June 21, 2025

Odia Express

Here, There and Everywhere

ବହୁତ ଲାଜକୁଳୀ ହୋଇଥାନ୍ତି ଏହି ୩ ନାମ ଥିବା ଝିଅ ମାନେ – ନିଶ୍ଚୟ ଏମାନଙ୍କ ବିଷୟରେ ଜାଣିବା ଦରକାର..

1 min read

ନମସ୍କାର ସାଙ୍ଗମାନେ।ଏହି ଦୁନିଆରେ ପ୍ରତ୍ୟେକ ବ୍ୟକ୍ତିଙ୍କ କିଛି ଅଲଗା ଅଲଗା ପରିଚୟ ଥାଏ।ଏବଂ କୌଣସି ବ୍ୟକ୍ତର ପ୍ରଥମ ଆକ୍ଷର ତାଙ୍କ ବ୍ୟକ୍ତିତ୍ୱ, ସ୍ୱଭାବ ଏବଂ ପରିଚୟ ବିଷୟରେ ଅନେକ ତଥ୍ୟ ଦେଇଥାଏ।ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲରେ ଏପରି କିଛି ଅକ୍ଷର ବିଷୟରେ ଜଣାଇବୁ ଯେଉଁ ଝିଅ ମାନଙ୍କ ନାମ ଏହି ଆକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅମାନେ କୋମଳ, ଭାବୁକ ଏବଂ ସଫା ମନ ଯୁକ୍ତ ହୋଇଥାନ୍ତି।ଏବଂ ସେମାନେ କେବେହେଲେ କାହାର ଖରାପ ଚିନ୍ତା କରିନଥାନ୍ତି।ଅନ୍ୟମାନଙ୍କୁ ସାହାଯ୍ୟ କରିବାରେ ଆଗରେ ଥାନ୍ତି ଏବଂ ନିଜ ଜୀବନ ସାଥିକୁ ବହୁତ ଭଲ ପାଇଥାନ୍ତି।ଏବଂ ପ୍ରତେକ ସୁଖ ଦୁଃଖରେ ତାଙ୍କର ସାଥିରେ ଥାନ୍ତି।

ଆଜିର ଏହି ଆର୍ଟିକିଲରେ ଆମେ ଏହି କିଛି ବିଶେଷ ନାମର ଆକ୍ଷରର ବିଶେଷତ୍ଵ ବିଷୟରେ ଜଣାଇବୁ।ଏଥିପାଇଁ ଏହି ଆର୍ଟିକିଲକୁ ସଂପୂର୍ଣ୍ଣ ପଢନ୍ତୁ।ତେବେ ଚଳାନ୍ତୁ ଆରମ୍ଭ କରିବା।

ପ୍ରଥମ:- A ନାମରୁ ଆରମ୍ଭ ହୋଇଥିବା ଝିଅମାନେ।ଯେଉଁ ଝିଅମାନଙ୍କ ନାମ A ଆକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ କୋମଳ ହୋଇଥାନ୍ତି।ସେମାନେ ସଫା ହୃଦୟ ଯୁକ୍ତ ମଧ୍ୟ ହୋଇଥାନ୍ତି।ଏମାନେ ଭାବୁକ ମଧ୍ୟ ହୋଇଥାନ୍ତି ଏହା ଛଡା ବିଶ୍ୱାସ ପାତ୍ର ମଧ୍ୟ ହୋଇଥାନ୍ତି।ଏହି କାରଣରୁ ଏମାନଙ୍କ ଉପରେ ସହଜରେ ବିଶ୍ୱାସ କରିହୋଇଥାଏ।ଏମାନେ ଯଦି କାହାକୁ କୌଣସି ବଚନ ଦେଇଥାନ୍ତି ତେବେ ତାହାକୁ ପୁରା ବିଶ୍ୱାସନୀୟ ଭାବରେ ନିଭାଇ ଥାଆନ୍ତି।ଏମାନେ ନିଜ କଥା ଏବଂ ଭାବନାରେ ଭଲ ହୋଇଥାନ୍ତି।ସଫା କଥା ଏବଂ ନିଜର ସହନଶୀଳତା ଏବଂ ସମ୍ୟ ବ୍ୟବହାର କାରଣରୁ ସମସ୍ତିଙ୍କ ହୃଦୟ ଜିତିପାରିଥାନ୍ତି।

ଦ୍ୱିତୀୟ:- B ନାମରୁ ଆରମ୍ଭ ହୋଇଥିବା ଝିଅମାନେ।ସାଙ୍ଗମାନେ ଜୋତିଶ ଶାସ୍ତ୍ର ଅନୁସାରେ ଯେଉଁ ଝିଅମାନଙ୍କ ନାମ B ଆକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି।ଏମାନେ ସରଳ ଏବଂ ଦୟାଳୁ ସ୍ୱଭାବର ହୋଇଥାନ୍ତି।ଏମାନେ ନିଜ ଜୀବନ ସାଥିକୁ ସର୍ବଦା ଖୁସିରେ ରଖିଥାନ୍ତି।ଅନ୍ୟମାନଙ୍କ ପାଇଁ ଏମାନଙ୍କ ମନରେ ଦୟା ଭାବନା ଆସିଥାଏ।ସ୍ଵଭାଵରୁ ଏମାନେ ବହୁତ ସମ୍ବେଦନଶୀଳ ହୋଇଥାନ୍ତି।ଏମାନେ କାହାକୁ ଧୋକା ଦେବା ବିଷୟରେ ଭାବିନଥାନ୍ତି।ଏମାନେ ଘର ଭିତର ଏବଂ ବାହାର କାର୍ଯ୍ୟରେ ବହୁତ ଦକ୍ଷ ହୋଇଥାନ୍ତି।ଏମାନଙ୍କ ହସମୁଖ ସ୍ୱଭାବ ସମସ୍ତିଙ୍କୁ ଏମନଙ୍କ ଆଡକୁ ଆକର୍ଷିତ କରାଇଥାଏ।ଏମାନେ ସମାଜରେ ନିଜର ଭଲ କାର୍ଯ୍ୟ ଏବଂ ବ୍ୟବହାର ପାଇଁ ଜଣାଯାଇଥାନ୍ତି।

ତୃତୀୟ:- D ଆକ୍ଷରରୁ ଆରମ୍ଭ ହୋଇଥିବା ଝିଅମାନେ।ସାଙ୍ଗମାନେ ଯେଉଁ ଝିଅ ମାନଙ୍କ ନାମ D ଆକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।ଏମାନେ ଯେଉଁ ଘରକୁ ଯାଇଥାନ୍ତି ମାତା ଲକ୍ଷ୍ମୀଙ୍କ ଅଶ୍ରୀବଦରୁ ସେହି ଘରକୁ ସ୍ୱର୍ଗ ବନାଇଥାନ୍ତି।ଏବଂ ସେହି ଘରକୁ ଧନ ଡୌଲତ ଏବଂ ମାନ ସ୍ନମାନରୁ ଭରି ଦେଇଥାନ୍ତି।ଏମାନେ ହୃଦୟରୁ ସଫା ହୋଇଥାନ୍ତି।ନିଜ ଶତ୍ରୁ ପାଇଁ ମଧ୍ୟ ଏମାନଙ୍କ ମନରେ କୌଣସି ଖରାପ ଭାବନା ନଥାଏ।କୌଣସି ବ୍ୟକ୍ତି ଏମନଙ୍କ ପାଇଁ ଯେତେ ଖରାପ କଲେ ମଧ୍ୟ ଏମାନେ ତାଙ୍କ ବିଷୟରେ ଖରାପ ଭାବିନଥାନ୍ତି।ଏମାନେ ସବୁବେଳେ ଅନ୍ୟମାନଙ୍କୁ ସାହାଯ୍ୟ କରିଥାନ୍ତି।ନିଜ ବ୍ୟବହାର ଦ୍ୱାରା ଏମାନେ ସମସ୍ତିଙ୍କ ହୃଦୟ ଜିତି ପାରିଥାନ୍ତି।

Leave a Reply

Your email address will not be published. Required fields are marked *