marked *