December 26, 2024

Odia Express

Here, There and Everywhere

ବାଛନ୍ତୁ କେଉଁ ଗୋଟିଏ ରଙ୍ଗ ଓ ଜାଣନ୍ତୁ ଆପଣଙ୍କ ଲଭର ବିଷୟରେ କିଛି ତଥ୍ୟ – ଏବେ ଥରେ ପଢିଦେଖନ୍ତୁ..

1 min read

ବାଛନ୍ତୁ କେଉଁ ଗୋଟିଏ ଜାଣନ୍ତୁ ଆଉ ଜାଣନ୍ତୁ ଭଲ ପାଇବାରେ କଣ ମିଳିବ?କୁହାଯାଏ କି ବ୍ୟକ୍ତିର ପସନ୍ଦ ନା ପସନ୍ଦ ତାର ସ୍ୱଭାବର ଆଇନା ହୋଇଥାଏ।କାହାର ଚଏସ ତାର ଜୀବନ ଓ ସ୍ଵଭାବ ସହିତ ଜଡିତ କିଛି ଲୁଚିଥିବା ରହସ୍ୟ ବିଷୟରେ କହିଥାଏ।ଆଜି ଏଠାରେ ମୁ ଆପଣଙ୍କୁ ମଜାଦାର ଛବି କୁଇଜ ଗେମ ଦେଇଛି।ଏଇଟା କେବଳ ଏକ କୌତୁହଳପୂର୍ଣ୍ଣ ମଜାଦାର ଗେମ। ମୁଁ ଏଠାରେ ଆପଣଙ୍କୁ ପାଞ୍ଚୋଟି ଅଲଗା ଅଲଗା ପ୍ରକାର କଲର ଦେଖାଇବି ଯେଉଁଥିରୁ ଆପଣ ନିଜ ପସନ୍ଦର ଗୋଟିଏ କଲର ବାଛିବେ।ଏଥିପାଇଁ ଆପଣଙ୍କୁ ପାଞ୍ଚ ସେକେଣ୍ଡ ସମୟ ଦିଆଯିବ। ତା ପରେ ଆପଣ ବାଛିଥିବା କଲର ଅନୁସାରେ ଆପଣଙ୍କୁ କଣ ମିଳିବ ତାହା କହିବି।

ରଙ୍ଗ ନଂ ୧:-ସବୁଠୁ ପ୍ରଥମେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ପ୍ରଥମ ରଙ୍ଗ ବାଛିଛନ୍ତି।ଯଦି ଆପଣ ବାଛିଛନ୍ତି ପ୍ରଥମ ରଙ୍ଗ ତ ଆପଣଙ୍କୁ ଆପଣଙ୍କ ଲଭର ବା ପାର୍ଟନର କୌଣସି ପାର୍କରେ ମିଳିପାରନ୍ତି।ଆପଣକଂ ପାର୍ଟନର ଆପଣଙ୍କୁ ବହୁତ ଲାଇକ କରନ୍ତି କାରଣ ତାଙ୍କୁ ଆପଣଙ୍କ ବିଶ୍ଵସ୍ତ ଭାବ ଓ ଦାୟିତ୍ଵ ଭାବ ବହୁତ ପସନ୍ଦ ହୋଇଥାଏ ଓ ତାଙ୍କ ପାଇଁ ଆପଣ ବହୁତ ଭଲ ଅଟନ୍ତି।

ରଙ୍ଗ ନଂ ୨:-ଏହାପରେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ଦ୍ଵିତୀୟ ରଙ୍ଗ ବାଛିଛନ୍ତି।ଯଦି ଆପଣ ବାଛିଛନ୍ତି ଦ୍ଵିତୀୟ ରଙ୍ଗ ତ ଆପଣଙ୍କୁ ଆପଣଙ୍କ ଲଭର ବା ପାର୍ଟନର କଲେଜରେ ମିଳିପାରନ୍ତି।ଆପଣଙ୍କୁ ଆପଣକଂ ଲଭର ବହୁତ ଭଲ ପାଆନ୍ତି।ସେ ସର୍ବଦା ତାଙ୍କ ହୃଦୟରେ ଆପଣଙ୍କୁ ରଖିଥାନ୍ତି। କାରଣ ତାଙ୍କୁ ଆପଣଙ୍କ ସୁନ୍ଦରତା ବହୁତ ପସନ୍ଦ ହୋଇଥାଏ।

ରଙ୍ଗ ନଂ ୩:- ଏବେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ତୃତୀୟ ରଙ୍ଗ ବାଛିଛନ୍ତି। ଯଦି ଆପଣ ବାଛିଛନ୍ତି ତୃତୀୟ ରଙ୍ଗ ତ ଆପଣଙ୍କୁ ଆପଣଙ୍କ ଲଭର ବା ପାର୍ଟନର କୌଣସି ଟୁରରେ ମିଳିପାରନ୍ତି।ଆପଣଙ୍କୁ ସେ ବହୁତ ଲାଇକ କରନ୍ତି।ସେ ତାଙ୍କ ହୃଦୟରେ ଆପଣଙ୍କୁ ସବୁବେଳେ ରଖିଥାନ୍ତି।କାରଣ ତାଙ୍କୁ ଆପଣଙ୍କ ସ୍ଵଭାବ ଓ ବ୍ୟବହାର ବହୁତ ପସନ୍ଦ ଆସିଥାଏ।

ରଙ୍ଗ ନଂ ୪:-ଏବେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ଚତୁର୍ଥ ରଙ୍ଗ ବାଛିଛନ୍ତି। ଯଦି ଆପଣ ବାଛିଛନ୍ତି ଚତୁର୍ଥ ରଙ୍ଗ ତ ଆପଣଙ୍କୁ ଆପଣଙ୍କ ଲଭର ବା ପାର୍ଟନର କୌଣସି ମ୍ୟାରେଜରେ ମିଳିପାରନ୍ତି।ଆପଣଙ୍କ ସ୍ଵଭାବ ଓ ବ୍ୟବହାର ତାଙ୍କୁ ବହୁତ ପସନ୍ଦ ଆସିଥାଏ। ତା ସାଥିରେ ଆପଣଂକ ଖୋଲା ବିଚାର ତାଙ୍କୁ ବହୁତ ଇମ୍ପ୍ରେସ କରିଥାଏ।

ରଙ୍ଗ ନଂ ୫:-ଏବେ କଥା ହେବା ସେମାନଙ୍କ ବିଷୟରେ ଯେଉଁ ମାନେ ଚତୁର୍ଥ ରଙ୍ଗ ବାଛିଛନ୍ତି। ଯଦି ଆପଣ ବାଛିଛନ୍ତି ପଞ୍ଚମ ରଙ୍ଗ ତ ଆପଣଙ୍କୁ ଆପଣଙ୍କ ଲଭର ବା ପାର୍ଟନର ଆପଣଙ୍କ ଅଫିସରେ ମିଳିପାରନ୍ତି।ସେ ଆପଣଙ୍କ ପ୍ରତି ପୁରା ସମର୍ପିତ ଅଟନ୍ତି।

Leave a Reply

Your email address will not be published. Required fields are marked *