June 22, 2025

Odia Express

Here, There and Everywhere

କଥା କଥାରେ ହସୁଥିବା ମହିଳା କିପରି ହୋଇଥାଆନ୍ତି ଜଣିକରି ଆଶ୍ଚର୍ଯ୍ୟ ହୋଇଯିବେ…

ନମସ୍କାର ସାଙ୍ଗମାନେ।ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ଚାଣକ୍ୟନୀତି ଅନୁସାରେ ଜଣାଇବୁ କଥା କଥାରେ ହସୁଥିବା ମହିଳାଙ୍କ ଚରିତ୍ର କିପରି ହୋଇଥାଏ?ସାଙ୍ଗମାନେ ଏହିପରି ହସୁଥିବା ମହିଳା ଆପଣଙ୍କ ମୃତ୍ୟୁର କାରଣ ହୋଇପାରନ୍ତି।ଯଦି ଆପଣଙ୍କ ସ୍ତ୍ରୀ ବେଶି ହସୁଥାନ୍ତି କିମ୍ବା ଆପଣଙ୍କ ଗାର୍ଲଫ୍ରେଣ୍ଡ କମ କିମ୍ବା ବେଶି ହସୁଥାନ୍ତି ତେବେ ଜାଣନ୍ତୁ ଭୟଙ୍କର ସଂକେତ।ଏହା ଆପଣ ଜଣିକରି ଡରିଯିବେ।ଏହିପରି ମହିଳାଙ୍କର ହସ ହୋଇଥାଏ ଭୟଙ୍କର।

ସାଙ୍ଗମନେ ଏହା କୁହାଯାଇଥାଏଯେ ହସିବା ମହିଳାମାନଙ୍କ ଏକ ସ୍ୱଭାବ ହୋଇଥାଏ।ଦେଖିବାକୁ ଗଲେ ଏହି କଥା ଶତ ପ୍ରତିଶତ ସତ।ପୁଅ ମାନେ ଝିଅମାନଙ୍କ ହସରେ ଫିଦା ହୋଇଯାଇଥାଆନ୍ତି।ଏବଂ ତାଙ୍କୁ ନିଜର ହୃଦୟ ଦେଇଦେଇଥାନ୍ତି।ଏକ ଗବେଷଣାରୁ ଜଣାପଡ଼ିଛି ଯେ ଯେଣେ ମନୁଷ୍ୟର ହାବ ଭାବ ତାହାର ବ୍ୟକ୍ତିତ୍ୱ ବିଷୟରେ ଜଣାଇଥାଏ ସେହିପରି ମନୁଷ୍ୟର ହସିବା ଏବଂ ସ୍ମାଇଲ କରିବା ମଧ୍ୟ ବ୍ୟକ୍ତିର ବହୁତ ରହସ୍ୟ ଖୋଲିଥାଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ମହିଳା କଥା କଥାରେ ଏପରି ହସିଥାଆନ୍ତି ତେବେ ତାହାର ବହୁତ କିଛି ସଂକେତ ଥାଏ ଯାହାକୁ ଦେଖିକରି ଆପଣ ଡ଼ରିଯିବେ।ଏବଂ ଏହିପରି ହସୁଥିବା ମହିଳାଙ୍କ ଠାରୁ ସବୁବେଳେ ଦୂରେଇବେ।ତେବେ ଆସନ୍ତୁ ସେହିବିଷୟରେ ଜାଣିବା।ସାଙ୍ଗମାନେ ମୁହଁ ବନ୍ଦ କରି ହାଲ୍କା ଶବ୍ଦ କରିହସୁଥିବା ମହିଳା ସାମୁଦ୍ରିକ ଶାସ୍ତ୍ର ଅନୁସାରେ ନିଜ କାମ କରାଇବାରେ ବହୁତ ମାହୀର ହୋଇଥାଆନ୍ତି।ଏବଂ ଏହିପରି ମହିଳା ସୁଯୋଗ ହାତଛଡା କରିନଥାନ୍ତି।ଏବଂ ଏମାନେ କେବେହେଲେ କାହାର ଭଲ ଭାବିନଥାନ୍ତି।ନିଜର ରହସ୍ୟ କେବେହେଲେ କାହାକୁ କହିନଥାନ୍ତି।ଏମାନଙ୍କ ହୃଦୟରେ କାହାପାଇଁ ଦୟା ନଥାଏ।ଏମାନେ ନିଜ ଜୀବନ ସାଥିକୁ ମଧ୍ୟ ଧୋକା ଦେଇଥାଆନ୍ତି।ଏହିପରି ମହିଳାଙ୍କ ଠାରୁ ଦୂରରେ ରୁହନ୍ତୁ।

ସାଙ୍ଗମାନେ ଖିଲିଖିଲି ହୋଇ ପ୍ରତିକଥାରେ ହସୁଥିବା ମହିଳା କିପରି ହୋଇଥାଆନ୍ତି?ଚାଣକ୍ୟ ନୀତି ଅନୁଯାୟୀ ହସିବା ଶରୀର ପାଇଁ ଭଲ ହୋଇଥାଏ।ହସିବାଦ୍ୱାରା ବହୁତ ଘାତକ ରୋଗ ଦୂର ହୋଇଯାଇଥାଏ।କିନ୍ତୁ କଥା କଥାରେ ଜୋରରେ ହସୁଥିବା ମହିଳା ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବହୁତ ଭଲ ହୋଇଥାନ୍ତି।ଯେଉଁ ଠରେ ଆପଣ ଏହିଭଳି ମହିଳାଙ୍କୁ ଦେଖିବେ ତୁରନ୍ତ ଏମାନଙ୍କ ସହ ସାଙ୍ଗ ହୋଇଯାଆନ୍ତୁ।ଏମାନେ ହୃଦୟରୁ ବହୁତ ସଫା ହୋଇଥାଆନ୍ତି।ଚାଣକ୍ୟ ନୀତି ଅନୁସାରେ ଏପରି ଲୋକ ସହନଶୀଳ, ଦୟାଳୁ ଏବଂ ଆତ୍ମବିଶ୍ୱାସ ଯୁକ୍ତ ହୋଇଥାଆନ୍ତି।ଏହିପରି ମହିଳା କେବେହେଲେ ଧୋକା ଦେଇନଥାନ୍ତି।ଏମାନେ ଆପଣଙ୍କ ପାଇଁ ସବୁକିଛି କରନ୍ତି।ନିଜ ଜୀବନ ସାଥିକୁ ଶେଷନିଶ୍ୱାସ ପର୍ଯ୍ୟନ୍ତ ମଧ୍ୟ ଛାଡି ନଥାନ୍ତି।ଏମାନଙ୍କ ପାଖରେ ମମତା ଭରିହୋଇ ରହିଥାଏ।ଏମାନେ ସତ୍ୟ ବିଚାର ଯୁକ୍ତ ହୋଇଥାଆନ୍ତି।

ସାଙ୍ଗମାନେ ଯେଉଁ ମହିଳା ଶାନ୍ତ ହୋଇ ସ୍ମାଇଲ କରିଥାନ୍ତି ସେମାନଙ୍କ ହୃଦୟରେ ବହୁତ ଗଭୀର ଦୁଃଖ ରହିଥାଏ।ସେ ନିଜ ହୃଦୟ ଭାଙ୍ଗିଯାଇଥିଲେ ମଧ୍ୟ କହିନଥାନ୍ତି।ଏମାନେ ହାଲ୍କା ହସ ଦେଖାଇ ନିଜ ଦୁଃଖକୁ ଲୁଚାଇଦେଇ ଥାଆନ୍ତି।ଏମନଙ୍କ ଉପରେ ଆପଣ ସହଜରେ ବିଶ୍ୱାସ କରିପାରିବେ।ଏମାନେ ସଫା ବିଚାର ଯୁକ୍ତ ହୋଇଥାଆନ୍ତି।ଏମାନେ ଅନ୍ୟମାନଙ୍କ ଭାବନାକୁ ମଧ୍ୟ ସ୍ନମାନ କରିଥାଆନ୍ତି।

Leave a Reply

Your email address will not be published. Required fields are marked *