ଯେବେ ଶିବମନ୍ଦିର ଅନ୍ୟ ଜାଗାକୁ ହଟାଇବାକୁ ଗଲେ ରେଳ ଅଧିକାରୀ , ତେବେ ତାଙ୍କ ଆଗରେ ନାଗ ଦେବତା ଠିଆ ହେଇଗଲେ – ଆଉ ତାପରେ ଯାହା ହେଲା..
ଏବେ ଏହା ଚମତ୍କାର କିମ୍ବା ସେମିତି ଆକସ୍ମିକ ଘଟଣା , ଏବେ କିଛି ଦିନ ହେବ ୟୁପିର ଚନ୍ଦୋଲିରେ ଏମିତି ଏକ ମାମଲା ଆସିଥିଲା ଯେଉଁଠି ଗୋଟିଏ ନାଗ ସାପ ଶିବ ମନ୍ଦିରକୁ ବଞ୍ଚାଇବାକୁ ଯାଇ ଅଧିକାରୀଙ୍କ ସାମ୍ନାରେ ଆସି ଯାଇଥିଲା , ସାପଟି ଅଧିକାରୀମାନଙ୍କୁ ଭିତରକୁ ପଶେଇ ଦେଇନଥିଲା । ରେଲୱେର ଫ୍ୟାଟ୍ କୋରିଡର୍ ରେ ହୋଇଥିବା ଶିବ ମନ୍ଦିରରେ କେଉଁଠି ଅନ୍ୟତ୍ର ହଟାଇବାପାଇଁ କାର୍ଯ୍ୟ ଚାଲୁଥିଲ୍,ଆ ସାପଟି ବହୁତ ଦିନ ହେଲା ସେହି ମନ୍ଦିରରେ ଥିଲା, ଏପରି ସାପ ବାହାରିବା ଦ୍ୱାରା ସେଠାରେ ଲୋକଙ୍କର ଭିଡ ହୋଇଯାଇଥିଲା ।
ସାପର ଶିବ ମନ୍ଦିର ସହ ପୁରୁଣା ସଂମ୍ପର୍କ ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ ମୁତାବିକ ସାଅ ଶିବମନ୍ଦିରରେ ସବୁଦିନ ଥରେ ନହେଲେ ଦୁଇଥର ଆସୁଥିଲା , ମନ୍ଦିରର ପୁଜା ପାଠ କରିବାକୁ ଆସିଥିବା ଲୋକ ସେହି ସାପକୁ ଦେଖିବାର କଥା କହିଥିଲେ ,
ମନ୍ଦିର ପରିସରରେ ଏପଟ ସେପଟ ବୁଲିବା ପରେ ଶିବଲିଙ୍ଗରେ କୂଣ୍ତଳୀ ମାରିକରି ସେ ବସିଯାଇଥିଲା , ତାକୁ ଦେଖିବାକୁ ଲୋକ ଭିଡ ଜମାଇଦେଇଥିଲେ । ଗ୍ରାମୀଣଙ୍କ ମୁତାବିକ ସେ ଲୋକଙ୍କୁ କିଛି ଖାଇବା ପାଇଁ ଦିଆଗଲା ବେଳେ ସେ ଖାଉନଥିଲା , ସବୈୟା ଗ୍ରାମର ପ୍ରଧାନ ଆଶିଷ ସିଂଙ୍କ କଥା ମାନିଲେ ମନ୍ଦିରର ପୁରୁଣା ବଟ ବୃକ୍ଷ ବର୍ଷ ପୂର୍ବେ କଟା ହୋଇଯାଇଥିବାରୁ ଜଣେ ମୁଲିଆର ମୃତ୍ୟୁ ହୋଇଥିଲା । ଅନ୍ୟ ବହୁତ ଲୋକ ପ୍ରୟାସରୁ ଗଛ ପଡି ଆଘାତ ହୋଇଥିଲେ । ସବୈୟା ଗ୍ରାମର ବିଜୟ ପ୍ରଜାତି କହିଲେ କି ବହୁତ ସମୟରୁ ସାପ ଓ ତାର କୁନବା ନିବାସ କରୁଥିଲା ।