June 27, 2025

Odia Express

Here, There and Everywhere

ସବୁଠାରୁ ଅଧିକ ରୋମାଣ୍ଟିକ ହୋଇଥାନ୍ତି ଏହି ୬ଟି ନାମର ଝିଅ ମାନେ – ଜାଣିରଖନ୍ତୁ ଏହି ନାମ ଗୁଡିକ କିଏ ଅଟନ୍ତି..

1 min read

ସାଙ୍ଗମାନେ ଆଜିର ଏହି ଆର୍ଟିକିଲରେ ଆମେ ଜାଣିବା ସବୁଠାରୁ ଅଧିକ ରୋମାଣ୍ଟିକ ହୋଇଥାନ୍ତି ଏହି ୬ଟି ନାମର ଝିଅମାନେ।ଜୀବନରେ ପ୍ରେମ ଏକ ବହୁତ ସୁନ୍ଦର ଅନୁଭବ ଅଟେ।ପ୍ରେମର ଅନେକ ଅର୍ଥ ଅଛି।କିନ୍ତୁ ଏହି ସବୁ ମଧ୍ୟରୁ ଆପଣଙ୍କର ସବୁଠାରୁ ଭଲ ସମ୍ପର୍କ ଥାଏ ଆପଣଙ୍କ ଜୀବନ ସାଥି ସହିତ।ଏହା କୁହାଯାଇଥାଏ ଯେ ପ୍ରେମରେ ପଡିବା ପରେ ଝିଅମାନେ ଆହୁରି ଅଧିକ ସୁନ୍ଦର ହୋଇଯାଇଥାନ୍ତି ଏବଂ ପ୍ରତ୍ୟେକ କଥରେ ନିଜ ସାଥି ସହିତ ପ୍ରେମ ଯତେଇଥାନ୍ତି।

ଆଜି ଆମେ ଆପଣଙ୍କୁ କିଛି ଏପରି ନାମର ଝିଅମାନଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯେଉଁମାନେ ବହୁତ ଅଧିକ ରୋମାଣ୍ଟିକ ହୋଇଥାନ୍ତି।ଏବଂ ଏମାନେ ନିଜ ଜୀବନସାଥି ସହିତ ପ୍ରେମ ଯତେଇବାରେ କୌଣସି ସୁଯୋଗ ଛାଡିନଥାନ୍ତି।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା କେଉଁ ନାମର ଝିଅମାନେ ହୋଇଥାନ୍ତି ସବୁଠାରୁ ଅଧିକ ରୋମାଣ୍ଟିକ।

ପ୍ରଥମ:- A ନାମର ଝିଅମାନେ।ଜୋତିଶ ଶାସ୍ତ୍ର ଅନୁସାରେ A ଅକ୍ଷର ନାମରୁ ଆରମ୍ଭ ହେଉଥିବା ଝିଅମାନେ ସଫା ହୃଦୟର ହେବା ସହିତ ଅନ୍ୟମାନଙ୍କ ତୁଳନାରେ ବହୁତ ଅଧିକ ରୋମାଣ୍ଟିକ ମଧ୍ୟ ହୋଇଥାନ୍ତି।ଏମାନେ ନିଜ ପାଟନରକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି।ଏହି ନାମର ଝିଅମାନେ ନିଜ ଜୀବନ ସାଥିଙ୍କ ହୃଦୟ ଜିତିବା ଏବଂ ତାଙ୍କୁ ଖୁସି କରିବାରେ କୌଣସି ସୁଯୋଗ ଛାଡି ନଥାନ୍ତି।ଏବଂ ଏହା ସହିତ ସେମାନେ ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ରୋମାଣ୍ଟିକ ଅନ୍ଦାଜରେ ବଞ୍ଚିବା ପସନ୍ଦ କରିଥାନ୍ତି।

ଦ୍ୱିତୀୟ:- L ନାମର ଝିଅମାନେ।ଯେଉଁ ଝିଅଙ୍କ ନାମ L ଅକ୍ଷରରୁ ଆରମ୍ଭ ହୋଇଥାଏ ଜୋତିଶ ଶାସ୍ତ୍ର ଅନୁସାରେ ସେମାନଙ୍କ ଜୀବନରେ ପ୍ରେମ ଏକ ମୁଖ୍ୟ ଭୂମିକା ନିର୍ଦ୍ଧାରଣ କରିଥାଏ।ଏମାନେ ନିଜ ପ୍ରେମ ପାଇଁ କିଛିଭି କରିବାକୁ ପ୍ରସ୍ତୁତ ଥାନ୍ତି।ଏମାନେ ପ୍ରତ୍ୟକ ଜିନିଷକୁ ଭଲ ଭାବରେ ଭାବିଥାନ୍ତି ଏବଂ ନିଜ ସମ୍ପର୍କକୁ ଠିକ ଭାବରେ ନିଭେଇଥାନ୍ତି।ଏମାନେ ନିଜ ସହିତ ଯୋଡିହୋଇଥିବା ଲୋକମାନଙ୍କୁ ଦୁଃଖୀ ଏବଂ ରାଗିବାର ଦେଖିପାରିନଥାନ୍ତି।

ତୃତୀୟ:- N ନାମର ଝିଅମାନେ।ଜୋତିଶ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କ ନାମ N ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସର୍ବଦା ଅନ୍ୟର ସାହାଯ୍ୟ କରିବାରେ ଆଗରେ ରହିଥାନ୍ତି।ଏହା ଏମାନଙ୍କ ସ୍ୱଭାବର ଏକ ଭଲ ଗୁଣ ଅଟେ।ପ୍ରେମ ମାମଲାରେ ସଫା ହୋଇଥାନ୍ତି ଏବଂ ହୃଦୟରୁ ଭାବିଥାନ୍ତି।ମନାଯାଇଥାଏ ଏମାନେ ନିଜ ପ୍ରେମ ଜୀବନରେ ବହୁତ ରୋମାଣ୍ଟିକ ହୋଇଥାନ୍ତି।ଜୀବନର ଛୋଟ ବଡ଼ ମୁହୂର୍ତ୍ତକୁ ଖୋଲିକି ବଞ୍ଚିବାକୁ ପସନ୍ଦ କରିଥାନ୍ତି।

ଚତୁର୍ଥ :-S ନାମର ଝିଅ ମାନେ।ଜୋତିଶ ଶାସ୍ତ୍ର ଅନୁସାରେ ଯେଉଁ ଝିଅଙ୍କ ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ମଧ୍ୟ ବହୁତ ରୋମାଣ୍ଟିକ ହୋଇଥାନ୍ତି।ସେମାନେ ନିଜ ଜୀବନସାଥୀକୁ ଖୁସି କରିବା ପାଇଁ ନୂଆ ନୂଆ ଉପାୟ ଖୋଜିଥାନ୍ତି।ଏମାନେ ଯାହାଙ୍କୁ ପ୍ରେମ କରିଥାନ୍ତି ଜୀବନ ଭର ତାଙ୍କ ସାଥିରେ ରହିଥାନ୍ତି।ଯାହାକୁ ଏମାନେ ଜୀବନସାଥି ଭାବରେ ବାଛିଥାନ୍ତି ସେମାନେ ବଡ଼ ଭାଗ୍ୟବାନ ହୋଇଥାନ୍ତି।

ପଞ୍ଚମ:- R ନାମର ଝିଅମାନେ।ଜୋତିଶ ଅନୁସାରେ R ନାମ ଥିବା ଝିଅମାନେ ମଧ୍ୟ ରୋମାଣ୍ଟିକ ହୋଇଥାନ୍ତି ଏମାନେ ଜୀବନକୁ ଖୋଲିକି ବଞ୍ଚିବାରେ ବିଶ୍ୱାସ ରଖିଥାନ୍ତି।ଏମାନେ ନିଜ ଜୀବନ ସାଥିକୁ ସର୍ବଦା ଖୁସିରେ ରଖିଥାନ୍ତି।ଏମାନେ ସଫା ହୃଦୟର ହୋଇଥାନ୍ତି।ସାଥିକୁ କେବେହେଲେ ଧୋକା ଦେଇନଥାନ୍ତି।

ଷଷ୍ଠ:- P ନାମର ଝିଅମାନେ।ଜୋତିଶ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସାଥି ସହ ସର୍ଵଦା ରୋମାଣ୍ଟିକ ମୁଡ଼ରେ ରହିଥାନ୍ତି।ଏମାନେ ନିଜ ସାଥିକୁ ସବୁ ଦିଗରୁ ସୁରକ୍ଷା କରିବା ଯୁକ୍ତ ହୋଇଥାନ୍ତି।ଏମାନେ ନିଜ ସାଥିକୁ ପ୍ରେମ କରିବା ସହିତ ଖୋଲିକି ପ୍ରେମ କଥା ଜଣାଇ ମଧ୍ୟ ଥାନ୍ତି।

Leave a Reply

Your email address will not be published. Required fields are marked *