June 21, 2025

Odia Express

Here, There and Everywhere

କିପରି ହୋଇଥାନ୍ତି S ଯୁକ୍ତ ବ୍ୟକ୍ତି ଏବଂ R ନାମ ଯୁକ୍ତ ବ୍ୟକ୍ତି – ଏମାନଙ୍କ ଭିତରେ କଣ ସମାନ ରହିଛି ଓ କିଏ ଅଧିକ ଶକ୍ତିଶାଳୀ ଜାଣିରଖନ୍ତୁ

1 min read

ଜଣେ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ତାର ସ୍ଵଭାବ ବାବଦରେ ବହୁତ କିଛି କଥା ବୟାନ କରିଥାଏ।ଦୁନିଆରେ ପ୍ରାୟତଃ ସମସ୍ତ ଲୋକଙ୍କର ନାମର କିଛି ନା କିଛି ଅର୍ଥ ଥାଏ ଆଉ ତାହା ତାଙ୍କର ଜୀବନର ଗାଥା ତଥା ତାଙ୍କର ସ୍ଵଭାବ ବାବଦରେ ବହୁତ କିଛି କହିଥାଏ।ଆଜି ଆମେ ଆପଣଙ୍କ ପାଖରେ S ନାମ ଯୁକ୍ତ ବ୍ୟକ୍ତି ଏବଂ ଆର ନାମ ଯୁକ୍ତ ବ୍ୟକ୍ତି ମାନଙ୍କର ସ୍ଵଭାବ ବାବଦରେ କହିବାକୁ ଯାଉଛୁ।ଏହା ଜାଣିବା ପରେ ଆପଣ ନାମର ମହତ୍ତ୍ୱ ବାବଦରେ ଜାଣିବାକୁ ପାଇବେ।

ଆର ନାମ ଯୁକ୍ତ ବ୍ୟକ୍ତି:- R ନାମରେ ଯୁକ୍ତ ବ୍ୟକ୍ତି କମ କଥା କହିବା ଯୁକ୍ତ ଏବଂ ମନ ମଉଜି ବ୍ୟକ୍ତି ହେଇଥାନ୍ତି।ସେମାନେ ବିଜ୍ଞାନରେ ଅଧିକ ରୁଚି ରଖିଥାନ୍ତି ଆଉ ତାଙ୍କୁ ନୂଆ ନୂଆ ଖୋଜ କରିବାରେ ବହୁତ ଇଛା ଥାଏ।ସେମାନେ ନୂତନ ନୂତନ ଭାବନା ନିଜ ମସ୍ତିସ୍କକୁ ଆଣିଥାନ୍ତି ତଥା ସେମାନେ ସାଧାରଣତଃ ବୈଜ୍ଞାନିକ ଅଥବା ଲେଖକ ହେଇ ଥାଆନ୍ତି।ସେମାନେ ଅଧିକତ୍ତର ଲୋକ ମାନଙ୍କ ସହ ବନ୍ଧୁତା ରଖନ୍ତି ନାହିଁ ଆଉ ବହୁତ କମ ଲୋକଙ୍କ ସହ ବନ୍ଧୁତା ରଖନ୍ତି।

ସେମାନେ ନିଜର ଲକ୍ଷକୁ ଲକ୍ଷ୍ୟ ଭଳି ଦେଖନ୍ତି ଆଉ ତା ପାଇଁ କାହାରି ସହ ବନ୍ଧୁତା କରନ୍ତି ନାହିଁ।ଲକ୍ଷ୍ୟ ହାସିଲ କରିବା ପାଇଁ ବହୁତ କିଛି କରନ୍ତି।ସେମାନେ ସର୍ବଦା କିଛି ନୂଆ ନୂଆ ଜିନିଷ ଶିଖିବାପାଇଁ ଇଛୁକ ଥାଆନ୍ତି ଆଉ ସେମାନେ ନିଜ ଲକ୍ଷ ଦିଗରେ ବହୁତ ସିରିଅସ ଥାଆନ୍ତି।ସେମାନଙ୍କ ଏହି କାରଣରୁ ସେମାନଙ୍କ ବୈବାହିକ ଜୀବନ କିଛି ଅଡୁବିଧା ଭରା ଥାଏ।ସେମାନେ ସର୍ବଦା ସୁନ୍ଦର ସାଥି ଖୋଜିବାରେ ବ୍ୟସ୍ତ ଥାଆନ୍ତି।ମାତ୍ର ସେମାନଙ୍କ ଜୀବନ ସୁଖମୟ ଥାଏ।

ଏବେ ଜାଣିବା S ଅକ୍ଷର ଯୁକ୍ତ ବ୍ୟକ୍ତିଙ୍କ ଗୁଣ:-ଏହି ଅକ୍ଷର ଲୋକମାନେ ଅନ୍ୟ ଲୋକ ମାନଙ୍କୁ ନିଜ ଆଡକୁ ବହୁତ ଭଲ ଭାବରେ ଆକର୍ଷିତ କରି ପାରନ୍ତି।ସେମାନେ ବହୁତ ଲୋକାକର୍ଷିକ ହେଇଥାନ୍ତି ଆଉ ବହୁତ ଭଲ ଭାବେ ଲୋକ ମାନଙ୍କୁ ନିଜ ଆଡକୁ ଆକର୍ଷିତ କରି ପାରନ୍ତି।ସେମାନେ ଟ୍ୟାଲେଣ୍ଟର ଧନୀ ହେଇଥାନ୍ତି ଆଉ କିଛିବି ଜିନିଷ ପାଇବା ପାଇଁ ବହୁତ ପରିଶ୍ରମ ମଧ୍ୟ କରନ୍ତି।ସେମାନେ କେବେ ଖାଲି ବସନ୍ତି ନାହିଁ ଆଉ ବହୁତ ପରିଶ୍ରମ କରନ୍ତି।

ସେମାନଙ୍କ ଜୀବନ ବହୁତ ସୁଖମୟ ହେଇଥାଏ ଆଉ ସୁଖପ୍ରଦବି ହେଇଥାଏ।ସେମାନଙ୍କ ଏହି ଗୁଣ ହିଁ ସେମାନଙ୍କୁ ବହୁତ ଆଗକୁ ନେଇଯାଏ।ସେମାନେ ସୁନ୍ଦର ଆଦତ ଯୁକ୍ତ ମଧ୍ୟ ହେଇଥାନ୍ତି ଆଉ ନିଜର ଆଦତ ଦ୍ୱାରା ହିଁ ସେମାନେ ଦୁନିଆରେ ବହୁତ ଲୋକପ୍ରିୟତା ପାଇ ଥାଆନ୍ତି।ଏହି ଲୋକମାନେ ପ୍ରେମୀ ସ୍ଵଭାବର ହେଇଥାନ୍ତି।ସେମାନେ ନିଜର ପାର୍ଟନରଙ୍କୁ ବହୁତ ସଚୋଟଟାର ସହ ଭଲ ପାଆନ୍ତି ଆଉ ଏହା ଆଶା କରନ୍ତିକି ସେବି ତାଙ୍କୁ ସେତିକି ହିଁ ସଚ୍ଚୋଟତାର ସହ ପ୍ରେମ କରନ୍ତୁ। ସେମାନେ ବହୁତ ସଚ୍ଚୋଟ ହେଇଥାନ୍ତି।

Leave a Reply

Your email address will not be published. Required fields are marked *