IAS ଇଣ୍ଟରଭ୍ୟୁର ପ୍ରଶ୍ନ- କେଉଁ ଗ୍ରହ ଉପରେ ସୁର୍ଯ୍ୟ ପଶ୍ଚିମରୁ ବାହାରିଥାଏ, ଓ ପୁର୍ବରେ ବୁଡିଯାଏ ?ଉତ୍ତର ଦେବାରେ ୯୦ ପ୍ରତିଶତ ଲୋକ ଫେଲ ଅଟନ୍ତି..
1 min readଆଜିର ଏହି ବର୍ତ୍ତମାନ ସମୟରେ ଆମ ଦେଶରେ ଅଧିକାଂଶ ଯୁବାଙ୍କ ଏହି ସ୍ୱପ୍ନ ହୋଇଥିବ , ସେ ପାଠଶାଠ ପଢିକରି ଆଇଏଏସ୍, ଆଇପିଏସ୍ ଅଫିସର୍ ହେବା ଓ ନିଜ ଦେଶ ସହ ନିଜ ପରିବାର ଲୋକଙ୍କ ନାଁ ଉଜ୍ଜଳ କରିପାରିବ, ସେମିତି ଆଇଏଏସ୍ ଓ ଆଇପିଏସ୍ ଅଫିସର୍ ହେବାପାଇଁ ୟୁପିଏସ୍ ସି ପରୀକ୍ଷା ପାସ୍ କରିବାକୁ ପଡିଥାଏ, ଯାହା ଦେଶର ସବୁଠାରୁ କଠିନ୍ ପରିକ୍ଷାରୁ ଗୋଟେ ହୋଇଥାଏ , ଓ ଏହି ବର୍ଷ ୟୁପିଏସ୍ ସି ପରୀକ୍ଷାକୁ କ୍ଲିଅର୍ କରିବାପାଇଁ ଲକ୍ଷାଧିକ ଯୁବା ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରନ୍ତି, ୟୁପିଏସ୍ ସି ପରୀକ୍ଷାରେ ପ୍ରୀ ଓ ମେନ୍ସ କ୍ଲିଅର୍ କରିବାପରେ ପରିକ୍ଷାର୍ଥୀଙ୍କୁ ଇଣ୍ଟରଭ୍ୟୁ ରାଉଣ୍ତ ପାଇଁ ମନୋନିତ କରାଯାଏ , ଯେଉଁଠି ଏହି ଷ୍ଟେଜ୍ ବହୁତ କଠିନ୍ ହୋଇଥାଏ, ଓ ଏହି ଇଣ୍ଟରଭ୍ୟୁ କ୍ଲିଅର୍ ହେବାପରେ କ୍ୟାଣ୍ତିଡେଟ୍ ର ଫାଇନାଲ୍ ସିଲେକ୍ସନ୍ ହୋଇଥାଏ । ସେମିତି ଆଇଏଏସ୍ ର ଏହି ଇଣ୍ଟରଭ୍ୟୁରେ ବହୁତ ଅଜବଧରଣର ଟ୍ରିକି ପ୍ରଶ୍ନ ପଚାରିଯାଇଥାଏ, ଯାହା ଦିମାଗ ଘୁମାଇଦେଇଥାଏ, ଆଜି ଆମେ ଏହି ଲେଖ ମାଧ୍ୟମରେ କିଛି ଏମିତି ପ୍ରଶ୍ନ ନେଇକରି ଆସିଛୁ ଯାହା ବହୁତ ମହତ୍ତ୍ୱପୁର୍ଣ୍ଣ ହୋଇଥାଏ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଓ ତାହାର ଉତ୍ତର ଗୁଡୀକ ।
୧) ରବିନ୍ଦ୍ରନାଥ ଟାଗୋର୍ ଭାରତର ରାଷ୍ଟ୍ରିୟ ଗୀତ ଛଡା ଆଉ କେଉଁ ଦେଶର ରାଷ୍ଟ୍ରୀୟ ଗୀତ ଲେଖିଛନ୍ତି ?
ଉତ୍ତର- ବାଙ୍ଗଲାଦେଶ
୨) ୧୧୯ କେଉଁ ବୃହତ ମନ୍ଦିରର ପ୍ରାରମ୍ବିକ କଳ୍ପନା ତଥା ନିର୍ମାଣ ସୁର୍ଯ୍ୟବର୍ମନ ଦ୍ୱିତୀୟ ରାଜ୍ୟ କାଳରେ ହୋଇଥିଲା ।?
ଉତ୍ତତ- ଅଙ୍କୋଟବାଟ ମନ୍ଦିର ।
୩) ଭାରତର ଅନ୍ତିମ ମୋଗଲ ସମ୍ରାଟ ବାହାଦୁରଶାହ୍ ଜଫର୍ (ଦ୍ୱିତୀୟ)ଙ୍କ ମକବରା କେଉଁଠି ଅଛି ?
ଉତ୍ତର- ରଙ୍ଗୁନ୍ (ୟଂଗୁନ୍) ମିଆଁମାର୍
୪) ଆଗ୍ରାରେ ଜାମା ମସଜିଦ୍ ନିର୍ମାଣ କିଏ କରିଥିଲେ ?
ଉତ୍ତର- ଶେହଜାଦୀ ଜାହାଁନାରା ବେଗମ୍ ।
୫) ସ୍ୱତନ୍ତ୍ରତା ସେନାନୀ ଡାକ୍ତର ଭୋଗରାଜୁ ପଟ୍ଟାଭି ସିତାରାମୟା ଦ୍ୱାରା ସ୍ଥାପିତ ବ୍ୟାଙ୍କ୍ କେଉଁଟା ଅଟେ ?
ଉତ୍ତର- ଆନ୍ଦ୍ରା ବ୍ୟାଙ୍କ୍
୬) ରାଜକୋଷୀୟ ଘାଟା ର କଣ ତାର୍ପର୍ଯ୍ୟ ଅଟେ ?
ଉତ୍ତର- ବଜଟିୟ ଘାଟାର ଯୋଗ ଓ ସରକାରର ବଜାର ତ୍ରୁଣ ତଥା ଦାୟିତ୍ୱ ।
୭) ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଯେଉଁ ବ୍ୟାଙ୍କ୍ ମାଧ୍ୟମରୁ ଭାରତୀୟ ବିଦେଶ ବ୍ୟାପାର ବିତ୍ତ ପୋଷଣ କରିବାପାଇଁ ସାହାଯ୍ୟ କରିଥାଏ , ଉତ୍ତର- ଏକ୍ସିଜିମ୍ ବ୍ୟାଙ୍କ୍
୮)ଚାହା ପିଇବାପରେ ଆମେ ପାଣି କଣପାଇଁ ପିଇବା ଉଚିତ୍ ନୁହେଁ ?
ଉତ୍ତର- ଚାହା ପିଇବାପରେ ପାଣି ପିଇବାପରେ ପାଚନ ଖରାପ ହୋଇଯାଏ , ଦ୍ୱିତୀୟଟି ହେଲା ଦାନ୍ତରେ ପାଇରିଆ ରୋଗ ହେବାର ସଂମ୍ଭାବନା ବଢିଯାଏ , ଓ ଏହା ଛଡା ପେଟ ଖରାପ ହୋଇଯାଏ ।
୯) ସାର୍ସ କଣ ଅଟେ ? ଉତ୍ତର- ବିଷାଣୁ ଦ୍ୱାରା ବ୍ୟାପୁଥିବା ରୋଗ
୧୦) ଏମିତି କେଉଁ ପ୍ରାଣି ଅଟେ ଯିଏ ନରରୁ ମାତା ହୋଇଯାଏ ?ଉତ୍ତର-ଅକ୍ଟୋପସ୍ ଓ ଝିଟିପିଟି ।
୧୧) ଏମିତି କେଉଁ ପ୍ରାଣି ଅଛି ଯିଏ କେବେ ପାଣି ପିଏନାହିଁ?ଉତ୍ତର- ମୁଷା ଓ କଙ୍ଗାରୁ ।
୧୨) ଡିଜେ ର ଫୁଲ୍ ଫର୍ମ କଣ ଅଟେ ? ଉତ୍ତର- ଡିସ୍କ ଜକି ଅଟେ, ଯାହାକୁ ରେକର୍ଡ ସଂଯୋଜିତ କରିବା ମଧ୍ୟ କୁହାଯାଏ ।
୧୩) ଏମିତି କେଉଁ ଦେଶ ଅଛି ଯାହା ଭାରତ ସହ ଲମ୍ବା ସୀମା ହୋଇଥାଏ ? ଉତ୍ତର- ବାଙ୍ଗଲାଦେଶ ଭାରତର ଲମ୍ବା ସୀମା ନିର୍ଦ୍ଧାରଣ କରେ ଯାହା ୪୦୯୬ କିଲୋମିଟର ଅଟେ ।
୧୪) ଏମିତି କେଉଁ ଗଛ ଅଛି ଯାହା ଉପରେ ଆମେ ଚଢିପାରିବାନାହିଁ ?ଉତ୍ତର- କଦଳି
୧୫) ପୁରା ଦୁନିଆଁରେ କେଉଁ ଏମିତି ଦେଶ ଅଛି ଯେଉଁଠି ଚାଷ ହୋଇନଥାଏ, ଉତ୍ତର- ପୁରା ଦୁନିଆଁରେ ଏମିତି ସିଙ୍ଗାପୁର୍ ଏମିତି ଏକ ଦେଶ ଯେଉଁଠି କେବେ ଚାଷ ହୋଇନଥାଏ ।
୧୬) କେଉଁ ଗ୍ରହ ଉପରେ ସୁର୍ଯ୍ୟ ପଶ୍ଚିମରୁ ବାହାରିଥାଏ, ଓ ପୁର୍ବରେ ବୁଡିଯାଏ , ଉତ୍ତର- ସୂର୍ଯ୍ୟମଣ୍ତଳର ଅରୁଣ ମାନେ ୟୁରେନେସ୍ ଗ୍ରହ ସୂର୍ଯ୍ୟ ପଶ୍ଚିମରୁ ବାହାରିଥାଏ ଓ ପୁର୍ବରୁ ବୁଡିଯାଏ ।