December 27, 2024

Odia Express

Here, There and Everywhere

ଯଦି ମୁହଁରୁ ଦୁର୍ଗନ୍ଧ ଆସୁଚି ତ ଏହି ଉପାୟକୁ ନିଶ୍ଚିତ ପ୍ରୟୋଗ କରନ୍ତୁ – ଥରକରେ ମିଳିବ ସୁଫଳ..

ସାଙ୍ଗ ମାନେ ଯେତେବେଳେ ଆମ ଦାନ୍ତ ସଢି ଯାଇଥାଏ, ତ ଖାଇବା ସମୟ ରେ ଆପଣଙ୍କ ଦାନ୍ତ ଭିତରେ ଜମିଥିବା ବ୍ୟାକ୍ଟେରିଆ ଆମ ପେଟ ଭିତରକୁ ଚାଲି ଯାଇଥାନ୍ତି ଓ ପେଟ ଭିତରେ ବିଭିନ୍ନ ପ୍ରକାର ର ସମସ୍ୟା ସୃଷ୍ଟି କରିଥାନ୍ତି ଓ ଆମ୍ଭ ମାନଙ୍କୁ ରୋଗ ରେ ପକାନ୍ତି।ଆଉ ଯଦି ଆମ ପାଖରେ ଅସନା ହଳଦିଆ ଦାନ୍ତ ଥିବ ତ ସମସ୍ତଙ୍କ ସାମ୍ନା ରେ ଆମକୁ କଥା କହିବାକୁ ଖରାପ ଲାଗି ଥାଏ ଓ ବିଭିନ୍ନ ପ୍ରକାର ର ସମସ୍ୟା ସୃଷ୍ଟି ହୁଏ। ଆମ ମାନଙ୍କୁ ଅନ୍ୟ ମାନଙ୍କ ପାଖରେ ଛିଡ଼ା ହେବା ପାଇଁ ମଧ୍ୟ ଇଚ୍ଛା ହୋଇ ନ ଥାଏ।ଏହା ଆମ ର ନିତି ଦିନିଆ ଜୀବନ ଉପରେ ପ୍ରଭାବ ପକାଇଥାଏ । ଆମେ ସମସ୍ତେ ଏହି ସମସ୍ୟା ରୁ ମୁକୁଳିବା ପାଇଁ ଚାହୁଁ ଥାଉ କିନ୍ତୁ ଉପଯୁକ୍ତ ମାର୍ଗ ପାଇ ନଥାଉ।ଆଜି ମୁଁ ଆପଣଙ୍କୁ ଏହି ସମସ୍ୟାର ଉପାୟ କହିବି।

ଆପଣଙ୍କୁ ଏହି ଘରୋଇ ଉପାୟ ଆପଣେଇ ବା ଲାଗି ପ୍ରଥମ ଜିନିଷ ଦରକାର ଯେପରି କି ହଳଦୀ ,ହଳଦୀ ଆମ ଅସନା ଦାନ୍ତ କୁ ପରିଷ୍କାର କରିବାରେ ବିଶେଷ ଭୂମିକା ବହନ କରିଥାଏ।ଏଥିରେ ପ୍ରଚୁର ମାତ୍ରା ରେ ବ୍ୟାକ୍ଟେରିଆ ମାରିବାର କ୍ଷମତା ଥାଏ।ଏଥିପାଇଁ ଆମକୁ ୧ ଚାମଚ୍ ହଳଦୀ ନେବାକୁ ପଡ଼ିବ।

ଦ୍ଵିତୀୟ ଜିନିଷ ଭାବେ ଆପଣ ଙ୍କୁ ନେବାକୁ ପଡ଼ିବ ଅଦା କାରଣ ଅଦା ରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଥାଏ,ଯାହା ଆମ ଦାନ୍ତ ଭିତରୁ ବ୍ୟାକ୍ଟେରିଆ ମାନଙ୍କୁ ମାରିଥାଏ ଓ ଦାନ୍ତ ସଫା କରିବାରେ ସହାୟକ ହୋଇଥାଏ। ତ୍ ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଯେ ମାତ୍ର ଗୋଟିଏ ଛୋଟ ଖଣ୍ଡ ଅଦା ନେବେ ଓ ତାର ଚୋପା ଛଡାଇ ଦେବେ ଏହାକୁ ପେଷ୍ଟ କରି ଆପଣ ମାନେ ହଳଦୀ ସହିତ ମିଶାଇ ଦେବେ।ତା ପରେ ଆପଣ ମାନେ ନେବେ ଲେମ୍ବୁ ,ଲେମ୍ବୁ ରେ ସାଇଟ୍ରିକ ଏସିଡ ଥାଏ,ଯାହା ଆମକୁ ଅପରିଷ୍କାର ଦାନ୍ତ କୁ ସଫା କରିବାରେ ସାହାଯ୍ୟ କରି ଥାଏ।

ଆପଣ ମାନେ ଏକ ଅଧ କଟା ଲେମ୍ବୁ ରସ କୁ ତା ସହ ମିଶାଇ ଦେବେ ଓ ତା ପରେ ତାକୁ ଭଲ ଭାବେ ଗୋଳାଇ ଦେବେ ,ଯେତେ ଆପଣ ଅଦା କୁ ଭଲ ଭାବରେ ପେଶିବେ ଆପଣଙ୍କ ପେଷ୍ଟ ସେତେ ପତଳା ହେବ।ସାଙ୍ଗ ମାନେ ହଳଦୀ ର ପ୍ରୟୋଗ ବହୁ ପୂର୍ବରୁ ଦାନ୍ତ ର ସଫା ପାଇଁ ପ୍ରୟୋଗ କରାଯାଉଛି। ଏହା ସମ୍ପୂର୍ଣ୍ଣ ଭାବେ ଆୟୁର୍ବେଦିକ ଅଟେ।ଏହା ଖୁବ୍ ପ୍ରଭାବ ଶାଳୀ ଏତେ। ତ ସେସବୁକୁ ଭଲ ଭାବେ ମିଶାଇ ଦେବା ପରେ ଆପଣଙ୍କ ଟୁଥ ବ୍ରସ୍ ରେ ତାକୁ ଲଗାଇ ଭଲ ଭାବେ ଘଷିବେ । ସପ୍ତାହ କୁ ୩ ଦିନ ଏହିପରି ଭାବେ କଲେ ଆପଣଙ୍କ ଦାନ୍ତ ଧଳା ଓ ସଫା ହୋଇଯିବ।ଏହାକୁ ନିୟମିତ ଭାବେ ପ୍ରୟୋଗ କଲେ ଆପଣଙ୍କୁ ନିଶ୍ଚିତ ଭାବେ ଭଲ ଫଳ ମିଳିବ।

Leave a Reply

Your email address will not be published. Required fields are marked *