June 22, 2025

Odia Express

Here, There and Everywhere

ଏହି ରାଶିର ପୁରୁଷ ହୋଇଥାନ୍ତି ସବୁଠାରୁ ଭଲ ସ୍ୱାମୀ – ଏମାନଙ୍କ ବିଷୟରେ ନିଶ୍ଚୟ ଜାଣିରଖନ୍ତୁ..

1 min read

ନମସ୍କାର ସାଙ୍ଗମାନେ।ସମସ୍ତେ ଏହିପରି ଜୀବନସାଥି ଚାହିଁଥାନ୍ତି ଯିଏକି ତାଙ୍କୁ ଜୀବନ ଭର ପ୍ରେମ କରୁବୋଲି।ଏବଂ ତାହା ପ୍ରତି ବିଶ୍ୱସ୍ଥ ରହୁବୋଲି।ଆପଣ ବହୁତକିଛି ଜିନିଷ ଦେଖିବାପରେ ହିଁ ନିଜର ଜୀବନସାଥି ବାଛୁଥିବେ।କିନ୍ତୁ ଯଦି ଆପଣ ସବୁଠାରୁ ଭଲ ସ୍ୱାମୀର ତଲାସରେ ଅଛନ୍ତି ତେବେ ଆପଣ ନିଜ ସ୍ୱାମୀର ରାଶି ମଧ୍ୟ ଦେଖିବା ଉଚିତ।ସବୁ ରାଶିର ଜାତକଙ୍କ ସ୍ୱଭାବ ଅଲଗା ଅଲଗା ହୋଇଥାଏ ଏବଂ ଏହାଦ୍ୱାରା ତାଙ୍କର ବୈବାହିକ ଜୀବନ ଉପରେ ମଧ୍ୟ ପ୍ରଭାବ ପଡିଥାଏ।ଆଜି ଆମେ ଏହି ଆର୍ଟିକିଲରେ ଜାଣିବା କେଉଁ ରାଶିର ଜାତକ ସବୁଠାରୁ ଭଲ ସ୍ୱାମୀ ହୋଇଥାନ୍ତି।ଏଥିପାଇଁ ଏହାକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବରେ ପଢନ୍ତୁ।ତେବେ ଆସନ୍ତୁ ଆରମ୍ଭ କରିବା

ପ୍ରଥମ ରାଶି:- ସର୍ଵପ୍ରଥମ ରାଶି ହେଉଛି କର୍କଟ ରାଶି।ଯଦି କଥା ଭଲ ସ୍ୱାମୀର ହେଉଛି ତେବେ କର୍କଟ ରାଶିର ଜାତକ ସବୁଠାରୁ ଭଲ ହୋଇଥାନ୍ତି।ଏହି ରାଶିର ଜାତକ ସବୁଠାରୁ ଭଲ ସ୍ୱାମୀ ହୋଇଥାନ୍ତି।ସବୁ ରାଶିମାନଙ୍କ ତୁଳନାରୁ ଏହି ରାଶିର ଜାତକ ସ୍ୱାମୀ ହିସାବରେ ସବୁଠାରୁ ଭଲ ହୋଇଥାନ୍ତି।ଏମାନେ ଯେଉଁମାନଙ୍କୁ ପ୍ରେମ କରିଥାନ୍ତି ତାଙ୍କ ପ୍ରତି ଭଲ ଭାବରେ ପ୍ରତିପ୍ରଧ ହୋଇଥାନ୍ତି।ଏମାନେ ବହୁତ ବିଶ୍ୱସ୍ଥ ହୋଇଥାନ୍ତି ଏଥିପାଇଁ ଏମାନଙ୍କ ସମ୍ପର୍କରେ ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ।ଏମାନଙ୍କ କଥା କହିବା ସମୟରେ ସକାରତ୍ମକ ବ୍ୟବହାର କରିବା ଏମାନଙ୍କୁ ସବୁଠାରୁ ଭଲ ସ୍ୱାମୀ ବନାଇଥାଏ।ଏମାନଙ୍କ ଅନ୍ଦାଜ ଜୀବନ ଭର ଏହିପରି ରହିଥାଏ।ଏମାନେ କେବେହେଲେ କାହାପାଇଁ ବଦଳି ନଥାନ୍ତି।

ଦ୍ୱିତୀୟ ରାଶି:-ଏହାପରେ ଦ୍ୱିତୀୟ ରାଶି ହେଉଛି ତୁଳା ରାଶି।ତୁଳାରାଶି ଜାତକଙ୍କ ଠାରୁ ପ୍ରେମ ଏବଂ ରୋମାନ୍ସରେ କେହି ଆଗରେ ରାହୀନଥାନ୍ତି।ଏମାନେ ନିଜ ପାଟନରଙ୍କ ଭାବନାକୁ ଭଲ ଭାବରେ ବୁଝିଥାନ୍ତି ଏବଂ ତାଙ୍କର ପ୍ରତି ଅବସ୍ଥାରେ ସାଥି ନିଭେଇ ଥାନ୍ତି।ଏବଂ ସେମାନେ ନିଜ ପାଟନରଙ୍କ ସ୍ନମାନ ମଧ୍ୟ କରିଥାନ୍ତି।ଏମାନେ ନିଜ ପତ୍ନୀର ଯତ୍ନ ମଧ୍ୟ ନେଇଥାନ୍ତି।

ତୃତୀୟ ରାଶି:- ବିଛା ରାଶି।ଏହି ରାଶିର ବ୍ୟକ୍ତିମାନେ କରିସ୍ମା ବ୍ୟକ୍ତିତ୍ୱ ପାଇଁ ଜଣାଯାଇଥାନ୍ତି।ଏମାନେ ସବୁ ପରିସ୍ଥିତିକୁ ଅପଣେଇବା ଜାଣିଥାନ୍ତି।ଏମାନଙ୍କ ସବୁଠାରୁ ଭଲ ଗୁଣ ହେଉଛି ଏମାନେ ବିଶ୍ୱସ୍ଥ ହୋଇଥାନ୍ତି।ଏଥିପାଇଁ ଏମାନେ ମଧ୍ୟ ଭଲ ସ୍ୱାମୀ ହୋଇଥାନ୍ତି।

ଚତୁର୍ଥ ରାଶି:- ସିଂହ ରାଶି।ଏହି ରାଶିର ବ୍ୟକ୍ତିମାନେ ପ୍ରେମ ଯତେଇବାରେ ପଛରେ ରହିଥାନ୍ତି।ଏମାନେ ନିଜ ଭାବନାକୁ ନିଜ ମନଭିତରେ ରଖିବାରେ ବିଶ୍ୱାସ ରଖନ୍ତି।ଏବଂ ଏଥିପାଇଁ ଏମାନଙ୍କ ପାଟନରଙ୍କୁ କିଛି ଥର ନିରାଶା ହୋଇଥାଏ।

ପଞ୍ଚମ ରାଶି:- ମିଥୁନ ରାଶି।ଏହି ରାଶିର ବ୍ୟକ୍ତିମାନେ ପ୍ରେମ କରିବା ସହିତ ପ୍ରେମ ଯତେଇବା ଭଲ ଭାବରେ ଜାଣିଥାନ୍ତି।ଏମାନେ ସବୁବେଳେ କିଛିନା କିଛି ନୂଆ କରିଥାନ୍ତି।

ଷଷ୍ଠ ରାଶି:- ମିନ ରାଶି।ଏହି ରାଶିର ବ୍ୟକ୍ତିମାନେ ନିଜ ପତ୍ନୀଙ୍କୁ ଖୁସି କରିବାର ସମସ୍ତ ଉପାୟ ଜାଣିଥାନ୍ତି।ଏମାନେ ବହୁତ କ୍ରିଏଟିଭ ମଧ୍ୟ ହୋଇଥାନ୍ତି।

ସପ୍ତମ ରାଶି:-ମେଶ ରାଶି।ଏମାନେ ଭଲ ସ୍ୱାମୀ ହେବାରେ ଅଳ୍ପ ପଛରେ ରହିଥାନ୍ତି।କାରଣ ଏମାନେ ବିଶ୍ୱାସ ଦେଇଥାନ୍ତି କିନ୍ତୁ କିଛି ଥର ତାହାକୁ ସମ୍ପୂର୍ଣ୍ଣ କରିପାରି ନଥାନ୍ତି।

ଅଷ୍ଟମ ରାଶି:- ମକର ରାଶି।ଏହି ରାଶିର ବ୍ୟକ୍ତି ଆଜିରୁ ଅଧିକ ଭବିଷ୍ୟ ବିଷୟରେ ଚିନ୍ତା କରିଥାନ୍ତି।ଯଦି ଆପଣ କଳ୍ପନା ପସନ୍ଦ କରିଥାନ୍ତି ତେବେ ଆପଣ ଏହି ରାଶିର ଜାତକଙ୍କ ଠାରୁ ଦୂରରେ ରହିବାହିଁ ପସନ୍ଦ କରିବେ।ଯଦି ଭବିଷ୍ୟ ସୁରଖିତ କରିବାକୁ ଚାହୁଁଛନ୍ତି ତେବେ ମକର ରାଶିର ଜାତକଙ୍କ ସହିତ ବିବାହ କରିପାରିବେ।

ନବମ ରାଶି:- ବୃଷ ରାଶି।ଏହି ରାଶିର ଜାତକ ମାନମୋଉଜି ହୋଇଥାନ୍ତି।ଏହି ରାଶିର ବ୍ୟକ୍ତିମାନେ ନିଜର ସବୁକଥା ନିଜ ସ୍ୱାମୀଙ୍କୁ କହିବାରେ ପଛରେ ରହିଥାନ୍ତି।

ଦଶମ ରାଶି:-କନ୍ୟା ରାଶି।ଏମାନେ ଆପଣଙ୍କୁ ବହୁତ ପ୍ରେମ କରିଥାନ୍ତି ଏବଂ ଆପଣଙ୍କୁ ଖୁସି ମଧ୍ୟ ରଖିଥାନ୍ତି।ଆପଣ କିଛିଥର ଏମାନଙ୍କ ଖରାପ ମୁଡ଼ର ଶିକାର ମଧ୍ୟ ହୋଇପାରିବେ।

ଏକାଦଶ ରାଶି:- ଧନୁ ରାଶି।ଏମାନଙ୍କୁ ଏକ ପ୍ରକାର ଜିନିଷ ପସନ୍ଦ ନଥାଏ।ଏମାନେ ସବୁବେଳେ ଅଲଗା ଅଲଗା ଜିନିଷ ପସନ୍ଦ କରିଥାନ୍ତି।ଏଥିପାଇଁ ଏମାନେ ଭଲ ସ୍ୱାମୀ ହୋଇନଥାନ୍ତି।

ଦ୍ୱାଦଶ ରାଶି:-କୁମ୍ଭ ରାଶି।ଏମାନଙ୍କ ପାଇଁ ଏମାନଙ୍କ କାମ ସବୁଠାରୁ ବଡ଼ ହୋଇଥାଏ।କାମରୁ ବଡ଼ ଏମାନଙ୍କୁ ଅନ୍ୟକୌଣସି ଜିନିଷ ଦେଖାଯାଏ ନାହିଁ।ତେବେ ଆପଣ ନିଜ ପସନ୍ଦ ଅନୁସାରେ ଏହି ରାଶିର ବ୍ୟକ୍ତିଙ୍କ ସହିତ ବିବାହ କରିପାରିବେ।

Leave a Reply

Your email address will not be published. Required fields are marked *