June 27, 2025

Odia Express

Here, There and Everywhere

H ନାମ ଯୁକ୍ତ ବ୍ୟକ୍ତିଙ୍କର ସତ୍ୟତା,ଗୁଣ ତଥା ସଫଳତାର ଉପାୟ ଜାଣନ୍ତୁ – ଏହି କଥା ଗୁଡିକ ଆପଣ ଆଗରୁ ଜାଣି ନଥିବେ – ଏବେ ଜାଣି ରଖନ୍ତୁ..

ନମସ୍କାର ସାଙ୍ଗମାନେ।ଆଜି ଆମେ ଏଚ ନାମ ଯୁକ୍ତ ବ୍ୟକ୍ତିଙ୍କର ଗୁଣ,ଅବଗୁଣ, ଆଦତ ତଥା ସଫଳତା ବାବଦରେ କହିବାକୁ ଯାଉଛୁ।ଏଥିପାଇଁ ଏହି ଆର୍ଟିକିଲକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା ଏଚ ନାମ ଥିବା ବ୍ୟକ୍ତି ବହୁତ ସମ୍ବେଦନଶୀଳ, ଭାବନାତ୍ମକ ତଥା ଦୟାଳୁ ହେଉ ଥାଆନ୍ତି।ଏମାନେ ଦୁନିଆକୁ ଏକ ଉଚ୍ଚ ନଜରରେ ଦେଖନ୍ତି।ସେମାନଙ୍କ ପାଖରେ ସଭିଙ୍କ ଭିତରେ ଏକ ସୁନ୍ଦରତା ଦେଖିବାର ଅଲୋଭନୀୟ ଗୁଣ ଥାଏ।ଏମାନେ ସର୍ବଦା ନିଜ ପରିବାର ଲୋକଙ୍କ ସହ ରହିବାକୁ ପସନ୍ଦ କରନ୍ତି ଆଉ ସେମାନେ କେବେ ବି ନିଜର ଲୋକ ମାନଙ୍କୁ ଦୂରକୁ କରନ୍ତି ନାହିଁ।ସେମାନେ ଯାହାକୁ ଭଲ ପାଆନ୍ତି ତାଙ୍କୁ ନିଜର ହୃଦୟ ତଥା ଜୀବନ ଦେଇ ଭଲ ପାଆନ୍ତି।ସେମାନେ ବହୁତ ସମ୍ବେଦନଶୀଳ ତଥା ସହନଶୀଳ ବି ହେଇଥାନ୍ତି।

ଏହି ନାଁ ଥିବା ବ୍ୟକ୍ତି ନିଜର କଥା ବେସି ଲୋକଙ୍କ ସହ ସେୟାର କରନ୍ତି ନାହିଁ।ସେମାନେ ବହୁତ ଶକ୍ତ ଆଉ ସୁଦୃଢ଼ ହେଇଥାନ୍ତି।ଭିତରୁ ଯେତେ ବି ଭାଙ୍ଗି ପଡିଲେ ସେମାନେ ସର୍ବଦା ବାହାରୁ ବହୁତ ସାଧାରଣ ଦେଖା ଯାଇଥାନ୍ତି।ସାଙ୍ଗ ମାନଙ୍କ ପ୍ରତି ବହୁତ ଭାବନାତ୍ମକ ଥାଆନ୍ତି ଆଉ କାହାରି ବି କେଉଁ ବି ପରିସ୍ଥିତିରେ ସାହାଯ୍ୟ କରିବା ପାଇଁ ସର୍ବଦା ଆଗେଇ ଆସନ୍ତି।ଦୁନିଆରେ ତାଙ୍କର ସହନଶୀଳତା ତଥା ସାଧାରଣ ବ୍ୟବହାର ପାଇଁ ଲୋକମାନେ ତାଙ୍କ ଆଡକୁ ଆଜର୍ସିତ ହେଇ ଯାଇଥାନ୍ତି।ମାତ୍ର ଅଧିକ ଲୋକଙ୍କ ସହ ମିଳାମିଶା କରିବା ତାଙ୍କୁ ପସନ୍ଦ ନଥାଏ ଆଉ ସର୍ବଦା ସେମାନେ ଲୋକଙ୍କ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି।ତାଙ୍କର ସାଧାରଣ ଭାବନା ପାଇଁ ତାଙ୍କୁ ବହୁତ ଲୋକ ବ୍ୟବହାର କରନ୍ତି ଆଉ ତାଙ୍କୁ ଧୋକାବି ବହୁତ ମିଳିଥାଏ।

ସୁନ୍ଦର ଜିନିଷ ପ୍ରତି ବହୁତ ଜଲଦି ଆକର୍ଷିତ ହେଇଯାନ୍ତି।ସେମାନେ ବହୁତ ପରିଶ୍ରମୀ ହେଇଥାନ୍ତି ଆଉ କେବେ ବି ପଇସାର ଅଭାବ ତାଙ୍କୁ ଆସିନଥାଏ କାରଣ ସେମାନେ ବହୁତ ପରିଶ୍ରମ କରି ନିଜର ପଇସା ନିଜେ ଆରେଞ୍ଜ କରନ୍ତି।

ସେମାନେ ବୁଲାବୁଲି ବହୁତ ପସନ୍ଦ କରନ୍ତି ସେଥିପାଇଁ ତାଙ୍କ ଜୀବନ ହି ଦୌଡରେ ଭରା ଥାଏ।ସେମାନେ କାଳାକାର ହେଇଥାନ୍ତି ଆଉ ତାଙ୍କର କଳ୍ପାନାତ୍ମକ ଶକ୍ତି ବହୁତ ଅଧିକ ଥାଏ।ତାଙ୍କୁ ରାତିରେ ଜାଗ୍ରତ ରହିବା ବହୁତ ପସନ୍ଦ ଥାଏ ଆଉ ସକାଳୁ ଡେରିରେ ଉଥିବା ବହୁତ ପସନ୍ଦ ଥାଏ।ସେମାନେ ସଙ୍ଗୀତ ତଥା ନୃତ୍ୟ ଇତ୍ୟାଦି ଦିଗରେ ଭଲ ପ୍ରଦର୍ଶନ କରନ୍ତି।

ପ୍ରେମ ତଥା ବୈବାହିକ ଜୀବନରେ ସେମାନେ ଟିକେ ଅଭାଗା ଥାଆନ୍ତି କାରଣ ତାଙ୍କର ସମ୍ବନ୍ଧ ବେସିଦିନ ଚାଲି ପାରେ ନାହିଁ।ସେମାନେ କେଉଁ ବି ବନ୍ଧୁ ଅଥବା ପ୍ରେମୀର ବିୟୋଗରେ ବହୁତ ଲମ୍ବା ସମୟ ଯାଏ ଡିପ୍ରେସନରେ ରୁହନ୍ତି।

ସଫଳତାର ମନ୍ତ୍ର ଏମାନଙ୍କ ପାଇଁ ଏକାମାତ୍ର ହେଉଛି ଶିଭ ଭଗବାନଙ୍କର ଉପାସନା କରିବା।ଚେଷ୍ଟା କରନ୍ତୁ କି ସୋମବାର ଅଥବା ଏକାଦଶୀ ଦିନ ଜଲଦି ଉଠି ଶିଭ ଭଗବାନଙ୍କୁ ଭୋଗ ଲଗାନ୍ତୁ ଆଉ ତାଙ୍କୁ ଭକ୍ତି କରନ୍ତୁ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ।

Leave a Reply

Your email address will not be published. Required fields are marked *