June 21, 2025

Odia Express

Here, There and Everywhere

ସକାଳୁ ଉଠି ଖାଲି ପେଟରେ ବାଦାମ ଖାନ୍ତୁ ଓ ଅବିଶ୍ୱସନୀୟ,ଅଦ୍ଭୁତ,ଅକଳ୍ପନିୟ ଫାଇଦା ପାଆନ୍ତୁ..

ସମସ୍ତ ମଣିଷମାନଙ୍କ ଖାଇବା ପିନ୍ଧିବା ଇତ୍ୟାଦି ସବୁ ବିଭିନ୍ନ ପ୍ରକାରର ହୋଇଥାଏ।ଦେଖିବାକୁ ଗଲେ ବହୁତ ଲୋକ କିଛି ଖାଦ୍ୟ ଖାଇନଥାନ୍ତି ଓ ଅନ୍ୟ କିଛି ଲୋକ ସେହି ଖାଦ୍ୟକୁ ପ୍ରଚୁର ପରିମାଣରେ ଖାଇଥାନ୍ତି।ଆମ ଦେଶ ଭାରତରେ ବହୁତ ପ୍ରକାର ଲୋକ ରହିଥାନ୍ତି ଓ ସବୁ ଜାଗର ଖାଇବା ପିନ୍ଧିବା ସମାନ ନଥାଏ ଜାଗାର ବିଭିନ୍ନତା ଅନୁସାରେ ଖାଦ୍ୟରେ ବି ପାର୍ଥକ୍ୟ ଦେଖାଯାଏ।

ଖାଇବା ତ ବହୁତ ଲୋକ ଖାଇଥାନ୍ତି କିନ୍ତୁ ବହୁତ କାମ ଲୋକ ଥାନ୍ତି ଯେଉଁମନେ ଉପୟୋକ୍ତ ଖାଦ୍ୟ ଖାଇଥାନ୍ତି ଯାହା ଆମ ଶରୀରକୁ ବିଭିନ୍ନ ଦିଗରୁ ଶକ୍ତି ପ୍ରଦାନ କରେ ଓ ଆମ ଶରୀର ତେଜ ରହେ।ଆଜି ଆମେ ଆଲୋଚନା କରିବାକୁ ଯାଉଛେ ଏକ ଏପରି ଖାଦ୍ୟ ଉପରେ ଯାହା ଆମ ଶରୀର ପାଇଁ ବହୁତ ଉପଯୋଗୀ।ସେହି ଖାଦ୍ୟର ନାମ ହଉଛି ବାଦାମ।ବାଦାମ ଏକ ଏପରି ସଶ୍ୟ ଯାହା ଆମ ଶରୀର ପାଇଁ ବୋହିତ ଉପଯୋଗୀ ଅଟେ।

ଏହା ସାଧାରଣତଃ ୨ ପ୍ରକାରର ହୋଇଥାଏ ଗୋଟେ ହେଉଛି ସୁଇଟ ଓ ଅନ୍ୟଟି ହେଉଛି ବିଟର।ସୁଇଟକୁ ସାଧାରଣତଃ ଲୋକମାନେ ଖାଦ୍ୟ ଭାବେ ଖାଇଥାନ୍ତି କିନ୍ତୁ ବିଟରକୁ ତେଲ ପ୍ରସ୍ତୁତି କରିବାରେ ବ୍ୟବହାର କରାଯାଏ।ଯଦି ଆପଣ ରାତିରେ କିଛି ବାଦାମକୁ ପାଣିରେ ଭେଦେଇ ରଖି ସକାଳକୁ ଖାଉଛନ୍ତି ଏହା ଆପଣଙ୍କ ଶରୀରକୁ ବହୁତ ଶକ୍ତି ଓ ବହୁତ ଫାଇଦା ଦବ।ଚାଲନ୍ତୁ ଆଜି ଆମେ ଜାଣିବା ବାଦାମ ଖାଇବାର ୩ଟି ବଡ଼ ରହସ୍ୟ।

ପ୍ରଥମ ହଉଛି ସ୍ମରଣ ଶକ୍ତି ବୃଦ୍ଧି କରାଇଥାଏ।ବାଦାମ ଖାଇବା ଦ୍ୱାରା ଆମ ମସ୍ତିସ୍କ ଓ ଆମ ସ୍ମରଣ ଶକ୍ତି ବହୁତ ବୃଦ୍ଧି ପାଇଥାଏ।ସେଥିପାଇଁ ତ କୁହାଯାଏ କି ସକାଳୁ ଉଠି ୫ଟି ବାଦାମ ଖାଇବା ଦ୍ୱାରା ଆମ ସ୍ମରଣ ଶକ୍ତି ପ୍ରଖର ହେବ ସହ ମସ୍ତିଷ୍କର ଯେକୌଣସି ବେମାରି ପାଇଁ ଏହା କିଛି ପରିମାଣରେ ଉପଶମ ଦେଇଥାଏ।

ଦୂତୀୟ ହଉଛି ଡାଇବେଟିସରୁ ରକ୍ଷା ପାଇବା।ଯଦି ଘରେ କାହାକୁ ଡାଇବେଟିସ ଅଛି ତ ଏହି ବାଦାମ ଆପଣଙ୍କୁ ତାହା ସହ ଲଢ଼ିବାରେ ସାହାଯ୍ୟ କରିବ।ଆପଣ ଯଦି ପ୍ରତିଦିନ କ୍ଷୀର ସହ ବାଦାମ ଖାଉଛନ୍ତି ତାହେଲେ ଆପଣଙ୍କୁ ବହୁତ ଫାଇଦା ହବ କାରଣ ଖୀରର କ୍ୟାଲସିୟମ ରହିଥାଏ ଯାହା ଆମ ଶରୀରର ସମସ୍ତ ହାଡ ଓ ଦାନ୍ତକୁ ଶକ୍ତ କରାଏ।ଯଦି ଆପଣ ଗୋଟେ ସପ୍ତାହରେ ୫ଥର ବାଦାମ ସେବନ କରୁଛନ୍ତି ତାହେଲେ ହୃଦଘାତରୁ ଆପଣ ୫୦% ଆପଣ ରିହାତି ପାଇପାରିବେ ଏହା ଛାଡ ଆପଣଙ୍କ ହୃଦଘାତ ଠିକ ଭାବରେ ଚାଲୁରହିବ ତାହା ଛଡା ଆପଣଙ୍କ ଶରୀରରେ ସମସ୍ତ ଅଙ୍ଗରେ ଅକ୍ସିଜେନ ଠିକ ଭାବରେ ପହଂଚି ପାରିବ।

ତୃତୀୟରେ ହଉଛି ଗର୍ଭବତୀ ମହିଳାମାନଙ୍କ ପାଇଁ।ଯଦି ଏହି ମହିଳାମାନେ ପ୍ରତିଦିନ ବଦାମ ସେବନ କରୁଥାନ୍ତି ଏହିମାନଙ୍କ ପିଲା ବହୁତ ସୁସ୍ଥ ଓ ମଜବୁତ ଏହି ଜନ୍ମ ନେବେ।ଏହା ଛଡା ଯଦି ଆପଣ ବାଦାମର ତେଲକୁ ଯଦି ନିଜ ମୁଣ୍ଡରେ ମାରୁଛନ୍ତି ତାହେଲେ ଆପଣଙ୍କ ଚୁଟି ଆଉ ଝଡ଼ିବନାହିଁ କି ଧଳା ହବ ନାହିଁ।ଯଦି ବଦାମର ତେଲକୁ ଆପଣ ବୃଢ଼ ଓ ଛୋଟ ପିଲାଙ୍କ ଦେହରେ ମାରୁଛନ୍ତି ତାହେଲେ ଏହିମାନଙ୍କ ଶରୀରର ହାଡ଼ ଗୁଡିକ ଦୃଢ଼ ହେବ।

Leave a Reply

Your email address will not be published. Required fields are marked *