June 22, 2025

Odia Express

Here, There and Everywhere

ଏହି କାରଣରୁ ମହିଳା ମାନେ କେବେବି ଫଟାନ୍ତି ନାହିଁ ନଡିଆ – ଏହି କାରଣ ଆପଣଙ୍କୁ ଆଗରୁ କେହି କେବେ କହିନଥିବେ – ଏବେ ଜାଣିରଖନ୍ତୁ..

1 min read

ନଡ଼ିଆକୁ ଶ୍ରୀଫଳ ମଧ୍ୟ କୁହାଯାଇଥାଏ।ଏହା କୁହାଯାଏ କି ଯେବେ ଭଗବାନ ବିଷ୍ଣୁ ପୃଥିବୀରେ ଅବତାର ନେଲେ ସେତେବେଳେ ସେ ନିଜ ସହିତ ଲଷ୍ମୀ-ନଡ଼ିଆର ଗଛ ତଥା କାମଧେନୁ ଆଣିଥିଲେ।ଏଥିପାଇ ଏହି ଗଛକୁ ଶ୍ରୀଫଳ ମଧ୍ୟ କୁହାଯାଇଥାଏ।ଶ୍ରୀ ର ଅର୍ଥ ହେଉଛି ଲଷ୍ମୀ।ଏହାର ଅର୍ଥ ହେଉଛି ନଡ଼ିଆ ଲଷ୍ମୀ ତଥା ବିଷ୍ଣୁଙ୍କ ଫଳ ଅଟେ।ନଡିଆରେ ତ୍ରିଦେଵ ତଥା ବ୍ରମହା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ବାସ ରହିଥାଏ।ଶ୍ରୀଫଳ ଭାଗବନ ବିଷ୍ଣୁଙ୍କ ପରମପ୍ରିୟ ଫଳ ଅଟେ।ମାନ୍ୟତା ଅନୁସାରେ ନଡ଼ିଆକୁ ତ୍ରିନେତ୍ର ରୂପରେ ଦେଖାଯାଇଥାଏ।ଏହା ଖାଇବା ଦ୍ୱାରା ଶାରୀରିକ ସମସ୍ୟା ଦୂର ହୋଇଥାଏ।ଇଷ୍ଟଙ୍କୁ ଏହା ଚଢ଼େଇବା ଦ୍ୱାରା ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ।

ଭାରତୀୟ ପୂଜା ପଦ୍ଧତିରେ ନଡ଼ିଆର ମହତ୍ୱପୂର୍ଣ୍ଣ ସ୍ଥାନ ରହିଅଛି।କୌଣସି ବୈଦିକ କିମ୍ବା ଦୈବୀକ ପୂଜା ନଡ଼ିଆ ବିନା ଅଧୁରା ବୋଲି କୁହାଯାଇଥାଏ।ମହିଳାମାନେ ନଡ଼ିଆ ଫଟାନ୍ତି ନାହିଁ।ଏହାକୁ ପ୍ରଜନନର କାରକ କୁହାଯାଇଥାଏ।ନଡ଼ିଆକୁ ପ୍ରଜନନ କ୍ଷମତା ସହିତ ଯୋଡ଼ାଯାଇଅଛି।ସ୍ତ୍ରୀ ବୀଜ ରୂପରେ ହି ଶିଶୁକୁ ଜନ୍ମ ଦେଇଥାଏ ଏବଂ ଏଥିପାଇଁ ନାରୀ ପାଇଁ ବୀଜରୂପୀ ନଡ଼ିଆ ଫଟେଇବା ଅଶୁଭ ହୋଇଥାଏ।ଦେବୀଦେବତାଙ୍କୁ ଶ୍ରୀଫଳ ଚଢ଼େଇବା ପରେ ପୁରୁଷ ହି ଏହାକୁ ଭାଙ୍ଗିଥାଏ।ଶନି ଶାନ୍ତି ପାଇଁ ଶିବଲିଙ୍ଗ ଉପରେ ନଡ଼ିଆ ଚଢ଼େଇବାର ଶାସ୍ତ୍ରୀୟ ବିଧାନ ମଧ୍ୟ ରହିଅଛି।

ଭାରତୀୟ ବୈଦିକ ପରମ୍ପରା ଅନୁସାରେ ଶ୍ରୀଫଳ ସୁଖ,ସମୃଦ୍ଧି,ସମ୍ମାନ,ଉନ୍ନତି ଏବଂ ସୌଭାଗ୍ୟର ସୂଚକ ମନାଯାଇଥାଏ।କାହାକୁ ସମ୍ମାନ ଜଣେଇବା ପାଇଁ ସାଲ ସହିତ ନଡ଼ିଆ ମଧ୍ୟ ଦିଆଯାଇଥାଏ।ବିବାହ ସୁନିଶ୍ଚିତ କରିବା ହେତୁ ଅର୍ଥାତ ତିଳକ ସମୟରେ ଶ୍ରୀଫଳ ଭେଟ ଦିଆଯାଇଥାଏ।ବିଦାଇ ସମୟରେ ନଡ଼ିଆ ଭେଟ ଦିଆଯାଇଥାଏ।ଅନ୍ତିମ ସଂସ୍କାର ସମୟରେ ମଧ୍ୟ ଚିତା ସହିତ ନଡ଼ିଆ ପୋଡାଯାଇଥାଏ।ବୈଦିକ ଅନୁଷ୍ଠାନରେ କର୍ମ କାଣ୍ଡରେ ନଡ଼ିଆର ହୋମ କରାଯାଇଥାଏ।ଏହାଦ୍ୱାରା ସମସ୍ତ ଅନିଷ୍ଟ ଦୁର ହୋଇଥାଏ ଏବଂ ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବାର ସମ୍ଭାବନା ମଧ୍ୟ ରହିଥାଏ।

ଶ୍ରୀଫଳ କ୍ୟାଲୋରୀରେ ପରିପୂର୍ଣ ଥାଏ।ଏହାକୁ ଖାଇବା ଦ୍ୱାରା ଦୁର୍ବଳତା ଦୁର ହୋଇଥାଏ ଏବଂ ଶରୀରକୁ ଶକ୍ତି ମିଳିଥାଏ।ଏହା ଆମ ଚର୍ମ ପାଇଁ ମଧ୍ୟ ଆବଶ୍ୟକ ହୋଇଥାଏ କାରଣ ଏହାକୁ କହିବା ଦ୍ୱାରା ଚର୍ମ ରୋଗ ମଧ୍ୟ କିଛି ଦେଖାଯାଇନଥାଏ ଏବଂ ଚମ ସୁନ୍ଦର ମଧ୍ୟ ଦେଖାଯାଏ।ଏଥିରେ ବହୁତ ପୋଷାକ ତଥ୍ୟ ରହିଥାଏ।ଶୋଇବା ସମୟରେ ନଡ଼ିଆପାଣି ପିଇବା ଦ୍ୱାରା ନାଡ଼ି ସଂସ୍ଥାନକୁ ବଳ ମିଳିଥାଏ ତଥା ନିଦ ଭଲ ଆସିଥାଏ।ଏହାର ପାଣିରେ ପଟାସିୟମ ଏବଂ କ୍ଲୋରିନ ରହିଥାଏ ଯାହା ମା ଖୀର ସମାନ ହୋଇଥାଏ।ଯେଉଁ ଶିଶୁମାନଙ୍କୁ ଖୀର ହଜମ ହୁଏ ନାହିଁ ତାଙ୍କୁ ଖୀର ସହିତ ନଡ଼ିଆପାଣି ଦେବା ଉଚିତ।ଡିହାଇଡ୍ରେସନ ହେବା ଦ୍ୱାରା ନଡ଼ିଆପାଣିରେ ଲେମ୍ବୁ ମିଶାଇ ପିଆଯାଇଥାଏ।ଏହାର ଗିରି ଖାଇବା ଦ୍ୱାରା କାମଶକ୍ତି ବଢ଼ିଥାଏ।ମିଶ୍ରି ସହିତ ଖାଇବା ଦ୍ୱାରା ଗର୍ଭବତୀ ସ୍ତ୍ରୀଙ୍କର ଦୁର୍ବଳତା ଦୁର ହୋଇଥାଏ ତଥା ଛୁଆ ସୁନ୍ଦର ହୋଇଥାଏ।

ତ ଏହାଥିଲା ସାଙ୍ଗମାନେ ସ୍ତ୍ରୀମାନେ ନଡ଼ିଆ ନ ଫଟେଇବାର କାରଣ ଆପଣଙ୍କୁ ଏହି ଆର୍ଟିକିଲ କିପରି ଲାଗିଲା ଆମକୁ ନିଶ୍ଚୟ କହିବେ ଏବଂ ନିଜ ବନ୍ଧୁ ଏବଂ ପରିବାର ମଧ୍ୟରେ ସେୟାର ଅବଶ୍ୟ କରିବେ।ନମସ୍କାର।

Leave a Reply

Your email address will not be published. Required fields are marked *