December 27, 2024

Odia Express

Here, There and Everywhere

ଏହି ପାଞ୍ଚୋଟି ଜିନିଷ ଭୁଲରେ ହେଲେ ମଧ୍ୟ କାହାକୁ ଦିଅନ୍ତୁ ନାହିଁ – ଆଜି ଜାଣିରଖନ୍ତୁ ନହେଲେ ଅସୁବିଧା ରେ ପଡିପାରନ୍ତି ଆପଣ..

ବନ୍ଧୁଗଣ।ଭାଗବାନ ଶିଵ କୁହନ୍ତି ଯଦି ଆପଣ ଏହି ପାଞ୍ଚଟି ଜିନିଷର ଦାନ କାହାକୁ କରିଦିଅନ୍ତି କିମ୍ବା ଏହି ପାଞ୍ଚଟି ଜିନିଷ ଭୁଲ ବଶତଃ କାହାକୁ ଦେଇଥାନ୍ତି ତେବେ ଆପଣଙ୍କ ଘରେ ଭୟଙ୍କର ଗରିବୀ ଏବଂ ଭୟଙ୍କର ଦାରିଦ୍ର୍ୟତା ଆସିପାରେ।ଏହା ଏପରି କେଉଁ ପାଞ୍ଚଟି ଜିନିଷ ଅଛି ଯାହା ଆପଣଙ୍କୁ ଗରିବ ବନାଇବାର କାମ କରିଥାଏ?ଏହି ପାଞ୍ଚ ଜିନିଷକୁ କେବେହେଲେ କାହାକୁ ଦିଅନ୍ତୁ ନାହିଁ।ଏବଂ ଏହା ବିଷୟରେ ଜାଣିବା ପାଇଁ ଏହି ଆର୍ଟିକିଲକୁ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଜାଣିବା ଏହି ପାଞ୍ଚଟି ଜିନିଷ ବିଷୟରେ।

ସାଙ୍ଗମାନେ ଭଗବାନ ଶିବଙ୍କ ଦ୍ଵାରା କୁହାଯାଇଥିବା ଏହି କଥା ଆଜିର ଜୀବନରେ ଠିକ ଏବଂ ସତ ହୋଇଥାଏ।ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ଏହି ପାଞ୍ଚଟି ଜିନିଷ କାହାକୁ ଦେଇଦେଇଥାନ୍ତି ତେବେ ଆପଣଙ୍କ ଘର ଗରିବ ହୋଇଯାଇଥାଏ।ଏବଂ ଘରେ ନକରତ୍ମକ ଉର୍ଜା ବାସ କରିଥାଏ।ଏଥିପାଇଁ ଆପଣ ଏହି ଜିନିଷର ଦାନ କରିବାଠାରୁ ବଞ୍ଚନ୍ତୁ।

ଭଗବାନ ଶିବ ଏଠାରେ ପ୍ରଥମ କଥା କୁହନ୍ତି ମହିଳା ମାନେ ନିଜର ମଙ୍ଗଳସୁତ୍ର ଏବଂ ନିଜର ପିନ୍ଧୁଥିବା ଗହଣା କୌଣସି ଅନ୍ୟମହିଳାଙ୍କୁ ଦେବା ଉଚିତ ନୁହେଁ।ଯଦି ମହିଳାମାନେ ସେପରି କରନ୍ତି ତେବେ ସେମାନଙ୍କୁ ଭୟଙ୍କର ପରିସ୍ଥିତି ଭୋଗିବକୁ ପଡେ।କାରଣ ଶାସ୍ତ୍ର ଅନୁସାରେ ନିଜ ଦ୍ୱାରା ପିନ୍ଧାଯାଇଥିବା ଗହଣା କୌଣସି ଅନ୍ୟ ମହିଳାଙ୍କୁ ଦେବା ଅଶୁଭ ହୋଇଥାଏ।ଏବଂ ଆପଣଙ୍କ ଗହଣା ଉପରେ ଅନ୍ୟଘରର ନକରତ୍ମକ ଉର୍ଜା ଆସିଯାଇଥାଏ ଏବଂ ସେହି ନକରତ୍ମକ ଉର୍ଜା ଆପଣଙ୍କ ଘରକୁ ବର୍ବାଦ କରିବାର କାମ କରିଥାଏ।ଏଥିପାଇଁ ଆପଣ ନିଜ ମଙ୍ଗଳସୁତ୍ର କିମ୍ବା ଗହଣା ଅନ୍ୟ ମହିଳାଙ୍କୁ ଦିଅନ୍ତୁ ନାହିଁ।

ଏବଂ ଏଠାରେ ଭଗବାନ ଶିବ ଦ୍ୱିତୀୟରେ କୁହନ୍ତି ଯେଉଁ ଘର ନିଜେ ରୁଟି ତିଆରି କରିବା ପାଇଁ ବ୍ୟବହାର କରୁଥିବା ବେଲେଣା ଅନ୍ୟ ଘରକୁ ଦାନ କରିଥାଏ ସେହି ବ୍ୟକ୍ତି କେବେହେଲେ କାଙ୍ଗାଳରୁ ବାହାରକୁ ଆସିପାରେ ନାହିଁ।ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ଏପରି କରିବା ବହୁତ ବଡ଼ ଅଶୁଭ ଅଟେ।ଏହା ଦ୍ୱାରା ଅନ୍ୟ ଘରର ନକରତ୍ମକ ଉର୍ଜା ଆପଣଙ୍କ ଘରକୁ ଆସିଥାଏ ଏବଂ ଆପଣଙ୍କ ଘରର ବରକତ ଆପଣଙ୍କ ଘରୁ ବହାରିଯାଇଥାଏ।ଏଥିପାଇଁ ରୁଟି ତିଆରି କରିବାପାଇଁ ବେଲେଣା କାହାକୁ ଦିଅନ୍ତୁ ନାହିଁ।

ତୃତୀୟରେ ଏଠାରେ ଭଗବାନ ଶିବ କୁହନ୍ତି ଯଦି ଆପଣ ଆପଣଙ୍କ ଘରର ତାୱା ଅନ୍ୟ ଘରକୁ ଦେଇଥାନ୍ତି ତେବେ ତାହା ବହୁତ ଅଶୁଭ ହୋଇଥାଏ।ଏହା ଏକ ବହୁତ ବଡ଼ ଭୁଲ ଅଟେ।ଏଥିପାଇଁ ଆପଣ ଆପଣଙ୍କ ଘରେ ଵ୍ୟଵହାର କରାଯାଉଥିବା ତାୱା ଅନ୍ୟ କାହାକୁ ଦିଅନ୍ତୁ ନାହିଁ।

ଚତୁର୍ଥରେ ଯଦି କୌଣସି ବ୍ୟକ୍ତି ନିଜ ଦ୍ୱାରା ବ୍ୟବହାର କରାଯାଇଥିବା ସେଜ ଅନ୍ୟ କାହାକୁ ଦେଇଦେଇଥାନ୍ତି ତେବେ ତାହା ଏକ ବହୁତ ବଡ଼ ଭୁଲ ଅଟେ।ଏହାଦ୍ୱାରା ଆପଣଙ୍କ ପାଖରେ ଥିବା ସକାରତ୍ମକ ଉର୍ଜା ଅନ୍ୟ ଘରକୁ ଚାଲିଯାଇଥାଏ।ଏବଂ ଆପଣଙ୍କ ପାଖରେ ଥିବା ଭଗବାନଙ୍କ କୃପା ସେହି ସେଜ ସହିତ ଅନ୍ୟଘରକୁ ଚାଲିଯାଇଥାଏ।ଏଥିପାଇଁ ଆପଣ ନିଜ ଦ୍ୱାରା ବ୍ୟବହାର କରାଯାଇଥିବା ସେଜ କୌଣସି ଅନ୍ୟ ବ୍ୟକ୍ତିଙ୍କୁ ଦେବାର ଭୁଲ କରନ୍ତୁ ନାହିଁ।

ଏବଂ ପଞ୍ଚମରେ ଏହା କୁହାଯାଇଛି ଆପଣ ଶନିବାର ଦିନ ନିଜ ଘରର ଅନାଜ କାହାକୁ ଉଦ୍ଧାର ଦିଅନ୍ତୁ ନାହିଁ।ଆପଣ ଶନିବାର ଦିନ ଦାନ ନିଶ୍ଚିତ କରିପାରିବେ।କିନ୍ତୁ କାହାକୁ ଉଦ୍ଧାର ଦିଅନ୍ତୁ ନାହିଁ।ଏହାଦ୍ୱାରା ଆପଣଙ୍କ ଘରର ସକାରତ୍ମକ ଉର୍ଜା ସମାପ୍ତ ହୋଇଥାଏ।ଏଥିପାଇଁ ଭୁଲରେ ମଧ୍ୟ ଶନିବାରଦିନ ଆପଣଙ୍କ ଘରର ଅନାଜ କାହାକୁ ଉଦ୍ଧାର ଦିଅନ୍ତୁ ନାହିଁ।
ଯଦି ଆପଣ ଏହି ପାଞ୍ଚଟି ଜିନିଷର ପାଳନ କରନ୍ତି ତେବେ ଆପଣଙ୍କ ଘରେ କେବେହେଲେ ଗରିବୀ ଆସିନଥାଏ।

Leave a Reply

Your email address will not be published. Required fields are marked *