February 5, 2025

Odia Express

Here, There and Everywhere

ଘରେ ଯଦି ଶିବଲିଙ୍ଗ ରହିଅଛି ତାହେଲେ ରଖନ୍ତୁ ଏହି କଥାର ଧ୍ୟାନ ନହେଲେ ହେବ ଅନର୍ଥ…

ଯଦି ଆପଣ ସଚ୍ଚା ମନରେ ଭଗବାନ ଶିବଙ୍କ ମନ୍ଦିର ଯାଇ ତାଙ୍କ ପୂଜା କରନ୍ତି ତାହେଲେ ସବୁ ମନକାମନା ପୁର୍ଣ ହୋଇଥାଏ।ଯଦି ଆପଣ ମନ୍ଦିର ଯାଇପାରନ୍ତି ନାହିଁ ତାହେଲେ ନିଜ ଘରକୁ ନେଇଆସନ୍ତୁ ଶିବଲିଙ୍ଗ ଏବଂ ଶ୍ରଦ୍ଧା ଏବଂ ଆସ୍ଥା ସହିତ ଏହାର ପୂଜା କରନ୍ତୁ।କିଛି କଥାର ବିଶେଷ ରୂପରେ ଧ୍ୟାନ ରଖିବେ ଅନ୍ୟଥା ଅନର୍ଥ ହୋଇପାରେ।ଶିବଲିଙ୍ଗ ଭଗବାନ ଶିବଙ୍କର ହି ଅଁଶ ହୋଇଥାଏ।ଭୋଳାବାବା ଏକ ଲୋଟା ପାଣିରେ ମଧ୍ୟ ପ୍ରସନ୍ନ ହୋଇଥାନ୍ତି କିନ୍ତୁ ଭଗବାନ ଶିବ ଯେତେ ଭୋଳା ଅଟନ୍ତି ସେମାନଙ୍କ କ୍ରୋଧ ସେତେ ଭୟଙ୍କର ମଧ୍ୟ ହୋଇଥାଏ।କିଛି ଲୋକ ଘରେ ଶିବାଲିଙ୍ଗର ସ୍ଥାପନ ତ କରିଦିଅନ୍ତି କିନ୍ତୁ ଅଜଣାରେ ତାଙ୍କ ଦ୍ୱାରା ଭୁଲ ହୋଇଯାଇଥାଏ।କିଛି ନିୟମ ମାନଙ୍କର ଭଲରେ ଧ୍ୟାନ ରଖିବା ଉଚିତ।ବିଧିବିଧାନ ଦ୍ୱାରା କରାଯାଇଥିବା ପୂଜା ହି ଫଳଦାୟୀ ହୋଇଥାଏ।ପୂଜାରେ କିଛି ଭୁଲ ହୋଇଯାଏ ଯଦି ତାହେଲେ ଏହା ବିନସକାରୀ ମଧ୍ୟ ହୋଇପାରେ।ଏଥିପାଇଁ ଘରେ ଯଦି ଶିବଲିଙ୍ଗ ଥାଏ ତାହେଲେ ଏହି କଥାର ଧ୍ୟାନ ଅବଶ୍ୟ ରଖନ୍ତୁ।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଥିବା ଶିବଲିଙ୍ଗରେ ବେଲ ପତ୍ର ଅର୍ପଣ କରିବା ଦ୍ୱାରା ଘରେ ସକାରତ୍ମକ ଉର୍ଜା ପ୍ରବାହ ହୋଇଥାଏ।ଘରେ ସ୍ଥାପିତ ଶିବଲିଙ୍ଗରେ ସବୁବେଳେ ଜଳଧାରା ରହିବା ଉଚିତ।ଘରେ ବନ୍ଦଜାଗାରେ ଶିବାଲିଙ୍ଗର ସ୍ଥାପନ କରିବା ଉଚିତ ନୁହେଁ କେବେଳ ଖୋଲା ସ୍ଥାନରେ ହି ଏହାର ସ୍ଥାପନ କରନ୍ତୁ।ଶିବଲିଙ୍ଗକୁ ଏମିତି ଜାଗାରେ ଜମାବି ରଖନ୍ତୁ ନାହିଁ ଯେଉଁଠି ବିଧିବିଧାନରେ ପୂଜା ହେଉନଥିବ।ବିଧିବିଧାନରେ ପୂଜା ନ କରିବା ମହାଦେବଙ୍କ ଅପମାନ ମନାଯାଇଥାଏ ଯାହାଦ୍ୱାରା ବ୍ୟକ୍ତି କୌଣସି ଅନର୍ଥକୁ ଆମନ୍ତ୍ରିତ କରିଥାଏ।ଘରେ ଅଙ୍ଗୁଠିର ଉପରେ ଥିବା କୋର ଭଳି ଶିବଲିଙ୍ଗ ସ୍ଥାପନ କରନ୍ତୁ କାରଣ ଏହାଠୁ ବଡ ଶିବଲିଙ୍ଗ ଘରେ ରଖିବାର ବିଧାନ ନାହିଁ।ଯଦି ରଖିଥିବେ ତାହେଲେ ଘରେ ତାଣ୍ଡବ ହୋଇପାରେ।

ଶିବାଲିଙ୍ଗର ସ୍ଥାନ ବଦଳାଇବା ସମୟରେ ତାଙ୍କ ଚରଣକୁ ସ୍ପର୍ଶ କରନ୍ତୁ।ଏକ ପାତ୍ରରେ ଗଙ୍ଗାଜଳ ନେଇ ସେଥିରେ ଶିବଲିଙ୍ଗକୁ ରଖନ୍ତୁ।ଯଦି ଏହା ପଥରରେ ହୋଇଥାଏ ତାହେଲେ ଗଙ୍ଗାଜଳରେ ଏହାର ଅଭିସେକ କରନ୍ତୁ।ଏଥିରେ ସବୁବେଳେ ଫୁଲ ଅର୍ପଣ କରନ୍ତୁ କାରଣ ଏହାଦ୍ୱାରା ମହାଦେବ ବହୁତ ପ୍ରସନ୍ନ ହୋଇଥାନ୍ତି।ମାନେରଖିବେ କେବେବି ବାସୀ ଫୁଲ ଦେବେ ନାହିଁ ନଚେତ ଶିବଙ୍କ କ୍ରୋଧର ସାମ୍ନା କରିବାକୁ ପଡିପାରେ।ଶିବାଲିଙ୍ଗରେ ପ୍ୟାକେଟ ଖୀର ଅର୍ପଣ କରନ୍ତୁ ନାହିଁ।ଭୋଳାବାବାଙ୍କ ଉପରେ ଦେଉଥିବା ଖୀର ସାଧା ଏବଂ ଥଣ୍ଡା ହେବା ଦରକାର।ଶିବାଲିଙ୍ଗର ପାଖରେ ସବୁବେଳେ ମାତା ଗୌରୀ ଏବଂ ଗଣେଶଙ୍କ ପ୍ରତିମା ରଖିବା ଉଚିତ।ଏହାକୁ କେବେବି ଏକା ସ୍ଥାପନ କରିବା ଉଚିତ ନୁହେଁ।

ତ ଏହାଥିଲା ଘରେ ଶିବଲିଙ୍ଗ ଥିଲେ ପାଳନ କରୁଥିବା ଉପାୟ। ଆପଣଙ୍କୁ ଏହି ଆର୍ଟିକିଲ କିପରି ଲାଗିଲା ଆମକୁ ନିଶ୍ଚୟ କହିବେ ଏବଂ ନିଜ ବନ୍ଧୁ ଏବଂ ପରିବାର ମଧ୍ୟରେ ସେୟାର ଅବଶ୍ୟ କରିବେ।କଣ ଆପଣଙ୍କ ଘରେ ଶିବଲିଙ୍ଗ ଅଛି?ଯଦି ଥାଏ ତାହେଲେ ଏହି ସବୁ ଉପାୟ ନିଶ୍ଚୟ ପାଳନ କରନ୍ତୁ ନହେଲେ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।ନମସ୍କାର।

Leave a Reply

Your email address will not be published. Required fields are marked *