ମଜାଦାର ପ୍ରଶ୍ନ ଉତ୍ତର – ଏମିତି କେଉଁ ଜିନିଷ ଅଛି ଯାହା ମହିଳା ୧୮ ବର୍ଷ ହେବାପରେ ନିଜ ଇଚ୍ଛାରେ କାହାକୁ ବି ଦେଇପାରେ?ଉତ୍ତର ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ..
ଏମିତି କେଉଁ ଜିନିଷ ଅଛି ଯାହା ମହିଳା ୧୮ ବର୍ଷ ହେବାପରେ ନିଜ ଇଚ୍ଛାରେ କାହାକୁ ବି ଦେଇପାରିବେ।ଏହି ଭିଡ଼ିଓରେ ଆମେ ଆପଣଙ୍କୁ ଏମିତିହି କିଛି ପରିସ୍ଥିତିର ପ୍ରଶ୍ନ ପଚାରିବୁ ଏବଂ ତାହାର ଉତ୍ତର ଦେବୁ ଯାହା ଆପଣଙ୍କ ମୁଣ୍ଡର ବତୀ ଖୋଲିଦେବ।୧.ମାନିନିଅନ୍ତୁ ଆପଣ ଏକ ଏସଡିମ ଅଟନ୍ତି ଏବଂ ଆପଣଙ୍କ ପାଖକୁ ଏମିତି ଏକ ମହିଳା ଆସନ୍ତି ଯିଏ ଆପଣଙ୍କ ଗ୍ରୁପରେ କାମ କରନ୍ତି।ସେ ଆପଣଙ୍କୁ କହିଥାନ୍ତି ତାଙ୍କ ସହ ଶାରୀରିକ ନିର୍ଯାତନା ହୋଇଛି ଏବଂ ତାହାର ଦୋଷ ଆପଣଙ୍କ ଡିପାର୍ଟମେଣ୍ଟର ଏକ ବହୁତ ବଡ଼ ଅଧିକାରୀଙ୍କ ଉପରେ ଲଗେଇଛନ୍ତି ଏବେ ଆପଣ କଣ କରିବେ?
ଏହାର ଉତ୍ତରରେ ମହିଳା ଜଣକ କହିଲେ ସର୍ବପ୍ରଥମେ ମୁ ସେହି ମହିଳାକୁ କମ୍ପ୍ଲେନ କରିବାକୁ କହିବି ଏବଂ ଏହାପରେ ଏକ କମିଟି ତିଆରି କରିବି ଯିଏ ଏହାର ନିରପେକ୍ଷ ରୂପରେ ଯାଞ୍ଚ କରିପାରିବେ ଏବଂ ପ୍ରମାଣ ଏକତ୍ରିତ କରିପାରିବେ।ଏହାପରେ ଯଦି ସେହି ବଡ ଅଧିକାରୀ ଦୋଷୀ ହୋଇଥିବେ ତାହେଲେ ଆଗକୁ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଏହାସହିତ ଯଦି ସେହି ମହିଳାର କମ୍ପ୍ଲେନ ମିଛ ହୋଇଥିବ ତାହେଲେ ତାଙ୍କ ଉପରେ ଉଚିତ ପଦକ୍ଷେପ ନିଆଯିବ।
୨.ମାନିନିଅନ୍ତୁ ଆପଣ ଏକ ଜିଲ୍ଲାର ଡିଏମ ଅଟନ୍ତି ଏବଂ ଆପଣଙ୍କ ଏରିୟାରେ ଜଣେ ବ୍ରାହ୍ମଣ ପୁଅ ଏକ ନିଚ୍ଚ ଜାତିର ଝିଅକୁ ବାହା ହେବାକୁ ଚାହୁଁଛି ଯଦି ସେହି ବାହାଘର ହୁଏ ତାହେଲେ କମସେ କମ ୪ ରୁ ୫ ଜଣଙ୍କ ଜୀବନ ଯାଇପାରେ।ଏହି ପରିସ୍ଥିତିରେ ଆପଣ କଣ କରିବେ?
ଏହା ଉତ୍ତରରେ ସିଏ କହିଲେ ଯଦି ଏମିତି ପରିସ୍ଥିତି ହୁଏ ତାହେଲେ ମୁ ସେହି ଲୋକଙ୍କୁ ବୁଝେଇବାକୁ ଚେଷ୍ଟା କରିବି ଏମିତି ନ କରିବା ପାଇଁ ଯଦି ତଥାପି ସେମାନେ ଏମିତି ନ କରନ୍ତି ତାହେଲେ ମୁଁ ୨ ଜଣଙ୍କ ବାହାଘର କରିବା ଅପେକ୍ଷା ୫ ଜଣଙ୍କ ଜୀବନ ବଞ୍ଚେଇବା ଠିକ ଭାବିବି।
୩.ବୋର୍ଡମେମ୍ବର କହିଲେ ମାନିନିଅନ୍ତୁ ଏକ ଅପରାଧୀ ଅଛି ଯିଏ ୨୫ ବଳାତ୍କାର କରିସାରିଛି ଏବଂ ସେ ଅଧିକାଂସ ଛୋଟ ଝିଅଙ୍କର ରେପ କରେ ଏବଂ କିଛି ପ୍ରମାଣ ମଧ୍ୟ ନାହିଁ।ଆପଣ ଏହି ଜିଲ୍ଲାର ଏସ୍ପି ଅଟନ୍ତି ଏବଂ ସେହି ଅପରାଧୀ ଆପଣଙ୍କ ଆଗରେ ଦୌଡୁଛି ଆପଣଙ୍କ ପାଖରେ ୨ଟି ରାସ୍ତା ଅଛି ତାକୁ ଗୁଳି କରିବା ଅଥବା ଦୌଡ଼ି ପଳେଇବା ପାଇଁ ଦେବା ତାହେଲେ ଆପଣ କଣ କରିବେ?
ଏହାର ଉତ୍ତରରେ ସେ କହିଲା କି ଯଦି ଏମିତି ପରିସ୍ଥିତି ଆସେ ତାହେଲେ ତାକୁ ମୁ ଗୁଳି ତ ମାରିବିନି କାରଣ କୋର୍ଟରେ ବିନା ଟ୍ରାଏଲରେ କାହାକୁ ଦଣ୍ଡ ଦେବା ସମ୍ବିଧାନର ଖିଲାପ ଅଟେ।ଏହି ପରିସ୍ଥିତିରେ ଆମେ ତାକୁ ଜୀବନ୍ତ ଧରିବାକୁ ପୁର୍ଣ ଚେଷ୍ଟା କରିବୁ।
୪.ଏଠାରେ ଏକ ମହିଳାଙ୍କୁ ପଚାରଗଲା କି ଏମିତି କେଉଁ ଜିନିଷ ଅଛି ଯାହା ମହିଳା ୧୮ ବର୍ଷ ହେବାପରେ ନିଜ ଇଚ୍ଛାରେ କାହାକୁ ବି ଦେଇପାରେ?
ଏହାର ଉତ୍ତରରେ ସେ କହିଲେ କି ଭୋଟ ଯାହା ଭାରତ ସମ୍ବିଧାନ ଅନୁସାରେ ଏକ ମହିଳା ଏବଂ ପୁରୁଷ ୧୮ ବର୍ଷ ପୂରଣ ହେବା ପରେ ନିଜ ଇଚ୍ଛାରେ କାହାକୁ ବି ଭୋଟ ଦେବା ପାଇଁ ପୁର୍ଣ ରୂପରେ ସ୍ୱତନ୍ତ୍ର ଅଟନ୍ତି।ବାନ୍ଧୁଗଣ ଆପଣ ଏହି ପ୍ରଶ୍ନର ଉତ୍ତର କଣ ଭାବିଥିଲେ ଆମକୁ ନିଶ୍ଚୟ କହିବେ।
୫.ଏହି ୟୁପିଏସି ସିଡିଏରେ ପଚରା ଯାଇଥିଲା।ଏପରି କେଉଁ ସାଗର ଅଛି ଯାହାର କୌଣସି ତଟରେଖା ନାହିଁ ଅର୍ଥାତ ଯାହା ଭୂମିକୁ ଛୁଏଁ ନାହିଁ?
ଏହାର ଉତ୍ତର ହେଉଛି ସାରଗେସୋ ସାଗର।ଏହାର ତଟରେଖା କୌଣସି ବି ଭୂମିକୁ ଛୁଏଁ ନାହିଁ କାରଣ ଏହା ଏକ ସାଗର ନୁହେଁ।ଏହା ସାଗରର ଏକ ଅଂଶ ଅଟେ ଯେଉଁଥିରେ ସାରଗେସୋ ନାମକ ଏକ ଶୈବାଳ ମିଳିଥାଏ।ଏହି ଶୈବାଳ ସମୁଦ୍ରର ଏକ ଅଂଶକୁ ପୁରା ଢାଙ୍କି ଦେଇଥାଏ।ଏହା ଉପର ଦେଇ ଯଦି କୌଣସି ଛୋଟ ଜାହାଜ ଅଥବା ବଡ ଜାହାଜ ଯାଇଥାଏ ତାହେଲେ ତାହା ସେଇଠି ଫସି ଯାଇଥାଏ।ଏହି ସରଗେସୋ ସାଗରରେ ଏପ୍ରିଲ ୧୯୧୨ରେ ଟାଇଟାନିକ ଜାହାଜ ବାଡେଇ ହୋଇଥିଲା।